All Set For Counting
Bhubaneswar: The Chief Electoral Officer (CEO) Odisha has made all arrangements for counting of votes polled in the elections for 21 Lok Sabha and 147 Assembly seats held in four phases from May 13 to June 1. The voting for 21 Parliamentary constituency seats and 147 Assembly constituency seats was held in four phases on May 13, May 20,...
SDC For Advertisements
New Delhi: The Hon’ble Supreme Court, in Writ Petition Civil No. 645/2022-IMA & Anr. Vs. UOI & Ors. has issued directive in its Order dated 07.05.2024, that all advertisers/ Advertising Agencies must submit a ‘Self-Declaration Certificate’ (SDC) before publishing or broadcasting any advertisement. Following the Hon’ble Supreme Court’s directive, the Ministry of Information and Broadcasting has introduced a new feature...
ମତଦାତାଙ୍କୁ ଅଜବ ପ୍ରଶ୍ନ
ଭୁବନେଶ୍ୱର : କେଉଁ ପ୍ରାର୍ଥୀଙ୍କୁ କିଏ ଭୋଟ ଦେବ ତାହା ଅତ୍ୟନ୍ତ ଗୋପନୀୟ ହୋଇଥିବାବେଳେ ଶେଷ ପର୍ଯ୍ୟାୟ ମତଦାନ ପରେକ କିନ୍ତୁ ଅନେକ ଭୋଟରଙ୍କୁ ଟେଲିଫୋନ୍ କଲ ଆସିବା ସହିତ ସେମାନେ କାହାକୁ ଭୋଟ ଦେଇଛନ୍ତି ତାହା ସିଧାସଳଖ ପଚରାଯାଇଛି । ପ୍ରଥମେ ଜଣେ ବ୍ୟକ୍ତି ଫୋନ୍ କରି ପଚାରିବା ପରେ ସ୍ୱୟଂକ୍ରିୟ ଭାବେ ଏକାଧିକ ନମ୍ବରରୁ ଏ ନେଇ ଫୋନ୍ ଆସୁଥିବା ଜଣାଯାଇଛି । ମତଦାତାମାନେ ଭୋଟ କେନ୍ଦ୍ରକୁ ଆସି କେଉଁ ପ୍ରାର୍ଥୀଙ୍କ ସପକ୍ଷରେ ମତଦେବେ ତାହା ଯେଭଳି ଗୋପନୀୟ ରହିବ ସେଥିପାଇଁ...
ଦଳଡିଆଁ ନେତାଙ୍କ ଭିତରୁ ଜିତିବ କିଏ ?
ଭୁବନେଶ୍ୱର : ନିର୍ବାଚନ ଫଳାଫଳ ପ୍ରକାଶ ସମୟ ପାଖେଇ ଆସୁଥିବାବେଳେ ଏଥର ବିଭିନ୍ନ ଦଳରୁ ପ୍ରାର୍ଥୀ ହୋଇଥିବା ଅଭିନେତା ଓ ଦଳଡିଆଁ ନେତାଙ୍କ ଭିତରୁ କିଏ ଜିଣିବ ଓ କିଏ ହାରିବ ସେଥିଘେନି ଚର୍ଚ୍ଚା ବଢିବାରେ ଲାଗିଛି । ବିଶେଷକରି ନବରଙ୍ଗପୁର, ବ୍ରହ୍ମପୁର, ବରଗଡ, ବଲାଙ୍ଗିର, କଟକ, ଭୁବନେଶ୍ୱର, ବାଲେଶ୍ୱର, କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରର ବିଭିନ୍ନ ଦଳର ପ୍ରାର୍ଥୀଙ୍କ ସମ୍ପର୍କରେ ଭୋଟରମାନେ ବିଚିତ୍ର ଟିପ୍ପଣୀମାନ ଦେଉଛନ୍ତି । ଏଥର ନିର୍ବାଚନରେ କୌଣସି ଅଭିନେତା ଲୋକସଭା ନିର୍ବାଚନ ଲଢୁନାହାନ୍ତି । ବିଜେପିରୁ ଅନ୍ୟୁନ ତିନି ଜଣ ନାମୀ...
ସୋଆରେ ରୋଷେଇ ତାଲିମ
ଭୁବନେଶ୍ୱର : ଖାଦ୍ୟ ରନ୍ଧନ ଖୁବ୍ ଭଲ ଅନୁଭବ ଏବଂ ମା’ର ହାତ ରନ୍ଧାର ତୁଳନା ନାହିଁ । ଘରର ମହିଳାଟି ଯେଉଁ ଶ୍ରଦ୍ଧାରେ ଖାଦ୍ୟ ରାନ୍ଧିକି ଦିଏ ତାହାର ସ୍ୱାଦ ଖୁବ୍ ନିଆରା । କେବଳ ଖାଦ୍ୟ ସୁସ୍ୱାଦ ହେବା ଜରୁରୀ ନୁହେଁ ସେତିକି ଶରୀର ପାଇଁ ସ୍ୱାସ୍ଥ୍ୟକର ହେବା ଜରୁରୀ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ ପକ୍ଷରୁ ସୋମବାର ମହିଳାମାନଙ୍କ ନିମନ୍ତେ ଆରମ୍ଭ ହୋଇଥିବା ରନ୍ଧନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ‘ୱି କ୍ୟାନ୍ କୁକ୍’...
ବିଧାନସଭା ଭଙ୍ଗ ପାଇଁ ବିଜ୍ଞପ୍ତି
ଭୁବନେଶ୍ୱର : ବିଧାନସଭା ଭଙ୍ଗ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକର ନିଷ୍ପତ୍ତିକୁ ରାଜ୍ୟପାଳ ଗ୍ରହଣ କରିଛନ୍ତି । ତଦନୁଯାୟୀ ଏ ସଂକ୍ରାନ୍ତୀୟ ବିଜ୍ଞପ୍ତି ଆଜି ସଂସଦୀୟ ବ୍ୟାପାର ବିଭାଗ ଜାରି କରିଛି । ରାଜ୍ୟପାଳ ରଘୁବର ଦାସ ଉଲ୍ଲେଖ କରିଛନ୍ତି ଯେ ସମ୍ବିଧାନର ୧୭୪ (୨) (ଖ) ଧାରା ଅନୁଯାୟୀ ସେ ୨୦୧୯ ମଇ ୨୫ତାରିଖରେ ଗଢାଯାଇଥିବା ଓଡିଶା ବିଧାନସଭାକୁ ଭଙ୍ଗ କରୁଛନ୍ତି । ତେବେ ନିର୍ବାଚନ କମିଶନ ନୂତନ ଭାବେ ନିର୍ବାଚିତ ବିଧାୟକମାନଙ୍କ ନେଇ ଯେବେ ନୂଆ...
2 Blast Victims Discharged
Bhubaneswar: A major solace for family members, at least two victims, who sustained burn injuries in the Puri firecracker explosion incident, have been discharged from hospital today. Altogether 36 people were injured in the explosion of a stockpile of firecrackers that happened during Lord Jagannath's 'Chandan Yatra', a ritual, on the night of May 29 in Puri. Hundreds of people had...
Heatstroke Toll On Rise
Bhubaneswar: As many as 99 people died of suspected heatstroke in Odisha between May 31 and June 2 as a severe heatwave swept many parts of the state during the last few days. With this, the total suspected heatstroke death toll in Odisha during this summer season rose to 141, of which 26 cases have been confirmed to be sunstroke...
ମତଦାନ ପାଇଁ ଟିପ ଚିହ୍ନ
ଭୁବନେଶ୍ୱର : ସାଧାରଣତଃ ଲେଖା ପଢା ଜାଣିନଥିବା ବ୍ୟକ୍ତି ଟିପଚିହ୍ନ ଦେଇଥାନ୍ତି । ହେଲେ ଚଳିତ ନିର୍ବାଚନରେ ରାଜ୍ୟର ସଂଖ୍ୟାଧିକ ଶିକ୍ଷିତ ଓ ଉଚ୍ଚଶିକ୍ଷିତ ବ୍ୟକ୍ତି ସନ୍ତକ ଭାବେ ନିଜର ଟିପି ଚିହ୍ନ ଦେଇଛନ୍ତି । ମତଦାନ ପାଇଁ ମତଦାତାମାନେ ଭୋଟ କେନ୍ଦ୍ରରେ ନିଜର ପରିଚୟପତ୍ର ଦେଖାଇବା ସହିତ ସନ୍ତକ ଭାବେ ନିଜର ଦସ୍ତଖତ ଦେଇଥାନ୍ତି । ଯେଉଁମାନେ ଲେଖାପଢା ଜାଣିନଥାନ୍ତି ସେମାନେ ନିଜର ଟିପଚିହ୍ନ ଦେଇଥାନ୍ତି । ସନ୍ତକ ଦେବାପରେ ମତଦାତାଙ୍କୁ ଭୋଟ ଦେବାର ସୁଯୋଗ ମିଳିଥାଏ । ତେବେ ଚଳିତ ନିର୍ବାଚନରେ ସଂଖ୍ୟାଧିକ...
ତଳକୁ ତକଳୁ ଯାଉଛି କଂଗ୍ରେସ
ଭୁବନେଶ୍ୱର : ଓଡ଼ିଶା ବିଧାନସଭା ନିର୍ବାଚନରେ ୧୯୯୫ ପରଠାରୁ କଂଗ୍ରେସର ଆସନ ସଂଖ୍ୟା ଓ ଭୋଟ ହାର କମୁଛି । ୧୯୮୫ରେ ଓଡ଼ିଶା ବିଧାନସଭା ନିର୍ବାଚନରେ କଂଗ୍ରେସ ୫୧ ପ୍ରତିଶତରୁ ଅଧିକ ଭୋଟ ପାଇଥିବା ବେଳେ ଏହା କମି କମି ୨୦୧୯ ବେଳକୁ ୧୬ ପ୍ରତିଶତରେ ପହଞ୍ôଚଛି । ଏଥର ଏହି ହାର ଆହୁରି କମୁଛି ନା ବଢ଼ୁଛି ତାହା ସ୍ପଷ୍ଟ ହୋଇଯିବ । ୧୯୬୧-୬୨ ପର୍ଯ୍ୟନ୍ତ କଂଗ୍ରେସ ରାଜ୍ୟରେ ଲଗାତାର ଭାବେ ସରକାର ଗଢ଼ୁଥିଲା । ତେବେ ୧୯୬୬ରେ ଦଳର ବିପର୍ଯ୍ୟୟ ଘଟିଲା,...










