CM Takes Review
Bhubaneswar: Chief Minister Mohan Charan Majhi held his first ever review meeting with senior officers here today and took stock of overall works of the State Government. The Chief Minister along with his Deputy Chief Ministers, KV Singh Deo and Prabhati Parida discussed with Chief Secretary Pradeep Kumar Jena and other senior officers about the socio-economic status of the State. Speaking...
SS 3.0 From 5 July
Bhubaneswar: The field assessment for Phase III of Swachh Survekshan (SS) 2024 will commence on July 5, 2024. Like in previous years, assessors will visit cities to conduct independent validation of the progress claimed by the urban local bodies (ULBs). National Mission Director, Swachh Bharat Mission (SBM) Urban, Roopa Mishra has written a letter to the Principal Secretary of State...
ଦାୟିତ୍ୱ ଗ୍ରହଣ କଲେ ଜୁଏଲ
ନୂଆଦିଲ୍ଲୀ : ନୂଆଦିଲ୍ଲୀରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଭାବେ ଶ୍ରୀ ଜୁଏଲ ଓରାମ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଅବସରରେ ମନ୍ତ୍ରୀଙ୍କୁ ଆଦିବାସୀ ବ୍ୟାପାର ସଚିବ ଶ୍ରୀ ବିଭୁ ନାୟାର ଏବଂ ମନ୍ତ୍ରଣାଳୟର ଅନ୍ୟ ବରିଷ୍ଠ ଅଧିକାରୀମାନେ ସ୍ୱାଗତ କରିଥିଲେ। ମନ୍ତ୍ରଣାଳୟର ଦାୟିତ୍ୱ ନେବା ପରେ ଶ୍ରୀ ଜୁଏଲ ଓରାମ ତାଙ୍କ ଉପରେ ଆସ୍ଥା ପ୍ରକଟ କରିବା ଏବଂ ଆଦିବାସୀ ସମ୍ପ୍ରଦାୟର ଉନ୍ନତି ପାଇଁ କାର୍ଯ୍ୟ କରିବାର ସୁଯୋଗ ଦେଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜଣାଇଥିଲେ । ଗଣମାଧ୍ୟମକୁ...
ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍ ଆଜି ଇଟାଲୀର ଆପୁଲିଆଠାରେ ଜି-୭ ଶିଖର ସମ୍ମିଳନୀ ଅବସରରେ ଦ୍ୱିପାକ୍ଷିକ ବୈଠକ କରିଥିଲେ । କ୍ରମାଗତ ତୃତୀୟ ଥର ପାଇଁ କାର୍ଯ୍ୟଭାର ଗ୍ରହଣ କରିବା ପାଇଁ ରାଷ୍ଟ୍ରପତି ମାକ୍ରୋନ୍ ଶୁଭେଚ୍ଛା କରିଥିବାରୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି । ଦୁଇ ନେତା ଭାରତ-ଫ୍ରାନ୍ସ ଦ୍ୱିପାକ୍ଷିକ ସମ୍ପର୍କର ସମୀକ୍ଷା କରିବା ସହ 'ହରାଇଜନ ୨୦୪୭' ରୋଡମ୍ୟାପ୍ ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ ରୋଡ୍ ମ୍ୟାପ୍ ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରତିରକ୍ଷା, ପରମାଣୁ, ମହାକାଶ, ଶିକ୍ଷା,...
୧୪ ମନ୍ତ୍ରୀଙ୍କ ନାଁରେ ମାମଲା
ଭୁବନେଶ୍ୱର : ନୂଆ ବିଜେପି ସରକାରରେ ମନ୍ତ୍ରୀ ହୋଇଥିବା ୧୬ଜଣଙ୍କ ମଧ୍ୟରୁ ୧୪ଜଣ ନାଁରେ ଅପରାଧିକ ମାମଲା ରହିଛି । ଦୁଇ ଜଣ କ୍ୟାବିନେଟ୍ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଓ ପ୍ରଦୀପ ବଳ ସାମନ୍ତଙ୍କ ନାଁରେ ଆଦୌ ଅପରାଧିକ ମାମଲା ନଥିବା ଏଡିଆର ରିପୋର୍ଟରୁ ଜଣାପଡିଛି । ଏହି ରିପୋର୍ଟ ଅନୁଯାୟୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ବିରୁଦ୍ଧରେ ଗୋଟିଏ ଅପରାଧିକ ମାମଲା ଥିବାବେଳେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ନାମରେ ଦୁଇଟି ଓ ପ୍ରଭାତୀ ପରିଡାଙ୍କ ବିରୁଦ୍ଧରେ ୯ଟି ଫୌାଜଦାରୀ ମାମଲା ରହିଛି...
ଶପଥ ନେଲେ କାମଚଳା ବାଚସ୍ପତି
ଭୁବନେଶ୍ୱର : ସପ୍ତଦଶ ଓଡିଶା ବିଧାନସଭାର ସଦସ୍ୟ ତଥା ପୂର୍ବତନ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କାମଚଳା ବାଚସ୍ପତି ଭାବେ ଶପଥ ଗ୍ରହଣ କରିଛନ୍ତି । ଆଜି ରାଜଭବନର ଅଭିଷେକ ହଲରେ ଅନୁଷ୍ଠିତ ଶପଥ ଗ୍ରହଣ ଉତ୍ସବରେ ରାଜ୍ୟପାଳ ରଘୁବର ଦାସ ଶ୍ରୀ ସ୍ୱାଇଁଙ୍କୁ ଶପଥପାଠ କରାଇଥିଲେ । ପ୍ରାରମଭରେ ଓଡିଶା ବିଧାନସଭାର ସଚିବ ଦାଶରଥୀ ଶତପଥୀ ରାଜ୍ୟପାଳଙ୍କ ନିର୍ଦ୍ଦେଶନାମା ପାଠ କରିଥିଲେ । ଏହି ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଉପସ୍ଥିତ ଥିଲେ । ପରେ ରାଜ୍ୟପାଳଙ୍କ ଅନୁମତିକ୍ରମେ ବିଧାନସଭା...
ସୁର ନାୟକଙ୍କୁ ଭେଟିଲେ ବିଶ୍ୱଭୂଷଣ
ଭୁବନେଶ୍ୱର : ଛତିଶଗଡ଼ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଆଜି ଏଠାରେ ବରିଷ୍ଠ ରାଜନେତା ସୁରେନ୍ଦ୍ର ନାଥ ନାୟକଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି । ଦୀର୍ଘ ଦିନ ଧରି ଅସୁସ୍ଥ ଅଛନ୍ତି ୯୩ବର୍ଷ ବୟସ୍କ ଶ୍ରୀ ନାୟକ । ଗୋଟିଏ ସମୟରେ ଓଡ଼ିଶା ମନ୍ତ୍ରିମଣ୍ଡଳରେ ଶ୍ରୀ ନାୟକ ଓ ଶ୍ରୀ ହରିଚନ୍ଦନ ଏକାଠି କାମ କରିଥିଲେ । ୧୯୭୭ ମସିହାରେ ଶ୍ରୀ ହରିଚନ୍ଦନ କ୍ୟାବିନେଟ୍ ମନ୍ତ୍ରୀ ଥିବାବେଳେ ଶ୍ରୀ ନାୟକ ଥିଲେ ବିଧାନସଭାର ଉପ-ବାଚସ୍ପତି । ଉଭୟଙ୍କ ମଧ୍ୟରେ ଦୀର୍ଘ ବର୍ଷ ଧରି ପାରିବାରିକ ସଂପର୍କ...
State On Raja Mode
Bhubaneswar: Odia people residing in Odisha and outside the State have started celebrating the three-day long annual Raja Festival, a festival to celebrate womanhood. The pleasant weather in Bhubaneswar added more favour to the celebration. Raja Parba or Mithuna Sankranti is a three-day-long festival and the second day signifies the beginning of the solar month of Mithuna from which the...
ଉଠିଲା ସ୍ୟାଟ୍ ପୁନଃ ପ୍ରତିଷ୍ଠା ଦାବି
ଭୁବନେଶ୍ୱର : ଓଡିଶା ପ୍ରଶାସନିକ ନ୍ୟାୟାଧିକରଣ (ସ୍ୟାଟ୍) ପୁନଃ ପ୍ରତିଷ୍ଠା ଲାଗି ନୂଆ ବିଜେପି ସରକାର ପଦକ୍ଷେପ ନେବାକୁ ଉଭୟ କର୍ମଚାରୀ ଓ ଆଇନ୍ଜୀବୀ ମହଲରେ ଦାବି ଉଠିଛି । ଏଠାରେ ଉଲ୍ଲେଖନୀୟ ଯେ ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁଯାୟୀ କେନ୍ଦ୍ର ସରକାର ସ୍ୱତନ୍ତ୍ର ଆଇନ୍ ପ୍ରଣୟନ କରି କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କ ପାଇଁ କ୍ୟାଟ୍ ଓ ରାଜ୍ୟ ସରକାରୀ କର୍ମଚାରୀମାନଙ୍କ ପାଇଁ ସ୍ୟାଟ୍ ପ୍ରତିଷ୍ଠା ଲାଗି ବ୍ୟବସ୍ଥା କରିଥିଲେ । ଏହି ମର୍ମରେ ଓଡିଶାରେ ଦେଶର ପ୍ରଥମ ସ୍ୟାଟ୍ ଭୁବନେଶ୍ୱରରେ ୧୯୮୬ ମସିହାରେ...
ମଶା ନିୟନ୍ତ୍ରଣ ଅଧାପନ୍ତରିଆ
ଭୁବନେଶ୍ୱର : ରାଜଧାନୀରେ ଧିରେ ଧିରେ ଡେଙ୍ଗୁ ତାହାର କାୟା ବିସ୍ତାର କରୁଥିବାବେଳେ ମଶାବଂଶ ଦମନ ପାଇଁ ସେଭଳି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉନାହିଁ । ତୁରନ୍ତ ପଦକ୍ଷେପ ଗ୍ରହଣ ନକଲେ ବର୍ଷାଦିନେ ସ୍ଥିତି ଅଣାୟତ ହୋଇପଡିବ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି । ସହରର କେତେକ ସ୍ଥାନରେ ଏବେ ଡେଙ୍ଗୁ ଚିହ୍ନଟ ହୋଇଛି । ମଶା କାମୁଡାରୁ ଏହି ରୋଗ ବ୍ୟାପୁଥିବାବେଳେ ମଶାବଂଶକୁ ଯେଭଳି ଭାବେ ଦମନ କରାଯିବା କଥା ତାହା ହେଉନାହିଁ । ବିଏମ୍ସିର ସ୍ୱାସ୍ଥ୍ୟ ବିଭାଗ ଏ କ୍ଷେତ୍ରରେ ଏକ...










