ନିର୍ବାଚନ ପାଇଁ ରକ୍ତ ସଙ୍କଟ

0

ଭୁବନେଶ୍ୱର : ନିର୍ବାଚନ ପ୍ରଚାର ପାଇଁ ବଡ ବଡ ନେତାଙ୍କ ଆଗମନ ଯୋଗୁଁ ରାଜଧାନୀରେ ରୋଗୀମାନେ ଏବେ ଛଟପଟ ହେଉଛନ୍ତି । ଏହି ବଡ ବଡ ନେତାଙ୍କ ପାଇଁ ରକ୍ତଭଣ୍ଡାରରେ ବିଭିନ୍ନ ଗ୍ରୁପ୍‍ର ରକ୍ତ ଗଚ୍ଛିତ ରଖିବାକୁ ନିର୍ଦ୍ଦେଶ ଥିବାରୁ ରୋଗୀମାନଙ୍କୁ ସହଜରେ ରକ୍ତ ମିଳୁନାହିଁ । ରାଜ୍ୟରେ ଏବେ ନିର୍ବାଚନ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ, କଂଗ୍ରେସର ଜାତୀୟ ସଭାପତିଙ୍କ ସମେତ ରାହୁଳ ଗାନ୍ଧୀ ପ୍ରମୁଖ ଘନ ଘନ ଓଡିଶା ଗସ୍ତ କରୁଛନ୍ତି । ଏହି ଭିଭିଆଇପିଙ୍କ ଲାଗି ରକ୍ତ...

ତୃତୀୟ ପର୍ଯ୍ୟାୟରେ ଏକାଧିକ ହେଭିୱେଟ୍‍

ଭୁବନେଶ୍ୱର : ଓଡିଶାରେ ହେବାକୁ ଯାଉଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆସନ୍ତା କାଲି ପ୍ରଚାର ଶେଷ ହେବ । ଚଳିତ ମାସ ୨୫ତାରିଖରେ ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଓ ଭୁବନେଶ୍ୱର ଲୋକସଭା କ୍ଷେତ୍ର ସହିତ ଏଗୁଡିକର ଅର୍ନ୍ତଭୁକ୍ତ ୪୨ଟି ବିଧାନସଭା ଆସନ ଲାଗି ମତଗ୍ରହଣ କରାଯିବ । ଏହି ନିର୍ବାଚନରେ ବିଭିନ୍ନ ଦଳର ବହୁ ଓଜନଦାର ପ୍ରାର୍ଥୀ ଲଢେଇ ମଇଦାନରେ ଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ବେଶ୍‍ ଉତ୍ସୁକତା ରହିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଲୋକସଭା ଆସନରୁ...

ସ୍ଵର୍ଣ୍ଣ ସମାରୋହ ୨୦୨୪

0

ଭୁବନେଶ୍ୱର : ଅଗ୍ରଣୀ ନୃତ୍ୟାନୁଷ୍ଠାନ ତ୍ରିଧାରା ପକ୍ଷରୁ ଆୟୋଜିତ 'ସ୍ୱର୍ଣ୍ଣ ସମାରୋହ-୨୦୨୪'ଆଜି ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଏକ ଭବ୍ୟ ସମାରୋହରେ ଆୟୋଜିତ ହୋଇଯାଇଅଛି  । ଏହି ଉତ୍ସବର ଆଯୋଜନର ଉଦ୍ଦେଶ୍ୟ ହେଉଛି ଗୁରୁ ଡଃ ଗଜେନ୍ଦ୍ର ପଣ୍ଡାଙ୍କ ୫୦ ବର୍ଷର ନୃତ୍ୟ ଯାତ୍ରାକୁ ଲୋକଲୋଚନକୁ ଆଣିବା । କଳା ଓ ନୃତ୍ୟ କ୍ଷେତ୍ରରେ ଗୁରୁ ଡ଼ଃ ଗଜେନ୍ଦ୍ର ପଣ୍ଡାଙ୍କ ଅବଦାନ ଅତୁଳନୀୟ।୧୯୭୪ମସିହାରୁ ୨୦୨୪ମସିହା ପର୍ଯ୍ୟନ୍ତ 'ସଖୀ ନାଟ'ରୁ ଆରମ୍ଭ କରି 'ଓଡ଼ିଶୀ' ନୃତ୍ୟରେ ଜଣେ ଗୁରୁ, ସଂଯୋଜକ, ସଂରଚକ ତଥା ଜଣେ ଓଡିଶୀ ଗବେଷକଭାବେ...

୨୦ ସାଂସଦ ପ୍ରାର୍ଥୀ କୋଟିପତି

ଭୁବନେଶ୍ବର : ଜୁନ୍ ପହିଲାରେ ଶେଷ ପର୍ଯ୍ୟାୟରେ ହେବାକୁ ଥିବା ରାଜ୍ୟର ୬ଟି ଲୋକସଭା ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୬୬ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୨୦ ଜଣ କୋଟିପତି।   ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା ଓ ମୟୂରଭଞ୍ଜ ଲୋକସଭା ଆସନରେ ମତଦାନ ହେବ। ଓଡ଼ିଶା ଇଲେକ୍ସନ ୱାଚ୍ ଏବଂ ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର) ୬ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସମସ୍ତ ୬୬ ଜଣ ପ୍ରାର୍ଥୀଙ୍କ ସତ୍ୟପାଠକୁ ବିଶ୍ଳେଷଣ କରିଛନ୍ତି। ୬୬ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ...

ଜଟିଳ ହେଉଛି ରକ୍ତ କର୍କଟ

0

ଭୁବନେଶ୍ୱର : ରକ୍ତ କର୍କଟ ଏକ ଗୁରୁତର ସମସ୍ୟା ତେବେ ସଠିକ୍ ସମୟରେ ରୋଗ ନିରୂପଣ, ପରୀକ୍ଷା ନିରୀକ୍ଷା ଓ ଉପଯୁକ୍ତ ଚିକିତ୍ସା ଦ୍ୱାରା ମଣିଷ ଏହି ଜଟିଳ ବ୍ୟାଧିରୁ ସୁସ୍ଥ ହୋଇପାରିବ । ସେହିପରି ବର୍ତମାନ ଅତ୍ୟାଧୁନିକ ଷ୍ଟେମ୍ ସେଲ ପ୍ରତ୍ୟାରୋପଣ ପ୍ରକ୍ରିୟା ଦ୍ୱାରା ରକ୍ତ କର୍କଟ ବ୍ୟାଧିକୁ ମଣିଷ ପରାସ୍ତ କରିପାରିବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି । ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ହେମାଟୋଲୋଜି, ହେମାଟୋ ଅଙ୍କୋଲୋଜି ଏବଂ ବୋନ୍‌ମ୍ୟାରୋ ଟ୍ରାନ୍ସପ୍ଲାଂଟ ବିଭାଗ ପକ୍ଷରୁ ବିଶ୍ୱ...

Alert On Blood Cancer

0

Bhubaneswar : Early detection of blood cancer is the key to fight the disease as treatment in the form of stem cell transplant has significantly improved the survival rate, an expert said at a program organised at the Institute of Medical Sciences and SUM Hospital here on Wednesday. India ranks third in the world in terms of reported cases of...

ଆରମ୍ଭ ହେଲା ହାତୀ ଗଣନା

0

ଭୁବନେଶ୍ୱର : ଦୀର୍ଘ ୭ ବର୍ଷ ପରେ ଆଜି ଠାରୁ ରାଜ୍ୟରେ ବହୁ ପ୍ରତୀକ୍ଷିତ ହାତୀ ଗଣନା ଆରମ୍ଭ ହୋଇଛି। ପିସିସିଏଫ୍ ବନ୍ୟପ୍ରାଣୀ ଶ୍ରୀ ସୁଶାନ୍ତ ନନ୍ଦ ବୈଜ୍ଞାନିକ ପଦ୍ଧତିରେ ହାତୀ ଗଣନା ପାଇଁ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିଛନ୍ତି। ରାଜ୍ୟର ୫୧ଟି ବନଖଣ୍ଡ ମଧ୍ୟରୁ ୪୬ଟି ଡିଭିଜନରେ ନିଖିଳ ଓଡ଼ିଶା ହାତୀ ଆକଳନ ୨୦୨୪ ଆରମ୍ଭ ହୋଇଛି। ଆକଳନକାରୀମାନେ ସିଧାସଳଖ ଗଣନା ପଦ୍ଧତି ବ୍ୟବହାର କରି ହାତୀମାନଙ୍କର ଗଣନା କରିବେ ଏବଂ ଏଥିପାଇଁ ପ୍ରକ୍ରିୟା ଗତିଶୀଳ ହୋଇଛି । ରାଜ୍ୟ ବନ୍ୟପ୍ରାଣୀ ସଂଗଠନ ର ଅଧିକାରୀମାନେ କହିଛନ୍ତି ଯେ...

Elephant Census Begins

0

Bhubaneswar: Thanks to sincere efforts of Ace Wildlife Lover Susanta Nanda, the much-awaited elephant census has been started today in the State after a gap of seven years. PCCF Wildlife Shri Nanda charted out road map for Elephant Census in a scientific manner, official sources said. The All Odisha Elephant Estimation 2024 has been started across 46 divisions out of 51...

Panda Tops Rich List

Bhubaneswar: As many as 20 out of 66 candidates contesting for six Lok Sabha constituencies of the State where elections will be held on last phase on June 1 are crorepatis.   Six Lok Sabha constituencies of Balasore, Bhadrak, Jagatsinghpur, Jajpur, Kendrapara and Mayurbhanj will go for polling during the fourth phase elections in Odisha. Odisha Election Watch and Association for Democratic...

JP Pangrahi Left BJD

Bhubaneswar: Former Minister and Governing BJD MLA Simulia Jyoti Prakash Panigrahi resigned from the primary membership of the ruling party on Wednesday. Shri Panigrahi, a two time MLA, has written a letter to BJD President and Chief Minister Naveen Patnaik about his resignation from the primary membership of the party. The sitting MLA, who held the position of Minister of State...