Lakhs Throng For Darshan
Puri: A sea of devotees throng to pilgrim town Puri to witness the holy and spectacle Deva Snana Purnima rituals of Lord Jagannath, his siblings and Lord Sudarsan. All the three deities of Lord Balabhadra, Lord Jagannath, Devi Subhadra along with Lord Sudarsan have been ushered to the Snana Mandap inside the temple premises in ritualistic Goti Pahandi procession. Starting from Mangalarpana, then...
ମନ୍ତ୍ରୀଙ୍କ ଦପ୍ତରରୁ ଫେରୁନି ଫାଇଲ୍
ଭୁବନେଶ୍ୱର : ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାର ତୁରନ୍ତ ନିଷ୍ପତ୍ତି ନେବାପାଇଁ ନବ ନିଯୁକ୍ତ ମନ୍ତ୍ରୀମାନଙ୍କୁ ଓସ୍ୱାସ ସଂଯୋଗ ସହିତ ପାସ୍ୱାର୍ଡ ଦେଇ ଦିଆଯାଇଛି । ଏହା ସତ୍ୱେ ବି ଅନେକ ମନ୍ତ୍ରୀଙ୍କ ପାଖକୁ ବିଭାଗରୁ ଓସ୍ୱାସରେ ପଠାଯାଉଥିବା ଗୁରୁତ୍ୱପୂର୍ଣ୍ଣ ଫାଇଲଗୁଡିକ ଫେରୁନାହିଁ । ଏଯାବତ୍ ମୁଖ୍ୟମନ୍ତ୍ରୀ କିମ୍ବା ଅନ୍ୟ ମନ୍ତ୍ରୀମାନେ ସଚିବାଳୟରେ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଚାମ୍ବରରେ ବସିନାହାନ୍ତି । ଯେଉଁମାନେ ନୂଆହୋଇ ନିର୍ବାଚିତ ହୋଇ ଆସିଛନ୍ତି ସେମାନଙ୍କ ପାଇଁ ସରକାରୀ ବାସଭବନ ଆବଣ୍ଟିତ ହୋଇନଥିବାରୁ କିଏ ନଜ ଘରେ ତ ଆଉ...
ମଧ୍ୟାହ୍ନ ଭୋଜନ ଚିନ୍ତା ବଢିଲା
ଭୁବନେଶ୍ୱର : ଗ୍ରୀଷ୍ମ ଛୁଟିପରେ ରାଜ୍ୟରେ ବିଦ୍ୟାଳଗୁଡିକ ଖୋଲିଥିବାବେଳେ ବଜାର ଦରକୁ ଦେଖି ଏବେ କର୍ତ୍ତୃପକ୍ଷଙ୍କୁ ମଧ୍ୟାହ୍ନଭୋଜନ ଚିନ୍ତା ଘାରିଛି । ଡାଲି ଠାରୁ ଆରମ୍ଭକରି ଆଳୁ, ପିଆଜ ଓ ପନପରିବା ଦର ଯେଭଳି ବୃଦ୍ଧି ପାଇଛି ସେଥିରେ ପିଲାଙ୍କୁ ସରକାରଙ୍କ ଧାର୍ଯ୍ୟ ଦରରେ କିଭଳି ମଧ୍ୟାହ୍ନଭୋଜନ ଯୋଗାଯିବ ତାହାକୁ ନେଇ ସମସ୍ୟା ଦେଖାଦେଇଛି । ରାଜ୍ୟରେ ଏବେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନଭୋଜନ ଯୋଗାଇ ଦିଆଯାଉଛି । ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ଦୈନିକ ମୁଣ୍ଡପିଛା ୫ଟଙ୍କା ୯୦ ପଇସା...
Another VoA; Singh Deo
New Delhi: The new BJP Government has planned to present another vote-on-account before coming up with the full budget for 2024-25. This was informed by Deputy Chief Minister K V Singh Deo today while speaking to the Media here. Shri Singh Deo is in New Delhi to attend State Finance Ministers’ meeting on Central Budget for 2024-25 and GST Council...
Odisha Hockey Connect ..2036
Bhubaneswar: The State Government has pledged its continued support for Indian hockey, providing a major boost for the sport. The Government today decided to extend its support for both Indian Hockey teams for a period of another three years to 2036, the year when Odisha will complete 100 years of its formation. This significant partnership was solidified in a high-level...
ଯୋଗ ମଣିଷକୁ ସୁସ୍ଥ ରଖେ
ଭୁବନେଶ୍ୱର : ଯୋଗ ଏବଂ ଧ୍ୟାନ କେନ୍ଦ୍ର ଓ ଯୋଗ ସମିତିର ମିଳିତ ଅନୁକୂଲ୍ୟରେ ସ୍ଥାନୀୟ ରିଜର୍ଭ ପୋଲିସ ପଡିଆ ଠାରେ ଯୋଗ ଦିବସ ପାଳନ କରାଯାଇଛି। ଏହି ଅବସରରେ ଆଜି ପ୍ରାତଃ ସମୟରେ ମାନ୍ୟବର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗାଭ୍ୟାସରେ ସାମିଲ ହୋଇଥିଲେ। ଏହି ଅବସରରେ ମନ୍ତ୍ରୀ ଡଃ ମହାପାତ୍ର କହିଥିଲେ ଯେ ଯୋଗ ବିଜ୍ଞାନ ଅନୁସାରେ ଆଧ୍ୟାତ୍ମିକ ଶକ୍ତି ପ୍ରାପ୍ତି ପାଇଁ ଏହା ହେଉଛି ବଳିଷ୍ଠ ତଥା ଶ୍ରେଷ୍ଠ ମାଧ୍ୟମ । ଶରୀର ଓ...
ସୋଆରେ ଆନ୍ତର୍ଜାତିକ ଯୋଗ ଦିବସ
ଭୁବନେଶ୍ୱର : ଉତମ ଛାତ୍ର ହେବା ପାଇଁ ସୁସ୍ଥ ରହିବା ଆବଶ୍ୟକ । ସୁସ୍ଥ ଓ ନିରାମୟ ଜୀବନ ପାଇଁ ଯୋଗାଭ୍ୟାସର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଶୁକ୍ରବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଆର୍ନ୍ତଜାତୀକ ଯୋଗ ଦିବସ ପାଳିତ ହୋଇଯାଇଛି । ଆନ୍ତର୍ଜାତିକ ଯୋଗ ଦିବସ ପାଳନ ଅବସରରେ ଏଠାରେ ଆୟୋଜିତ ଯୋଗ କାର୍ଯ୍ୟକ୍ରମରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ସୋଆର ଯୋଗ ପ୍ରଶିକ୍ଷକ ଶ୍ରୀ ଅଖିଳ ଚନ୍ଦ୍ର ରଣା ଛାତ୍ରଛାତ୍ରୀ ମାନଙ୍କୁ ଯୋଗାଭ୍ୟାସ କରାଇଥିଲେ । ପ୍ରାତଃ ସମୟରେ...
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ହକି ଇଣ୍ଡିଆ କର୍ମକର୍ତ୍ତା
ଭୁବନେଶ୍ୱର : ଆଜି ରାଜ୍ୟ ଅତିଥି ଭବନ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କ ସହ ହକି ଇଣ୍ଡିଆର ସଭାପତି ଦିଲ୍ଲୀପ ତିର୍କୀ ଓ ମହାସଚିବ ଶ୍ରୀ ଭୋଳାନାଥ ସିଂ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା କରିଛନ୍ତି। ଆଲୋଚନା ପ୍ରସଙ୍ଗରେ ସେମାନେ କହିଥିଲେ ଯେ ହକି ପାଇଁ ଓଡ଼ିଶାକୁ ବିଶ୍ଵ ରେ ଗୋଟିଏ ଅଲଗା ପରିଚୟ ମିଳିଛି। ଭାରତୀୟ ହକି ଦଳର ବିକାଶ ରେ ଓଡ଼ିଶା ର ପ୍ରଶଂସନୀୟ ଅବଦାନ ରହିଛି ବୋଲି ସେମାନେ କହିଥିଲେ। ଭବିଷ୍ୟତରେ ଓଡ଼ିଶା ସରକାର ଙ୍କ ସହ...
ପିସିସି ସଭାପତିଙ୍କୁ କାଳିମାଡ
ଭୁବନେଶ୍ୱର : ରାଜ୍ୟ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କୁ ଆଜି କାଳିମାଡ ହୋଇଛି । ଶ୍ରୀ ପଟ୍ଟନାୟକ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ତାଙ୍କ ପ୍ରକୋଷ୍ଠରେ ବସିଥିବାବେଳେ କିଛି ଅଜଣା ମୁଖାପିନ୍ଧା ଯୁବକ ତାଙ୍କ ଉପରେ କାଳିମାଡ କରିଛନ୍ତି । କାଳିମାଡରେ ତାଙ୍କ ଜାମାପଟା ପୂରା ଭିଜି ଯାଇଥିବା ଜଣାଯାଇଛି । ନିଟ୍ ପରୀକ୍ଷାରେ ହୋଇଥିବା କେଳେଙ୍କାରୀ ବିରୁଦ୍ଧରେ ଆନ୍ଦୋଳନ ପାଇଁ ପ୍ରଦେଶ କଂଗ୍ରେସ କର୍ମକର୍ତ୍ତାମାନେ ପ୍ରସ୍ତୁତ ହେଉଥିବାବେଳେ ଶ୍ରୀ ପଟ୍ଟନାୟକ ତାଙ୍କ ପ୍ରକୋଷ୍ଠରେ ବସିଥିଲେ । ତେବେ ଆନ୍ଦୋଳନ ପାଇଁ ଯିବା ପୂର୍ବରୁ...
Odisha Celebrates IYD 2024
Bhubaneswar: Chief Minister Mohan Charan Majhi said that Yoga has played an important role in building a new Odisha and a healthy Odisha. Chief Minister Shri Majhi said that efforts will be made to take the efforts started to build a healthy society through yoga to all levels of the society. The Chief Minister was speaking at the International Yoga Day...









