House Begins On Stormy Note
Bhubaneswar: The first session of the newly constituted 17th Odisha Legislative Assembly began this morning with a stormy note as Opposition BJD and Congress walked out as soon as Governor Raghubar Das’s address to the House was started. Both the Opposition parties boycotted the Governor’s address over the alleged assault of an ASO of Raj Bhavan by the Governor's son...
କ୍ରୀଡା ପୁରସ୍କାର ମିଳିବା ନେଇ ସନ୍ଦେହ
ଭୁବନେଶ୍ୱର : ଓଡିଶା ରାଜ୍ୟ କ୍ରୀଡା ସମ୍ମାନ ଏବେ ଠାରୁ ପ୍ରତିବର୍ଷ ଅଗଷ୍ଟ ୨୯ତାରିଖରେ ଜାତୀୟ କ୍ରୀଡାଦିବସ ଅବସରରେ ଏକ ସ୍ୱତନ୍ତ୍ର ଉତ୍ସବରେ ପ୍ରଦାନ କରାଯିବ ବୋଲି ଯେଉଁ ଘୋଷଣା କରାଯାଇଛି ତାହା ଚଳିତବର୍ଷ ନିର୍ଦ୍ଧାରିତ ଦିନରେ ଦିଆଯାଇ ପାରିବ କି ନାହିଁ ସେଥିଘେନି ସନ୍ଦେହ ଉପୁଜିଛି । ରାଜ୍ୟ ସରକାରଙ୍କ ସଦ୍ୟତମ ଘୋଷଣା ମୁତାବକ ୮ଟି ବିଭାଗରେ ରାଜ୍ୟ କ୍ରୀଡା ସମ୍ମାନ ପ୍ରଦାନ କରାଯିବ । କ୍ରୀଡା କ୍ଷେତ୍ରରେ ଜୀବନବ୍ୟାପି ଅବଦାନ ପାଇଁ ଯେଉଁ ସମ୍ମାନ ପ୍ରଦାନ କରାଯିବ ସେଥିରେ ସମ୍ମାନିତ ହେବାକୁ...
ଲୁଚାଛପାରେ ବଢୁଛି ଟ୍ରେଡିଂ କାରବାର
ଭୁବନେଶ୍ୱର : ଚିଟ୍ଫଣ୍ଡ ଭଳି ଏମେ ଟ୍ରେଡିଂ ନାଁରେ ମାଳ ମାଳ ଏଜେଣ୍ଟ ସକ୍ରିୟ । ଅଧିକ ଅର୍ଥର ଲୋଭ ଦେଖାଇ ଏମାନେ ଲୋକଙ୍କ ଠାରୁ ମୋଟା ଅଙ୍କର ଟଙ୍କା ଉଠାଉଥିବାବେଳେ ଏମାନଙ୍କ ଉପରେ ନଜର ରଖିବା ଏବେ ଜରୁରୀ ହୋଇପଡିଛି । ଟ୍ରେଡିଂ ଜରିଆରେ ବିପୁଳ ଅର୍ଥ ମିଳୁଥିବାର ପ୍ରଚାର ସହିତ ଠିକ୍ ଚିଟ୍ଫଣ୍ଡ ଭଳି ପ୍ରଥମ ପର୍ଯ୍ୟାୟରେ ଲୋକଙ୍କୁ ମଧ୍ୟ ଲାଭ ପ୍ରଦାନ କରାଯାଉଛି । ଏକ ଲକ୍ଷ ଟଙ୍କା ଲଗାଇଲେ ପ୍ରତିଦିନ ଲୋକଙ୍କୁ ହଜାରେରୁ ଦେଢ ହଜାର ଟଙ୍କା ମିଳୁଛି...
ନିୟମିତ ଯାଞ୍ଚ ହେବ ସ୍କୁଲ ବସ୍
କଟକ : ସ୍କୁଲ ବସରେ ଅଗ୍ନି ନିରାପତ୍ତା ନିୟମ ପାଳନକୁ ସୁନିଶ୍ଚିତ କରିବା ଦିଗରେ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । କେନ୍ଦ୍ରୀୟ ମୋଟର ଯାନ ନିୟମ ୧୯୮୯ ର ଧାରା ୧୨୫ସି ଅନୁଯାୟୀ ସମସ୍ତ ସ୍କୁଲ ବସରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ସଠିକ୍ ଅନୁପାଳନ ହେବା ଅନିବାର୍ଯ୍ୟ । ଖିଲାପକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ପରିବହନ କମିସନର ଅମିତାଭ ଠାକୁର । ସ୍କୁଲ ବସରେ ଫାୟାର...
BJD Demands SCS For Odisha
New Delhi: Ahead of the Budget session of Parliament, the BJD today demanded special category status (SCS) for Odisha. The demand for special category status for Odisha was raised by BJD Rajya Sabha leader Sasmit Patra during an all-party meeting held here. In a post on X, senior Congress leader Jairam Ramesh, who was present at the meeting, said, “How the political...
ଭାଙ୍ଗିଲା ପ୍ରଦେଶ କଂଗ୍ରେସ ସଂଗଠନ
ଭୁବନେଶ୍ୱର : ପ୍ରଥମ ଥର ପାଇଁ ଏଆଇସିସି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି)କୁ ଭଙ୍ଗ କରିଛି। ନିକଟରେ ଶେଷ ହୋଇଥିବା ବିଧାନସଭା ଓ ଲୋକସଭା ନିର୍ବାଚନରେ କଂଗ୍ରେସର ଖରାପ ପ୍ରଦର୍ଶନ ପରେ କଂଗ୍ରେସ ନେତୃତ୍ୱ ଓଡ଼ିଶାରେ ନିଜର ସଂଗଠନକୁ ସଂପୂର୍ଣ୍ଣ ରୂପେ ପୁନରୁଦ୍ଧାର କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ଜାତୀୟ ସ୍ତରରେ କଂଗ୍ରେସର ପ୍ରମୁଖ ବିରୋଧୀ ଦଳ ବିଜେପି ଓଡ଼ିଶାରେ ୭୮ଟି ବିଧାୟକ ଆସନ ଜିତି ସରକାର ଗଠନ କରିଥିବା ବେଳେ ୨୧ଟି ସାଂସଦ ଆସନରୁ ୨୦ଟିରେ ବିଜୟୀ ହୋଇଥିବା ବେଳେ...
ବଦଳିବ ନାହିଁ କ୍ରୀଡ଼ା ପୁରସ୍କାରର ନାମ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହସ୍ତକ୍ଷେପ ପରେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରର ନାମ ପରିବର୍ତ୍ତନ କରାଯିବ ନାହିଁ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି। କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଶୁକ୍ରବାର ଏହି ପୁରସ୍କାର ପାଇଁ 'ରାଜ୍ୟ କ୍ରୀଡ଼ା ସମ୍ମାନ' ନାମରେ ନିର୍ଦ୍ଦେଶନାମା ଜାରି କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି ସ୍ପଷ୍ଟୀକରଣ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିଜୁ ପଟ୍ଟନାୟକଙ୍କ ନାମ ପୁରସ୍କାରରୁ ବାଦ୍ ଦେବା ପାଇଁ ତାଙ୍କ ସରକାର କୌଣସି ଆନୁଷ୍ଠାନିକ...
AICC Axe On OPCC
Bhubaneswar: For the first time, AICC has dissloved Odisha Pradesh Congress Committee (OPCC). The Congress leadership has started exercise for complete revamp of its organization in Odisha following the party's poor show in the recently concluded Assembly and Lok Sabha elections. BJP, the principal opposition of Congress at national-level, has formed a government in Odisha by winning 78 MLA seats...
Biju Sports Award Continues
Bhubaneswar: With Chief Minister Mohan Charan Majhi's intervention, the State Government today clarified that the name of Biju Patnaik Sports Award will not be changed. The Sports and Youth Services Department on Friday issued guidelines for this year's award, renaming it 'Rajya Krida Samman'. Chief Minister Mohan Charan Majhi and Sports Minister Suryabanshi Suraj have come with clarifications today. The Chief...
State To Boost Livestock
Puri: Minister Fisheries & ARD, Gokulananda Mallik emphasized the integration of sustainable practices within the livestock sector. Shri Mallik was speaking at Regional Training Program held here. He pointed out that the analysis and logical use of the data obtained after the livestock census will pave the way for formulating future departmental policies and implementing programs, as well as...










