ସ୍ୱପ୍ନରେ ଡେଣା ଲଗାଇଲା ବେଦାନ୍ତ
ଭୁବନେଶ୍ୱର: ଖଣି ଅଞ୍ଚଳର ବାଳିକାଙ୍କ ସ୍ୱପ୍ନରେ ଡେଣା ଲଗାଇଛି ବେଦାନ୍ତ । ସେମାନଙ୍କ ସ୍ୱପ୍ନ ଏବେ ସାକାର ହେବାକୁ ଯାଉଛି । କମ୍ପାନୀର ଜାମକାନି କୋଇଲା ଖଣି ପ୍ରକଳ୍ପ ତରଫରୁ ଏଥିପାଇଁ ଅନୁଷ୍ଠିତ ହୋଇଛି ‘ପଞ୍ଝି –ସପ୍ନୋ କା ଉଡାନ୍’ କାର୍ଯ୍ୟକ୍ରମ । ଏହି ଯୋଜନାରେ ଖଣି ଅଞ୍ଚଳରେ ଶିକ୍ଷିତ ଯୁବତୀଙ୍କୁ ଯୋଗ୍ୟତା ଭିତ୍ତିରେ ନିଯୁକ୍ତି ଦେବା ସହିତ ଯେଉଁମାନେ କୌଣସି କାରଣରୁ ଅଧାରୁ ପାଠପଢା ଛାଡିଛନ୍ତି ସେମାନଙ୍କୁ ଉଚ୍ଚଶିକ୍ଷାର ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରାଯିବ । ବାଳିକାଙ୍କ ସ୍ୱପ୍ନ ପୂରଣ ପାଇଁ...
Bonanza For ULB Reps
Bhubaneswar: A day after increasing the remuneration of PRI members, Chief Minister Naveen Patnaik today announced a hike in the remuneration of elected representatives of Urban Local Bodies (ULBs). Shri Patnaik announced an increase in the remuneration and allowances of the mayor, deputy mayor, chairman, vice chairman, corporator and councilor of five municipal corporations, 48 municipalities and 68 notified area...
PM Boosts India’s Techade
New Delhi: The Prime Minister, Narendra Modi addressed ‘India’s Techade: Chips for Viksit Bharat’ program and laid the foundation stone for three semiconductor projects worth about Rs 1.25 lakh crores via video conferencing today. The facilities inaugurated today are - Semiconductor fabrication facility at the Dholera Special Investment Region (DSIR), Gujarat, Outsourced Semiconductor Assembly and Test (OSAT) facility at...
Vedanta; Vocal For Local
Sundargarh: In a bid to recruit as well as educationally empower socio-economically disadvantaged girls in its Odisha’s Sundargarh district-based coal mines areas, Vedanta Aluminium, India's largest producer of aluminium, has launched its ambitious-cum-transformative initiative program 'Panchhi -Sapno Ka Udaan'. While sixteen local girls, hailing from Girisima, Jamkani, Jharapalam, and Mendra villages in the Sundargarh district’s Jamkani mining project jurisdiction, actively...
Visitors Banned To Mass Nesting Sites
Bhubaneswar: With an aim to ensure an undisturbed environment for the Olive Ridley sea turtles for mass nesting in Odisha, the State Wildlife Orgnization has prohibited entry of visitors to such sites until hatchlings are completed. Principal Chief Conservator of Forests (Wild Life) and Chief Wildlife Warden, Susanta Nanda has issued an order in this regard today. Chief Wildlife Warden, Shri...
Nano Unicorn For Youth Empower
Bhubaneswar: To promote entrepreneurship at grassroots level, the State Government has come up with 'Nano Unicorn' Scheme that aims at empowering skilled youth by fostering entrepreneurship to address issues like rural youth migration and unemployment. The scheme will support 1200 Nano Unicorns between financial years 2023-24 lo 2025-26 by providing refundable seed funding upto Rs 1 lakh each, which is...
Upadhyay Gets OPRB
Bhubaneswar: Former Top Cop, Santosh Kumar Upadhyay has been appointed as Chairman of Odisha Police Recruitment Board (OPRB). 1988 Batch IPS, Shri Upadhyay, who recently superannuated from Service has been assigned with the crucial assignment. Department of Home has brought out a notification in this regard here on 12 March, 2024. Shri Upadhyay, former DGP Fire Services will be holding the post...
ଉଦ୍ୟୋଗ ପ୍ରୋତ୍ସାହନ ପାଇଁ ନାନୋ ୟୁନିକର୍ଣ୍ଣ
ଭୁବନେଶ୍ୱର : ତୃଣମୂଳ ସ୍ତରରେ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ‘ନାନୋ ୟୁନିକର୍ଣ୍ଣ' ଯୋଜନା ପ୍ରଣୟନ କରିଛନ୍ତି, ଯାହାର ଉଦ୍ଦେଶ୍ୟ ହେଉଛି ଗାଁ ଗହଳରୁ ଯୁବକଙ୍କ ପଳାୟନ ଓ ବେକାରୀ ଭଳି ସମସ୍ୟାର ସମାଧାନ ପାଇଁ ଉଦ୍ୟୋଗକୁ ପ୍ରୋତ୍ସାହିତ କରି ଯୁବକମାନଙ୍କୁ ଦକ୍ଷ ଓ ସଶକ୍ତ କରିବା । ଏହି ଯୋଜନା ୨୦୨୩-୨୪ ରୁ ୨୦୨୫-୨୬ ଆର୍ଥିକ ବର୍ଷ ମଧ୍ୟରେ ୧୨୦୦ ନାନୋ ୟୁନିକର୍ଣ୍ଣକୁ ସହାୟତା କରିବ ଏବଂ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫେରସ୍ତଯୋଗ୍ୟ ମୂଳ ପୁଞ୍ଜି ପ୍ରଦାନ କରିବ,...
ରକ୍ତଭଣ୍ଡାର କର୍ମଚାରୀଙ୍କ ପ୍ରତି ଦୃଷ୍ଟି ଦିଅ
ଭୁବନେଶ୍ୱର : ଓଡିଶା ସରକାରଙ୍କ ନିୟନ୍ତ୍ରଣାଧିନ ୫୪ଟି ରକ୍ତଭଣ୍ଡାରରେ ଅସ୍ଥାୟୀଭାବେ ନିୟୋଜିତ ଥିବା ପ୍ରାୟ ୨୦୦ କର୍ମଚାରୀଙ୍କୁ ନିୟମିତ କରିବାଲାଗି ରକ୍ତଭଣ୍ଡାର କର୍ମଚାରୀ ସଂଘ ସହିତ ରେଡକ୍ରସର ବହୁ ଆଜୀବନ ସଦସ୍ୟ ଏବଂ ରକ୍ତଦାନ ଶିବିର ଆୟୋଜନ କରୁଥିବା ଅନେକ ସଂଗଠନର କର୍ମକର୍ତ୍ତା ଓଡିଶା ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ପୂର୍ବରୁ ଏହି ରକ୍ତଭଣ୍ଡାରଗୁଡିକ ରେଡକ୍ରସ ନିୟନ୍ତ୍ରଣରେ ଥିଲା । ସେ ସମୟରେ ଜିଲ୍ଲାପାଳମାନଙ୍କ ଅନୁମୋଦନ କ୍ରମେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀମାନେ ସରକାରୀ ଡାକ୍ତରଖାନାଗୁଡିକ ପରିସରରେ ଥିବା ରକ୍ତଭଣ୍ଡାରଗୁଡିକର କାର୍ଯ୍ୟ ଚଳାଇ ରଖିବାପାଇଁ...
ସମ୍ବଲପୁରରେ ଜାତୀୟ ରାଜପଥ ପାଇଁ ୩୭୪କୋଟି
ନୂଆଦିଲ୍ଲୀ : କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ଶ୍ରୀ ନୀତୀନ ଗଡ଼କରୀ ସମ୍ବଲପୁର ଜିଲ୍ଲାରେ ଦୁଇଟି ଜାତୀୟ ରାଜପଥ ପ୍ରକଳ୍ପ ପାଇଁ ୩୭୪ କୋଟି ୧୭ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ଅଇଁଠାପାଲି ଜଙ୍କସନ୍ ଠାରେ ୬ ଲେନ୍ ବିଶିଷ୍ଟ ୩.୫ କିଲୋମିଟର ଲମ୍ବା ଫ୍ଲାଏଓଭର ଏବଂ ୫୩ ନମ୍ବର ଜାତୀୟ ରାଜପଥ (ପୂର୍ବରୁ ୬ ନମ୍ବର ଜାତୀୟ ରାଜପଥ ନାମରେ ପରିଚିତ) ଉପରେ ଦୁଇ ଲେନ୍ ବିଶିଷ୍ଟ ଗୋଟିଏ ସଡ଼କ ଓଭର ବ୍ରିଜ୍ (ସୀମିତ ଉଚ୍ଚତା ବିଶିଷ୍ଟ ଉପମାର୍ଗ)...









