More e-Buses Soon

0

Bhubaneswar: Krushna Chandra Mahapatra, Minister, Housing & Urban Development travelled in Mo Bus on Wednesday. Even the Minister purchased the ticket and travelled from Master Canteen to Press Square. During the journey, he interacted with the commuters and enquired about their Mo Bus travel experience. Arun Bothra, Managing Director of Capital Region Urban Transport, accompanied him during the Mo...

Rein In Food Price;BJD

Bhubaneswar: The Opposition BJD today urged the BJP Government to take steps for controlling the price hike in essential daily consumed commodities and vegetables. Addressing a press conference here, senior BJD leader Pramila Mallik said the new BJP Government should try to control the price hike at least in the vegetable and deliver good governance to the people of Odisha. The...

ମୋ ବସରେ ବୁଲିଲେ ନଗର ଉନ୍ନୟନ ମନ୍ତ୍ରୀ

0

ଭୁବନେଶ୍ୱର : ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗର ମାନ୍ୟବର ମନ୍ତ୍ରୀ ଡ଼ା କୃଷ୍ଣ ଚନ୍ଦ୍ର ମହାପାତ୍ର ମୋ ବସ୍‌ରେ ଯାତ୍ରା କରିଛନ୍ତି । ସେତିକି ନୁହେଁ ମୋ ବସ୍‌ରେ ଯାତ୍ରା ସମୟରେ ସାଧାରଣ ଯାତ୍ରୀଙ୍କ ପରି ନିଜ ପାଇଁ ମୋ ବସ୍‌ରେ ଟିକେଟ୍ କାଟିଛନ୍ତି ଓ ସାଧାରଣ ଜନତାଙ୍କଠୁ ମୋ ବସ୍ ବିଷୟରେ ପ୍ରତିକ୍ରିୟା ନେଇଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, “ମୋ ବସ୍ ସେବା ନାଗରିକଙ୍କୁ ସୁବିଧାଜନକ, ସ୍ଥାୟୀ ଓ ନିରାପଦ ଯାତାୟତ ବିକଳ୍ପ ଯୋଗାଉଛି ।...

ଗାଦିମଡା ଅଧ୍ୟାପକଙ୍କ ବଦଳି କେବେ ?

ଭୁବନେଶ୍ୱର : ସରକାରୀ ମହାବିଦ୍ୟାଳୟଗୁଡିକରେ ଅଧ୍ୟାପକ ସଙ୍କଟ ଥିବାବେଳେ ଭୁବନେଶ୍ୱର ଓ କଟକରେ ଥିବା ସଂଖ୍ୟାଧିକ ଅଧ୍ୟାପକ ଏହି ଦୁଇ ସହର ଛାଡି ଯାଉ ନାହାନ୍ତି । ଅତି ବେଶୀ ହେଲେ ଦୁଇ ସହର ମଧ୍ୟରେ ବଦଳି ହୋଇ ବର୍ଷ ବର୍ଷ ଧରି ରହିଯାଉଛନ୍ତି । ଫଳରେ ସରକାର ଚାହିଁଲେ ମଧ୍ୟ ଅଧ୍ୟାପକ ସଙ୍କଟ ଥିବା ଅନ୍ୟାନ୍ୟ ମହାବିଦ୍ୟାଳୟକୁ ଏମାନଙ୍କୁ ସହଜରେ ପଠାଇ ପାରୁନାହାନ୍ତି । ରାଜଧାନୀରେ ଥିବା ସରକାରୀ ବିଦ୍ୟାଳୟଗୁଡିକରେ ଏବେ କାର୍ଯ୍ୟରତ ଅଧ୍ୟାପକ/ଅଧ୍ୟାପିକାମାନେ ବର୍ଷ ବର୍ଷ ଏଠାରେ ରହିଛନ୍ତି । ତିନି...

ବିଷାକ୍ତ ହେଉଛି ଚିଲିକା ଜଳ

0

ଭୁବନେଶ୍ୱର : ରାଜ୍ୟର ଗୋଟିଏ ହେଲେ ମଧୁରଜଳ ପ୍ରଦୂଷଣମୁକ୍ତ ନଥିବାବେଳେ ଏସିଆର ସର୍ବବୃହତ୍‍ ଲବଣାକ୍ତ ହ୍ରଦ ଚିଲିକା ଯେଭଳି ପ୍ରଦୂଷିତ ହେଉଛି ତାହାର ତୁରନ୍ତ ନିରାକରଣ କରାନଗଲେ ଖୁବ୍‍ କମ୍‍ ବର୍ଷ ମଧ୍ୟରେ ଏହି ହ୍ରଦରୁ ମାଛ, କଙ୍କଡା ଓ ଅନ୍ୟାନ୍ୟ ଜଳବୀବ ଲୋପ ପାଇବା ସହିତ ଏଠାକୁ ଆଉ ବିଦେଶୀ ପକ୍ଷୀ କିମ୍ବା ପର୍ଯ୍ୟଟକ ଆସିବେ ନାହିଁ ବୋଲି ପରିବେଶପ୍ରେମୀମାନେ ଉଦ୍‍ବେଗର ସହ କହୁଛନ୍ତି । ଚିଲିକାକୁ ପ୍ରଦୂଷଣମୁକ୍ତ କରିବା ସହ ଏହା ଉପରେ ନିର୍ଭରକରି ଜୀବିକାର୍ଜନ କରୁଥିବା ଲୋକମାନଙ୍କ ଆର୍ଥିକ ବିକାଶପାଇଁ...

ସ୍ନିଲ୍ ପୂର୍ବାଞ୍ଚଳରେ ପ୍ରଥମ

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଫ୍ୟାକଲ୍ଟି ଅଫ୍ ଲିଗାଲ୍ ଷ୍ଟଡିଜ୍‌, ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ (ସ୍ନିଲ୍‌) ଇଂରାଜୀ ପତ୍ରିକା ବିଜିନେସ୍ ୱାର୍ଲ୍ଡ ଦ୍ୱାରା ପ୍ରସ୍ତୁତ ଟପ୍ ୧୦୦ ଲ’ ସ୍କୁଲ୍ ର‌୍ୟାଙ୍କିଙ୍ଗ୍‌ସର ତୃତୀୟ ସଂସ୍କରଣରେ ପୂର୍ବାଂଚଳରେ ୧ ନମ୍ବର ସ୍ଥାନ ହାସଲ କରିଥିବା ବେଳେ ସାରା ଦେଶରେ ପଂଚମ ସ୍ଥାନରେ ରହିଛି । ଆଇନ୍ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ନେଇ ଏହି ର‌୍ୟାଙ୍କିଙ୍ଗ କରାଯାଇଥାଏ । ଗତ ରବିବାର ନୂଆଦିଲ୍ଲୀର ଇଣ୍ଡିଆ ଇନ୍‌ଟରନ୍ୟାସ୍‌ନାଲ୍ ସେଂଟର ଠାରେ ଆୟୋଜିତ ଏକ...

ଆନନ୍ଦବନ ପରିଦର୍ଶନ କଲେ ମନ୍ତ୍ରୀ

0

ଭୁବନେଶ୍ୱର : ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଆଜି ରାଜଧାନୀର ବିଭିନ୍ନ ପ୍ରମୁଖ ପାର୍କ ଓ ଉଦ୍ୟାନ ପରିଦର୍ଶନ କରିଛନ୍ତି। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ଉପାଧ୍ୟକ୍ଷ ବଲୱନ୍ତ ସିଂହ ଓ ଅନ୍ୟାନ୍ୟ ଅଧିକାରୀଙ୍କ ସହ ମନ୍ତ୍ରୀ ଆନନ୍ଦବନ, ଘାଟିକିଆସ୍ଥିତ ରାଜ୍ୟ ସିଲଭିକଲ୍ଚର ଗାର୍ଡେନ୍, କଳିଙ୍ଗ ନଗରର ଡ. ଏପିଜେ ଅବଦୁଲ କଲାମ ପାର୍କ ଏବଂ କଳିଙ୍ଗ ନଗରର କେ-୭ରେ ଥିବା ୱେଷ୍ଟ ଟୁ ଆର୍ଟ ପାର୍କ ପରିଦର୍ଶନ କରିଥିଲେ। ଭୁବନେଶ୍ୱରର ପ୍ରମୁଖ ସହରାଞ୍ଚଳ ଫରେଷ୍ଟ ପାର୍କ...

Holiday For Rath Jatra

Bhubaneswar:  As the Annual Rath Jatra will be celebrated on two days this year, Chief Minister Mohan Charan Majhi today announced a two days holiday on July 7 & 8 for the festival. The Chief Minister has made this announcement while chairing a high-level meeting to review the preparedness made for the annual Rath Yatra of Lord Jagannath and his...

ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା

0

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ପୁରୀ ଟାଉନ ହଲଠାରେ ରଥଯାତ୍ରା ରାଜ୍ୟସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ରଥଯାତ୍ରାର ସୁପରିଚାଳନା ପାଇଁ ସମସ୍ତ ସେବାୟତଗଣ, ପ୍ରଶାସନ, ବିଭିନ୍ନ ସାମାଜିକ ସଂଗଠନ ଓ ସ୍ଥାନୀୟ ଲୋକମାନଙ୍କର ସହଯୋଗ କାମନା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମହାପ୍ରଭୁ ଜଗନ୍ନାଥଙ୍କ ମୂଳ ସେବକ ହେଉଛନ୍ତି ଆଦିବାସୀ। ଜଣେ ଆଦିବାସୀ ଭାବେ ମୁଁ ନିଜକୁ ଜଗନ୍ନାଥଙ୍କ ନିକଟରେ ସମ୍ପୂର୍ଣ୍ଣ ଭାବେ ସମର୍ପିତ କରିଛି। ସେ ପୁଣି କହିଲେ ଯେ ଜଗନ୍ନାଥ ହେଉଛନ୍ତି ଓଡିଆ...

Minister Visits Anandabana

0

Bhubaneswar: Housing and Urban Development Minister, Krushna Chandra Mahapatra, visited several notable parks and gardens in Bhubaneswar today. Accompanied by Vice-Chairman of the Bhubaneswar Development Authority (BDA), Balwant Singh, and other officials, the Minister's early morning tour included Anandabana, the State Silviculture Garden at Ghatikia, Dr. A.P.J. Abdul Kalam Park at Kalinga Nagar, and the Waste to Art Park...