ସବରେଜିଷ୍ଟ୍ରର ଦପ୍ତର ହୋଇପାରୁନି ଦୁର୍ନତିମୁକ୍ତ

0

ଭୁବନେଶ୍ୱର : ଜମିଜମା ପଞ୍ଜିକରଣୁ ଦୁର୍ନୀତିମୁକ୍ତ କରିବାପାଇଁ ରାଜ୍ୟ ସରକାର ଯେତେ ଯୋଜନା କଲେ ମଧ୍ୟ ସବରେଜିଷ୍ଟ୍ରର ଦପ୍ତରରେ ତାହା ଏକ ପ୍ରକାର ଫେଲ ହୋଇ ଯାଉଛି । ପଞ୍ଜିକରଣ ସଂକ୍ରାନ୍ତୀୟ ଫି ସଂକ୍ରାନ୍ତରେ କୌଣସି ସ୍ପଷ୍ଟ ସୂଚନା ନଥିବାରୁ ସରକାରଙ୍କ ଯୋଜନା ସଂକ୍ରାନ୍ତରେ ଅବଗତ ଶିକ୍ଷିତ ଲୋକେ ବି ସେଠାରେ ଶୋଷଣର ଶିକାର ହେଉଛନ୍ତି । ଗାଁ ଠାରୁ ସହର ପର୍ଯ୍ୟନ୍ତ ଜମିଜମା ପଞ୍ଜିକରଣ ପାଇଁ ରହିଛି ସବରେଜିଷ୍ଟ୍ରର ଦପ୍ତର । ଏଠାରେ ଜମିଜମା ପଞ୍ଜିକରଣ ପାଇଁ ସରକାରୀ କର୍ମଚାରୀଙ୍କ ତୁଳନାରେ ଅଧିକ...

CRUT’s Compassionate Safety Plea

Bhubaneswar: The safety of every individual on the road is a shared responsibility that demands our utmost care and compassion. Following a distressing incident near AG Square where a cyclist was injured after falling into a heavy vehicle’s blind spot, CRUT Managing Director Shri Sadique Alam has issued a heartfelt appeal to the citizens of Bhubaneswar. He expressed his...

ନିଶା ନିବାରଣ ଦାୟିତ୍ୱରେ ମଦ କମ୍ପାନୀ

0

ଭୁବନେଶ୍ୱର : ଅବକାରୀରୁ ରାଜ୍ୟ ସରକାର ବର୍ଷକୁ ୧୦ହଜାର କୋଟି ଟଙ୍କାରୁ ଅଧିକ ଆୟ କରୁଥିବାବେଳେ ଲୋକଙ୍କୁ ମଦ ଓ ଅନ୍ୟାନ୍ୟ ନିଶା ସାମଗ୍ରୀର ଖରାପ ପ୍ରଭାବ ସଂକ୍ରାନ୍ତରେ ଶିକ୍ଷା ଦେବାପାଇଁ ୧୦୦ କୋଟି ଟଙ୍କାର ଏକ ସ୍ୱତନ୍ତ୍ର ଉତ୍ସର୍ଗୀକୃତ ପାଣ୍ଠି ସୃଷ୍ଟି କରିବେ । ସଦ୍ୟ ଘୋଷିତ ଓଡିଶା ସରକାରଙ୍କ ଅବକାରୀ ନୀତିରେ ଏହା କୁହାଯାଇଛି । କେବଳ ସେତିକି ନୁହେଁ ମଦ ତିଆରି କରୁଥିବା କମ୍ପାନୀ ଓ ଏହାକୁ ବାଣ୍ଟିବା ଦାୟିତ୍ୱରେ ଥିବା ସଂସ୍ଥାମାନେ ସେମାନଙ୍କ କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସଆର)...

ରେଳବାଇ ମିଶ୍ରଣକୁ ବିଜେଡିର ବିରୋଧ

ଭୁବନେଶ୍ୱର : ଡବଲ ଇଞ୍ଜିନ ଡବଲ ବିକାଶ ନାରା ଦେଇ ରାଜ୍ୟରେ କ୍ଷମତାକୁ ଆସିଥିବା ବିଜେପି ସରକାରରେ ଓଡିଶାକୁ ଅଧିକ ମିଳିବା ପରିବର୍ତ୍ତେ ଓଡ଼ିଶାର ହକକୁ ଛଡାଇ ନିଆଯାଉଛି ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି । ଓଡ଼ିଶା ଦିବସ ପାଳନ ସମୟରେ ପଲାସା ଓ ଇଚ୍ଛାପୁରମ ଅଞ୍ଚଳକୁ ଓଡିଶାରେ ଥିବା ପୂର୍ବତଟ ରେଳବାଇରୁ କାଢିନେଇ ଆନ୍ଧ୍ରପ୍ରଦେଶରେ ଥିବା ଦକ୍ଷିଣତଟ ରେଳବାଇରେ ମିଶ୍ରଣ କରାଯାଇଛି, ଯାହାକୁ ନେଇ ବିଜେଡି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ଉପସଭାପତି...

ଜନସ୍ୱାସ୍ଥ୍ୟରେ ଯନ୍ତ୍ରୀ ଅଭାବ

ଭୁବନେଶ୍ୱର : ସହରାଞ୍ଚଳରେ ସେବା ଯୋଗାଣ ପାଇଁ ଥିବା ଯନ୍ତ୍ରୀ ପଦବୀ ମଧ୍ୟରୁ ୮ଶହରୁ ଖାଲି ପଡିଛି । ଏହି ପଦବୀ ପୂରଣ ପାଇଁ ପ୍ରାୟ ଦୁଇବର୍ଷ ଧରି ଉଦ୍ୟମ ଚାଲିଛି । ମିଳିଥିବା ସୂଚନା ଅନୁଯାୟୀ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଜନସ୍ୱାସ୍ଥ୍ୟ ଯନ୍ତ୍ରୀ ବର୍ଗରେ ୨୦୦୭ଟି ବିଭିନ୍ନ ପାହ୍ୟାର ପଦବୀ ଥିବାବେଳେ ଏଥିରୁ ୮୪୨ ଟି ପଦବୀ ଖାଲି ପଡିଛି । କ୍ଷେତ୍ର ସ୍ତରରେ ଅଧିକ ଜରୁରୀ ଥିବା କନିଷ୍ଠ ଯନ୍ତ୍ରୀ ପାହ୍ୟାରେ ଥିବା ୭୯୧ ପଦବୀରୁ ୪୧୯ଟି...

ଆଦିବାସୀ ଅଞ୍ଚଳରେ ଜଳସେଚନ ପ୍ରକଳ୍ପ ଅଚଳ

0

ଭୁବନେଶ୍ୱର : ଆଦିବାସୀ ଅଞ୍ଚଳରେ ଜଳ ସେଚନ ପାଇଁ ପ୍ରତିଷ୍ଠା ହୋଇଥିବା ପ୍ରକଳ୍ପ ମଧ୍ୟରୁ ଏକାଧିକ ପକଳ୍ପ ଅଚଳ । କେଉଁ ପ୍ରକଳ୍ପର ସୌର ପ୍ୟାନେଲ ଚୋରିହୋଇ ଯାଇଛି ତ ଆଉ କେଉଁ ପ୍ରକଳ୍ପର ମୋଟର କାମ କରୁନାହିଁ । ଏଥିଯୋଗୁଁ କୋଟି କୋଟି ଟଙ୍କା ପାଣିରେ ବି ପଡିଛି । ଆଦିବାସୀମାନଙ୍କ ଫସଲ ବି ଉଜୁଡିଯାଇଛି । ସିଏଜିଙ୍କ ଅଡିଟରୁ ଜଣାପଡିଛି ଯେ ଓଡିଶା ଆଦିମ ଜନଜାତି ସଶକ୍ତିକରଣ ଏବଂ ଜୀବିକା ଉନ୍ନତିକରଣ କାର୍ଯ୍ୟକ୍ରମ ଅଧିନରେ ଜଳ ସମ୍ପଦ ବିକାଶ ପାଇଁ ୩୧...

ଏଣିକି ସକାଳୁଆ ସ୍କୁଲ

0
School and Mass Education

ଭୁବନେଶ୍ୱର : ଏଣିକି ଏପ୍ରିଲ ୨ତାରିଖରୁ ଆରମ୍ଭ ହେବ ସକାଳୁଆ ସ୍କୁଲ। ଖରାଛୁଟି ଆରମ୍ଭ ପର୍ଯ୍ୟନ୍ତ ସବୁ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ସ୍କୁଲ ସକାଳ ସାଢେ ୬ଟାରୁ ସାଢେ ୧୦ଟା ପର୍ଯ୍ୟନ୍ତ ଚାଲିବ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଏହି ସମୟରେ ସକାଳୁଆ ସ୍କୁଲ ହେବ ବୋଲି ସବୁ ଜିଲ୍ଲାପାଳଙ୍କୁ ଆଜି ଆବଗତ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଡକ୍ଟର ଏନ. ଥିରୁମଲ୍ଲା ନାୟକ। ତେବେ ଜିଲ୍ଲାପାଳମାନେ ନିଜ ନିଜ ଅଞ୍ଚଳରେ ପାଣିପାଗ ଦେଖି ସ୍କୁଲ ସମୟ...

Odisha Gears Up For Census

Bhubaneswar: The Government of Odisha has initiated extensive preparations to ensure the smooth execution of the Census 2027 program across the state. In this regard, Dr. Arabinda Padhee, Additional Chief Secretary of the Revenue and Disaster Management Department, has formally communicated with departmental secretaries, heads of departments, district collectors, and municipal commissioners to outline the operational framework. The census process...

Weaving Hope For Artisans

0

Bhubaneswar: The observance of Odia Pakhya 2026 at the office of the Labour Commissioner in Bhubaneswar transformed into a vibrant tribute to the state’s cultural roots. Led by Shri Indramani Tripathy, Labour Commissioner, Odisha, the entire team arrived at work dressed in traditional handloom, sending a powerful message that their attire is their identity. This was not merely a...

ବିକାଶ ଖର୍ଚ୍ଚରେ ନଗର ଉନ୍ନୟନ ବିଭାଗ ଆଗୁଆ

ଭୁବନେଶ୍ୱର :  ଗୃହନିର୍ମାଣ ଓ ନଗରଉନ୍ନୟନ ବିଭାଗ ଗତ ପାଞ୍ଚ ବର୍ଷ ମଧ୍ୟରେ ବିକାଶ ଖର୍ଚ୍ଚରେ ରେକର୍ଡ କରିଛି । ଗତ ଆର୍ଥିକ ବର୍ଷରେ ଏହି ଖର୍ଚ୍ଚ ୮୫୭୫.୬୧ କୋଟି ଟଙ୍କାରେ ପହଞ୍ଚିଛି । ଏହା ୨୦୨୨-୨୩ ର ୬୯୯୬.୯୨ କୋଟି ଟଙ୍କା ତୁଳନାରେ ଢେର ଅଧିକ ରହିଛି ଯାହା ସମଗ୍ର ରାଜ୍ୟରେ ସହରାଞ୍ଚଳ ଭିତ୍ତିଭୂମି ବିକାଶର ଏକ ନିରନ୍ତର ପ୍ରତିବଦ୍ଧତାକୁ ଦର୍ଶାଏ । ଏହି ଉଲ୍ଲେଖନୀୟ ସଫଳତା “ଟିମ୍ ଅର୍ବନ୍”ର ସମନ୍ୱିତ ପ୍ରୟାସର ପରିଣାମ, ଯାହା ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ...