BJD Days Are Numbered
Bhubaneswar: Senior BJP leader and Sambalpur MLA Jayanarayan Mishra today predicted that the BJD’s days are numbered and it will end soon. Speaking to media persons on BJP-BJD relationship here, Shri Mishra said many things including that BJP and BJD are together were said when the BJP was in the Opposition. Now BJP came to power in the State. Still,...
CM Unveils Bishnupada’s Book
Bhubaneswar: Chief Minister Mohan Majhi formally unveiled the book titled “The Collector’s Mother” written by Bishnupada Sethi, Principal Secretary SSEPD in CMO in Lok Seva Bhawan. The book is published by BluOne Ink, New Delhi. It is a true story of an underprivileged woman who inspired her son to become a member of the prestigious Indian Administrative Service. Born as...
ନଥିର ଗତି ଧିମା
ଭୁବନେଶ୍ୱର : ନାଲିଫିତା ସାହି ପ୍ରଶାସନିକ ବ୍ୟବସ୍ଥାର ଅନ୍ତ ଘଟାଇ ସରକାରୀକଳକୁ ଗତିଶୀଳ କରାଇବା ଲାଗି ବିଜେପି ପକ୍ଷରୁ ବାରମ୍ବାର କୁହାଯାଇ ଆସୁଥିବାବେଳେ ଏବେ ୪୦ଦିନର ନୂଆ ସରକାରରେ କିନ୍ତୁ ବ୍ୟବସ୍ଥାରେ ସୁଧାର ଆସିବା ପରିବର୍ତ୍ତେ ସ୍ଥାଣୁତା ବଢିଛି ବୋଲି ବିଭିନ୍ନ ମହଲରୁ ଅଭିଯୋଗ ହେଉଛି । ତେବେ ଏହି ସମସ୍ୟାର ତ୍ୱରିତ ସମାଧାନ ଉପରେ ରାଜ୍ୟ ସରକାର ଗୁରୁତ୍ୱଆରୋପ କରୁଛନ୍ତି । ନୂଆ ମନ୍ତ୍ରୀମଣ୍ଡଳ ଜୁନ୍ ୧୨ତାରିଖରେ ଗଢାଯିବା ପୂର୍ବରୁ ଜୁନ୍ ୪ତାରିଖରେ ନିର୍ବାଚନୀ ଫଳାଫଳ ପ୍ରକାଶ ପାଇଥିଲା । ଏହା ପରଠାରୁ...
ମାଳ ମାଳ ଅନ୍ୟ ରାଜ୍ୟର ଗାଡି
ଭୁବନେଶ୍ୱର : ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏବେ ଅନ୍ୟ ରାଜ୍ୟରେ ପଞ୍ଜିକୃତ ମାଳ ମାଳ ଚାରିଚକିଆ ଯାନ ଦେଖିବାକୁ ମିଳୁଛି । ଏହିସବୁ ଗାଡିଗୁଡିକୁ ଦୀର୍ଘଦିନ ଧରି ଓଡିଶା ରାସ୍ତାରେ ଚକ୍କର କାଟୁଥିଲେ ମଧ୍ୟ ଏମାନଙ୍କ ଠାରୁ ଟିକସ ଆଦାୟ ତ ଦୂରରକଥା ଯାଞ୍ଚ ମଧ୍ୟ ହେଉନାହିଁ । ଚଳିତ ସାଧାରଣ ନିର୍ବାଚନ ପରେ ପରେ ରାଜଧାନୀରେ ଏବେ ଏକାଧିକ ଅନ୍ୟରାଜ୍ୟ ପଞ୍ଜିକୃତ ଯାନ ଦେଖିବାକୁ ମିଳୁଛି । ଏଥିରୁ ସଂଖ୍ୟାଧିକ ହେଉଛି ଚାରିଚକିଆ ଯାନ । ସାଧାରଣତଃ ପଶ୍ଚିମବଙ୍ଗ, ଝାଡଖଣ୍ଡ,...
୭% ମଧ୍ୟରେ ରହିବ ଜିଡିପି
ନୂଆଦିଲ୍ଲୀ : ୨୦୨୪-୨୫ରେ ଭାରତର ବାସ୍ତବ ଜିଡିପି ୬.୫ ରୁ ୭ ପ୍ରତିଶତ ମଧ୍ୟରେ ରହିବ ବୋଲି ଆକଳନ କରାଯାଇଛି। ଭାରତୀୟ ଅର୍ଥବ୍ୟବସ୍ଥା ମହାମାରୀରୁ ଦ୍ରୁତ ଗତିରେ ପୁନରୁଦ୍ଧାର କରିଥିଲା ଏବଂ ଆର୍ଥିକ ବର୍ଷ ୨୦୨୩-୨୪ରେ ଏହାର ବାସ୍ତବ ଜିଡିପି କୋଭିଡ୍ ପୂର୍ବ, ଆର୍ଥିକ ବର୍ଷ ୨୦୨୦ ସ୍ତର ତୁଳନାରେ ୨୦ ପ୍ରତିଶତ ଅଧିକ ଥିଲା। କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଆର୍ଥିକ ସର୍ବେକ୍ଷଣ ରିପୋର୍ଟ ଉପସ୍ଥାପନ କରି...
ସିଟିଟିସି ସହ ରାଜିନାମା
ଭୁବନେଶ୍ୱର : ଦେବଗଡ଼ ଜିଲ୍ଲାର ସରକାରୀ ବାରକୋଟ୍ଆଇଟିଆଇ ଓ ଯାଜପୁର ଜିଲ୍ଲାର ସରକାରୀ ପଲିଟେକ୍ନିକ୍ଠାରେ ମିନିଟୁଲ୍ରୁମ୍ ନିର୍ମାଣ ପାଇଁ ଦକ୍ଷତା ବିକାଶ ଓ ବୈଷୟିକଶିକ୍ଷା ଅଧିନରେ କାର୍ଯ୍ୟରତ ବୈଷୟିକଶିକ୍ଷା ଓ ପ୍ରଶିକ୍ଷଣର ନିର୍ଦ୍ଦେଶକ ରେଘୁଜିଏବଂ ସେଣ୍ଟ୍ରାଲ ଟୁଲ୍ ରୁମ୍ ଓ ପ୍ରଶିକ୍ଷଣ କେନ୍ଦ୍ର ବା ସିଟିଟିସିର ସାଧାରଣ ପରିଚାଳକ ଶ୍ରୀ ଏଲ୍. ରାଜଶେଖରଙ୍କ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି । ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଓ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀଙ୍କ ଉପସ୍ଥିତିରେ...
ସୋଆ ଏବଂ ଆଇସିଟି ମୁମ୍ବାଇ ମଧ୍ୟରେ ବୁଝାମଣା
ଭୁବନେଶ୍ୱର : ରସାୟନ ବିଜ୍ଞାନ, ଜୀବ ବିଜ୍ଞାନ, କେମିକାଲ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲଜି ଏବଂ ଏହା ସହିତ ସମ୍ପୃକ୍ତ ଅନ୍ୟ କ୍ଷେତ୍ରରେ ମିଳିତ ଗବେଷଣା ଏବଂ ଉଚ୍ଚ ଶିକ୍ଷାପ୍ରାପ୍ତ ମାନବ ସମ୍ବଳକୁ ବୃଦ୍ଧି କରିବା ଲକ୍ଷ୍ୟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଓ ଇନ୍ଷ୍ଟିଚ୍ୟୁଟ୍ ଅଫ୍ କେମିକାଲ୍ ଟେକ୍ନୋଲୋଜି (ଆଇସିଟି), ମୁମ୍ବାଇ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି । ବୁଝାମଣା ଅନୁଯାୟୀ ସୋଆ ଏବଂ ଆଇସିଟି, ମୁମ୍ବାଇ ଦୁଇଟି ଶିକ୍ଷାନୁଷ୍ଠାନର ବୈଜ୍ଞାନିକ, ଗବେଷକ, ଫ୍ୟାକଲ୍ଟି ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପାରସ୍ପରିକ...
ବିଧାନସଭା ଆରମ୍ଭରୁ ସରଗରମ
ଭୁବନେଶ୍ୱର: ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଆଜି ସରଗରମ ପରିବେଶ ସହ ଆରମ୍ଭ ହୋଇଛି। ରାଜ୍ୟପାଳ ରଘୁବର ଦାସଙ୍କ ଅଭିଭାଷଣ ଆରମ୍ଭ ହେବା ମାତ୍ରେ ବିରୋଧୀ ବିଜେଡି ଓ କଂଗ୍ରେସ କକ୍ଷତ୍ୟାଗ କରିଛନ୍ତି । ଗତ ଜୁଲାଇ ୭ ତାରିଖ ରାତିରେ ପୁରୀରେ ରାଜ୍ୟପାଳଙ୍କ ପୁଅ ରାଜଭବନର ଜଣେ ଏଏସ୍ଓଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ଉଭୟ ବିରୋଧୀ ଦଳ ରାଜ୍ୟପାଳଙ୍କ ଅଭିଭାଷଣକୁ ବର୍ଜନ କରିଥିଲେ। ଏହି ମାମଲାରେ ବିଜେପି ସରକାର ଚୁପ୍ ବସିଥିବାରୁ ବିରୋଧୀ ଦଳ ନେତାମାନେ ଦୃଢ ପ୍ରତିବାଦ କରିଛନ୍ତି । ବିରୋଧୀ ଦଳ...
House Begins On Stormy Note
Bhubaneswar: The first session of the newly constituted 17th Odisha Legislative Assembly began this morning with a stormy note as Opposition BJD and Congress walked out as soon as Governor Raghubar Das’s address to the House was started. Both the Opposition parties boycotted the Governor’s address over the alleged assault of an ASO of Raj Bhavan by the Governor's son...
କ୍ରୀଡା ପୁରସ୍କାର ମିଳିବା ନେଇ ସନ୍ଦେହ
ଭୁବନେଶ୍ୱର : ଓଡିଶା ରାଜ୍ୟ କ୍ରୀଡା ସମ୍ମାନ ଏବେ ଠାରୁ ପ୍ରତିବର୍ଷ ଅଗଷ୍ଟ ୨୯ତାରିଖରେ ଜାତୀୟ କ୍ରୀଡାଦିବସ ଅବସରରେ ଏକ ସ୍ୱତନ୍ତ୍ର ଉତ୍ସବରେ ପ୍ରଦାନ କରାଯିବ ବୋଲି ଯେଉଁ ଘୋଷଣା କରାଯାଇଛି ତାହା ଚଳିତବର୍ଷ ନିର୍ଦ୍ଧାରିତ ଦିନରେ ଦିଆଯାଇ ପାରିବ କି ନାହିଁ ସେଥିଘେନି ସନ୍ଦେହ ଉପୁଜିଛି । ରାଜ୍ୟ ସରକାରଙ୍କ ସଦ୍ୟତମ ଘୋଷଣା ମୁତାବକ ୮ଟି ବିଭାଗରେ ରାଜ୍ୟ କ୍ରୀଡା ସମ୍ମାନ ପ୍ରଦାନ କରାଯିବ । କ୍ରୀଡା କ୍ଷେତ୍ରରେ ଜୀବନବ୍ୟାପି ଅବଦାନ ପାଇଁ ଯେଉଁ ସମ୍ମାନ ପ୍ରଦାନ କରାଯିବ ସେଥିରେ ସମ୍ମାନିତ ହେବାକୁ...










