Panda Tops Rich List
Bhubaneswar: As many as 20 out of 66 candidates contesting for six Lok Sabha constituencies of the State where elections will be held on last phase on June 1 are crorepatis. Six Lok Sabha constituencies of Balasore, Bhadrak, Jagatsinghpur, Jajpur, Kendrapara and Mayurbhanj will go for polling during the fourth phase elections in Odisha. Odisha Election Watch and Association for Democratic...
JP Pangrahi Left BJD
Bhubaneswar: Former Minister and Governing BJD MLA Simulia Jyoti Prakash Panigrahi resigned from the primary membership of the ruling party on Wednesday. Shri Panigrahi, a two time MLA, has written a letter to BJD President and Chief Minister Naveen Patnaik about his resignation from the primary membership of the party. The sitting MLA, who held the position of Minister of State...
AMRI; Now Manipal Hospitals
Bhubaneswar: Manipal Hospitals, the second-largest hospital chain in India, announces the successful brand integration of 400 bedded AMRI unit in Bhubaneswar, which was acquired in September 2023. Starting from 22 May, 2024, the service excellence at these facilities will be aligned with Manipal Hospitals’ standards, marking a significant milestone in healthcare transformation in East India. Shri Partha Das, Chief People...
ସପ୍ତମ ପର୍ଯ୍ୟାୟରେ ୯୦୪ ପ୍ରାର୍ଥୀ
ନୂଆଦିଲ୍ଲୀ : ଲୋକସଭା ନିର୍ବାଚନର ସପ୍ତମ ପର୍ଯ୍ୟାୟରେ ଓଡିଶା ସମେତ ୮ଟି ରାଜ୍ୟ/ କେନ୍ଦ୍ରଶାସିତ ଅଞ୍ଚଳରେ ୯୦୪ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ । ଜୁନ୍ ୧ତାରିଖରେ ନିର୍ବାଚନ ହେବାକୁ ଯାଉଛି। ଲୋକସଭା ନିର୍ବାଚନର ସପ୍ତମ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ପାଇଁ ୮ଟି ରାଜ୍ୟ/ କେନ୍ଦ୍ରଶାସିତ ଅଞ୍ଚଳର ୫୭ଟି ସଂସଦୀୟ କ୍ଷେତ୍ର ପାଇଁ ମୋଟ୍ ୨୧୦୫ଟି ନାମାଙ୍କନ ପତ୍ର ଦାଖଲ କରାଯାଇଥିଲା। ସମସ୍ତ ୮ଟି ରାଜ୍ୟ/ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୭ମ ପର୍ଯ୍ୟାୟ ନିମନ୍ତେ ନାମାଙ୍କନ ପତ୍ର ଦାଖଲ କରିବାର ଅନ୍ତିମ ତାରିଖ...
ଆସିବିଏ ସମ୍ମିଳନୀରେ ଅମ୍ବିକା ପ୍ରସାଦ ଦାସ
ଭୁବନେଶ୍ବର : ଅନ୍ତର୍ଜାତୀୟ ସମବାୟ ବ୍ୟାଙ୍କିଙ୍ଗ୍ ଆସୋସିଏସନ୍ (ଆସିବିଏ) ସମ୍ମିଳନୀରେ ବିଶିଷ୍ଟ ସମବାୟବିତ୍ ଅମ୍ବିକା ପ୍ରସାଦ ଦାସ ଯୋଗ ଦେଇଛନ୍ତି। ଜାତୀୟ ରାଜ୍ୟ ସମବାୟ ବ୍ୟାଙ୍କ ମହାସଂଘ ଏବଂ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ନିର୍ଦେଶକ ଶ୍ରୀ ଦାସ ଗତ ୨୧ ତାରିଖରେ ଆନ୍ତର୍ଜାତିକ ମଞ୍ଚରେ ନିଜର ଉପସ୍ଥିତି ଜାହିର କରିଥିଲେ। ନେଦରଲାଣ୍ଡର ରାବୋବ୍ୟାଙ୍କ ପରିସରରେ ଅନୁଷ୍ଠିତ ଆଇସିବିଏ ମିଟ୍ ରେ କର୍ଣ୍ଣାଟକର ସମବାୟ ମନ୍ତ୍ରୀ କେ ଏନ୍ ରଞ୍ଜନାଙ୍କ ସହ ଶ୍ରୀ ଦାସ ଭାରତର ପ୍ରତିନିଧିତ୍ୱ କରୁଥିଲେ। ଶ୍ରୀ ଦାସ ଜଣେ ବିଶିଷ୍ଟ ସମବାୟବିତ୍ ଏବଂ...
Ambika Das In ICBA
Bhubaneswar: Ace Co-operator, Ambika Prasad Das attended the Conference of International Cooperative Banking Association(ICBA). Shri Das, Director of National Federation of State Cooperative Banks (NAFSCOB) and Odisha State Cooperative Bank(OSCB) made his presence felt in the International Forum on 21 May. Shri Das was representing India along with Minister Co-operation of Karnataka, K N Ranjana in the ICBA Meet held in...
Team To Nab Killer
Bargarh:A day after the brutal murder of a person near a polling booth during voting in Bargarh district, Sambalpur RDC Srikant Prusty rushed to the spot and held a meeting with senior police officials and reviewed the status of investigation. The RDC held the meeting at the Sadar Police station where the Additional Superintendent of Police and other officials were...
ଦଳୀୟ ବିଧାୟକ ସଂଖ୍ୟା ହ୍ରାସ
ଭୁବନେଶ୍ୱର : ଷୋଡଶ ବିଧାନସଭାର କାର୍ଯ୍ୟକାଳ ଶେଷ ହେବାପାଇଁ ମାସକରୁ କମ୍ ସମୟ ଥିବାବେଳେ ବିଧାନସଭାରେ ବିଭିନ୍ନ ଦଳର ସଦସ୍ୟ ସଂଖ୍ୟାରେ ପରିବର୍ତ୍ତନ ଘଟିଛି । ବିଶେଷକରି ବିଜେଡି ଓ କଂଗ୍ରେସ ଦଳର ସଦସ୍ୟ ସଂଖ୍ୟା ହ୍ରାସ ପାଇଛି । ବିଧାନସଭାର ୧୪୭ଟି ଆସନ ମଧ୍ୟରୁ ଗୋଟିଏ ଖାଲି ରହିଛି । ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଦେହାନ୍ତ ପରେ ତାଙ୍କ ଆସନଟି ଖାଲି ପଡିଛି । ମୋଟାମୋଟି ଭାବେ ବିଧାନସଭାରେ ବିଜେଡିର ୧୧୩ଟି ଆସନ ଥିବାବେଳେ ବିଜେପିର ୨୨ ଓ କଂଗ୍ରେସର...
ଆପାର୍ଟମେଣ୍ଟ ଅନୁମତିକୁ ନେଇ ପ୍ରଶ୍ନ
ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ଆବାସିକ ଅଞ୍ଚଳରେ ଏକାଧିକ ଆପାର୍ଟମେଣ୍ଟ ନିର୍ମାଣକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବାସଗୃହ ପାଇଁ ସରକାର ଶସ୍ତାରେ ଜମି ଯୋଗାଇଥିବାବେଳେ ଏହା ଉପରେ ବିଡିଏ, ସାଧାରଣ ପ୍ରଶାସନ କିଭଳି ବ୍ୟବସାୟିକ ଆପାର୍ଟମେଣ୍ଟ ନିର୍ମାଣ ପାଇଁ ଅନୁମତି ଦେଉଛନ୍ତି ତାହାକୁ ନେଇ ଏବେ ଅନେକ ଆଶ୍ଚର୍ଯ୍ୟ ଚକିତ । ରାଜଧାନୀର ପ୍ରମୁଖ ଅଞ୍ଚଳ ବିଶେଷକରି ବାପୁଜୀନଗର, ଶହୀଦନଗର, ନୟାପଲ୍ଲୀ, ସୂର୍ଯ୍ୟନଗର, ଗୌତମନଗର, ନୀଳାଦ୍ରୀବିହାର ଆଦି ଅଞ୍ଚଳରେ ଏଭଳି ସ୍ଥିତି ପରିଲକ୍ଷିତ ହୋଇଛି । ଏହିସବୁ ଅଞ୍ଚଳରେ ସରକାର ଶସ୍ତା...
Shah Slams BJD Govt
Bhubaneswar : Accusing the BJD government of destroying Odisha and its culture, top BJP leader and Union Home Minister Amit Shah today said that BJP will appoint a young and dynamic person from Odisha as the Chief Minister of the State who can also speak Odia. Shri Shah today addressed elections rallies in Sambalpur, Keonjhar, Dhenkanal and Nayagarh and strongly...









