Sangeeta Tops Rich List
Bhubaneswar: Sitting MP and BJP’s nominee for Balangir seat, Sangeeta Kumari Singh Deo is the richest candidate in fray for second phase of election to be held in the State on May 20. Altogether 13 candidates out of the 40 in the fray for the five Lok Sabha constituencies are crorepatis. Among them, Shrimati Singh Deo is the richest candidate...
Tight Security For Phase I
Bhubaneswar: For peaceful conduct of the first phase election in the State, the Police department has made tight security arrangements in the four Lok Sabha and 28 assembly constituencies which will go for poll tomorrow. The Odisha Police is fully geared up for a smooth, impartial, free & fair election in the entire State. Voting will be held in...
NZP Mourns ‘Nandan’ Demise
Bhubaneswar: Nandankanan Zoological Park (NZP) today mourned the death of Nandan, a beloved wild tiger and an integral part of the Nandankanan Family. Lameness in hind limbs was first seen on the tiger in December 2023 and since then he was continuously under treatment. He was examined by the experts in January and February 2024, zoo officials said. He was immobilised,...
Naveen On Counter Attack
Bhubaneswar: Chief Minister Naveen Patnaik today counter attacked Prime Minister Narendra Modi raising central negligence towards Odisha and Odia Asmita. In a video message, the Chief Minister said, “Nothing will happen on June 10 nor in another 10 years. The BJP can't win the hearts of the people of Odisha. With the blessings from Lord Jagannath and the love of...
ପ୍ରଚାର ସାରି ଉପକୂଳ ମୁହାଁ ନେତା
ଭୁବନେଶ୍ୱର : ଚାରିଟି ଲୋକସଭା କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଏବଂ ଏହା ଅଧିନରେ ଥିବା ୨୮ଟି ବିଧାନସଭା କ୍ଷେତ୍ରରେ ଆଜି ସଂଧ୍ୟାରେ ପ୍ରଚାର ସରିବାପରେ ସେହିଭଳି ସ୍ଥାନରେ ଥିବା ତିନି ପ୍ରମୁଖ ଦଳର ନେତା ଏବେ ଅଞ୍ଚଳ ଛାଡିଛନ୍ତି । ଏମାନଙ୍କ ମଧ୍ୟରୁ ଅନେକ ଉପକୂଳ ମୁହାଁ ହୋଇଥିବାବେଳେ ଆଉ କେତେକ ଚାରି ଲୋକସଭା ସୀମା ବାହାରେ ଡେରା ପକାଇଛନ୍ତି । ନିର୍ବାଚନ କମିଶନଙ୍କ ଆଦର୍ଶ ଆଚରଣବିଧି ଅନୁଯାୟୀ ପ୍ରଚାର ସମୟ ଅବଧି ପୂରିବାପରେ ନିର୍ବାଚନମଣ୍ଡଳୀ ବାହାର ଲୋକମାନେ ଆଉ ସେଠାରେ...
୧୩ରେ ୮୬ ପ୍ରାର୍ଥୀଙ୍କ ଭାଗ୍ୟ ଫଏସଲା
ଭୁବନେଶ୍ୱର : ଚାରି ଲୋକସଭା ଓ ତାହା ଅନ୍ତର୍ଗତ ୨୮ଟି ବିଧାନସଭା ଆସନ ଲାଗି ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବା ୧୧ ଜଣ ସାଂସଦ ପ୍ରାର୍ଥୀ ଓ ୭୫ ଜଣ ବିଧାନସଭା ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ଓ ଭବିଷ୍ୟତ ମତଦାତାମାନେ ନିର୍ଦ୍ଧାରଣ କରିବାକୁ ଯାଉଛନ୍ତି । ଏହି ନିର୍ବାଚନମଣ୍ଡଳୀର ଭୋଟ ଗ୍ରହଣ କେନ୍ଦ୍ରଗୁଡ଼ିକରେ ପୋଲିଂ ଦଳ ପହଞ୍ଚିବାରେ ଲାଗିଥିବା ବେଳେ ଆଇନଶୃଙ୍ଖଳା ରକ୍ଷା ପାଇଁ ସମ୍ପୃକ୍ତ ଅଞ୍ଚଳରେ ପୋଲିସ୍ ପ୍ରଶାସନ ସତର୍କ ଦୃଷ୍ଟି ରଖିଛି । କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକସଭା...
ନବୀନଙ୍କୁ କଡା ସମାଲୋଚନା
ବରଗଡ଼: ପଶ୍ଚିମ ଓଡ଼ିଶାରେ ନିର୍ବାଚନୀ ସଭାରେ ଶାସକ ବିଜୁ ଜନତା ଦଳ ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗତକାଲି ସନ୍ଧ୍ୟାରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ଆଜି ଫୁଲବାଣୀ, ବଲାଙ୍ଗୀର ଓ ବରଗଡ଼ରେ ବିଶାଳ ସମାବେଶକୁ ସମ୍ବୋଧିତ କରିଛନ୍ତି। ଯଦିଓ ସେ କଂଗ୍ରେସ ବିରୋଧରେ କିଛି ସମାଲୋଚନାମୂଳକ ବୟାନ ଦେଇଛନ୍ତି, କିନ୍ତୁ ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଫୁଲବାଣୀରେ ପ୍ରଥମ ରାଲିରେ କୌଣସି କାଗଜ ନଦେଖି ଓଡ଼ିଶାର ୩୦ଟି...
PM Lauds Tula, Jani
Phulbani: Prime Minister Narendra Modi today highly praised two common old women of Odisha and took their blessings during his visit to Phulbani. He also became emotional after meeting them. The two women are 73-year-old Tula Behera and Padma Shri awardee tribal poet Purnamasi Jani. Modi met the two gentle women at the stage where he addressed an election rally. Seeking Tula’s...
Modi Slams Patnaik
Bargarh: Top Saffron Veteran and Prime Minister Narendra Modi today lashed out at ruling Biju Janata Dal (BJD) Government and Chief Minister Naveen Patnaik during his election rally in Western Odisha. The Prime Minister, who was on a two-day trip to Odisha since yesterday evening, addressed large gathering rallies at Phulbani, Bolangir and Bargarh today. Though he made some critical...
ସୋଆର ସିଏଫଇଆଇଏମ୍ ଉଦ୍ଘାଟିତ
ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲ୍ ସାଇନ୍ସେସ୍ (ଆଇଏଏସ୍) ଏବଂ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନ୍ସେସ ଆଣ୍ଡ ଆନିମଲ୍ ହଜ୍ବ୍ୟାଣ୍ଡ୍ରୀ (ଆଇଭିଏସ୍ଏଏଚ୍) ରେ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ସ୍ୱାବଲମ୍ବୀ କରାଇବାର ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିବା 'ସେଂଟର ଫର୍ ଏନ୍ଟରପ୍ରେନ୍ୟୁୟରସିପ୍ ଆଣ୍ଡ ଇନୋଭେସନ୍ ମ୍ୟାନେଜମେଂଟ' (ସିଏଫଇଆଇଏମ୍)କୁ ସୋଆର ଉପସଭାପତି ଶ୍ରୀମତି ଶାଶ୍ୱତୀ ଦାସଙ୍କ ଦ୍ଵାରା ଉଦ୍ଘାଟିତ ହୋଇଛି। ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଯୋଗ ଦେଇ ଶ୍ରୀମତି ଦାସ ଏହି ସେଂଟରକୁ ଉଦ୍ଘାଟନ କରି ଏହା...









