Move To Revive Odia Cinema
Chief Minister Shri Mohan Charan Majhi on 15 May held detailed deliberations with Cine Artists to revive the Odia film industry, which is currently facing a critical juncture. Shri Majhi was welcomed by Dr.Bijay Ketan Upadhyay, Secretary Odia Language, Literature and Culture in presence of Minister Shri Surjyabanshi Suraj. Filmmakers and cultural leaders have call for a massive overhaul to compete...
ତୈଳ ଯୋଗାଣକୁ ସୁବ୍ୟବସ୍ଥିତ ପାଇଁ କସରତ
ଭୁବନେଶ୍ୱର : ରାଜ୍ୟରେ ପ୍ରାକୃତିକ ତୈଳ ଜନସାଧାରଣ ମାନଙ୍କ ପାଇଁ ଉପଲବ୍ଧ କରିବା ପାଇଁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଗୁରୁତ୍ୱାରୋପ କରିଛି । ଏହି ଉଦ୍ଦେଶ୍ୟରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ତୈଳ କମ୍ପାନୀର ପ୍ରତିନିଧିମାନଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟରେ ଯୋଗାଣ ଶୃଙ୍ଖଳକୁ ସ୍ଥିର ରଖିବା ସହ ଜନସାଧାରଣଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦେବା ପାଇଁ ସେ ପରାମର୍ଶ ଦେଇଛନ୍ତି । ବର୍ତ୍ତମାନ ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ପ୍ରଚୁର...
ମହଙ୍ଗା ଭତ୍ତା ୨ ପ୍ରତିଶତ ବଢିଲା
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ଦୁଇ ପ୍ରତିଶତ ବୃଦ୍ଧି ବିଷୟ ଘୋଷଣା କରିଛନ୍ତି। ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫୮ ପ୍ରତିଶତରୁ ୬୦ ପ୍ରତିଶତକୁ ବୃଦ୍ଧି ପାଇଲା। ଏହା ୨୦୨୬ ଜାନୁଆରୀ ପହିଲାରୁ ପିଚ୍ଛିଲା ଭାବରେ ଲାଗୁ ହେବ।ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଚଳିତ ମେ ମାସ ଦରମାରେ ନଗଦ ଆକାରରେ ମିଳିବ । ଏହା ସହିତ ପେନ୍ସନ ଭୋଗୀ ମାନଙ୍କ ଟି.ଆଇ ରେ ମଧ୍ୟ ଦୁଇ ପ୍ରତିଶତ ବୃଦ୍ଧି...
କୁନି ପିଲାମାନଙ୍କ ପାଇଁ ଗ୍ରୀଷ୍ମ ଶିବିର
ଭୁବନେଶ୍ୱର : କୁନି କୁନି ପିଲାମାନଙ୍କ ମନରେ ସୃଜନଶୀଳ ଉତ୍ସାହକୁ ପ୍ରଜ୍ବଳିତ କରିବା ପାଇଁ ଏକ ଉତ୍ତମ ମାଧ୍ୟମ ପ୍ରଦାନ କରି, ପୋଖରିପୁଟରେ ଥିବା ଡିଏଭି ପବ୍ଲିକ୍ ସ୍କୁଲର ଗ୍ରୀଷ୍ମ ଶିବିର ୨୦୨୬ "କ୍ରାଫ୍ଟସ୍ ହେଭେନ୍" (ଏଲକେଜିରୁ ଷ୍ଟାଣ୍ଡାର୍ଡ ଦୁଇ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କ ପାଇଁ) ଏକ ବଡ଼ ସଫଳତାର ସହିତ ଆୟୋଜିତ ହୋଇଥିଲା, ଯେଉଁଥିରେ ୮୦ ରୁ ଅଧିକ ଅଂଶଗ୍ରହଣକାରୀ ଚିତ୍ରକଳା, ହସ୍ତଶିଳ୍ପ ତିଆରି, କିଣ୍ଡର ରୋଷେଇ ଏବଂ ଅନେକ କଳା ଶିଖିଥିଲେ। ପିଲାମାନଙ୍କ ପାଇଁ ଗ୍ରୀଷ୍ମ ଶିବିର "କ୍ରାଫ୍ଟସ୍ ହେଭେନ୍" ମେ ୪...
ଭିନ୍ନକ୍ଷମଙ୍କୁ ସହାୟତାର ହାତ ବଢାଇଛି ବେଦାନ୍ତ
ଭୁବନେଶ୍ୱର : ଭାରତର ସର୍ବବୃହତ୍ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ, କୁରାଲୋଇରେ ଭିନ୍ନକ୍ଷମଙ୍କ ପାଇଁ ସହାୟତାର ହାତ ବଢାଇ ସମାବେଶୀ ଗୋଷ୍ଠୀ ବିକାଶ ପ୍ରତି ନିଜର ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରିଛି। ୨୦୨୫ ଡିସେମ୍ବରରେ ଆରମ୍ଭ ହୋଇଥିବା ପଦକ୍ଷେପକୁ ଆଧାର କରି କମ୍ପାନୀ ନିକଟରେ ଏହି କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟ ଆୟୋଜନ କରିଥିଲା, ଯେଉଁଥିରେ ୧୫ ଜଣ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରାଯାଇଥିଲା। ଏହି ପଦକ୍ଷେପ ବର୍ତ୍ତମାନ ବଞ୍ଜାରୀ, କୁରାଲୋଇ, ପିପିଲିମାଳ ଗ୍ରାମ ପଞ୍ଚାୟତ ଏବଂ ୱାର୍ଡ ନଂ ୧୭ ରେ ୩୦ ଜଣ...
ଓଡିଶାରେ ଖୋଲିବ ସେବି ଦପ୍ତର
ଭୁବନେଶ୍ୱର : ଓଡିଶାରେ ସିକ୍ୟୁରିଟି ଆଣ୍ଡ୍ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ (ସେବି)ର ଆଞ୍ଚଳିକ ଦପ୍ତର ଖୋଲିବ । ଏଥିପାଇଁ ସେବିର ଅଧ୍ୟକ୍ଷ ତୁହିନ କାନ୍ତ ପାଣ୍ଡେ ବିଶେଷ ଆଗ୍ରହୀ ଥିବା ଜଣାଯାଇଛି । ଶ୍ରୀ ପାଣ୍ଡେ ଓଡିଶା କ୍ୟାଡରର ଆଇଏଏସ୍ ଅଫିସର ଏବଂ କେନ୍ଦ୍ରକୁ ଯିବା ପୂର୍ବରୁ ସେ ଏଠାରେ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଭାବରେ ଦାୟିତ୍ୱ ତୁଲାଉଥିଲେ । ସେବିର ଅଧ୍ୟକ୍ଷ ହେବାପରେ ଏହି କେନ୍ଦ୍ରୀୟ ସଂସ୍ଥାର ସମ୍ପ୍ରସାରଣ ପାଇଁ ଶ୍ରୀ ପାଣ୍ଡେ ବିଶେଷ ପଦକ୍ଷେପମାନ ଗ୍ରହଣ କରୁଛନ୍ତି...
ବରିଷ୍ଠ ନାଗରିକ ମାମଲାରେ ଦଣ୍ଡ ବିଧାନ ଶୂନ
ଭୁବନେଶ୍ୱର : ବରିଷ୍ଠ ନାଗରିକଙ୍କ ପ୍ରତି ଘଟୁଥିବା ବିଭିନ୍ନ କିସମ ଅପରାଧ ସଂକ୍ରାନ୍ତୀୟ ମାମଲା ଫଏସଲାରେ ଅହେତୁକ ବିଳମ୍ବ ଘଟୁଥିବାବେଳେ ଯେତିକି ବି ମାମଲା ଫଏସଲା ହେଉଛି ସେଥିରେ ଜଣେ ହେଲେ ଅଭିଯୁକ୍ତଙ୍କ ପ୍ରତି ଦଣ୍ଡବିଧାନ କରାଯାଇ ପାରୁନାହିଁ । ଏଥିଘେନି ବିଭିନ୍ନ ମହଲରୁ ଉଦବେଗପ୍ରକାଶ ପାଉଛି । କେନ୍ଦ୍ର ସରକାରଙ୍କ ଜାତୀୟ ଅପରାଧ ନଥି ସଂସ୍ଥା ପକ୍ଷରୁ ସଦ୍ୟ ପ୍ରକାଶିତ କ୍ରାଇମ୍ ଇନ୍ ଇଣ୍ଡିଆ ରିପୋର୍ଟରେ ଦିଆଯାଇଥିବା ତଥ୍ୟରୁ ଜଣାପଡିଛି ଯେ ୨୦୨୪ ବର୍ଷରେ ଏ ସଂକ୍ରାନ୍ତୀୟ ୨୫୬୧ଟି ମାମଲା ବିଚାର ପାଇଁ...
Kids Enjoy Summer Camp
Bhubaneswar: Providing a perfect platform to ignite the creative urge in the minds of the tiny tots, summer camp 2026 “Crafts Haven” (for students from LKG to Standard II) of the DAV Public School, Pokhariput in the city, was organised with a great success, with more than 80 participants learning the art of painting, craft-making, kinder cooking and many more. The summer camp...
SEBI To Open Odisha Office
Bhubaneswar: The Securities and Exchange Board of India is set to expand its administrative footprint in eastern India with the official approval for a new Regional Centre in Odisha. SEBI Chairman Shri Tuhin Kanta Pandey has provided the green signal for this establishment, marking a significant shift in how the capital markets regulator engages with the region. This move...
Singh Rejects Fuel Shortage
Bhubaneswar: Odisha government has officially clarified that the state is not facing any shortage of petrol or diesel, urging citizens to ignore baseless rumours and refrain from panic buying. Addressing the media on Thursday, Shri Sanjay Kumar Singh, Principal Secretary of the Food Supplies and Consumer Welfare Department, stated that the supply chain remains robust and there is sufficient...









