ଦୁଇ ପୌର ନିଗମରେ ନିର୍ବାଚନ କେବେ ?

0

ଭୁବନେଶ୍ୱର : ରାଉରକେଲା ଓ ସମ୍ବଲପୁର ପୌରନିଗମ ପାଇଁ ୧୦ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ନିର୍ବାଚନ ହୋଇନାହିଁ । ଫଳରେ ରାଜ୍ୟର ଏହି ଦୁଇଟି ପ୍ରମୁଖ ପୌରନିଗମ ଲୋକପ୍ରତିନିଧିମାନଙ୍କ ପରିବର୍ତ୍ତେ ଅମଲାତନ୍ତ୍ର ଦ୍ୱାରା ପରିଚାଳିତ ହେଉଛି । ଏଥିଯୋଗୁ ସାଧାରଣ ଲୋକେ ସେମାନଙ୍କ ସମସ୍ୟା ପୌରସଂସ୍ଥା ନିକଟରେ ଉଠାଇ ପାରୁନାହାନ୍ତି ଏବଂ ଅଧିକାରୀମାନେ ଲୋକପ୍ରତିନିଧି ହୋଇ ନଥିବାରୁ ଲୋକଙ୍କ ସମସ୍ୟାର ଅନୁଧ୍ୟାନ ଓ ସମାଧାନ କ୍ଷେତ୍ରରେ ବ୍ୟର୍ଥ ହେଉଛନ୍ତି । ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ପରେ ରାଉରକେଲା ଓ ସମ୍ବଲପୁର ହେଉଛି ଅନ୍ୟ...

ମରାମତି ହେଉନି ଟ୍ରାଫିକ ଲାଇଟ୍‍

0

ଭୁବନେଶ୍ୱର : ସ୍ୱୟଂକ୍ରିୟ ଟ୍ରାଫିକ ଲାଇଟ୍‍ ମାଧ୍ୟମରେ ରାଜଧାନୀରେ ଗାଡିମୋଟର ନିୟନ୍ତ୍ରଣ ହେଉଥିବାବେଳେ ଏହି ଲାଇଟ୍‍ଗୁଡିକର କିନ୍ତୁ ଠିକଣା ଭାବେ ରକ୍ଷଣା ବେକ୍ଷଣ ହେଉନାହିଁ । ରକ୍ଷଣା ବେକ୍ଷଣ ତ ଦୂରରକଥା, ଅଚଳ ଲାଇଟ୍‍ଗୁଡିକୁ ଖୋଲି ନିଆଯିବାର ମାସ ମାସ ପରେ ଲଗାଯାଉ ନାହିଁ । ରାଜଧାନୀର ବିଭିନ୍ନ ଟ୍ରାଫିକ ଛକରେ ସ୍ୱୟଂକ୍ରିୟ ଲାଇଟ୍‍ ବ୍ୟବସ୍ଥା କରାଯାଇଛି । ଏହାର ରକ୍ଷଣା ବେକ୍ଷଣ ଦାୟିତ୍ୱ ରହିଛି ଭୁବନେଶ୍ୱର ସ୍ମାର୍ଟସିଟ୍‍ ହାତରେ । ହେଲେ ଏହାର ଠିକଣା ମରାମତି ନହେବାରୁ ବିଭିନ୍ନ ଛକରେ ଗାଡିଚାଳକମାନେ ଅସୁବିଧାର...

ବିଜେଡିରେ ନୀତେଶ ଗଙ୍ଗଦେବଙ୍କ ପତ୍ନୀ

ଭୁବନେଶ୍ୱର: ସମ୍ବଲପୁର ସାଂସଦ ତଥା ଦେବଗଡ ରାଜା ନୀତେଶ ଗଙ୍ଗଦେବଙ୍କ ପତ୍ନୀ ଶ୍ରୀମତୀ ଅରୁନ୍ଧତୀ ଦେବୀ ଅଜି ବିଜେଡିରେ ଯୋଗ ଦେଇଛନ୍ତି । ତାଙ୍କ ସହ ତାଙ୍କ ପୁତ୍ର ନମନ ଗଙ୍ଗଦେବ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି । ଆଜି ସନ୍ଧ୍ୟାରେ ନବୀନ ନିବାସ ଠାରେ ସେମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ଶ୍ରୀ ନବୀନ ପଟନାୟକଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି । ଏହି ମିଶ୍ରଣ ସମୟରେ ସାଂସଦ ମାନସ ମଙ୍ଗରାଜ ଉପସ୍ଥିତ ଥିଲେ । ଉଲ୍ଲେଖନୀୟ ଯେ ସମ୍ବଲପୁରରୁ...

ସମ୍‌ରେ ଜଟିଳ ରୋଗୀଙ୍କର ସଫଳ ଚିକିତ୍ସା

0

ଭୁବନେଶ୍ୱର : ଜୀବାଣୁ ସଂକ୍ରମଣ ଯୋଗୁଁ କିଡ୍‌ନୀରେ ପ୍ରବାହ ସହ ସେପ୍‌ଟିକ୍ ସକ୍ ଭଳି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଯାହାକୁ ଡାକ୍ତରୀ ଭାଷାରେ ପାଇଲୋନେଫ୍ରାଇଟିସ୍ ବୋଲି କୁହାଯାଇଥାଏ ସେଭଳି ଜଟିଳ ରୋଗରେ ପୀଡ଼ିତ ଥିବା ଜଣେ ରୋଗୀଙ୍କର ସଫଳ ଚିକିତ୍ସା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଫୁଲନଖରା କ୍ୟାମ୍ପସ ଠାରେ ହୋଇଯାଇଛି । ୪୨ ବର୍ଷୀୟ ଏହି ପୁରୁଷ ରୋଗୀ ଗତ ଏପ୍ରିଲ ୩ ତାରିଖ ଦିନ ଜ୍ୱର, ଶ୍ୱାସ ପ୍ରଶ୍ୱାସରେ ସମସ୍ୟା ନେଇ ହସ୍ପିଟାଲ୍‌କୁ ଆସିଥିଲେ । ତାଙ୍କୁ...

ଦିଲ୍ଲୀପ ରାୟଙ୍କୁ ପ୍ରାର୍ଥୀ କଲା ବିଜେପି

0

ଭୁବନେଶ୍ୱର: ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ରାଉରକେଲା ବିଧାନସଭା ଆସନ ପାଇଁ ପ୍ରାର୍ଥୀ କରାଯାଇଛି। ଶ୍ରୀ ରାୟ ବିଜେଡିର ବରିଷ୍ଠ ନେତା ତଥା ମନ୍ତ୍ରୀ ସାରଦା ପ୍ରସାଦ ନାୟକଙ୍କ ବିରୋଧରେ ଲଢ଼ିବେ। କଂଗ୍ରେସ ଏହି ଆସନ ପାଇଁ ବୀରେନ୍ଦ୍ର ନାଥ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି। ବିଜେପି ଆଜି ନିଜର ଦ୍ୱିତୀୟ ତାଲିକାରେ ୨୧ ଜଣ ବିଧାୟକ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି, ଯେଉଁଥିରେ ଦୁଇ ଜଣ ପ୍ରାର୍ଥୀ ବଦଳାଇବା ସହିତ ରାୟଙ୍କ ନାମ ରହିଛି। ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରଣପୁର...

Ray To Contest From RKL

0

Bhubaneswar: Few days after getting relief from Delhi High court in the coal scam case, senior BJP leader and former Union Minister Dilip Ray has been nominated for Rourkela Assembly seat. Shri Ray will fight against BJD’s senior leader and Minister Sarada Prasad Nayak. Congress has nominated Bitrendra Nath Patnaik for the constituency. The BJP has announced names of 21 MLA...

Kartik Care For Injured

0

Cuttack: 5T Chairman Kartik Pandian visited SCB Medical College to talk to injured. Shri Pandian assured all necessary support and medical care. At least five passengers were killed and 30 others seriously injured after a passenger bus fell from an over bridge on NH-16 near Barabati in Jajpur this night. Carrying nearly 50 passengers, the bus was on its way from...

ଆହତଙ୍କୁ ଭେଟିଲେ ପାଣ୍ଡିଆନ

0

ଭୁବନେଶ୍ୱର : ମର୍ମନ୍ତୁଦ ବସ୍‍ ଦୁର୍ଘଟଣାରେ ସମ୍ମୁଖୀନ ହୋଇ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲରେ ଚିକିତ୍ସିତ ହେଉଥିବା ଆହତମାନଙ୍କୁ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଭେଟି ସେମାନଙ୍କ ଚିକିତ୍ସା ସଂକ୍ରାନ୍ତରେ ପଚାରି ବୁଝିଛନ୍ତି । ଶ୍ରୀ ପାଣ୍ଡିଆନଙ୍କ ସହିତ ରାଜ୍ୟ ପରିବହନ କମିଶନର ଅମିତାଭ ଠାକୁର ମଧ୍ୟ ଡାକ୍ତରଖାନାରେ ଆହତମାନଙ୍କୁ ଭେଟିଛନ୍ତି । ଉଲ୍ଲେଖନୀୟ ଯେ ଗତକାଲି ପୁରୀରୁ ପଶ୍ଚିମବଙ୍ଗଳ ହଳଦିଆକୁ ଯାଉଥିବା କାଳିଆ ନନା ନାମ୍ନି ବସ୍‍ଟି ଯାଜପୁର ଜିଲ୍ଲାର ବାରବାଟୀ ଛକ ନିକଟରେ ଜାତୀୟ ରାଜପଥରେ ଦୁର୍ଘଟଣାଗ୍ରସ୍ତ ହୋଇ ପୋଲ ତକୁ...

ECI Seizes 1.47 Cr Cash

0

Bhubaneswar: Ahead of General Elections to Lok Sabha and Assembly, ECI has seized illegal items including cash to the tune of Rs 107.13 crore so far. The enforcement agencies have seized Rs 1.47 crore cash, liquor worth Rs 16.21 crore, drugs value of Rs 39.01 crore, precious metals worth Rs 6.46 crore and freebies /other items worth Rs 43.96 crore...

Two Months Fishing Ban 

0

Bhubaneswar: The State Government has imposed a two-month uniform ban on fishing within territorial waters along the State’s entire coastline from today for conservation and effective management of fisheries resources. The fishing will remain effective till June 14.The Directorate of Fisheries, Cuttack in a letter to the Additional Fisheries Officer (Marine) of Ganjam, Kujanga, Balasore, Puri and the District Fisheries...