Samal Takes U Turn

0

Bhubaneswar: Within an hour after making a statement claiming that BJP will fight alone in Odisha, State BJP President Manmohan Samal today said the BJP National President will take final call on this issue. In his latest statement to the media, Shri Samal said, “BJP’s Parliamentary Party and National President will take decision on a specific matter (indicating alliance with...

INS Chilka Trains Agniveers

0

Bhubaneswar: The Passing Out Parade (POP) of the third batch of Agniveers is scheduled at INS Chilka on 15 March. The POP marks the successful culmination of training of approx. 2600 Agniveers, including women Agniveers who have undergone rigorous training at Chilka. Admiral R Hari Kumar, Chief of the Naval Staff, will be the Chief Guest and review the...

CM Launches OIMS

0

Bhubaneswar: Embarking on a new era of e-Governance in Odisha, Chief Minister Naveen Patnaik today inaugurated the Online Incentive Management System (OIMS) developed by Odisha Computer Application Centre (OCAC). This online incentive management system portal facilitates submission of application by entrepreneurs to get their incentives sanctioned under Odisha’s IT, Electronics, Data Centre, BPO and Semiconductor Manufacturing and Fabless Policies. Online Incentive...

Samal On Ekla Chalo

0

Bhubaneswar: Ruling out all speculation over the possible alliance between the Governing BJD and the BJP, State BJP President Manmohan Samal today made it clear that his party will fight alone under the leadership of Prime Minister Narendra Modi in the upcoming elections in the State.                                                                                           Speaking to media persons after attending a series of meetings with national leadership...

ବଢିଲା ସର୍ବନିମ୍ନ ମଜୁରୀ

0

ଭୁବନେଶ୍ୱର : ରାଜ୍ୟ ସରକାର ଆଜି ସର୍ବନିମ୍ନ ମଜୁରୀରେ ବୃଦ୍ଧି କରିଛନ୍ତି। ଏ ସଂପର୍କରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି ।  ଚାରୋଟି ବର୍ଗ ଯଥା ଅଣକୁଶଳୀ, ଅର୍ଦ୍ଧ କୁଶଳୀ, କୁଶଳୀ ଓ ଅତ୍ୟନ୍ତ କୁଶଳୀ ଶ୍ରମିକ ଏହି ନିଷ୍ପତ୍ତି ଦ୍ବାରା ଉପକୃତ ହେବେ । ଅଣକୁଶଳୀ ଶ୍ରମିକ ମାନଙ୍କ ମଜୁରୀ ୩୫୨ ଟଙ୍କାରୁ ୪୫୦ ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ଅର୍ଦ୍ଧକୁଶଳୀ ଶ୍ରମିକ ମାନଙ୍କ ମଜୁରୀ ୩୯୨ ଟଙ୍କାରୁ ୫୦୦ ଟଙ୍କାକୁ, କୁଶଳୀ ଶ୍ରମିକ ମାନଙ୍କ ମଜୁରୀ ୪୪୨...

ବିଜେପି ଏକାକୀ ଲଢିବ

ଭୁବନେଶ୍ୱର : କିଛି ଦିନ ବିଜେପି-ବିଜେଡି ମେଣ୍ଟକୁ ନେଇ ଚାଲିଥିବା ଆଲୋଚନାର ଏକ ପ୍ରକାର ଅନ୍ତ ଘଟିଛି । ଆଜି ନୂଆଦିଲ୍ଲୀରୁ ଫେରିବାପରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଦୁଇ ଦଳ ମଧ୍ୟରେ ମେଣ୍ଟ ହେବନାହିଁ ଓ ବିଜେପି ଏକାକୀ ଲଢିବ ବୋଲି ସୂଚନା ଦେଇଛନ୍ତି । ବିଜେଡି-ବିଜେପି ମେଣ୍ଟ ନେଇ ଗତ ପ୍ରାୟ ସପ୍ତାହେ ଧରି ଆଲୋଚନା ଚାଲିଥିବାବେଳେ ୪ଦିନ ଧରି ରାଜ୍ୟ ବିଜେପି ସଭାପତିଙ୍କ ସମେତ ରାଜ୍ୟ ପ୍ରଭାରୀ ଓ ଅନ୍ୟ ନେତାମାନେ ଦିଲ୍ଲୀରେ ଡେରା ପକାଇଥିଲେ । ପ୍ରଥମେ...

ପାନୀୟ ନିଗମ ଦେଲା ୫କୋଟି

0

ଭୁବନେଶ୍ୱର :  ଓଡିଶା ରାଜ୍ୟ ପାନୀୟ ନିଗମ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଆଜି ୫ କୋଟି ଟଙ୍କା ପ୍ରଦାନ କରାଯାଇଛି । ଆଜି ରାଜ୍ୟ ପଂଚାୟତିରାଜ , ପାନୀୟ ଜଳ ତଥା ଅବକାରୀ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୁଶୀଲ କୁମାର ଲୋହାନୀ, ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି ଉଦେଶ୍ୟରେ ଏହି ଅର୍ଥ ଚେକ୍ ଆକାରରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କୁ ପ୍ରଦାନ କରିଛନ୍ତି । ଓଡିଶା ରାଜ୍ୟ ପାନୀୟ ନିଗମ ୨୦୨୨-୨୩ ଆର୍ଥିକ ବର୍ଷରେ ୭୪୫୬.୬୪ କୋଟି...

ବଜେଟ୍‍ ବ୍ୟୟ ଉତ୍ସାହଜନକ

0

ଭୁବନେଶ୍ୱର : ୨୦୨୩-୨୪ ଆର୍ଥିକ ବର୍ଷ ସରିବାକୁ ଯାଉଥିବାବେଳେ ଅର୍ଥ ବ୍ୟୟ କ୍ଷେତ୍ରରେ ଅଧିକାଂଶ ବିଭାଗ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି । ଆର୍ଥିକ ବ୍ୟବସ୍ଥାର ଠିକଣା ପରିଚାଳନା ଯୋଗୁଁ ଏଭଳି ସଫଳତା ମିଳିଛି । ସୂଚନା ଅନୁଯାୟୀ ଚଳିତବର୍ଷ ଫେବୃଆରୀ ଶେଷ ସୁଦ୍ଧା ବିଭାଗମାନେ ବଜେଟ୍‍ ବ୍ୟୟବରାଦର ୬୭.୯୯ ପ୍ରତିଶତ ଅର୍ଥ ବ୍ୟୟ କରିଛନ୍ତି । ଏହା ପୂର୍ବ ଆର୍ଥିକ ବର୍ଷର ଏହି ସମୟ ତୁଳନାରେ ପ୍ରାୟ ୮ ପ୍ରତିଶତ ଅଧିକ ରହିଛି । ୨୦୨୨-୨୩ ଆର୍ଥିକ ବର୍ଷର ଫେବୃଆରୀ ଶେଷ ସୁଦ୍ଧା ବଜେଟ୍‍...

ଏବେ ଚର୍ଚ୍ଚାରେ ମନ୍ତ୍ରୀ ପଦ

ଭୁବନେଶ୍ୱର : ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ ସହ ଭାରତୀୟ ଜନତା ପାର୍ଟିର ମେଣ୍ଟ ପ୍ରସଙ୍ଗରେ ଭୁବନେଶ୍ୱରରୁ ଦିଲ୍ଲୀ ପର୍ଯ୍ୟନ୍ତ ବିଭିନ୍ନ ସ୍ତରରେ ଘନ ଘନ ବୈଠକ ଚାଲିଥିବାବେଳେ ଏଯାବତ୍‍ ମେଣ୍ଟ ହେବ କି ନାହିଁ ଏବଂ ଯଦି ମେଣ୍ଟ ହୁଏ ତେବେ କେଉଁ ଦଳ କେତେ ଆସନ ପାଇବେ ଓ କେଉଁ କେଉଁ ଆସନରୁ କେଉଁ ଦଳ ପ୍ରାର୍ଥୀ ଛିଡା କରାଇବେ ତାହାର ଚିତ୍ର ଅସ୍ପଷ୍ଟ ରହିଛି । ଏବେ ଏହି ଚର୍ଚ୍ଚାରେ ଆଉ ଏକ...

ସ୍ୱପ୍ନରେ ଡେଣା ଲଗାଇଲା ବେଦାନ୍ତ

0

ଭୁବନେଶ୍ୱର: ଖଣି ଅଞ୍ଚଳର ବାଳିକାଙ୍କ ସ୍ୱପ୍ନରେ ଡେଣା ଲଗାଇଛି ବେଦାନ୍ତ । ସେମାନଙ୍କ ସ୍ୱପ୍ନ ଏବେ ସାକାର ହେବାକୁ ଯାଉଛି । କମ୍ପାନୀର ଜାମକାନି କୋଇଲା ଖଣି ପ୍ରକଳ୍ପ ତରଫରୁ ଏଥିପାଇଁ ଅନୁଷ୍ଠିତ ହୋଇଛି ‘ପଞ୍ଝି –ସପ୍ନୋ କା ଉଡାନ୍‍’ କାର୍ଯ୍ୟକ୍ରମ । ଏହି ଯୋଜନାରେ ଖଣି ଅଞ୍ଚଳରେ ଶିକ୍ଷିତ ଯୁବତୀଙ୍କୁ ଯୋଗ୍ୟତା ଭିତ୍ତିରେ ନିଯୁକ୍ତି ଦେବା ସହିତ ଯେଉଁମାନେ କୌଣସି କାରଣରୁ ଅଧାରୁ ପାଠପଢା ଛାଡିଛନ୍ତି ସେମାନଙ୍କୁ ଉଚ୍ଚଶିକ୍ଷାର ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରାଯିବ ।  ବାଳିକାଙ୍କ ସ୍ୱପ୍ନ ପୂରଣ ପାଇଁ...