ସରୁନି ମିଶ୍ରଣ ପର୍ବ

ଭୁବନେଶ୍ୱର : ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିଥିଲେ ମଧ୍ୟ ବିଭିନ୍ନ ରାଜନୈତିକ ଦଳରେ ମିଶ୍ରଣ ପର୍ବ ସରୁନାହିଁ । ପଞ୍ଚାୟତ ଠାରୁ ଦଳୀୟ ମୁଖ୍ୟାଳୟ ପର୍ଯ୍ୟନ୍ତ ନିଇତି ମିଶ୍ରଣପର୍ବ ଚାଲୁଥିବାରୁ ତଳ ସ୍ତରର କର୍ମୀମାନେ ଦ୍ୱନ୍ଦରେ ପଡିବା ସହିତ କାହା ସପକ୍ଷରେ ଯିବେ ତାହା ଜାଣିପାରୁ ନାହାନ୍ତି । ରାଜ୍ୟରେ ଆଉ ତିନି ପର୍ଯ୍ୟାୟ ନିର୍ବାଚନ ବାକି ଥିବାବେଳେ ଆସନ୍ତା ୨୦ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଭୋଟ ହେବ । ତେଣୁ ପ୍ରଚାର ପାଇଁ ହାତରେ ଆଉ ମାତ୍ର ୫ଦିନ ରହିଛି...

ରୋଡ୍‍ ସୋ ଉପରେ ଗୁରୁତ୍ୱ

ଭୁବନେଶ୍ୱର : ରାଜ୍ୟରେ ଆଉ ତିନି ପର୍ଯ୍ୟାୟ ମତଦାନ ପାଇଁ ତାରିଖ ପାଖେଇ ଆସୁଥିବାବେଳେ ବିଭିନ୍ନ ଦଳ ପକ୍ଷରୁ ‘ରୋଡ୍‍ ସୋ’ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ବଡ ବଡ ସଭା ଓ ସମାବେଶ ବଦଳରେ ପ୍ରମୁଖ ଦଳଗୁଡିକ ଏବେ ରୋଡ୍‍ ସୋ ଜରିଆରେ ଭୋଟରଙ୍କୁ ଆକୃଷ୍ଟ ପାଇଁ ଲାଗିପଡିଛନ୍ତି । ଇତି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜଧାନୀରେ ବିଶାଳ ରୋଡ୍‍ ସୋ କରି ଫେରିଥିବାବେଳେ ବିଜେପି ପକ୍ଷରୁ ପୁରୀରେ ଆଉଗୋଟିଏ ରୋଡ୍‍ ସୋ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ।...

BJP BJD Attack Each Other

Bhubaneswar: The fight between Governing BJD and Opposition BJP has gone to such an extent that top leaders of both the parties did not refrain from attacking each other on the polling day today. The entire day remained politically eventful in the State. First the State BJP has conveyed a press conference of all senior leaders from Odisha including State...

ରାଜସ୍ୱ ଅଧିକାରୀଙ୍କୁ ଏଆଇ ତାଲିମ

ଭୁବନେଶ୍ୱର : ରାଜ୍ୟରେ ଆର୍ଥିକ ପରିଚାଳନା କ୍ଷେତ୍ରରେ ତାଲିମ୍‌ ପ୍ରଦାନକରୁଥିବା ପ୍ରମୁଖ ଅନୁଷ୍ଠାନ ମଧୁସୂଦନ ଦାସଆଞ୍ଚଳିକ ବିତ୍ତୀୟ ପରିଚାଳନା ପ୍ରତିଷ୍ଠାନ ଓ ଆଇଆଇଟ, ଖଡ଼ଗ୍‌ପୁରର ମିଳିତ ସହଯୋଗରେ ଚଳିତ ମେ ମାସ ୧୩ ରୁ ୧୬ ତାରିଖ ପର୍ଯ୍ୟନ୍ତ ଫିନଟେକଏବଂଏଆଇ ଓ ଏମ୍‌ଏଲ୍‌ ଉପରେଏକ ଚାରିଦିନିଆ ତାଲିମ ପ୍ରଦାନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଅଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟର ବରିଷ୍ଠ ରାଜସ୍ୱ ଓ ଅଧିକାରୀମାନଙ୍କୁ ଫାଇନାନସିଆଲ ଟେକ୍ନୋଲୋଜି, ଆର୍ଟିଫିସିଆଲ ଇଣ୍ଟେଲିଜେନ୍(ଏଆଇ) ଏବଂ ମେସିନଲର୍ଣ୍ଣିଙ୍ଗ(ଏମଏଲ), ଡିଜିଟାଲ ଫାଇନାନ୍ସ, ଡାଟା ମ୍ୟାଇନିଙ୍ଗ, ଏକ୍ସଲେରେ ଡାଟା ଆନାଲିସିସ୍‌,...

ମହିଳାଙ୍କୁ ବେକରୀ ଖାଦ୍ୟ ପ୍ରସ୍ତୁତି ପ୍ରଶିକ୍ଷଣ

0

ଭୁବନେଶ୍ୱର : ମହିଳାମାନଙ୍କୁ ବେକରୀ ଓ କନ୍‌ଫେକ୍ସନାରୀ ଖାଦ୍ୟ ପ୍ରସ୍ତୁତି ପ୍ରଣାଳୀର ପ୍ରଶିକ୍ଷଣ ଦେବା ନିମନ୍ତେ ସୋମବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ ପକ୍ଷରୁ ଏକ ୬-ଦିନିଆ ରନ୍ଧନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ‘ୱି କ୍ୟାନ୍ ବେକ୍‌୍‌’ ସୋମବାର ଆରମ୍ଭ ହୋଇଛି । ଗତବର୍ଷ ଖାଦ୍ୟ ରନ୍ଧନ ପ୍ରଣାଳୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମ “ୱି କ୍ୟାନ୍ କୁକ୍‌” ଆୟୋଜିତ କରାଯାଇଥିବା ବେଳେ ଚଳିତ ବର୍ଷ ‘ୱି କ୍ୟାନ୍ ବେକ୍‌୍‌’ର ଆୟୋଜନ କରାଯାଇଛି । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଫ୍ରୁଟ୍ କେକ୍‌,...

ବନ୍ଧାହେବେ ଦୁଇ ପୋଲିଂ ଅଧିକାରୀ

ଭୁବନେଶ୍ୱର:  ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହେବାର କିଛି ଘଣ୍ଟା ମଧ୍ୟରେ ସିଇଓ ଶ୍ରୀ ଧଳ କର୍ତ୍ତବ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ୫ ଜଣ ପୋଲିଂ ଅଧିକାରୀଙ୍କୁ ନିଲମ୍ବିତ କରିବା ସହ ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ। କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ କଳାହାଣ୍ଡି ଜିଲ୍ଲା ନର୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀର ଜଣେ ପୋଲିଂ ଅଫିସର ଓ ଗଞ୍ଜାମ ଜିଲ୍ଲାର ୪ ଜଣ ପୋଲିଂ ଅଫିସରଙ୍କୁ ନିଲମ୍ବିତ...

CEO On Action Mode

Bhubaneswar: Additional Chief Secretary (ACS) and Chief Electoral Officer Nikunja Bihari Dhal is on full action mode. Known as “No Nonsense Mandarin” and he is ensuring free and fair poll as he is at the helm of election management in Odisha, the unruly officers are facing tough time.  In few hours of beginning of the first phase poll, CEO Shri Dhal...

Voting Going On Smoothly

Bhubaneswar: First phase voting for four Lok Sabha and 28 Assembly segments is going on smoothly at 7303 polling booths since 7 AM. Chief Electoral Officer (CEO), Nikunja Bihari Dhal said that at least 62.96 percent polling reported till 5 PM. Speaking to media persons, CEO Shri Dhal said due to the favorable weather condition, many people are seen standing in...

Naveen Moves In W Odisha

Bargarh: BJD Supremo and Chief Minister Naveen Patnaik along with his close aide V K Pandian today conducted marathon campaigns at different places in western Odisha including his second seat Kantabanji in Balangir district. The Chief Minister addressed large gatherings at Bangomunda, Muribahal, Bolangir and Bargarh throughout the day. Meeting held here was a massive one. Addressing the gathering, Naveen said...

ନିଶା ନିବାରଣ ଦାବିରେ ଲାଗିଲା ପୋଷ୍ଟର

ଭୁବନେଶ୍ୱର : ‘ମଦ ବନ୍ଦ କରିବ ଯିଏ-ମହିଳାଙ୍କ ଭୋଟ ପାଇବ ସିଏ, ନିଶା ନିବାରଣ କରିବ ଯିଏ-ଜନତାଙ୍କ ଭୋଟ ପାଇବ ସିଏ ।’ ବାଲୁଗାଁରୁ ବାଲିକୁଦା ଏବଂ ଖଣ୍ଡପଡ଼ାରୁ ନୂଆପଡ଼ା ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ଏଭଳି ପୋଷ୍ଟରମାନ ଲଗାଯାଇଥିବା ଦେଖାଯାଉଛି । ମଦମୁକ୍ତ ଓଡ଼ିଶା-ସଶକ୍ତ ଓଡ଼ିଶା ଗଢ଼଼ିବା ଲକ୍ଷ୍ୟରେ ନିଶା ବିରୋଧରେ ଅଭିଯାନ ଚଳାଇ ଆସୁଥିବା ବିଭିନ୍ନ ସଂଗଠନ ରାଜ୍ୟରେ ଚାଲୁଥିବା ନିର୍ବାଚନ ପ୍ରଚାର ପରିପ୍ରେକ୍ଷୀରେ ଏଭଳି ଅଭିଯାନ ଚଳାଇଛନ୍ତି । ସେମାନଙ୍କ ଏହି ଅଭିଯାନ ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ...