DCM Reviews Agri Sector
Bhubaneswar: Deputy Chief Minister Kanak Vardhan Singh Deo today reviewed the schemes being implemented by the Department of Agriculture & Farmers' Empowerment (DA&FE). He reviewed the PM Kisan, Digital Crop Survey and priorities of the new government on the Agriculture sector. Principal Secretary Arabinda Padhee was also present in the meeting On the occasion, the Deputy Chief Minister also unveiled...
CEO Sanctions Ex-Gratia
Bhubaneswar: Chief Electoral Officer (CEO) Nikunja Bihari Dhal today sanctioned ex-gratia for the family members of six polling personnel, who died on duty during the recently conducted Assembly and Lok Sabha polls in the State. The CEO has sanctioned Rs 15 lakh for the families of each of the deceased. As many as six polling personnel including Alekh Randhari of...
No NabaJouban Darshan
Puri: For smooth and timely conduct of all rituals of Lord Jagannath for annual Rath Jatra, the temple administration has decided that there will be no Nabajouban Darshan of Lord Jagannath and His siblings this year. The Shree Jagannath Temple Administration (SJTA) has also said there will be no Pahandi tickets and entry into Srimandir won’t be allowed on the day...
ପୂଜା ପୂର୍ବରୁ ଛାତ୍ର ସଂସଦ ନିର୍ବାଚନ
ଭୁବନେଶ୍ୱର : ଦୀର୍ଘବର୍ଷର ବ୍ୟବଧାନ ପରେ ଏଥର ରାଜ୍ୟରେ ଥିବା ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟଗୁଡିକରେ ଛାତ୍ର ସଂସଦ ନିର୍ବାଚନ ହେବାର ସମ୍ଭାବନା ଉଜ୍ୱଳ ହୋଇଛି । ସରକାରୀ ଭାବେ ଏ ସଂକ୍ରାନ୍ତରେ କିଛି ନିର୍ଦ୍ଦିଷ୍ଟ ଘୋଷଣା ହୋଇନଥିଲେ ମଧ୍ୟ ଆଗାମୀ ଦୁର୍ଗପୂଜା ଛୁଟି ପୂର୍ବରୁ ଏକ ସମୟରେ ଛାତ୍ର ସଂସଦ ନିର୍ବାଚନ ହୋଇପାରେ । ଏଠାରେ ଉଲ୍ଲେଖନୀୟ ଯେ ବିଭିନ୍ନ ଆଳ ଦେଖାଇ ଭିନ୍ନ ଭିନ୍ନ ପର୍ଯ୍ୟାୟରେ କିଛି ନିର୍ଦ୍ଦିଷ୍ଟ ଶିକ୍ଷାନୁଷ୍ଠାନରେ ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରାଯାଇଥିଲା । ବିଶେଷକରି ହିଂସାକାଣ୍ଡକୁ ଏ...
ନକ୍ସା ବିଗାଡୁଛି ବିଏମ୍ସି
ଭୁବନେଶ୍ୱର : ରାଜଧାନୀର ନକ୍ସାକୁ ଏବେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ବିଗାଡିବାରେ ଲାଗିଛି । ସାଧାରଣ ଲୋକଙ୍କ ସମେତ ବିଲ୍ଡରମାନଙ୍କୁ ମନଇଚ୍ଛା ନିର୍ମାଣ ଅନୁମତି ଦେବାଯୋଗୁଁ ଏଭଳି ମତ ପ୍ରକାଶ ପାଉଛି । ରାଜ୍ୟ ରାଜଧାନୀରେ ଥିବା ୬୭ଟି ୱାର୍ଡ ପରିସୀମା ମଧ୍ୟରେ ଘର ତିଆରି କରିବାପାଇଁ ଏବେ ବିଏମ୍ସିର ଅନୁମୋଦନ ଆବଶ୍ୟକ । ବିଏମ୍ସି କର୍ତ୍ତୃପକ୍ଷ ପ୍ଲାନ ମଞ୍ଜୁରୀ କଲାପରେ ଘର ତିଆରି ହେବ । ହେଲେ ଆଖିବୁଜା ପ୍ଲାନ ମଞ୍ଜୁରୀ ଏବେ ବିଭିନ୍ନ ୱାର୍ଡରେ ଲୋକଙ୍କ ପାଇଁ ଏକ ପ୍ରକାର...
ପ୍ରଶିକ୍ଷଣ ମାଧ୍ୟମରେ ଦକ୍ଷତା ବୃଦ୍ଧି ସମ୍ଭବ
ଭୁବନେଶ୍ୱର : ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ରାଜସ୍ୱ ଅଧିକାରୀଙ୍କ ପ୍ରଶିକ୍ଷଣ ପ୍ରତିଷ୍ଠାନକୁ ପରିଦର୍ଶନରେ ଯାଇ ୧୫ତମ ସଂସ୍ଥାଗତ ପ୍ରଶିକ୍ଷଣ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲାବେଳେ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଉପସ୍ଥିତ ଥିଲେ । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପୂଜାରୀ ସରକାରୀ ନୀତିନିୟମ ସହିତ ବୈଷୟିକ ଶିକ୍ଷାର ପ୍ରୟୋଗ ମାଧ୍ୟମରେ ସମସ୍ତ କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ସୁଚାରୁ ରୂପେ ନିର୍ବାହ କରିବା ଉପରେ...
Trauma Care In Mining Zone
Bhubaneswar: Chief Minister Mohan Charan Majhi today reviewed the work of Planning and Coordination Department and asked to set up Trauma Care Centers in the mining bearing districts with support of District Mineral Fund (DMF). He especially emphasized on the establishment of Trauma Care Centers in the districts where medical colleges are functional. Advising the department officers to prepare...
ଉତ୍ତମ ସେବା ଯୋଗାଣ ଉପରେ ଗୁରୁତ୍ୱ
ଭୁବନେଶ୍ୱର : ସହରାଞ୍ଚଳର ଲୋକଙ୍କୁ ଉନ୍ନତମାନର ସେବା ଯୋଗାଇ ଦେବାପାଇଁ ଅଧିକାରୀମାନେ ‘ଟିମ୍ ୱାର୍କ’ କରିବାକୁ କହିଛନ୍ତି ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର । ଆଜି ଲୋକସେବା ଭବନର କନଭେନସନ ହଲରେ ସହରାଞ୍ଚଳ ପ୍ରଶାସନର ପ୍ରାଥମିକତା ନେଇ ପୌର ଅଧିକାରୀମାନଙ୍କର ଦିନିକିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଡାକ୍ତର ମହାପାତ୍ର ଏହା କହିଛନ୍ତି । ମନ୍ତ୍ରୀ ପୌରସଂସ୍ଥାରେ ବ୍ୟାପକ ପରିମାଣରେ ବୃକ୍ଷ ରୋପଣ କରିବା ସହିତ ସ୍ୱଚ୍ଛ ଭାରତ ଅଭିଯାନର ଆଭିମୁଖ୍ୟ...
ବଦଳିବ କି ଦପ୍ତର ସମୟ ?
ଭୁବନେଶ୍ୱର : କେନ୍ଦ୍ର ସରକାରୀ କର୍ମଚାରୀମାନେ ଧାର୍ଯ୍ୟ ସମୟରେ ଦପ୍ତରକୁ ଆସିବା ଉପରେ ଜୋର ଦିଆଯିବା ସହିତ ବିଳମ୍ବରେ ଆସୁଥିବା କର୍ମଚାରୀଙ୍କ କାର୍ଯ୍ୟଦିବସ ଅଧାଦିନ ହୋଇଯିବ ବୋଲି କୁହାଯିବା ପରେ ଏହାକୁ ନେଇ ଏବେ ରାଜ୍ୟ ପ୍ରଶାସନରେ ଗୁଞ୍ଜରଣ ସୃଷ୍ଟି ହୋଇଛି । ରାଜ୍ୟରେ ଅନୁରୂପ ନିୟମ କାନୁନ୍ ଥିଲେ ମଧ୍ୟ ଖୋଦ ଲୋକସେବା ଭବନରେ ତାହାକୁ ଠିକଣା ଭାବେ ପାଳନ କରାଯାଉ ନାହିଁ । ଲୋକସେବା ଭବନ ସହିତ ରାଜ୍ୟ ସରକାରଙ୍କ କମଚାରୀଙ୍କ ପାଇଁ ଦପ୍ତରର କାର୍ଯ୍ୟ ସମୟରେ ଦିନ ୧୦ଟାରୁ ଅପରାହ୍ନ...
ଅଭିଯୋଗ ଶୁଣାଣି ପାଇଁ ସୁଅ ଛୁଟୁଛି
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ନିକଟରେ ଅଭିଯୋଗ ଜଣାଇବାପାଇଁ ଏବେ ପ୍ରତିଦିନ ଏଠାରେ ଥିବା ରାଜ୍ୟ ଅତିଥିଭବନକୁ ଲୋକଙ୍କ ସୁଅ ଛୁଟୁଛି । ଦାୟିତ୍ୱ ଗ୍ରହଣ କରିବାର ୫ଦିନ ମଧ୍ୟରେ ସେ ଲକ୍ଷେ ଲୋକଙ୍କୁ ଭେଟି ସାରିଥିବା ଖବର ପ୍ରଚାରିତ ହେବା ଏବଂ ମୁଖ୍ୟମନ୍ତ୍ରୀ ନିୟମିତ ଲୋକଙ୍କ ଅଭିଯୋଗ ରାଜ୍ୟ ଅତିଥିଭବନରେ ଶୁଣୁଛନ୍ତି ବୋଲି ବାରମ୍ବାର ଗଣମାଧ୍ୟମରେ ପ୍ରଚାରିତ ହେବା ଫଳରେ ନିଜ ନିଜ ସମସ୍ୟା ସମାଧାନ ପାଇଁ ଲୋକଙ୍କ ଆଶା ଆଙ୍କାକ୍ଷା ବଢିଯାଇଛି । ଦୁଇ ଦିନ ଧରି ମୁଖ୍ୟମନ୍ତ୍ରୀ...










