ଜାତୀୟ ନେତା ଭରସା

ଭୁବନେଶ୍ୱର : ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟରେ ହେବାକୁ ଥିବା ୧୨ଟି ଲୋକସଭା ଏବଂ ଏହା ଅଧିନରେ ଥିବା ୮୪ଟି ବିଧାନସଭାରେ ଲଢୁଥିବା ପ୍ରାର୍ଥୀ ବିଶେଷକରି ବିଜେପି ଓ କଂଗ୍ରେସର ପ୍ରାର୍ଥୀ ଏବେ ଜାତୀୟ ସ୍ତରର ନେତାଙ୍କ ଭରସାରେ । ଏହି ଦୁଇଦଳର ଜାତୀୟ ସ୍ତରର ନେତାମାନେ ଏଥିପାଇଁ ଘନ ଘନ ଓଡିଶା ଗସ୍ତ କରୁଛନ୍ତି । ବିଜେପି ପ୍ରାର୍ଥୀମାନଙ୍କ ପାଇଁ ଏବେ ଦଳର ଜାତୀୟ ସ୍ତରର ନେତାମାନେ ଘନ ଘନ ଗସ୍ତ କରିବା ସହିତ କିଛି ନେତା ଓଡିଶାରେ ଡେରା ପକାଇଛନ୍ତି ।...

ପ୍ରତିନିଧି ବାଛିବେ ଭୋଟର

ଭୁବନେଶ୍ୱର : ଓଡିଶାରେ ଦ୍ୱିତୀୟ ପର୍ଯ୍ୟାୟରେ ହେଉଥିବା ଭୋଟରେ ଲୋକେ ୫ଟି ଲୋକସଭା ଓ ୩୫ଟି ବିଧାନସଭା ଆସନ ପାଇଁ ପ୍ରତିନିଧି ବାଛିବାକୁ ଯାଉଛନ୍ତି । ଏଥିପାଇଁ ପ୍ରଚାର କାର୍ଯ୍ୟ ଶେଷ ହୋଇଥିବାବେଳେ ୨୦ ତାରିଖରେ ମତଗ୍ରହଣ କରାଯିବ । ଏହି ୫ଟି ଲୋକସଭା ଆସନରୁ ଏବେ ତିନିଟି ବିଜେପି ଓ ୨ଟି ବିଜେଡି ଦଖଲରେ ରହିଛି । ସେହିଭଳି ଏହି ଲୋକସଭା କ୍ଷେତ୍ର ଅର୍ନ୍ତଭୁକ୍ତ ଯେଉଁ ୩୫ଟି ବିଧାନସଭା ଆସନ ଲାଗି ନିର୍ବାଚନ ହେଉଛି ସେଥିରୁ ୨୬ଟିରେ ବିଜେଡିର ବିଧାୟକ ଥିବାବେଳେ ୪ଟିରେ...

33K Cops For Phase II

0

Bhubaneswar: Around 33,000 security personnel including 102 companies of central armed police force (CAPF) and 66 platoons of Odisha police have been deployed for the second phase elections in the State to be held tomorrow.  As many as nine districts including four Maoist-affected districts of Kandhamal, Boudh, Balangir and Bargarh are going to poll on Monday. Apart from the four...

Samir Dash Joins BJP

Bhubaneswar: In a major setback for Governing Biju Janata Dal (BJD) in Puri district, BJD’s Nimapara MLA Samir Ranjan Dash on Sunday joined the saffron party after quitting the party. He joined the BJP camp here at the party office in presence of BJP State President Manmohan Samal, party's Odisha in-charge Vijay Pal Singh Tomar and other leaders. Shri Dash had...

ବିଜେପିରେ ସମୀର ଦାସ

ଭୁବନେଶ୍ୱର : ନିମାପଡାର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ଦାସ ଆଜି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ବିଜେଡି ଟିକଟରୁ ବଞ୍ଚିତ ହେଲାପରେ ଶ୍ରୀ ଦାସ ବିଜେପିରେ ମିଶିବା ନେଇ ଆଲୋଚନା ଚାଲିଥିଲା । ଲଗାତାର ଭାବେ ତିନି ତିନି ଥର ନିମାପଡା ବିଧାନସଭା ଆସନରୁ ଜିଣି ଆସୁଥିବା ସମୀରଙ୍କୁ କିନ୍ତୁ ବିଜେଡି ଏଥର ଟିକଟ ଦେଇନଥିଲା । ଟିକଟରୁ ବଞ୍ଚିତ ହେବାପରେ ସମୀର ନିମାପଡାରେ ଶକ୍ତି ପ୍ରଦର୍ଶନ ସହିତ ଶକ୍ତି ପ୍ରଦର୍ଶନ ଜରିଆରେ ନିଷ୍ପତ୍ତିର ପରିବର୍ତ୍ତନ ଲାଗି ଦଳୀୟ...

Naveen Slams Saffron CMs

Bhubaneswar: BJD Supremo and Chief Minister Naveen Patnaik today lashed out at Chief Ministers of BJP-ruled States who are visiting Odisha for election campaigning.    Shri Patnaik said that the political tourists promising to make Odisha number one in the country should first concentrate on their own States. Taking a dig at his Assam counterpart Himanta Biswa Sarma, the CM said...

ନିର୍ବାଚନ ମଇଦାନରେ ୧୮ ମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟ ମନ୍ତ୍ରିମଣ୍ଡଳରେ ଏବେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ୨୦ ଜଣ ସଦସ୍ୟ ଥିବା ବେଳେ ସେମାନଙ୍କ ଭିତରୁ ୨ ଜଣ ବିଧାନସଭା ନିର୍ବାଚନ ଲଢ଼ୁନାହାଁନ୍ତି । ଅବଶିଷ୍ଟ ୧୮ଜଣ ମନ୍ତ୍ରୀଙ୍କର ରାଜନୈତିକ ଭାଗ୍ୟ ଓ ଭବିଷ୍ୟତ ମତଦାତାମାନେ ନିର୍ଦ୍ଧାରଣ କରିବାକୁ ଯାଉଥିବା ବେଳେ ପରବର୍ତ୍ତୀ ସରକାରରେ ଏମାନଙ୍କ ଭିତରୁ କିଏ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବେ କି ନାହିଁ ସେଥିନେଇ ଜୋରଦାର ଚର୍ଚ୍ଚା ଚାଲିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପାରମ୍ପରିକ ଆସନ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ସହିତ ବଲାଙ୍ଗିରର କଣ୍ଟାବାଞ୍ଝିରୁ ବିଧାନସଭା...

କଟକଣା ମାନୁ ନାହାନ୍ତି

0

ଭୁବନେଶ୍ୱର : ପ୍ରଚଣ୍ଡ ତାତିରେ ସାରା ରାଜ୍ୟର ଲୋକେ ଛଟପଟ ହେଉଥିବାବେଳେ ଶ୍ରମିକମାନଙ୍କ ପାଇଁ ଲାଗୁ କଟକଣାକୁ କେହି ମାନୁ ନାହାନ୍ତି । ଧୂ ଧୂ ଖରାରେ ବିଭିନ୍ନ ସ୍ଥାନରେ ନିର୍ମାଣ କାର୍ଯ୍ୟ ଜାରି ରହୁଥିବାବେଳେ ଶ୍ରମ ବିଭାଗ ଏଥିପ୍ରତି ଦୃଷ୍ଟି ଦେଉନାହିଁ । କିଛି ଦିନ ଥଣ୍ଡା ପଡିବା ପରେ ଓଡିଶାରେ ପୁଣି ତାତି ବଢିବାରେ ଲାଗିଛି । ଅଧିକାଂଶ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି । ତେବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରଦାହ ଯୋଗୁଁ ଅଂଶୁଘାତକୁ ଦୃଷ୍ଟିରେ ରଖି ନିର୍ମାଣ...

ଏନସିସି କ୍ୟାଡେଟଙ୍କୁ  ଜୁନିୟର ରକ୍ଷକ ମାନ୍ୟତା

ପୁରୀ : ଶ୍ରୀକ୍ଷେତ୍ର ପୁରୀରେ ଉଦଘାଟିତ ହୋଇଛି ପରିବହନ ବିଭାଗର ଜୁନିୟର ରକ୍ଷକ କାର୍ଯ୍ୟକ୍ରମ । ରାଜ୍ୟ ପରିବହନ କମିସନର ଅମିତାଭ ଠାକୁର ପ୍ରଶିକ୍ଷଣ ଶିବିରକୁ ଉଦଘାଟନ କରିଛନ୍ତି । ଭୋଳାନାଥ ହାଇସ୍କୁଲ ପରିସରରେ ଏନସିସି ସିନିୟର ଓ୍ୱିଙ୍ଗ୍ ର ୫୭୫ ଜଣକ୍ୟାଡେଟଙ୍କୁ ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା କରାଯାଇଛି । ପ୍ରଥମ ଦିନରେ ୧୭୬ ଜଣ ସଫଳତାର ସହ ପ୍ରଶିକ୍ଷଣ ଶେଷ କରିଛନ୍ତି । ସେମାନଙ୍କୁ ପରିବହନ ବିଭାଗରୁ ‘ଜୁନିୟର ରକ୍ଷକ’ ମାନ୍ୟତା ପ୍ରଦାନ କରାଯାଇଛି । ଦ୍ୱିତୀୟ ଦିନରେ ଆଉ ୩୯୯ ଜଣଙ୍କ...

Tribal Museum Celebrates IMD

Bhubaneswar: The International Museum Day (IMD) was celebrated at Odisha State Tribal Museum. Along with this, the 15-day Summer Saura Painting Camp, which has been going on since 4 May, has also been concluded. A summer saura painting camp was organised for school students at the Odisha State Tribal Museum on the premises of The Scheduled Castes and Scheduled Tribes...