ଅଫିସରଙ୍କୁ ହଟାଇବାକୁ ଦାବି

ଭୁବନେଶ୍ୱର : ନିର୍ବାଚନ ପରିଚାଳନାକୁ ଅବାଧ ଓ ନିରପେକ୍ଷ କରାଇବା ଦାୟୀତ୍ୱ ହେଉଛି ନିର୍ବାଚନ କମିଶନଙ୍କର, ଆଉ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶକୁ ପାଳନ କରିବା ଦାୟୀତ୍ୱ ହେଉଛି ରାଜ୍ୟ ସରକାରଙ୍କର । ସେଥିପାଇଁ ୩ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଅବସ୍ଥାପିତ ଥିବା ବିଭିନ୍ନ ବିଭାଗର ଅଧିକାରୀଙ୍କୁ ତୁରନ୍ତ ବଦଳି କରାଯାଉ । ଭଦ୍ରକ, କଟକ ଓ ଗଞ୍ଜାମରେ ଦୀର୍ଘ ବର୍ଷ ଧରି ଅଥବା ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ଅବସ୍ଥାପିତ ଥିବା ବହୁ ଅଧିକାରୀ ଦୃଷ୍ଟିଗୋଚର ହେଉଛନ୍ତି । ସେମାନେ ହେଲେ କଟକ...

Mahtab,Sidhant,Beshra Join BJP

0

New Delhi: Ahead of Lok Sabha and Odisha Assembly polls, six-time MP Bhartruhari Mahtab today joined the BJP in presence of party’s National President J P Nadda. Shri Mahtab along with former BJD MP Sidhant Mohapatra and noted Santali language litterateur Damayanti Beshra, who was conferred the Padma Shri in 2020, also joined the BJP. Union Minister Dharmendra Pradhan, State...

ଓଡ଼ିଶାର ଅସ୍ମିତାକୁ ନେଇ ଲଢେଇ ହେବ

ଭୁବନେଶ୍ୱର : ଓଡ଼ିଶାରେ ଦୀର୍ଘ ୨୪ ବର୍ଷ ଧରି ଓଡ଼ିଶାକୁ ଶାସନ କରୁଥିବା ନବୀନ ପଟ୍ଟନାୟକ ସରକାର ଓଡ଼ିଶାବାସୀଙ୍କୁ ପ୍ରତାରିତ କରିଛନ୍ତି । ଏଠାରେ କେହି ଖୁସିରେ ନାହାନ୍ତି ସମସ୍ତେ ଦୁଃଖରେ ଅଛନ୍ତି । ଛାତ୍ର, ଯୁବକ, ମହିଳା, କୃଷକ ଆଦି ବର୍ଗ ଅବହେଳିତ ଏବଂ ଉପେକ୍ଷିତ । ଉତ୍କଟ ବେରୋଜଗାରୀ ସମସ୍ୟା ରାଜ୍ୟର ଯୁବପିଢ଼ିଙ୍କ ମୁଣ୍ଡବିନ୍ଧାର କାରଣ । ଓଡ଼ିଆ ଯୁବକର ଭାଗ୍ୟ ଆଜି ଅନ୍ୟ ରାଜ୍ୟରେ ଦାଦନ ଖଟିବା । ନିଯୁକ୍ତି ସୁଯୋଗ ସୃଷ୍ଟି ନ କରିପାରି ଠିକ୍ ନିର୍ବାଚନ ପୂର୍ବରୁ...

CS Asks For Enforcement

0

Bhubaneswar: In view of the upcoming general elections-2024 in the state, another coordination meeting of the State Level Enforcement Committee was held today under the chairmanship of Chief Secretary, Pradeep Kumar Jena at Lok Seva Bhawan. Earlier, a meeting was held in this regard, but in today's meeting, the latest situation was deliberated with the members of the Enforcement Committee. The...

ଯାଞ୍ଚ ଓ ଚଢଉ ଉପରେ ଗୁରୁତ୍ୱ

0

ଭୁବନେଶ୍ୱର : ରାଜ୍ୟରେ ଆଗାମୀ ସାଧାରଣ ନିର୍ବାଚନ-୨୦୨୪କୁ ଦୃଷ୍ଟିରେ ରଖି ରାଜ୍ୟସ୍ତରୀୟ ଏନଫୋର୍ସମେଣ୍ଟ କମିଟିର ଅନ୍ୟ ଏକ ସମନ୍ୱୟ ବୈଠକ ଆଜି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବରୁ ଏହି ପରିପ୍ରେକ୍ଷୀରେ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଆଜିର ବୈଠକରେ ବିଭିନ୍ନ ଯାଞ୍ଚ ଓ ଚଢଉ ଦାୟିତ୍ୱରେ ଥିବା ଏନଫୋର୍ସମେଣ୍ଟ କମିଟିର ସଦସ୍ୟମାନଙ୍କ ସହିତ ସଦ୍ୟତମ ସ୍ଥିତି ଯାଂଚ କରାଯାଇଥିଲା । ଆଗାମୀ ସାଧାରଣ ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ...

Guruji Inspires King County

0

Bhubaneswar: In a significant moment for the Odias residing in the United States of America, King County has declared April 1, 2024, as Odisha Day.  Dow Constantine, the Executive of King County, issued this proclamation, urging the community to honor Odisha's legacy, celebrate its resilience, and embrace the harmonious blend of cultures that unites everyone. Notably, around 2500 Indian Americans from...

ବହି ପାଇଁ ନାକେଦମ

0

ଭୁବନେଶ୍ୱର : ନୂଆ ଶିକ୍ଷାବର୍ଷ ଆସନ୍ତା ଏପ୍ରିଲ ୧ତାରିଖରୁ ଆରମ୍ଭ ହେଉଥିବାବେଳେ ଏବେ ଛାତ୍ରଛାତ୍ରୀମାନେ ନୂତନ ଶ୍ରେଣୀର ପାଠ୍ୟପୁସ୍ତକ ପାଇବାପାଇଁ ନାକେଦମ ହେଉଛନ୍ତି । ଏନ୍‍ସିଇଆରଟିର ପର୍ଯ୍ୟାପ୍ତ ପୁସ୍ତକ ବଜାରରେ ଉପଲବ୍ଧ ହେଉନଥିବାବେଳେ ରାଜ୍ୟ ସରକାରଙ୍କ ମାଗଣା ପୁସ୍ତକ ବି ଏପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟରେ ପହଞ୍ଚି ପାରିନାହିଁ । ଏପ୍ରିଲ ପହିଲାରୁ ନୂତନ ଶିକ୍ଷାବର୍ଷ ଆରମ୍ଭ ସହିତ ବିଦ୍ୟାଳୟରେ ପୂରା ଦମ୍‍ରେ ପାଠପଢା ଆରମ୍ଭ ହେବ । ତେଣୁ ଛାତ୍ରଛାତ୍ରୀମାନେ ଏଥିପାଇଁ ନିଜ ନିଜର ବହି ଖରିଦ କରିବାରେ ବ୍ୟସ୍ତ । ତେବେ କେତେକ...

ମେଣ୍ଟ ତାଲିକା ଉପରେ ନଜର

ଭୁବନେଶ୍ୱର : ଭାଜପା ଓ ବିଜେଡି ଓଡିଶା ପାଇଁ ସେମାନଙ୍କର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଳିକା ଘୋଷଣା କରିସାରିଥିବାବେଳେ ଏବେ ସମସ୍ତଙ୍କ ନଜର କଂଗ୍ରେସ ଓ ତାହାର ମେଣ୍ଟ ଦଳମାନଙ୍କ ପ୍ରାର୍ଥୀ ତାଲିକା ଉପରେ । ଭାଜପା ଓଡିଶାର ୨୧ଟି ଲୋକସଭା କ୍ଷେତ୍ର ମଧ୍ୟରୁ ୧୮ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଥିବାବେଳେ ଏଯାବତ୍‍ କିନ୍ତୁ କୌଣସି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ପ୍ରକାଶ କରିନାହିଁ । ଇତି ମଧ୍ୟରେ ବିଜେଡି ୧୫ଟି ଲୋକସଭା ଆସନ ସହିତ ୭୨ଟି ବିଧାନସଭା ଆସନ...

ସମ୍ମମ୍‌ରେ ପୁଣି ଅଙ୍ଗଦାନ

ଭୁବନେଶ୍ୱର : ନଅ ମାସ ବ୍ୟବଧାନ ମଧ୍ୟରେ ଏଠାରେ ସମ୍ ଅଲ୍ଟିମେଟ ମେଡିକେୟାର ଠାରେ ଜଣେ ବ୍ରେନ୍ ଡେଡ୍ ବ୍ୟକ୍ତିଙ୍କ ଠାରୁ କେତେକ ଅଙ୍ଗ ବାହାର କରାଯାଇ ଦ୍ୱିତୀୟ ଥର ପାଇଁ ରାଜ୍ୟ ବାହାରେ ଗୁରୁତର ଥିବା ଦୁଇ ଜଣ ରୋଗୀଙ୍କୁ ନୂତନ ଜୀବନ ଦେବା ପାଇଁ ପଠାଯାଇଛି । କୃଷ୍ଣ ଚନ୍ଦ୍ର ମହାଭୋଇ ନାମକ ୪୮ ବର୍ଷୀୟ ଜଣେ ସିଆର୍‌ପିଏଫ୍ ଜବାନଙ୍କର ବୃକକ୍ ଅକାମି ହୋଇଯାଇଥିବାରୁ ସମ୍ମମ୍‌ରେ ମାର୍ଚ୍ଚ ୨୦ ତାରିଖରୁ ଚିକିତ୍ସିତ ହେଉଥିଲେ । ମାର୍ଚ୍ଚ ୨୩ ତାରିଖରେ ତାଙ୍କୁ ବ୍ରେନ୍...

SUMUM On Organ Service

0

Bhubaneswar: For the second time in nine months, multiple organs retrieved from a brain dead patient at the SUM Ultimate Medicare (SUMUM), a quaternary care hospital here, were flown to other cities on Monday for transplantation providing a new lease of life to two critical patients. The liver and heart were retrieved from Krushna Chandra Mahabhoi, a CRPF jawan, who...