ଓଡ଼ିଆ ଅଫିସରଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ବୈଠକ
ନୂଆଦିଲ୍ଲୀ : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ନୂଆଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟ ଅଧୀନରେ କାମ କରୁଥିବା ଉଚ୍ଚ ପଦାଧିକାରୀ ମାନଙ୍କର ସହଯୋଗ କାମନା କରିଛନ୍ତି। ଗତକାଲି ନୀତି ଆୟୋଗ ବୈଠକରେ ଯୋଗ ଦେବା ପରେ ଆଜି ଓଡ଼ିଶା ଭବନରେ କେନ୍ଦ୍ରରେ କାର୍ଯ୍ୟରତ ଓଡ଼ିଶା କାଡ଼ର୍ ଅଧିକାରୀ ମାନଙ୍କ ଏକ ବୈଠକର ଆୟୋଜନ କରା ଯାଇଥିଲା। ଏଥିରେ ଦୁଇ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ଶ୍ରୀମତୀ ପ୍ରଭାତୀ ପରିଡ଼ା ମଧ୍ୟ ଯୋଗ ଦେଇଥିଲେ। ନୀତି ଆୟୋଗର ବୈଠକରେ...
OCA,Mayor Face Off
Cuttack: A face-off like situation arose between Odisha Cricket Association Secretary Sanjay Behera and Cuttack Mayor Subash Singh over development of Barabati cricket stadium in Cuttack city. They engaged in a war of words following Sports Minister Suryavanshi Suraj’s statement made in the State Legislative Assembly on the matter. While replying to a question of Barabati-Cuttack MLA Sofia Firdous, the Minister...
ରାସନକାର୍ଡ ଯାଞ୍ଚ ପାଇଁ ହିତାଧିକାରୀ ଛାନିଆ
ଭୁବନେଶ୍ୱର : ରାସନକାର୍ଡଧାରୀମାନଙ୍କ ଆଧାର ଭିତ୍ତିକ ଇ-କେୱାଇସି ଯାଞ୍ଚ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ ଋଣ କରି ଚାରିଚକିଆ ଯାନଟିଏ ରଖିଥିବା ରାସନ କାର୍ଡଧାରୀ ଏବେ ଆତଙ୍କିତ । କାରଣ ରାସନକାର୍ଡ ତାଲିକାରୁ ବାଦ୍ ପଡିବାପାଇଁ ଯେଉଁସବୁ ମାନଦଣ୍ଡ ରହିଛି ସେଥିରେ ଚାରିଚକିଆ ଯାନ ରଖିଥିବା ବ୍ୟକ୍ତି ସବୁଠାରୁ ଆଗରେ ରହିଛନ୍ତି । ଗୋଟିଏ ପଟେ ରାଜ୍ୟରେ ଲକ୍ଷାଧିକ ଭୂତ କାର୍ଡ ଯୋଗେ ଚାଉଳ ଉଠାଣର ଅଭିଯୋଗ ଉଠୁଥିବାବେଳେ ରାଜ୍ୟ ସରକାର ଏବେ ଇ-କେୱାଇସି ଯାଞ୍ଚ ପାଇଁ ପ୍ରସ୍ତୁତ ଚଳାଇଛନ୍ତି । ଏହାଦ୍ୱାରା ଯୋଗ୍ୟ...
ରାଜଧାନୀରେ ଶିଳାନ୍ୟାସ ଫଳକରେ ଅଟକିଛି
ଭୁବନେଶ୍ୱର : ବାରବାଟୀ ଷ୍ଟାଡିୟମ ସମ୍ପ୍ରସାରଣ ଶିଳାନ୍ୟାସକୁ ଘେନି ବିଜେଡି, କଂଗ୍ରେସ ଓ ବିଜେପି ମଧ୍ୟରେ ରାଜନୈତକ ବୟାନବାଜି ଚାଲିଥିବାବେଳେ ଭୁବନେଶ୍ୱରରେ ପୂର୍ବରୁ ହୋଇଥିବା ଅନେକ ଶିଳାନ୍ୟାସ ମଧ୍ୟରୁ ଦୁଇଟି ଏବେ ପୁଣି ଚର୍ଚ୍ଚାରେ । ଏଠାରେ ଉଲ୍ଲେଖନୀୟ ଯେ ଗତ ନିର୍ବାଚନ ପୂର୍ବରୁ ବାରବାଟୀ ଷ୍ଟାଡିୟମର ସମ୍ପ୍ରସାରଣ ଓ ଆଧୁନିକୀକରଣ ଲାଗି ସେତେବେଳର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଶିଳାନ୍ୟାସ କରାଯାଇଥିଲା । ତେବେ ଚଳିତ ବଜେଟ୍ରେ ଏହି ପ୍ରକଳ୍ପ ଲାଗି ଅର୍ଥ ବ୍ୟବସ୍ଥା ହୋଇନଥିବାରୁ ବିଜେଡିର ବରିଷ୍ଠ ନେତା ତଥା କଟକ...
ଇଂଜିନିୟରମାନେ ଏ ଯୁଗର ବିଶ୍ୱକର୍ମା
ଭୁବନେଶ୍ୱର : ଇଂଜିନିୟରମାନେ ହେଉଛନ୍ତି ବର୍ତ୍ତମାନ ଯୁଗର ବିଶ୍ୱକର୍ମା । ଆଧୁନିକ ଜ୍ଞାନକୌଶଳକୁ ବ୍ୟବହାର କରି କୋଠାବାଡ଼ି, ରାସ୍ତା ଏବଂ ସେତୁ ନିର୍ମାଣ କ୍ଷେତ୍ରରେ ଆମ ଇଂଜିନିୟମମାନେ ଅନେକ କାର୍ଯ୍ୟ କରୁଛନ୍ତି । ଆମେ ବିକଶିତ ଓଡ଼ିଶା ଓ ବିକଶିତ ଭାରତର ସ୍ୱପ୍ନ ଦେଖୁଥିବାବେଳେ ଇଂଜିନିୟମମାନଙ୍କ ଦକ୍ଷତାକୁ ଉପଯୋଗ କରି ଆମେ ଏହାକୁ ପୂରାକରି ପାରିବା ବୋଲି ଆଇନ, ପୂର୍ତ୍ତ, ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରକାଶ କରିଛନ୍ତି । ଓଡ଼ିଶା ଡିପ୍ଲୋମା ଇଂଜିନିୟର ସେବାସଂଘର ମୁଖପତ୍ର ‘ଟେକ୍ନୋସ୍କ୍ରାଇବ୍’ର ପଚାଶ ବର୍ଷ ପୂର୍ତ୍ତି...
Rajput; New Principal Secretary To Governor
Bhubasneswar: Ace Administrator NBS Rajput has been appointed as Principal Secretary to Governor of Odisha. On return after successful Central Deputation tenure Shri Rajput has been assigned the new Assignment in Raj Bhawan, Odisha. Department of General Administration and Public Grievances has notified his new assignment. Shri Rajput is an Indian Administrative Services (IAS) officer of Odisha Cadre of 1999 Batch. He has...
Hirakud Releases First Water
Sambalpur: The authorities of Hirakud dam in Sambalpur district on Sunday released the season’s first floodwater to downstream of river Mahanadi, an official said. The water was released through seven gates following a steady rise in the water level in the reservoir due to rain in upstream of river Mahanadi, the official said. A total of 20 of the 67 gates...
ଆଳୁ ଚାଷ ପାଇଁ ଚାଷୀଙ୍କ ଆଗ୍ରହ ନାହିଁ
ଭୁବନେଶ୍ୱର : ଓଡିଶା ପାଇଁ ବାର୍ଷିକ ପାଖାପାଖି ୧୩ଲକ୍ଷ ମେଟ୍ରିକ ଟନ୍ ଆଳୁ ଆବଶ୍ୟକ ପଡୁଥିବାବେଳେ ରାଜ୍ୟରେ ଅତି ବେଶିରେ ୩ଲକ୍ଷ ମେଟ୍ରିକ ଟନ୍ ଆଳୁ ଉତ୍ପାଦିତ ହେଉଛି । ଯେତିକି ଆଳୁ ଓଡିଶାରେ ଉତ୍ପାଦିତ ହେଉଛି ପର୍ଯ୍ୟାପ୍ତ ସଂଖ୍ୟକ ଶୀତଳଭଣ୍ଡାର ନଥିବାରୁ ଚାଷୀମାନେ ବାଧ୍ୟହୋଇ ବେପାରୀମାନଙ୍କୁ ଅମଳ ସମୟରେ କୁଇଣ୍ଟାଲ ପିଛା ୪୦୦/୫୦୦ ଟଙ୍କାରେ ବିକିବାକୁ ବାଧ୍ୟ ହେଉଥିବାରୁ ଆଳୁଚାଷ ଲାଗି ଚାଷୀମାନଙ୍କ ଭିତରେ ଆଗ୍ରହ କମିଯାଉଛି । ପଶ୍ଚିମବଙ୍ଗ ଆଳୁ ନଦେଲେ ଓଡିଶାରେ କିଭଳି ହା ହା କାର ଅବସ୍ଥା ସୃଷ୍ଟିହୁଏ...
ମୁଣ୍ଡପିଛା ଋଣ ୨୬ହଜାର ଟପିବ
ଭୁବନେଶ୍ୱର :୨୦୨୪ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ରାଜ୍ୟର ମୋଟ ଋଣ ପରିମାଣ ୯୬,୩୧୦.୪୫ କୋଟି ଟଙ୍କା ରହିଛି, ଯାହା କି ରାଜ୍ୟର ମୋଟ ଘରୋଇ ଉତ୍ପାଦ (ଜିଏସଡିପି)ର ୧୧.୫୬ ପ୍ରତିଶତ । ୨୦୨୫ ମାର୍ଚ୍ଚ ଶେଷ ସୁଦ୍ଧା ଋଣ ପରିମାଣ ୧,୨୫,୫୫୦ କୋଟି ଟଙ୍କାରେ ପହଞ୍ଚିବ ବୋଲି ରାଜ୍ୟ ସରକାର ଆକଳନ କରିଥିବାରୁ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଓଡ଼ିଶା ଉପରେ ମୁଣ୍ଡପିଛା ଋଣ ବୋଝ ୨୦,୭୩୬ ଟଙ୍କା ଥିବା ବେଳେ ଏହା ୨୬,୦୪୯ ଟଙ୍କାରେ ପହଞ୍ଚିବାର ସମ୍ଭାବନା ରହିଛି...
SOA Organizes Allyship++
Bhubaneswar: More than sixty leaders and HR professionals representing different corporate organisations attended Leadership Conclave Allyship++ organised by Siksha ‘O’ Anusandhan Deemed to be University (SOA) at Hyderabad on Friday. The event, held with the objective of bridging the gap between academia and the corporate world, was graced by former Indian cricketer Arshad Ayub as chief guest who highlighted the...









