ପ୍ରଥମ ପସନ୍ଦ ରେଭେନ୍ସା
ଭୁବନେଶ୍ୱର : ଚଳିତ ବର୍ଷ ୨୦୨୪-୨୫ ଶିକ୍ଷାବର୍ଷ ନିମନ୍ତେ ଉଚ୍ଚ ମାଧ୍ୟମିକ (ଯୁକ୍ତ ଦୁଇ) ଶିକ୍ଷା ଅନ୍ତର୍ଭୁକ୍ତ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ଉପଶାସ୍ତ୍ରୀରେ ନାମଲେଖା ନିମନ୍ତେ ପ୍ରଥମ ପର୍ଯ୍ୟାୟର ପ୍ରଥମ ମେଧା ତାଲିକା ଆଜି ପ୍ରକାଶ ପାଇଛି । ଏଥିରେ ଯୁକ୍ତ ଦୁଇ ପାଠ ପଢିବା ଲାଗି ଛାତ୍ରଛାତ୍ରୀଙ୍କ ପ୍ରଥମ ପସନ୍ଦ ରେଭେନ୍ସା ଥିବା ଜଣାପଡିଛି । ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କଳାରେ ୭୫.୧୭ ପ୍ରତିଶତ, ବିଜ୍ଞାନରେ ୯୧.୫୦ ପ୍ରତିଶତ ଓ ବାଣିଜ୍ୟରେ ୭୭.୦୦ ପ୍ରତିଶତ କଟ୍-ଅଫ୍ ମାର୍କ ସହିତ...
ଖୋର୍ଦ୍ଧାରୋଡ୍-ବଲାଙ୍ଗୀର କାର୍ଯ୍ୟର ସମୀକ୍ଷା
ଭୁବନେଶ୍ୱର : ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ ଆଜି ସମ୍ବଲପୁର ପରିଦର୍ଶନରେ ଯାଇ ଚାଲୁ ରହିଥିବା ଖୋର୍ଦ୍ଧା ରୋଡ-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ଝରମୁଣ୍ଡା-ବୌଦ୍ଧ ରେଳ ସେକ୍ସନ ନିରୀକ୍ଷଣ କରିବା ସହିତ ସମ୍ବଲପୁର-ଜରପଡା ରେଳ ସେକ୍ସନର ରେଳ ଭିତ୍ତିଭୂମି ଓ ଯାତ୍ରୀ ପରିଷେବାକୁ ନିରୀକ୍ଷଣ କରିଛନ୍ତି । ଏହି ନିରୀକ୍ଷଣ ସମୟରେ ସମ୍ବଲପୁର ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକଙ୍କ ସହିତ ରେଳପଥ ମୁଖ୍ୟାଳୟର ବରିଷ୍ଠ ଅଧିକାରୀ, ପ୍ରକଳ୍ପ ନିର୍ମାଣକାରୀ ଅଧିକାରୀ ପ୍ରତିନିଧୀମାନେ ଶ୍ରୀ ଫୁଙ୍କୱାଲଙ୍କ ସହ ନିରୀକ୍ଷଣ କାର୍ଯ୍ୟରେ ସହଯୋଗ...
ବିଜେପିର ପ୍ରାଥମିକତା ହେଉଛି ଓଡିଶାର ବିକାଶ
ଭୁବନେଶ୍ୱର : ଓଡିଶାରେ ପ୍ରଥମ ଥର ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରେ ଏକାକୀ ଭାବରେ ଭାରତୀୟ ଜନତା ପାର୍ଟୀ ସରକାର ଗଠନ କରିବା ପରେ ପ୍ରଥମ ଥର ପାଇଁ ପୁରୀଠାରେ ଆୟୋଜିତ ଦୁଇ ଦିନିଆ ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀର ଦ୍ୱିତୀୟ ଦିନରେ ରାଜନୈତିକ ଚିଠା ପ୍ରସ୍ତାବ ପାରିତ ହୋଇଛି । ଏହି କାର୍ଯ୍ୟକାରିଣୀରେ ୫ଟି ପ୍ରସ୍ତାବ ଉପରେ ମୋହର ମରାଯାଇଥିଲା । ବିଜେପି ପ୍ରତି ଜନତାଙ୍କ ଯେଉଁ ବିଶ୍ୱାସ ରହିଛି ତାହା ଅତୁଟ ରଖିବୁ । ଓଡ଼ିଶାବାସୀ ଶାସନଭାର ବିଜେପିକୁ ସମର୍ପଣ କରିଛନ୍ତି...
New Name For Sports Award
Bhubaneswar: The BJP Government has renamed State’s Sports Award by removing former Chief Minister Biju Patnaik’s name from the Award and named it as Odisha Rajya Krida Samman. The State Sports and Youth Services Department has issued fresh guidelines for the Award. The Rajya Krida Samman will be awarded in the eight categories subject to availability of suitable candidates. Samman for Life-time Achievement for...
SRC Reviews Heavy Rains
Bhubaneswar: With many parts of the State continuing to receive heavy rainfall during the past two days, Special Relief Commissioner (SRC) Satyabrata Sahu today reviewed the situation with concerned district Collectors. During the meeting, it was observed that Malknagiri district received an average rainfall of 190mm, followed by Nabaranghpur (70.1mm) and Koraput (67.4mm) during the last 24 hours. The highest rainfall...
ବଞ୍ଚିତ ପ୍ରାର୍ଥୀଙ୍କୁ ନିଯୁକ୍ତି ଦେବେ ନୂଆ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ପ୍ରତିଯୋଗିତାମୂଳକ ପରୀକ୍ଷାରେ ଢେର ଅଧିକ ନମ୍ବର ରଖିଥିଲେ ମଧ୍ୟ ଜଣେ କୃତୀ ପ୍ରାର୍ଥୀଙ୍କୁ ସାଢେ ପାଞ୍ଚବର୍ଷ ଧରି ନିଯୁକ୍ତି ସୁଯୋଗରୁ ବଞ୍ଚିତ କରାଯାଇଥିବାବେଳେ ଏବେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝି ଏ ସଂକ୍ରାନ୍ତରେ ଚୂଡାନ୍ତ ପଦକ୍ଷେପ ନେଇ ଏହି ଭିନ୍ନକ୍ଷମ ପ୍ରାର୍ଥୀଙ୍କୁ ଓଏଏସ୍ ଚାକିରିରେ ନିଯୁକ୍ତି ଦେବାକୁ ଯାଉଛନ୍ତି । ଦୀର୍ଘବର୍ଷ ଧରି ନ୍ୟାୟ ପାଇଁ ଆଇନ୍ ଅଦାଲତର ଲଢେଇକରି ଜିଣିବାପରେ ବି ଗତ ସାତ ମାସ ଧରି ଏହି ଭିନ୍ନକ୍ଷମ ପ୍ରାର୍ଥୀଙ୍କ ନିଯୁକ୍ତି ସଂକ୍ରାନ୍ତୀୟ ନଥି ବିଭାଗରୁ ବିଭାଗ, ତଳୁ...
ଦାଦନ ସମସ୍ୟା ସରକାରଙ୍କ ପାଇଁ ଆହ୍ୱାନ
ଭୁବନେଶ୍ୱର : ଅନ୍ୟ ରାଜ୍ୟକୁ କାମ ଅନ୍ୱେଷଣରେ ଦାଦନ ଭାବେ ଓଡିଶାରୁ ଶ୍ରମଶକ୍ତି ପଳାୟନ କରିବା ବଡ ସମସ୍ୟା ହୋଇଥିବାବେଳେ ଏହାକୁ ରୋକିବା ଏବେ ନୂଆ ସରକାରଙ୍କ ପାଇଁ ଆହ୍ୱାନ ପାଲଟିଛି । ରାଜ୍ୟରୁ ପାଞ୍ଚ ହଜାରରୁ କମ୍ ଶ୍ରମିକଙ୍କୁ ନେବାପାଇଁ ସରକାର ଠିକାଦାରମାନଙ୍କୁ ଲାଇସେନ୍ସ ଦେଇଥିବାବେଳେ ବାସ୍ତବରେ ତାହାଠାରୁ ଢେର ଅଧିକ ଶ୍ରମିକ ଯାଉଥିବା କୁହାଯାଉଛି । ସରକାରୀ ହିସାବ ଅନୁଯାୟୀ ଶ୍ରମିକମାନଙ୍କୁ ଅନ୍ୟ ରାଜ୍ୟକୁ ନେବାପାଇଁ ୮୨ଜଣ ଠିକାଦାରଙ୍କୁ ଲାଇସେନ୍ସ ପ୍ରଦାନ କରାଯାଇଛି । ଏମାନେ ବିଭିନ୍ନ ଜିଲ୍ଲାରୁ ୪୮୦୦ ଶ୍ରମିକ...
ସୁରକ୍ଷା ସଂସ୍ଥା କାର୍ଯ୍ୟର ସମୀକ୍ଷା
ନୂଆଦିଲ୍ଲୀ : ଦେଶର ସୁରକ୍ଷା ଆହ୍ୱାନର ମୁକାବିଲା ପାଇଁ ଦାୟିତ୍ୱରେ ଥିବା ଆଇବିର ମଲ୍ଟି ଏଜେନ୍ସି ସେଣ୍ଟର (ଏମ୍ଏସି) କାର୍ଯ୍ୟର ସମୀକ୍ଷା କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀରେ ବିଭିନ୍ନ ସୁରକ୍ଷା ମୁଖ୍ୟ ଏବଂ ଆଇନ ପ୍ରବର୍ତ୍ତନ ଏଜେନ୍ସିମାନଙ୍କ ସହିତ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଏହି ବୈଠକକୁ ସମ୍ବୋଧିତ କରି ଗୃହମନ୍ତ୍ରୀ ଦେଶର ବିଭିନ୍ନ ସୁରକ୍ଷା ଏଜେନ୍ସି ମୁଖ୍ୟ ଏବଂ ଅନ୍ୟ ଗୁଇନ୍ଦା ଏବଂ ପ୍ରବର୍ତ୍ତନ ଏଜେନ୍ସିମାନଙ୍କୁ ଜାତୀୟ ନିରାପତ୍ତା ପ୍ରତି ସମ୍ପୂର୍ଣ୍ଣ ସରକାରୀ ଆଭିମୁଖ୍ୟ...
ପିତାମ୍ବର ଆଚାର୍ଯ୍ୟ ନୂଆ ଏଜି
ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟଙ୍କୁ ଓଡ଼ିଶାର ନୂଆ ଆଡଭୋକେଟ ଜେନେରାଲ ଭାବେ ନିଯୁକ୍ତି ଦିଆଯାଇଛି। ଏ ନେଇ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଭାରତୀୟ ସମ୍ବିଧାନର ଧାରା ୧୬୫ର ଧାରା (୧) ଅନୁଯାୟୀ ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଶ୍ରୀ ପୀତାମ୍ବର ଆଚାର୍ଯ୍ୟଙ୍କୁ ତୁରନ୍ତ ଓଡ଼ିଶା ରାଜ୍ୟ ପାଇଁ ଆଡଭୋକେଟ୍ ଜେନେରାଲ ଭାବେ ନିଯୁକ୍ତ କରି ରାଜ୍ୟପାଳ ଆନନ୍ଦିତ ହୋଇଛନ୍ତି। ଶ୍ରୀ ଆଚାର୍ଯ୍ୟ ହେବେ ବିଜେପି ସରକାରଙ୍କ ପ୍ରଥମ ଏଜି। ସେ ବିଜେପି ଏବଂ ରାଜ୍ୟର ଜଣାଶୁଣା ବ୍ୟକ୍ତିତ୍ୱଙ୍କ...
SRC Alerts Collectors
Bhubaneswar: ACS Revenue & Disaster Management And SRC Satyabrata Sahu has directed Collectors of Malkangiri and Nabarangpur to be alert. And they were advised to take pro-active steps in order to take care of people as under the impact of depression. It came to notice that there are reports of road submergence in Malkangiri and Nabarangpur. SRC Shri Sahu directed the...










