AI Mantra For KIIT Students
Bhubaneswar: Ashok Kumar Tripathy, President , Odisha State Productivity Council has said that Artificial Intelligence is set to be a defining disruptive technology. Former Mandarin Shri Tripathy was speaking in a workshop organized by Odisha State Productivity Council jointly with National Productivity Council , Bhubaneswar. Shri Tripathy President , Odisha State Productivity Council at present an Independent Director of Steel Authority...
ତିନି ସଭାପତି ଲଢୁଛନ୍ତି ବିଧାନସଭା
ଭୁବନେଶ୍ୱର : କଂଗ୍ରେସ, ବିଜେପି ଓ ବିଜେଡିର ରାଜ୍ୟ ସଭାପତିମାନେ ଲୋକସଭା ପରିବର୍ତ୍ତେ ରାଜ୍ୟ ବିଧାନସଭା ନିର୍ବାଚନ ଲଢିବାକୁ ଯାଉଛନ୍ତି । ଏ ପରିପ୍ରେକ୍ଷୀରେ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ନୂଆପଡା ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିସାରିଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଣ୍ଟାବାଞ୍ଜି ଓ ହିଞ୍ଜିଳି ଭଳି ଦୁଇଟି ବିଧାନସଭା କ୍ଷେତ୍ରରୁ ପ୍ରାର୍ଥୀ ହେବାକୁ ଯାଉଛନ୍ତି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଚାନ୍ଦବାଲି ଆସନରୁ ବିଧାନସଭା ନିର୍ବାଚନ ଲଢିବେ ବୋଲି ଘୋଷଣା...
ପାଣି ପାଇଁ ଛଟପଟ
ଭୁବନେଶ୍ୱର : ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ବୁଲା ପଶୁ ପକ୍ଷୀମାନେ ଏବେ ଛଟପଟ । ବିଶେଷକରି ରାଜଧାନୀରେ ଥିବା ବୁଲା କୁକୁର, ବିଭିନ୍ନ ଶ୍ରେଣୀ ପକ୍ଷୀମାନେ ପାଣି ଟୋପାଏ ପାଇଁ ଡହଳ ବିକଳ ହେଉଛନ୍ତି । ଗୋଟିଏ ପଟେ ଖାଦ୍ୟାଭାବ ସାଙ୍ଗକୁ ମୁଣ୍ଡଫଟା ଖରା ସମୟରେ ପାଣି ଟୋପାଏ ନପାଇ ଅନେକ ବୁଲା କୁକୁର ହିଂସ୍ର ହେବାରେ ଲାଗିଛନ୍ତି । ଭୁବନେଶ୍ୱରର ତାପମାତ୍ରା ଲଗାତାର ଭାବେ ୪୦ ଡିଗ୍ରୀ ଉପରେ ରହିବା ସହିତ ଅନେକ ସମୟରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ରେକର୍ଡ ବଜାୟ ରଖୁଛି...
୨୮ରେ ଆସୁଛନ୍ତି ନଡ୍ଡା
ଭୁବନେଶ୍ୱର : ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆସନ୍ତା ୨୮ ତାରିଖରେ ରାଜ୍ୟରେ ମୁଖ୍ୟ ବିରୋଧୀ ରାଜନୈତିକ ଦଳ ବିଜେପି ଓ କଂଗ୍ରେସ ମଧ୍ୟରେ ହାଇଭୋଲଟେଜ୍ ମୁକାବିଲା ହେବାକୁ ଯାଉଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆସନ୍ତା ୨୮ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ପ୍ରଚାର ପାଇଁ ଶ୍ରୀ ନଡ୍ଡା ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ବୋଲି ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି। ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଓ...
Steel Cultural Show Held
Bhubaneswar: The 38th Annual Celebration of the Department of Steel & Mines was held on 24 April at Rabindra Mandap Auditorium. The Ceremony was held under the aegis of the Department of Steel and Mines, Cultural Council. Deepak Mohanty, Advisor, Mines graced the occasion as the Chief Guest and lauded the functionaries of the Cultural Council for successfully organizing various events...
Nadda To Visit Odisha
Bhubaneswar: With the beginning nomination process for both Lok Sabha and Assembly polls, the State is going to witness high-voltage comping by principal Opposition political parties BJP and Congress on April 28 as top leaders from the parties are set to address massive rallies on the same day in different parts. BJP National President J P Nadda is scheduled to...
Phase II Poll Process Begins
Bhubaneswar: With the issuance of notifications by Election Commission and Chief Electoral Officer (CEO) Odisha, process for filing of nominations for second phase simultaneous elections to Odisha Assembly and Lok Sabha began today. The ECI, CEO and Chief Secretary have issued notifications for elections to five Lok Sabha constituencies and 35 Assembly segments today. In this phase, Bargarh, Sundargarh (ST), Bolangir,...
ଟିକଟ କାଟ୍ ଆଶଙ୍କାରେ ପ୍ରାର୍ଥୀ
ଭୁବନେଶ୍ୱର : ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ନାମାଙ୍କନ ଦାଖଲ ସରିଥିବାବେଳେ ଏବେ ବି ଅନେକ ପ୍ରାର୍ଥୀ ଆସନ ବଦଳ ଏବଂ ଟିକଟ କଟିବା ଆଶଙ୍କାରେ ରହିଛନ୍ତି । ରାଜ୍ୟର ତିନି ପ୍ରମୁଖ ଦଳ ଏଭଳି ପଦକ୍ଷେପ ନେଇଥିବାରୁ ଅନେକ ପ୍ରାର୍ଥୀ ନିଶ୍ଚିତ ହୋଇପାରୁ ନାହାନ୍ତି । ଇତି ମଧ୍ୟରେ ଉଭୟ ବିଜେଡି, ବିଜେପି ଓ କଂଗ୍ରେସ ଆଉ କିଛି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବା ବାକି ରହିଛି । ବିଜେଡି ଏବେ ବି ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା...
ନକଲି ଡାକ୍ତରଙ୍କ ପାଇଁ ସେଲ୍ ଗଠନ
ଭୁବନେଶ୍ୱର : ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାର ଜିଲ୍ଲାର ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ନକଲି ଡାକ୍ତର ବା ଏଲୋପାଥି ଚିକିତ୍ସକଙ୍କୁ ଧରିବା ପାଇଁ ପ୍ରତି ଜିଲ୍ଲାରେ ଜିଲ୍ଲାସ୍ତରୀୟ ଆଣ୍ଟି-କ୍ୱାକେରି ସେଲ୍ ଗଠନ କରିଛନ୍ତି । ନିକଟରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ କ୍ରମେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁଯାୟୀ...
ସ୍ୱର ଶାଣିତ କଲେ ଶାହା
ସୋନପୁର : କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଶ୍ରୀ ଅମିତ ଶାହା ଆୟୋଜିତ ଏକ ବିଶାଳ ଜନସଭାରେ ଓଡିଶା ସରକାରଙ୍କୁ କଡା ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ ଓଡ଼ିଶାରେ ୩୦ ଓ ଦେଶରେ ୪୦୦ ସିଟ୍ ଅତିକ୍ରମ କରିବାର ଲକ୍ଷ୍ୟ ହାସଲ କରିବା ସହ ସାରା ଦେଶର ଲୋକମାନେ ତୃତୀୟ ଥର ପାଇଁ ମୋଦିଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ଯାଉଛନ୍ତି। ଓଡ଼ିଶାର ଭାଷା, ସଂସ୍କୃତି, ଧର୍ମ ଓ ସାହିତ୍ୟର ଗୌରବ ପାଇଁ ଓଡ଼ିଶାରେ ପୂର୍ଣ୍ଣ...









