କଂଗ୍ରେସର ପ୍ରାର୍ଥୀ ଘୋଷଣା

0

ଭୁବନେଶ୍ୱର : କଂଗ୍ରେସ ଆଜି ଦୁଇ ସାଂସଦଙ୍କ ସହିତ ୮ଜଣ ବିଧାୟକ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ଏଥିରେ ଦୁଇଟି ଆସନରେ ଦଳ ପ୍ରାର୍ଥୀ ବଦଳ କରିଛି । ଘୋଷିତ ତାଲିକାରେ ସମ୍ବଲପୁର ଲୋକସଭା ଆସନରୁ କଂଗ୍ରେସ ନଗେନ୍ଦ୍ର ପ୍ରଧାନଙ୍କୁ ପ୍ରାର୍ଥୀ କରିଥିବାବେଳେ କଟକରୁ ସୁରେଶ ମହାପାତ୍ରଙ୍କୁ ପ୍ରାର୍ଥୀ କରିଛି । ପୂର୍ବତନ ସାଂସଦ ଶ୍ରୀ ପ୍ରଧାନ ବିଜେଡି ଛାଡି ଦୁଇ ଦିନ ତଳେ କଂଗ୍ରେସରେ ଯୋଗ ଦେଇଥିଲେ । ସେହିଭଳି ୮ଜଣ ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରେ ଜଳେଶ୍ୱରରୁ ଦେବୀ ପ୍ରସାଦ ଚାନ୍ଦ, ବାଲେଶ୍ୱରରୁ...

ନିଶା ବେପାରୀଙ୍କ ଛତ୍ରଭଙ୍ଗ

0

ଭୁବନେଶ୍ୱର : ନିର୍ବାଚନ ସମୟରେ ବିଭିନ୍ନ ସ୍ଥାନରେ ପୁଲିସ୍‍ ଓ ଅବକାରୀ ବିଭାଗ ଯାଞ୍ଚ ଏବଂ ଚଢାଉ ଯୋଗୁଁ ଏବେ କେବଳ ବେଆଇନ୍‍ ଅବକାରୀ ସାମଗ୍ରୀ ଜବତ ହେଉନାହିଁ ଚୋରା ନିଶା ବେପାରୀମାନେ ଛତ୍ରଭଙ୍ଗ ଦେଇଛନ୍ତି । ଅବକାରୀ ବିଭାଗର ଦିନ ରାତି ଚଢଉ ଯୋଗୁଁ ଏଭଳି ସଫଳତା ଲକ୍ଷ୍ୟ କରାଯାଇଛି । ରାଜ୍ୟରେ ଚାଲିଥିବା ମିଳିତ ଚଢାଉ ଫଳରେ ଦେଢମାସ ମଧ୍ୟରେ ୧୧୮ କୋଟି ଟଙ୍କାର ସାମଗ୍ରୀ ଜବତ ହୋଇଛି । ଏଥି ମଧ୍ୟରେ ୪୪ କୋଟି ଟଙ୍କାର ନିଶା ସାମଗ୍ରୀ ରହିଛି...

ସ୍ୱାଧୀନ ପ୍ରାର୍ଥୀଙ୍କ ସଂଖ୍ୟା ବଢିବ

0

ଭୁବନେଶ୍ୱର : ରାଜ୍ୟରେ କୌଣସି ଦଳର ବିଧାନସଭା ପ୍ରାର୍ଥୀ ତାଲିକା ଚୂଡାନ୍ତ ହୋଇପାରୁନଥିବାବେଳେ ଅସନ୍ତୁଷ୍ଟ ନେତାମାନେ ଏବେ ସ୍ୱାଧୀନ ପ୍ରାର୍ଥୀ ହେବାକୁ ମନବଳାଇଲେଣି । ଏଥିଯୋଗୁଁ ଆଗାମୀ ଦିନରେ ରାଜ୍ୟରେ ସ୍ୱାଧୀନ ପ୍ରାର୍ଥୀଙ୍କ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି । ୧୪୭ଟି ବିଧାନସଭା ଆସନ ମଧ୍ୟରୁ ଆଜି ସୁଦ୍ଧା ବିଜେଡି ୧୪୪ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବାବେଳେ ବିଜେପି ୧୪୦ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବାରେ ସଫଳ ହୋଇଛି । ସେହିଭଳି କଂଗ୍ରେସ ମଧ୍ୟ ୧୩୯ ଆସନ ପାଇଁ ପ୍ରାର୍ଥୀ...

ରାହୁଳଙ୍କ ନିଶାଣରେ ବିଜେଡି ଓ ବିଜେପି

ସାଲେପୁର : ଲୋକସଭା ଓ ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସି କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ ବିଜେଡି ଓ ବିଜେପିକୁ ସିଧାସଳଖ ସମାଲୋଚନା କରି କହିଛନ୍ତି ଯେ ଉଭୟ ଏକାଠି ହୋଇ ରାଜ୍ୟବାସୀଙ୍କୁ ଲୁଟ୍ କରୁଛନ୍ତି। ରାଜ୍ୟରେ କଂଗ୍ରେସର ନିର୍ବାଚନୀ ପ୍ରଚାର ଆରମ୍ଭ କରି ଶ୍ରୀ ଗାନ୍ଧୀ ଅଭିଯୋଗ କରିଛନ୍ତି, ଓଡ଼ିଶାରେ ସରକାର ପାଣ୍ଡିଆନଙ୍କ ଦ୍ୱାରା ପରିଚାଳିତ ହେଉଛି। ମୋଦି ଦିଲ୍ଲୀର କୋଟିପତିଙ୍କ ପାଇଁ ସରକାର ଚଳାଉଥିବା ବେଳେ ନବୀନ ପଟ୍ଟନାୟକ ଓଡ଼ିଶାର ବଛାବଛା ଲୋକଙ୍କ...

RaGa Slams BJD BJP

0

Salepur: In his maiden visit to Odisha ahead of Lok Sabha and Assembly polls, top Congress Leader Rahul Gandhi directly attacked the BJD and BJP alleging both are together and looting the people of the State. Kicking off Congress’ election campaigning in the State, Shri Gandhi alleged, “Government in Odisha is run by Pandian. While Modi runs govt for crorepatis...

Center Allows Onion Export

0

New Delhi: Director General Foreign Trade (DGFT) Santosh Sarangi has allowed export of 99,150 MT of onion to six neighbouring countries of Bangladesh, UAE, Bhutan, Bahrain, Mauritius and Sri Lanka. Onion export prohibition has been imposed to ensure adequate domestic availability against the backdrop of estimated lower Kharif and Rabi crops in 2023-24 as compared to previous year and...

Tapped Water For 73% Rural

0

Bhubaneswar: As severe heat wave prevails in the entire State, Department of Panchyatiraj and Drinking Water has been actively trying hard to provide drinking water across the State. Sushil Kumar Lohani, Principal Secretary Panchayatiraj and Drinking Water is continuously monitoring the Drinking Water Supply Program. According to data reflected in the Jal Jeevan Mission dashboard, 73.12 per cent of total rural...

ସଂରକ୍ଷିତ ପ୍ରାର୍ଥୀ ପଦୋନ୍ନତିରୁ ବଞ୍ଚିତ

ଭୁବନେଶ୍ୱର : ସରକାରୀ ଚାକିରି କ୍ଷେତ୍ରରେ ଅଣସଂରକ୍ଷିତ ବା ସାଧାରଣବର୍ଗଙ୍କ ପାଇଁ କୌଣସି ସଂରକ୍ଷଣ ବ୍ୟବସ୍ଥା ନାହିଁ । ଅଣସଂରକ୍ଷିତ ପଦ ପଦବୀଗୁଡିକ ଲାଗି ସଂରକ୍ଷିତ ବର୍ଗର ଯୋଗ୍ୟ ପ୍ରାର୍ଥୀମାନେ ମଧ୍ୟ ପ୍ରତିଯୋଗିତା କରିପାରିବେ । ଏମିତିକି ବରିଷ୍ଠତା, ଯୋଗ୍ୟତା ଓ ଅନ୍ୟାନ୍ୟ ଚାକିରି ସର୍ତ୍ତାବଳୀ ପୁରଣ କରୁଥିଲେ ଅଣସଂରକ୍ଷିତ ପଦବୀକୁ ବି ସଂରକ୍ଷିତବର୍ଗର ପ୍ରାର୍ଥୀ ପଦୋନ୍ନତି ପାଇପାରିବେ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଏଭଳି ସ୍ପଷ୍ଟ ନିର୍ଦ୍ଦେଶନାମା ଥିବା ଏବଂ ଏହି ପ୍ରସଙ୍ଗରେ ସୁପ୍ରିମ୍‍କୋର୍ଟଙ୍କ ସ୍ପଷ୍ଟ ରାୟର ଅନୁପାଳନ...

ପ୍ରସଙ୍ଗ ପାଲଟିଲାଣି ପାନୀୟଜଳ

0
Pipe Water Supply

ଭୁବନେଶ୍ୱର : ସମଗ୍ର ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଓଡ଼ିଶାର ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏପରିକି ପ୍ରଚାର ବେଳେ ରାଜନୈତିକ ନେତାମାନେ ମଧ୍ୟ ଏହାକୁ ଏକ ପ୍ରମୁଖ ପ୍ରସଙ୍ଗ କରିଛନ୍ତି । କେନ୍ଦ୍ର ସରକାରଙ୍କ ଜଳ ଜୀବନ ମିଶନ ଡ୍ୟାସବୋର୍ଡରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ରାଜ୍ୟର ମୋଟ ଗ୍ରାମୀଣ ପରିବାର ମଧ୍ୟରୁ ୭୩.୧୨ ପ୍ରତିଶତ ପରିବାରକୁ ପାନୀୟ ଜଳ ଯୋଗାଣ ସଂଯୋଗ ଦିଆଯାଇଛି । ରାଜ୍ୟର ମୋଟ ୮୮.୬୮ ଲକ୍ଷ...

ତିନି ପ୍ରାର୍ଥୀ ଘୋଷଣା କଲା ବିଜେଡି

0

ଭୁବନେଶ୍ୱର: ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆଉ ୩ ଜଣ ବିଧାୟକ ପ୍ରାର୍ଥୀ ଙ୍କ ନାମ ଘୋଷଣା କରିଛନ୍ତି। ଭୋଗରାଇ ବିଧାୟକ ଆସନ ପାଇଁ ବିଜେଡି ସାମ୍ବାଦିକ ଗୌତମ ବୁଦ୍ଧ ଦାସଙ୍କୁ ପ୍ରାର୍ଥୀ କରିଥିବା ବେଳେ ବେଗୁନିଆ ଆସନ ପାଇଁ ପୂର୍ବତନ କଂଗ୍ରେସ ନେତା ପ୍ରଦୀପ କୁମାର ସାହୁଙ୍କୁ ଟିକେଟ୍ ଦିଆଯାଇଛି। ବେଗୁନିଆର ବିଧାୟକ ରାଜେନ୍ଦ୍ର କୁମାର ସାହୁଙ୍କୁ ଖୋର୍ଦ୍ଧା ବିଧାନସଭା ଆସନକୁ ବଦଳି କରାଯାଇଛି। ୨୦୦୯ରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଏବଂ ୨୦୧୪ରେ ବିଜେଡିରୁ ଏହି ଆସନରୁ ବିଜୟୀ ହୋଇଥିବାରୁ...