ସରକାର ଶୁଖିଲା ପତ୍ର କିଣନ୍ତୁ
ଭୁବନେଶ୍ୱର : ଜଙ୍ଗଲ ନିଆଁଙ୍କୁ ରୋକିବାପାଇଁ ସରକାର ନିଜେ ଜଙ୍ଗଲରେ ପଡୁଥିବା ଶୁଖିଲା ପତ୍ରକୁ କିଣନ୍ତୁ । ଏହାକୁ କିଲୋପିଛା ୧ଟଙ୍କା ଦରରେ କିଣିବା ଦ୍ୱାରା କେବଳ ଜଙ୍ଗଲ ନିଆଁଙ୍କୁ ରୋକାଯିବନାହିଁ, ବରଂ ସ୍ଥାନୀୟ ଲୋକେ ରୋଜଗାର ପାଇବେ । ରାଜ୍ୟ ସରକାରଙ୍କୁ ଏଭଳି ପ୍ରସ୍ତାବ ଦେଇଛନ୍ତି ପରିବେଶବିତ୍ ତଥା ପୂର୍ବତନ ବିଧାୟକ ବିଭୂଧେନ୍ଦ୍ର ପ୍ରତାପ ଦାସ । ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀଙ୍କୁ ଏହି ମର୍ମରେ ଶ୍ରୀ ଦାସ ପତ୍ର ଲେଖିଛନ୍ତି । ଏଥିରେ ଦର୍ଶାଇଛନ୍ତି ଯେ ଜଙ୍ଗଲରେ...
ଅବକାରୀ ବିଭାଗରେ ପଦବୀ ଖାଲି
ଭୁବନେଶ୍ୱର : ରାଜ୍ୟରେ ନିଶା କାରବାର ବୃଦ୍ଧି ସହିତ ନିଶାଡିଙ୍କ ଉତ୍ପାତ ଯୋଗୁ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡିବା ସହ ଅପରାଧ, ଦୁର୍ଘଟଣା, ରୋଗବ୍ୟାଧି ଆଦି ବଢୁଥିବାବେଳେ ନିଶା ନିୟନ୍ତ୍ରଣ ପାଇଁ ଅବକାରୀ ବିଭାଗର କ୍ଷେତ୍ର ଦପ୍ତର ଗୁଡିକରେ ବ୍ୟାପକ ସଂଖ୍ୟକ ପଦପଦବୀ ଖାଲି ପଡିଛି । ସରକାରୀ ତଥ୍ୟ ମୁତାବକ ଅବକାରୀ ବିଭାଗ ଅଧିନରେ ବିଭାଗୀୟ ମୁଖ୍ୟ ଦପ୍ତର ଭାବେ ଜଣେ ଅବକାରୀ ଆୟୁକ୍ତ ଥିବାବେଳେ ତାଙ୍କ ଅଧିନରେ କଟକ, ବ୍ରହ୍ମପୁର ଓ ସମ୍ବଲପୁରରେ ତିନୋଟି ଡିଭିଜନ୍ରେ ୩ଜଣ ଡେପୁଟି କମିଶନର କାର୍ଯ୍ୟ କରିଥାନ୍ତି...
ଫିଲିପ୍ସ ଏଜୁକେସନ୍ ସହିତ ସୋଆର ବୁଝାମଣା
ଭୁବନେଶ୍ୱର : ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଶିଳ୍ପ କ୍ଷେତ୍ରର ବିଭିନ୍ନ ସମସ୍ୟା ସହ ପରିଚିତ ହେବା ନିମନ୍ତେ ସ୍ଥାନୀୟ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ନଭି ମୁମ୍ବାଇସ୍ଥିତ ଫିଲିପ୍ସ ଏଜୁକେସନ୍, ଫିଲିପ୍ସ ମେସିନ୍ ଟୁଲ୍ସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍ ସହିତ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ କରିଛି । ଶନିବାର ଦିନ ସ୍ୱାକ୍ଷରିତ ବୁଝାମଣା ଅନୁଯାୟୀ ଫିଲିପ୍ସ ଏଜୁକେସନ୍, ଫିଲିପ୍ସ ମେସିନ୍ ଟୁଲ୍ସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍ ସୋଆ ସହ ମିଳିତ ଭାବେ ଏହାର ଛାତ୍ରଛାତ୍ରୀ ଓ ଫ୍ୟାକଲ୍ଟିମାନଙ୍କୁ ସ୍ୱଳ୍ପ ଏବଂ ଦୀର୍ଘ ମିଆଦୀ...
5T Mantra For Co-op Recruits
Bhubaneswar: As many as 184 officers joined the Department of Co-operation in various Cooperative Societies and the State Warehousing Corporation today. While 114 of them joined as Inspector Cooperative Societies, 55 joined as Auditors. Similarly, 15 officers joined the Warehousing Corporation as Assistant Managers, Superintendents and Assistant Superintendents. An orientation program was organized at the Convention Center in Loka Seva Bhawan. Joining...
ପୁଞ୍ଜିନିବେଶ ଏବଂ ଶିଳ୍ପ ପ୍ରୋତ୍ସାହନକୁ ଗୁରୁତ୍ୱ
ଭୁବନେଶ୍ୱର : ଓଡ଼ିଶା ସାମୁଦ୍ରିୟ ପରିଷଦର ପ୍ରଥମ ବୈଠକ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ରାଜ୍ୟରେ ଥିବା ଛୋଟଛୋଟ ବନ୍ଦର ଗୁଡ଼ିକର କାର୍ଯ୍ୟକାରିତା, ନିୟନ୍ତ୍ରଣ ଓ ପରିଚାଳନା ନିମନ୍ତେ ଏହି ବୋର୍ଡ ଗତ ବର୍ଷ ପ୍ରତିଷ୍ଠା କରାଯାଇଛି । ଉକ୍ତ ପରିଷଦର ନୀୟମ ଅନୁଯାୟୀ ବରିଷ୍ଠ ପଦାଧିକାରୀଙ୍କ ପଦବୀ ତୁରନ୍ତ ପୂରଣ ନିମନ୍ତେ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି । ବିଭିନ୍ନ ସେବାରେ ଥିବା ଦକ୍ଷ ଅଧିକାରୀମାନଙ୍କୁ ପ୍ରତ୍ୟେକ୍ଷ କିମ୍ବା ଡେପୁଟେସନ ମାଧ୍ୟମରେ ନିଯୁକ୍ତି...
ନିଦାନ ଶାସ୍ତ୍ର ସ୍ପେସାଲିଷ୍ଟ୍ ପାଠ୍ୟକ୍ରମ ପାଇଁ ମିଳିଲା ସ୍ୱୀକୃତି
ଭୁବନେଶ୍ୱର : କଟକ ସ୍ଥିତ ଆଚାର୍ଯ୍ୟ ହରିହର ସ୍ନାତକତ୍ତୋର କ୍ୟାନସର୍ ପ୍ରତିଷ୍ଠାନରେ ନିଦାନ ଶାସ୍ତ୍ର ସ୍ପେସାଲାଇଜେସନ୍ ପାଠ୍ୟକ୍ରମ ଖୋଲିବା ପାଇଁ ଜାତୀୟ ମେଡିକାଲ୍ କାଉନସିଲ୍ ତରଫରୁ ସ୍ୱୀକୃତି ପ୍ରକାଶ କରାଯାଇଛି । ୪ ଟି ସିଟ୍ ପାଇଁ ଏହି ସ୍ୱୀକୃତି ମିଳିଛି । ଏଥିପାଇଁ ଚଳିତବର୍ଷ ଫେବୃଆରୀ ମାସରେ ମେଡିକାଲ୍ କାଉନସିଲ୍ ତରଫରୁ କ୍ଷେତ୍ରସ୍ତରୀୟ ଅନୁଧ୍ୟାନ କରାଯାଇଥିଲା । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ, ଏହି ପ୍ରତିଷ୍ଠାନରେ ନିଶ୍ଚେତକ ସ୍ପେସାଲିଷ୍ଟ୍ ପାଠ୍ୟକ୍ରମ ଆରମ୍ଭ ପାଇଁ ମେଡିକାଲ୍...
ମାର୍ଚ୍ଚ ୧୬ ରୁ ୧୯ ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା
ଭୁବନେଶ୍ୱର : ଆସନ୍ତା ମାର୍ଚ୍ଚ ୧୬ ତାରିଖରୁ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବ ଦିଗକୁ ଅପରଏୟାର ଟ୍ରଫ୍ ଲାଇନ୍ର ପ୍ରଚଳନ ଏବଂ ଉପକୂଳ ଅଂଚଳକୁ ବଙ୍ଗୋପ ସାଗରରୁ ଜଳୀୟ ବାଷ୍ପ ପ୍ରବାହ ଯୋଗୁଁ ଏଭଳି ସମ୍ଭାବନା ଥିବା ସିଇସି ପକ୍ଷରୁ କୁହାଯାଇଛି । ମାର୍ଚ୍ଚ ୧୬ ରୁ ୧୯ ତାରିଖ ମଧ୍ୟରେ ଉପକୂଳ...
546 Inmates Died In Jails
Bhubaneswar: As many as 546 prisoners, undertrial prisoners died in different jails of the State during the last 10 years, Minister of State (MoS) for Home, Tusharkanti Behera informed the State Assembly on Monday. While giving a written reply to a question of BJD lawmaker Soumya Ranjan Patnaik, the Minister of State (MoS) said deaths of 200 prisoners and 346 undertrial...
Odisha Missing PM SHRI
Bhubaneswar: Odisha yet to get benefit of the Pradhan Mantri Schools for Rising India (PM SHRI) scheme launched by Government of India in September last year. The State Government has not yet signed MoU with the Centre for implementation of the scheme in Odisha. This was informed by Union Minister of State for Education, Annpurna Devi in the Lok Sabha...
More Schools To Arrest Dropout
Bhubaneswar: To reduce drop-out rates across the State, 106 higher secondary schools will be opened in the upcoming academic year, said School and Mass Education (S&ME) Minister Samir Ranjan Dash here on Monday. Briefing media persons about the annual budget highlights for the year 2023-24, Shri Dash said a total of Rs 22,527.80 crore has been allocated in the budget of...