AI For More Productivity
Bhubaneswar: Former Ace Administrator, Ashok K Tripathy, President , Odisha State Productivity Council has underscored the importance of Artificial Intelligence (AI) for increasing productivity across various sectors. Shri Tripathy was speaking in the Productivity Excellence Award ceremony organized by Odisha Productivity Council in collaboration with National Productivity Council. OSPC and NPC have recognized AI based Productivity Excellence Awards to 35 teams...
ଭୋଟ ପାଇଁ ମନ୍ତ୍ରୀ ପଦ ଥୋପ
ଭୁବନେଶ୍ୱର : ରାଜ୍ୟରେ ଏବେ ଆଉ ତିନି ପର୍ଯ୍ୟାୟ ମତଦାନ ଲାଗି ଜୋରସୋରରେ ନିର୍ବାଚନ ପ୍ରଚାର ଚାଲିଥିବାବେଳେ ଭୋଟରମାନଙ୍କୁ ମନ୍ତ୍ରୀ ପଦ ଲୋଭ ଦେଖାଯାଉଛି । ସେମାନଙ୍କ ପ୍ରାର୍ଥୀ ଜିତିଲେ କେନ୍ଦ୍ର ଓ ରାଜ୍ୟରେ ମନ୍ତ୍ରୀ ପଦ ପାଇବେ ବୋଲି ବିଭିନ୍ନ ଦଳ ଏବେ ଲୋକଙ୍କୁ ବୁଝାଇ ଭୋଟ ଭିକ୍ଷା କରିବାରେ ଲାଗିଛନ୍ତି । ବିଜେପି କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାର ଗଠନ କରିବ ଏବଂ ଏଠାରୁ ବିଜେପି ସାଂସଦମାନେ ନିର୍ବାଚିତ ହେଲେ କେନ୍ଦ୍ରରେ ମନ୍ତ୍ରୀ ହେବେ ବୋଲି ଲୋକଙ୍କୁ କୁହାଯାଉଛି ।...
ସମସ୍ତଙ୍କର ଦାବି ଆମେ ଜିତିବୁ
ଭୁବନେଶ୍ୱର : ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ହୋଇଥିବା ୪ଟି ଲୋକସଭା ଓ ୨୮ଟି ବିଧାନସଭା ଆସନ ଲାଗି ନିର୍ବାଚନରେ କଂଗ୍ରେସ ପୂର୍ବାପେକ୍ଷା ଅଧିକ ଭଲ ପ୍ରଦର୍ଶନ କରିବ ବୋଲି କହୁଥିବା ବେଳେ ଉଭୟ ବିଜେଡି ଓ ବିଜେପି ଏହି ସମସ୍ତ ଲୋକସଭା କ୍ଷେତ୍ରରେ ଜିତିବେ ବୋଲି ଦମ୍ଭୋକ୍ତି କରୁଛନ୍ତି । ୨୮ଟି ବିଧାନସଭା କ୍ଷେତ୍ରରୁ ବିଜେଡି ୨୪ଟିରେ ଜିତିବ ବୋଲି କହୁଥିବା ବେଳେ ବିଜେପି କହୁଛି ୧୮ଟିରେ ଏହାର ପ୍ରାର୍ଥୀମାନେ ଜିତିବେ ବୋଲି । ତେବେ ଜୁନ୍ ୪ ତାରିଖରେ ହେବାକୁ ଥିବା...
Jairam Targets BJD, BJP
Bhubaneswar: Even though both BJD and BJP are on warpath against each other in the ensuing election in the state, senior Congress leader and former Union Minister Jairam Ramesh said both BJD and BJP are two sides of same coin and indulge in fake fighting for the election. Addressing a press conference here, Shri Jairam said the Prime Minister...
24 Out Of 28; BJD
Bhubaneswar: Top BJD leader and 5T Chairman V K Pandian today claimed that his party BJD will win 24 MLA seats out of 28 seats where voting was held yesterday. Elections in Koraput, Nabarangpur, Kalahandi and Berhampur Lok Sabha segments and 28 Assembly constituencies under these LS segments were held on May 13 in the first phase. Speaking to the...
Ray Tops Rich List
Bhubaneswar: BJP’s Rourkela candidate and former Union Minister Dilip Ray is the richest candidate with total assets of Rs 313.53 crore. Hospitality Czar Shri Ray is the Chairman of Mayfair Group of Hotels, which he controls the major share. Naturally Shri Ray is the richest among the candidates, who are fighting battle in Odisha Assembly segments to face polling on 20...
95 Crorepatis In Fray
Bhubaneswar: As many as 95 of the total 265 candidates contesting 35 Assembly seats in the state are crorepaties, according to a report of ADR and Odisha Election Watch. The Governing BJD has 30 crorepati candidates followed by 24 each in Opposition BJP and Congress and three from APP which had fielded candidates in ten assembly seats. The three major...
Shah On W Odisha Tour
Bhubaneswar: Top BJP and Congress leaders including Union Home Minister Amit Shah, BJP President J P Nadda and ex-Congress President Rahul Gandhi are scheduled to visit Odisha to campaign for their party candidates for the ensuing election. According to state BJP leaders, Amit Shah will campaign for party nominee in Kantabanji Assembly constituency in Balangir district, along with Rourkela and...
ସୁରକ୍ଷା ବଳୟରେ ଇଭିଏମ୍ ଷ୍ଟ୍ରଙ୍ଗ୍ ରୁମ୍
ଭୁବନେଶ୍ୱର : ରାଜ୍ୟରେ କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଓ ଏହା ଅନ୍ତର୍ଗତ ୨୮ଟି ବିଧାନସଭା କ୍ଷେତ୍ର ପାଇଁ ମତଦାନ ହୋଇସାରିଛି । ମତଦାନ ପରେ ଇଭିଏମ୍ଗୁଡ଼ିକୁ ବିଭିନ୍ନ ଷ୍ଟ୍ରଙ୍ଗ୍ରୁମ୍ରେ ସଂପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରଖାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ ପ୍ରକାଶ କରିଛନ୍ତି । ପ୍ରଥମ ସ୍ତରରେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ଓ ଦ୍ୱିତୀୟ ସ୍ତରରେ ରାଜ୍ୟ ସଶସ୍ତ୍ର ପୋଲିସ ବାହିନୀଙ୍କ ସୁରକ୍ଷା ବଳୟ ମଧ୍ୟରେ ଏହି ଷ୍ଟ୍ରଙ୍ଗ୍ରୁମ୍ଗୁଡ଼ିକ ରହିଛନ୍ତି...
ଦିଲ୍ଲୀପ ରାୟ ସବୁଠୁ ଧନୀ
ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟରେ ୩୫ଟି ବିଧାନସଭା ଆସନରେ ପ୍ରତିଦ୍ୱନ୍ଦିତା କରୁଥିବା ମୋଟ୍ ୨୬୫ ପ୍ରାର୍ଥୀଙ୍କ ମଧ୍ୟରୁ ଦିଲ୍ଲୀପ ରାୟ ହେଉଛନ୍ତି ସବୁଠୁ ଧନୀ । ଶ୍ରୀ ରାୟ ବିଜେପି ପ୍ରାର୍ଥୀ ଭାବେ ରାଉରକଲୋ ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଏଡିଆର ଓ ଓଡିଶା ଇକେଲକ୍ସନ ୱାଚ୍ ପକ୍ଷରୁ ପ୍ରାର୍ଥୀମାନଙ୍କ ସତ୍ୟପାଠକୁ ବିଶ୍ଲେଷଣ ପରେ ଜାରି କରାଯାଇଥିବା ରିପୋର୍ଟରେ ଏହି ତଥ୍ୟ ପ୍ରକାଶିତ ହୋଇଛି । ଏହି ରିପୋର୍ଟରେ ଦର୍ଶାଇଛି ଯେ ୩୧୩ କୋଟି ଟଙ୍କାର ସମ୍ପତ୍ତି ସହିତ ଦିଲ୍ଲୀପ ରାୟ ଧନୀ...










