ଔଷଧ ଦରବୃଦ୍ଧି ଖବର ମିଛ
ନୂଆଦିଲ୍ଲୀ : ୨୦୨୪ ଏପ୍ରିଲରୁ ଔଷଧ ଦରରେ ୧୨% ପର୍ଯ୍ୟନ୍ତ ବୃଦ୍ଧି ଘଟିବ ବୋଲି କେତେକ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି। ଏହି ଦର ବୃଦ୍ଧି ଦ୍ୱାରା ୫୦୦ରୁ ଅଧିକ ଔଷଧ ପ୍ରଭାବିତ ହେବ ବୋଲି ଏହି ରିପୋର୍ଟରେ ଦାବି କରାଯାଇଛି। ଏଭଳି ଖବର ମିଥ୍ୟା, ବିଭ୍ରାନ୍ତିକର ଓ ଭ୍ରମାତ୍ମକ। ଔଷଧ ମୂଲ୍ୟ ନିୟନ୍ତ୍ରଣ ଆଦେଶ (ଡିପିସିଓ) ୨୦୧୩ର ବ୍ୟବସ୍ଥା ଅନୁଯାୟୀ, ଔଷଧଗୁଡ଼ିକୁ ଅନୁସୂଚିତ ଏବଂ ଅଣ-ଅନୁସୂଚିତ ସୂତ୍ରୀକରଣ ବା ଫର୍ମୁଲେସନ୍ ଭାବରେ ବର୍ଗୀକୃତ କରାଯାଇଛି। ଡିପିସିଓ ୨୦୧୩ର ଅନୁସୂଚୀ-୧ରେ ତାଲିକାଭୁକ୍ତ ହୋଇଥିବା ସୂତ୍ରୀକରଣଗୁଡିକ ହେଉଛି...
ବିଜେଡିର ପ୍ରାର୍ଥୀ ତାଲିକା ପ୍ରକାଶିତ
ଭୁବନେଶ୍ୱର : ବିଜୁ ଜନତା ଦଳ ଆଜି ତାହାର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ତାଲିକା ପ୍ରକାଶ କରିଛି । ତାଲିକାରେ ୨୭ଜଣ ବିଧାୟକ ପ୍ରାର୍ଥୀଙ୍କ ନାମ ସହିତ ଲୋକସଭା ପାଇଁ ଆଉ ୫ଜଣ ପ୍ରାର୍ଥୀଙ୍କ ନାମ ରହିଛି । ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ଏହି ତାଲିକା ଘୋଷଣା କରିଛନ୍ତି । ଏଥିରେ ଥିବା ଲୋକସଭା ପ୍ରାର୍ଥୀଙ୍କ ମଧ୍ୟରେ ବ୍ରହ୍ମପୁର ପାଇଁ ଭୃଗୁ ବକ୍ସିପାତ୍ର, ଭଦ୍ରକ ପାଇଁ ମଞ୍ଜୁଲତା ମଣ୍ଡଳ, କେନ୍ଦୁଝର ପାଇଁ ଧର୍ନୁଜୟ ସିଦ୍ଧୁ, ବରଗଡ ପାଇଁ ପରିଣତା ମିଶ୍ର ଏବଂ...
Behera, Bhrugu Join BJD
Bhubaneswar: Just days after resigning from BJP, former Salepur MLA Prakash Chandra Behera has joined the ruling Biju Janata Dal (BJD). Shri Behera along with his supporters formally inducted into the BJD in presence of MPs Manas Mangaraj, Sasmit Patra and senior BJD MLA Pratap Jena. Salepur MLA Prashanta Behera, Kendrapara MP nominee Ansuman Mohanty were also present during the...
ଆରମ୍ଭ ହେଲା ସୋଆ ପଖାଳ ଉତ୍ସବ
ଭୁବନେଶ୍ୱର : ପଖାଳ ସବୁ ଓଡ଼ିଆଙ୍କର ପ୍ରିୟ ଖାଦ୍ୟ । ଓଡ଼ିଶାର ଘରେ ଘରେ ଏହି ପାରମ୍ପରିକ ଖାଦ୍ୟ ବେଶ ଆଦୃତ ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପସଭାପତି ଶ୍ରୀମତି ଶାଶ୍ୱତୀ ଦାସ । ପଖାଳର ପ୍ରଚାର ଓ ପ୍ରସାର କରିବା ଉଦ୍ଦେଶ୍ୟରେ ସୋଆ ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟ (ଏସ୍ଏଚ୍ଏମ୍ ) ପକ୍ଷରୁ ବୁଧବାର ଆରମ୍ଭ ହୋଇଥିବା ପଖାଳ ଉତ୍ସବକୁ ଉଦ୍ଘାଟନ କରି ଏହା କହିଛନ୍ତି ଶ୍ରମତି ଦାସ । ଓଡ଼ିଶାର ପରମ୍ପରା ଓ ସଂସ୍କୃତିକୁ ବାନ୍ଧି...
Sahu BJD Manifesto Team Chief
Bhubaneswar: The Governing Biju Janata Dal (BJD) today appointed former Union Minister and Berhampur MP Chandra Shekhar Sahu as the Chairman of the party’s Manifesto Committee for the upcoming Lok Sabha and Assembly elections in the State. Party High Command has elevated Shri Sahu to the rank of Vice President and given this crucial responsibility for the election. This also...
Odisha Day In Seattle
Bhubaneswar: As the Odia community celebrated the 89th Odisha Day, on Easter Sunday, at the historic Hing Hay Park in Seattle’s vibrant Chinatown International District came alive with colors, music, and cultural pride. This significant event marked the 89th anniversary of the formation of the state of Odisha under British rule, based on linguistic identity. The festivities commenced with a warm...
ପୁଣି ଫେରିଲାଣି ଭିକ୍ଷାବୃତ୍ତି
ଭୁବନେଶ୍ୱର : କିଛି ଦିନର ନିରବତା ପରେ ରାଜଧାନୀର ବିଭିନ୍ନ ଛକରେ ଭିକାରୀମାନେ ପୁଣି ଥରେ ହାତ ପତାଇବା ଆରମ୍ଭ କରିଛନ୍ତି । ଏଥର ବୟସ୍କ ଭିକାରୀଙ୍କ ବଦଳରେ କୁନି କୁନି ପିଲାମାନେ ଗାଡିମୋଟର ନିକଟକୁ ଆସି ପଇସା ମାଗୁଛନ୍ତି । ରାଜଧାନୀକୁ ଭିକାରୀମୁକ୍ତ କରିବାପାଇଁ ଭୁବନେଶ୍ୱର ମହାନଗର ନିଗମ ଆରମ୍ଭ କରିଥିଲା ଭିକାରୀମୁକ୍ତ ଅଭିଯାନ । ସହରର ବିଭିନ୍ନ ସ୍ଥାନରେ ଭିକ୍ଷାବୃତ୍ତି କରୁଥିବା ଲୋକଙ୍କୁ ବିଏମ୍ସିର ଆଶ୍ରୟସ୍ଥଳୀକୁ ନିଆଯାଇଥିଲା । ସେଠାରେ ସେମାନଙ୍କ ପାଇଁ ରହିବା ଓ ଖାଇବାର ବ୍ୟବସ୍ଥା ସହିତ ରୋଜଗାରକ୍ଷମ...
କାହାର କେତେ ମହିଳା ପ୍ରାର୍ଥୀ
ଭୁବନେଶ୍ୱର : ଏଥର ନିର୍ବାଚନରେ ବିଭିନ୍ନ ରାଜନୈତିକ ଦଳ ଓଡ଼ିଶାରୁ ଅଧିକ ସଂଖ୍ୟକ ମହିଳାଙ୍କୁ ପ୍ରାର୍ଥୀ କରିବେ ବୋଲି ଆଶା ରଖିଥିବା ନେତ୍ରୀମାନେ ହତାସ ହେବାରେ ଲାଗିଛନ୍ତି । ଗତ ନିର୍ବାଚନରେ ଓଡ଼ିଶାରୁ ଲୋକସଭା ପାଇଁ ବିଜୁ ଜନତା ଦଳ ଏକ ତୃତୀୟାଂଶ ଆସନରେ ମହିଳା ପ୍ରାର୍ଥୀ ଛିଡା କରିଥିବାବେଳେ ଦୀର୍ଘ ଦଶନ୍ଧିର ଲଢେଇ ପରେ ବିଧାନସଭା ଓ ସଂସଦରେ ମହିଳାଙ୍କ ଲାଗି ଏକ ତୃତୀୟାଂଶ ଆସନ ସଂରକ୍ଷଣ ଲାଗି ଆଇନ ପାରିତ ହୋଇଥିବା ପରିପ୍ରେକ୍ଷୀରେ ପ୍ରାୟ ସବୁ ଦଳର ନାରୀନେତ୍ରୀମାନଙ୍କ ମଧ୍ୟରେ...
Congress Announces Candidates
The Congress party today announced the first list of candidates for eight Lok Sabha and 47 Assembly seats in Odisha. It has left two MLA seats for CPI (M) and JMM. The party has given tickets to more than one person of one family. It has nominated Campaign Committee Chairman of the party, Bhakta Charan Das from the Narla MLA...
୭ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ
ଭୁବନେଶ୍ୱର : ଉତ୍ତର- ପଶ୍ଚିମ ଭାରତ ଭୂଖଣ୍ଡ ଆଡୁ ପ୍ରବାହିତ ହେଉଥିବା ଉତ୍ତପ୍ତ ବାୟୁ ଓ ମୁକ୍ତ ଆକାଶ ଓଡିଶାରେ ଗ୍ରୀଷ୍ମ ପ୍ରବାହ ଭଳି ପରିସ୍ଥିତି ସୃଷ୍ଟି କରିଛି ଓ ଏହା ଏପ୍ରିଲ୍ ୭ ତାରିଖ ପର୍ଯ୍ୟନ୍ତ ବଳବତର ରହିବ ବୋଲି ସୋଆ ପରିଚାଳିତ ସେଣ୍ଟର ଫର୍ ଏନଭାଇରନମେଣ୍ଟ ଆଣ୍ଡ କ୍ଳାଇମେଟ (ସିଇସି) ପକ୍ଷରୁ ମଙ୍ଗଳବାର କୁହାଯାଇଛି । ସିଇସିର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ କହିଛନ୍ତି ଯେ ବଙ୍ଗୋପସାଗର ଆଡୁ ରାଜ୍ୟ ମଧ୍ୟକୁ ପବନ ପ୍ରବାହିତ ନ ହେବା ଓ କମ୍...










