BJD Criticizes Pradhan
Bhubaneswar: Governing Biju Janata Dal (BJD) today strongly criticized senior BJP leader and Union Minister Dharmendra Pradhan alleging he has failed to build a single smart classroom in his own village. Addressing media persons , BJD National Spokesperson Dr. Sasmit Patra, “As a Union Education Minister he has not established a single Kendriya Vidyalaya in the districts of Dhenkanal, Sambalpur,...
ବଢିଲାଣି ଖର୍ଚ୍ଚ ଚିନ୍ତା
ଭୁବନେଶ୍ୱର : ରାଜ୍ୟରେ ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ ତାଲିକା ଘୋଷଣା ଚୂଡାନ୍ତ ପର୍ଯ୍ୟାୟରେ ଥିବାବେଳେ ଅଧାରୁ ଅଧିକ ପ୍ରାର୍ଥୀଙ୍କ ନାମ ଘୋଷଣା ସରିଲାଣି । ତେବେ ଯେଉଁ ପ୍ରାର୍ଥୀମାନେ ଦଳୀୟ ସଙ୍କେତ ପାଇବାପରେ ମଇଦାନକୁ ଓହ୍ଲାଉଛନ୍ତି ସେମାନଙ୍କର ଭୋଜିଭାତ ଖର୍ଚ୍ଚ ବଢିବାରେ ଲାଗିଛି । ବିଶେଷକରି ଶେଷ ପର୍ଯ୍ୟାୟରେ ଭାଗ୍ୟ ପରୀକ୍ଷା କରିବାକୁ ଥିବା ପ୍ରାର୍ଥୀମାନେ କର୍ମୀଙ୍କୁ କିଭଳି ଏତେଦିନ ବାନ୍ଧି ରଖିବେ ସେହି ଚିନ୍ତାରେ ପଡିଛନ୍ତି । ରାଜ୍ୟରେ ଚାରି ପର୍ଯ୍ୟାୟରେ ର୍ନିବାଚନ ହେବାକୁ ଥିବାବେଳେ ଜୁନ୍ ୧ ତାରିଖରେ...
ଏବର୍ଷ ସେତେଟା ଭଲ ନୁହେଁ
ଭୁବନେଶ୍ୱର : ମହା ବିଷୁବ ସଂକ୍ରାନ୍ତିରୁ ଓଡ଼ିଆ ନବବର୍ଷ ଆରମ୍ଭ ସହିତ ନୂଆ ବର୍ଷର ପଞ୍ଜିକା ବି କାର୍ଯ୍ୟକାରୀ ହୋଇଛି । ଓଡ଼ିଶାରେ ପ୍ରଚଳିତ ବିଭିନ୍ନ ପଞ୍ଜିକା ମଧ୍ୟରେ କୋହେନୁର, ଖଡ଼ିରତ୍ନ, ବିରଜା, ଶାରଳା ପଞ୍ଜିକା ଆଦି ଅନ୍ୟତମ । ଏହି ପଞ୍ଜିକା ଗୁଡିକରେ ବିଶ୍ୱ, ଦେଶ, ରାଜ୍ୟ ଓ ବିଭିନ୍ନ ରାଶିର ବ୍ୟକ୍ତିମାନଙ୍କର ବର୍ଷଟି କିଭଳି କଟିବ ସେ ସଂକ୍ରାନ୍ତରେ ପଞ୍ଜିକାରମାନେ ଯେଉଁ ଗଣନା କରିଛନ୍ତି ସେଥିରୁ ଚଳିତ ବର୍ଷଟି ସେତେ ଶୁଭଙ୍କର ନୁହେଁ ବୋଲି କୁହାଯାଉଛି । ଶାରଳା ପଞ୍ଜିକାର ଗଣନା...
୪୬୫୦ କୋଟି ଟଙ୍କାର ସାମଗ୍ରୀ ଜବତ
ନୂଆଦିଲ୍ଲୀ : ୨୦୨୪ ସାଧାରଣ ନିର୍ବାଚନ ଜାରି ରହିଥିବା ବେଳେ ଦେଶରେ ଲୋକସଭା ନିର୍ବାଚନର ୭୫ ବର୍ଷର ଇତିହାସରେ ସର୍ବାଧିକ ପ୍ରଲୋଭନ ସାମଗ୍ରୀ ଜବତ କରାଯିବା ଦିଗରେ ନିର୍ବାଚନ ଆୟୋଗଙ୍କୁ ବ୍ୟାପକ ସଫଳତା ମିଳିଛି । ଅଷ୍ଟାଦଶ ଲୋକସଭା ନିର୍ବାଚନ ପାଇଁ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହେବା ପୂର୍ବରୁ ଅର୍ଥବଳ ବିରୋଧରେ ନିର୍ବାଚନ ଆୟୋଗଙ୍କ ନେତୃତ୍ୱରେ ପ୍ରବର୍ତ୍ତନ ଏଜେନ୍ସିମାନେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ରେକର୍ଡ ୪୬୫୦ କୋଟି ଟଙ୍କା ଜବତ କରିଛନ୍ତି। ୨୦୧୯ରେ ଲୋକସଭା ନିର୍ବାଚନର ସମଗ୍ର ପ୍ରକ୍ରିୟା ଅବଧିରେ...
ସୋଆ ଆଇଏଏସ୍ ରେ ବାର୍ଷିିକ ଉତ୍ସବ
ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲ୍ ସାଇନ୍ସସେ୍ (ଆଇଏଏସ୍)ରେ ବାର୍ଷିକ ଉତ୍ସବ “ଅର୍ଣ୍ଣ-୨୦୨୪” ଆୟୋଜିତ ହୋଇଯାଇଛି। ଗତ ୧୦ ଓ ୧୧ ତାରିଖ ଦୁଇ ଦିନ ଧରି ଆୟୋଜିତ ଏହି ବାର୍ଷିକ ଉତ୍ସବ ରେ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ର ପ୍ରାକ୍ତନ କୁଳପତି ପ୍ରଫେସର ମନୋରଂଜନ କର ମୁଖ୍ୟଅତିଥି ଭାବେ ଯୋଗ ଦେଇ ଓଡିଶାର କୃଷିଭିତିକ ଅର୍ଥନୀତି ଓ ଆଧୁନିକ କୃଷି ବିଜ୍ଞାନ ର ଅଗ୍ରଗତି ରେ ଛାତ୍ରଛାତ୍ରମାନଙ୍କର ଭୂମିକା ବିଷୟରେ ଆଲୋକପାତ କରିଥିଲେ। ଅନ୍ୟତମ...
Warning On Heat Wave
Bhubaneswar : Special Relief Commissioner (SRC) & ACS Revenue & Disaster Management Satyabrata Sahu today issued a warning to District Collectors that all outdoor activities by labourers and workers are strictly prohibited during day time from 11 AM to 3 PM in view of prevailing heatwave condition in the State. The SRC has asked all Collectors to strictly implement the direction...
କଂଗ୍ରେସରୁ ସୁର ବିଦା
ଭୁବନେଶ୍ଵର: ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ଅନୁଶାସନହୀନତା ଓ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ବରିଷ୍ଠ ବିଧାୟକ ସୁରେଶ କୁମାର ରାଉତରାୟଙ୍କୁ ଦଳରୁ ବହିଷ୍କାର କରିଛି। ଏଆଇସିସି ସାଧାରଣ ସମ୍ପାଦକ କେସି ଭେନଗୋପାଳ ଏକ ପ୍ରେସ୍ ବିଜ୍ଞପ୍ତିରେ କହିଛନ୍ତି, ଅନୁଶାସନହୀନତା ଓ ଦଳ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗକୁ ଦୃଷ୍ଟିରେ ରଖି ମାନ୍ୟବର କଂଗ୍ରେସ ସଭାପତି ଶ୍ରୀ ସୁରେଶ କୁମାର ରାଉତରାୟଙ୍କୁ ତୁରନ୍ତ ଦଳରୁ ବହିଷ୍କାର କରିବାକୁ ଅନୁମୋଦନ କରିଛନ୍ତି। ଖୋର୍ଦ୍ଧା ଜିଲ୍ଲା ଜଟଣୀ ବିଧାନସଭା ଆସନରୁ ୬ ଥର ବିଧାୟକ ହୋଇଥିବା ଶ୍ରୀ ରାଉତରାୟ ଭୁବନେଶ୍ୱର...
Congress Veteran Axed
Bhubaneswar: All India Congress Committee (AICC) Monday expelled veteran lawmaker Suresh Kumar Routray from the party on charge of indiscipline and anti-party activities. AICC General Secretary KC Venggopal in a press release said: “Taking note of the complaints of indiscipline and anti-party activities, the Hon’ble Congress President has approved the expulsion of Shri Suresh Kumar Routray from the party for...
ତଡା ଖିଆ ନେତା ଏବେ ପୋଷ୍ଟର ବଏ
ଭୁବନେଶ୍ୱର : ଅପରାଧିକ କାର୍ଯ୍ୟକଳାପ ପାଇଁ ବିଜେଡିରୁ ବିତାଡିତ ହୋଇଥିବା ପ୍ରଶାନ୍ତ ଜଗଦେବଙ୍କ ଭଳି ନେତା, ନିଜ ନିର୍ବାଚନ ମଣ୍ଡଳୀ ଲୋକଙ୍କୁ ଠକି ବିଦା ହୋଇଥିବା ପ୍ରଦୀପ ପାଣିଗ୍ରାହୀଙ୍କ ଭଳି ନେତା ଏବେ ଓଡିଶା ବିଜେପିର ପୋଷ୍ଟର ବଏ ସାଜିଥିବା କହିଛନ୍ତି ବିଜେଡି ମୁଖପାତ୍ର ସ୍ୱୟଂ ପ୍ରକାଶ ମହାପାତ୍ର । ଶ୍ରୀ ମହାପାତ୍ର ଆଜି ଏଠାରେ ଗଣମାଧ୍ୟମକୁ କହିଛନ୍ତି ଯେ ପ୍ରଶାନ୍ତ ଜଗଦେବ ଯିଏ କି ଓଡିଶା ବିଜେପି କର୍ମୀଙ୍କ ଉପରେ ଗାଡି ଚଢାଇ ଜେଲ୍ ଯାଇଥିଲେ, ସେ ଏବେ ବିଜେପିର ତଥାକଥିତ ତୁଙ୍ଗ...
୭୫ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା
ଭୁବନେଶ୍ୱର : ଓଡ଼ିଶାର ୭୫ଟି ବିଧାନସଭା ଆସନ ପାଇଁ ଆଜି କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। ପୂର୍ବରୁ ଘୋଷଣା ହୋଇଥିବା ତାଳସରା, ବାଲିଗୁଡା ଓ କବିସୂର୍ଯ୍ୟନଗର ବିଧାୟକ ଆସନ ପାଇଁ ଦଳ ପ୍ରାର୍ଥୀ ବଦଳାଇଛି। ପୂର୍ବତନ ହକି ଖେଳାଳି ପ୍ରବୋଧ ତିର୍କୀଙ୍କ ସ୍ଥାନରେ ଦଳ ତାଳସରା ବିଧାୟକ ଆସନ ପାଇଁ ଦେବେନ୍ଦ୍ର ଭିଟାରିଆଙ୍କୁ ପ୍ରାର୍ଥୀ କରିଥିବା ବେଳେ ସୁରଦା ପ୍ରଧାନଙ୍କ ସ୍ଥାନରେ ଉପେନ୍ଦ୍ର ପ୍ରଧାନଙ୍କୁ ବାଲିଗୁଡ଼ା ବିଧାନସଭା ଆସନ ପାଇଁ ପ୍ରାର୍ଥୀ କରାଯାଇଛି। ବିପିନ ବିହାରୀ ସ୍ୱାଇଁ କବିସୂର୍ଯ୍ୟନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ନୂଆ...










