Pandian Not My Successor; CM
Bhubaneswar: BJD Supremo and Chief Minister Naveen Patnaik today finally revealed that his close aide and second powerful leader in BJD, V K Pandian is not his successor. “He is not my successor. I can’t understand these exaggerations. He is not standing for this election. I see all of these as exaggerations and falsehood,” the Chief Minister told a news...
SRC Probe On Puri Blast
Bhubaneswar: Odisha Government ordered a high-level inquiry by Special Relief Commissioner (SRC) into the firecracker explosion incident in Puri, in which three persons died and 33 others were injured. The Chief Minister has asked Additional Chief Secretary, Revenue and Disaster Management Department and Special Relief Commissioner (SRC) Satyabrata Sahu to investigate the tragic incident. The CM has also announced ex-gratia assistance...
NFA Qualifies IWL
Bhubaneswar: Going down in the annals of Odisha football history as well as adding a glorious feather in its cap, Nita Football Academy (NFA) has been able to secure a ticket to compete in the 2024-25 season of the Indian Women’s League (IWL) – well-known as the top tier women’s professional football league in India. NFA achieved the glory by...
ଆଇଟିଇଆର୍ ତୃତୀୟ ଶ୍ରେଷ୍ଠ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ
ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍) ଗୁରୁବାର ପ୍ରକାଶିତ ଟାଇମ୍ସ ଅଲ୍ ଇଣ୍ଡିଆ ଇଞ୍ଜିନିୟରିଂ ଇନ୍ଷ୍ଟିଚ୍ୟୁଟ୍ ର୍ୟାଙ୍କିଙ୍ଗ୍ ସର୍ଭେ ୨୦୨୪ର ଓଭରଅଲ୍ କ୍ୟାଟେଗୋରୀରେ ଦେଶର ତୃତୀୟ ଶ୍ରେଷ୍ଠ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ ଭାବେ ସ୍ଥାନୀତ ହୋଇଛି । ୨୦୨୩ ଟାଇମ୍ସ ସର୍ଭେରେ ମଧ୍ୟ ଆଇଟିଇଆର୍ ଦେଶର ପ୍ରମୁଖ ଇଞ୍ଜିନିୟରିଂ କଲେଜଗୁଡ଼ିକ ମଧ୍ୟରେ ତୃତୀୟ ସ୍ଥାନ ହାସଲ କରିଥିଲା । ସେହିପରି ଏ ବର୍ଷ ଦେଶର ଶ୍ରେଷ୍ଠ ୧୨୫ଟି ପ୍ରାଇଭେଟ୍ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ ମଧ୍ୟରେ...
ଜାରି ରହିବ ଗ୍ରୀଷ୍ମ ପ୍ରବାହ
ଭୁବନେଶ୍ୱର : ଜୁନ୍ ୧୦ ପର୍ଯ୍ୟନ୍ତ ଓଡ଼ିଶାରେ ଦକ୍ଷିଣ ପଶ୍ଚିମ ମୌସୁମୀର ଆଗମନ ନେଇ କୌଣସି ସମ୍ଭାବନା ନଥିବା ବେଳେ ରାଜ୍ୟର ଆଭ୍ୟନ୍ତରୀଣ ଓ ପଶ୍ଚିମ ଅଂଚଳର ଜିଲ୍ଲାଗୁଡ଼ିକରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି । ଦେଶର ଉତର ପଶ୍ଚିମ ଭାଗରୁ ଉତପ୍ତ ବାୟୁ ପ୍ରବାହ ଆହୁରି ଗୋଟିଏ ସପ୍ତାହ କିମ୍ବା ତା’ଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଜାରି ରହିବାର ସୂଚନା ରହିଥିବା ବେଳେ...
ଆଇଡବ୍ଲ୍ୟୁଏଲ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଏନଏଫ୍ଏ
ଭୁବନେଶ୍ବର : ଫୁଟବଲ୍ ଇତିହାସରେ ଓଡିଶା ପଛୁଆ ରହିଥିବାବେଳେ ଏବେ ଏକ ଗୌରବମୟ ପରିଚୟ ସୃଷ୍ଟି କରିବା ସହ ନିତା ଫୁଟବଲ୍ ଏକାଡେମୀ (ଏନ୍ଏଫ୍ଏ) ଭାରତୀୟ ମହିଳା ଲିଗ୍ (ଆଇଡବ୍ଲ୍ୟୁଏଲ୍), ଯାହା କି ଭାରତରେ ଅଗ୍ରଣୀ ମହିଳା ଫୁଟବଲ ଲିଗ୍ ଭାବେ ବେଶ୍ ଜଣାଶୁଣା ତାହାର ୨୦୨୪-୨୫ ସଂସ୍କରଣରେ ଭାଗ ନେବା ପାଇଁ ଯୋଗ୍ୟତା ହାସଲ କରିବାରେ ସକ୍ଷମ ହୋଇଛି। ୨୦୨୪ ମଇ ୨୮ ତାରିଖରେ ଗୋଆର ମାପୁସାସ୍ଥିତ ଡୁଲେର ଷ୍ଟାଡିୟମରେ ଶେଷ ହୋଇଥିବା ଦେଶର ଦ୍ବିତୀୟ ସ୍ତରୀୟ ମହିଳା ଫୁଟବଲ୍ ଲିଗ୍ ଆଇଡବ୍ଲ୍ୟୁଏଲ୍-୨ର...
Three Killed In Cracker Blast
Bhubaneswar : At least three persons including a minor boy were killed and 33 other injured in a severe blast of firecrackers during Lord Jagannath's Chandan Jatra festival in Puri on Wednesday night. “Due to the unfortunate fire tragedy in Puri, 36 persons have been admitted in nine different Hospitals of Cuttack, Bhubaneswar and Puri. As per the latest reports...
ଇଭି ପାଇଁ ନାହିଁ ଚାର୍ଜିଂ ଷ୍ଟେସନ
ଭୁବନେଶ୍ୱର : ରାଜ୍ୟରେ ବୈଦ୍ୟୁତିକ ଯାନ(ଇଭି)ର ବ୍ୟବହାର ହୁ ହୁ ହୋଇ ବୃଦ୍ଧି ପାଉଥିବାବେଳେ ସେହି ଅନୁପାତରେ ଚାର୍ଜିଂ ଷ୍ଟେସନ ପ୍ରତିଷ୍ଠା ହେଉନଥିବାରୁ ଚାଳକମାନେ ସମସ୍ୟାରେ ପଡୁଛନ୍ତି । ଏପରକି ଦୂର ସ୍ଥାନକୁ ଇଭିରେ ଯିବା ବଦଳରେ ପେଟ୍ରୋଲ ଓ ଡିଜେଲ ଚାଳିତ ଗାଡିରେ ଯା’ ଆସ କରୁଛନ୍ତି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଇଭି ଉପରେ ସବସିଡ୍ ପ୍ରଦାନ ସହିତ ପଞ୍ଜିକରଣ ଫି ଛାଡ କରିଛନ୍ତି । ଏଥି ସହିତ ପେଟ୍ରୋଲ ଓ ଡିଜେଲ ଯାନ ତୁଳନାରେ ଏଥିରେ ଖର୍ଚ୍ଚ...
ଆଞ୍ଚଳିକ ଦଳର ପ୍ରାର୍ଥୀ ଅଧିକ ଧନୀ
ଭୁବନେଶ୍ୱର : ଲୋକସଭା ନିର୍ବାଚନ ଲଢୁଥିବା ଆଞ୍ଚଳିକ ଦଳର ପ୍ରାର୍ଥୀମାନେ ଜାତୀୟ ରାଜନୈତିକ ଦଳର ପ୍ରାର୍ଥୀଙ୍କ ଠାରୁ ଅଧିକ ଧନୀ । ଆଞ୍ଚଳିକ ଦଳର ପ୍ରାର୍ଥୀମାନଙ୍କ ମଧ୍ୟରୁ ୭୯ ପ୍ରତିଶତ କୋଟିପତି ହୋଇଥିବାବେଳେ ଜାତୀୟ ଦଳର ପ୍ରାର୍ଥୀଙ୍କ ମଧ୍ୟରେ ଏହି ହାର ୬୮ ପ୍ରତିଶତ ରହିଛି । ସେହିଭଳି ସ୍ୱାଧୀନଭାବେ ଲୋକସଭା ପାଇଁ ଲଢୁଥିବା ୧୭ ପ୍ରତିଶତ ପ୍ରାର୍ଥୀ ବି କୋଟିପତି । ମେଘାଳୟରେ ସର୍ବାଧିକ ୭୦ ପ୍ରତିଶତ କୋଟିପତି ପ୍ରାର୍ଥୀ ଥିବାବେଳେ ଓଡିଶାରେ ଏହା ୩୮ ପ୍ରତିଶତ ରହିଛି । ସବୁଠାରୁ...
ଅଫିସରଙ୍କୁ ଟାର୍ଗେଟ କରୁଛି ବିଜେପି
ଭୁବନେଶ୍ୱର : ତୃତୀୟ ପର୍ଯ୍ୟାୟ ମତଦାନ ପରେ ବିଜେଡି ସଂଖ୍ୟାଗରିଷ୍ଠତା ହାସଲ କରିଛି ଏବଂ ସରକାର ଗଠନ କରୁଛି । ୨୦୨୪ ଜୁନ୍ ୯ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କ୍ରମାଗତ ଭାବେ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ସହ ରେକର୍ଡ କରିବେ ବୋଲି କହିଛନ୍ତି ବିଜେଡି ସାଂସଦ ତଥା ରାଷ୍ଟ୍ରୀୟ ମୁଖପାତ୍ର ଡ.ସସ୍ମିତ ପାତ୍ର, ସାଂସଦ ତଥା ରାଷ୍ଟ୍ରୀୟ ମୁଖପାତ୍ର ଶ୍ରୀ ମାନସ ରଞ୍ଜନ ମଙ୍ଗରାଜ, ସାଂସଦ ଶ୍ରୀମତୀ ସୁଲତା ଦେଓ ଏବଂ ବିଜେଡି...









