ବିଧାନସଭା କାର୍ଯ୍ୟ ହେବ କାଗଜମୁକ୍ତ
ଭୁବନେଶ୍ୱର : ଓଡ଼ିଶା ବିଧାନସଭା ସ୍ୱରୂପ ବଦଳିଛି ଓ କାର୍ଯ୍ୟଧାରାରେ ବ୍ୟାପକ ପରିବର୍ତ୍ତନ ସମ୍ଭବ ହୋଇପାରିଛି । ସମସ୍ତ କାର୍ଯ୍ୟର ଡିଜିଟାଇଜେସନ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ବିଧାନସଭାର କାର୍ଯ୍ୟକୁ କାଗଜବିହୀନ କରିବା ଉପରେ ଗୁରୁତ୍ୱାରୋପ କରାଯାଉଛି । ଏହା ଫଳ ସ୍ୱରୂପ ଜାତୀୟ ଇନ୍ଫର୍ମେଟିକ୍ ସେଣ୍ଟର (ଏନ୍ଆଇସି) ପକ୍ଷରୁ ରାଜ୍ୟ ବିଧାନସଭାରେ ନେଭା ନାମରେ ଇ-ବିଧାନ ପ୍ରକଳ୍ପ ଆରମ୍ଭ ହୋଇଛି । ଓଡ଼ିଶା ବିଧାନସଭା ସିଏସ୍ଆଇ-ଇ-ଗଭର୍ଣ୍ଣାନ୍ସ ଉତ୍କର୍ଷ ସମ୍ମାନରେ ସମ୍ମାନିତ ହୋଇଛି ବୋଲି ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ପ୍ରକାଶ କରିଛନ୍ତି । ଓଡ଼ିଶା...
ସୋଆରେ କ୍ୱାଣ୍ଟମ୍ ଟେକ୍ନୋଲୋଜି କର୍ମଶାଳା
ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ରେ ଶୁକ୍ରବାର “କ୍ୱାଣ୍ଟମ୍ ସାଇନସ୍ ଫର୍ କ୍ୱାଣ୍ଟମ୍ ଟେକ୍ନନୋଲୋଜି” ସଂପର୍କିତ କର୍ମଶାଳାରେ ଦେଶ ତଥା ବିଦେଶର ବିଭିନ୍ନ୍ନ୍ ଶିକ୍ଷାନୁଷ୍ଠାନର ବୈଜ୍ଞାନିକ, ଶିଳ୍ପ ବିଶେଷଜ୍ଞ ଓ ସରକାରୀ ଅଧିକାରୀମାନେ ଯୋଗଦେଇଥିଲେ । ବିକାଶଶୀଳ ଓଡିଶାକୁ ଏକ କ୍ୱାଣ୍ଟମ୍ ହବ୍ ଭାବେ ଗଢିବା ଉପରେ ଏହି କାର୍ଯ୍ୟକ୍ରମର ଗୁରୁତ୍ୱାରୋପ କରିଥିବାବେଳେ ‘ଆତ୍ମନିର୍ଭର ଭାରତ’ ଓ ‘ବିକଶିତ ଭାରତ -୨୦୪୭’ଏହାର ଲକ୍ଷ୍ୟ ରହିଥିଲା । ଅଟଳ ଇନ୍କ୍ୟୁବେସନ୍ ସେଂଟର – ସୋଆ ଫାଉଣ୍ଡେସନ୍, ସୋଆ – ସିଆଇଆଇ ଓ ଟେଲିକମ୍...
କୋଇଲା ରୟାଲିଟି ବୃଦ୍ଧିକୁ ଅପେକ୍ଷା
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବରିଷ୍ଠ ନେତାଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କୋଇଲା ରୟାଲିଟି ବୃଦ୍ଧି ଭଳି ଶୁଭ ଖବରକୁ ବିଜୁ ଜନତା ଦଳ ଉତ୍ସାହର ସହ ଅପେକ୍ଷା କରିଛି। ମୁଖ୍ୟମନ୍ତ୍ରୀ ତଥା ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ା ବୁଧବାର ରାତିରୁ ପ୍ରଥମ ଥର ପାଇଁ ନୂଆଦିଲ୍ଲୀ ଗସ୍ତରେ ଆସିଛନ୍ତି। ଏହି ଗସ୍ତ ସମୟରେ ସେମାନେ ଅମିତ ଶାହା ଓ ନିର୍ମଳା ସୀତାରମଣଙ୍କ ସମେତ ଅନେକ କେନ୍ଦ୍ରମନ୍ତ୍ରୀଙ୍କୁ...
Homage To Gandhi
New Delhi: Chief Minister Mohan Charan Majhi and Deputy Chief Ministers K V Singh Deo and Pravati Parida have paid homage to the Father of the Nation Mahatma Gandhi and former Prime Minister Atal Bihari Vajpayee in New Delhi today. Speaking to reports in Delhi, the Chief Minister said he was inspired by the leadership of Vajpayeeji from his...
Hoping For Royalty Hike
Bhubaneswar: The Biju Janata Dal (BJD) today said it is eagerly waiting for the good news including hike in coal royalty to be shared by Chief Minister Mohan Charan Majhi and two Deputy CMs after meeting top leaders including Prime Minister Narendra Modi during their New Delhi visit. The Chief Minister and two Deputy Chief Ministers K V Singh Deo...
Know The New CS
Bhubaneswar: When a Top Notch Administrator asked about 1990 Batch IAS Manoj Ahuja’s reputation in Odisha, the former Chief Secretary said “Its superb, and he is one of the most fair and impartial mandarin in the Cadre”. Shri Ahuja has been appointed as the new Chief Secretary of Odisha. The Department of General Administration and Public Grievances have brought out...
CM Meets PM, HM
New Delhi: Chief Minister Mohan Charan Majhi along with Deputy Chief Ministers KV Singh Deo and Pravati Parida met Droupadi Murmu, Vice-President Jagdeep Dhankhar, Prime Minister Narendra Modi and Union Home Minister Amit Shah here. After taking the oath of office, it was the first visit of the Chief Minister to New Delhi, where he met the President, Vice-President, PM,...
ପୌର, ପଞ୍ଚାୟତ ଦଖଲ ଅଭିଯାନ
ଭୁବନେଶ୍ୱର : ଓଡିଶାରେ ବିଜେପି ସରକାର ଗଢାଯିବା ପରେ ବିଭିନ୍ନ ପୌର ଓ ପଞ୍ଚାୟତିରାଜ ସଂସ୍ଥାର ବହୁ ଅଣ ବିଜେପି ନିର୍ବାଚିତ ସଦସ୍ୟ ବିଜେପିରେ ଯୋଗଦେବାକୁ ସଜବାଜ ହେଲେଣି । ସେମାନଙ୍କୁ ଆପଣେଇ ନେଇ ବିଜେପି ମଧ୍ୟ ବହୁ ପୌର ଓ ପଞ୍ଚାୟତିରାଜ ସଂସ୍ଥା ଦଖଲ କରିପାରେ । ଏହି କାର୍ଯ୍ୟକ୍ରମର ମୂଳଦୂଆ ଭବାନୀପାଟଣା ପୌରସଂସ୍ଥାରୁ ଆରମ୍ଭ ହେଉଛି । ଭବାନୀପାଟଣା ପୌରସଂସ୍ଥାର ପୌରାଧ୍ୟକ୍ଷା ବିଜେଡି ଦଳର । ତାଙ୍କ ବିରୁଦ୍ଧରେ ଏବେ ବିଜେଡି, ବିଜେପି ଓ କଂଗ୍ରେସର ପ୍ରାୟ ୨୦ଜଣ କାଉନସିଲର ମେଳି...
ନିର୍ଦ୍ଦେଶ ମାନୁ ନାହାନ୍ତି ମଦଦୋକାନୀ
ଭୁବନେଶ୍ୱର : ରାଜ୍ୟରେ ମଦ ବନ୍ଦକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ରାଜଧାନୀରେ ମଦୁଆଙ୍କୁ ଜବତ ପାଇଁ କମିଶନରେଟ ପୁଲିସ୍ ଜାରି କରିଥିବା ନିର୍ଦ୍ଦେଶନାମାକୁ ଅଧିକାଂଶ ମଦଦୋକାନୀ ମାନୁ ନାହାନ୍ତି । ଏହି ନିର୍ଦ୍ଦେଶନାମା ତତ୍କାଳୀନ ପୁଲିସ୍ କମିଶନର ରାଜେନ୍ଦ୍ର ପ୍ରସାଦ ଶର୍ମା ଜାରି କରିଥିଲେ । ରାଜ୍ୟରେ ମଦୁଆଙ୍କ ଉତ୍ପାତ ଓ ଅପରାଧକୁ ଦୃଷ୍ଟିକୁ ରଖି ଜାରି ହୋଇଥିବା ବିଜ୍ଞପ୍ତିରେ ମଦ ଦୋକାନୀଙ୍କୁ ସ୍ୱତନ୍ତ୍ର ନିର୍ଦ୍ଦେଶ ଦିଆଯାଇଥିଲା । ଏଥିରେ କୁହାଯାଇଥିଲା ଯେ ମଦ ଦୋକାନ ନିକଟରେ ଚାଖଣା ଦୋକାନ ରହିବ ନାହିଁ...
ରଥଯାତ୍ରା ପାଇଁ ୩୧୫ ଟ୍ରେନ
ଭୁବନେଶ୍ୱର : ରେଳ ମନ୍ତ୍ରଣାଳୟ ୬ ଜୁଲାଇରୁ ୧୯ ଜୁଲାଇ, ୨୦୨୪ ପର୍ଯ୍ୟନ୍ତ ତୀର୍ଥଯାତ୍ରୀମାନଙ୍କ ସୁବିଧାଜନକ ଯାତ୍ରା ପାଇଁ ପ୍ରଭୁ ଜଗନ୍ନାଥ ରଥ ଯାତ୍ରା ସମୟରେ ପୁରୀକୁ ଏବଂ ପୁରୀ ଠାରୁ ୩୧୫ ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ଯୋଜନା କରିଛି । ଚଳିତ ବର୍ଷ ଗୁଣ୍ଡିଚା ଯାତ୍ରା ଦୁଇ ଦିନ ଧରି ପାଳନ କରାଯାଉଛି । ପୂର୍ବ ରଥ ଯାତ୍ରା ଉତ୍ସବରୁ ଅଭିଜ୍ଞତାକୁ ନଜରକୁ ନେଇ ପୂର୍ବତଟ ରେଳପଥ ଓଡିଶାର ବିଭିନ୍ନ ସ୍ଥାନ ସହିତ ପଡୋଶୀ ରାଜ୍ୟରୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ...










