US Tariffs Won’t Hurt India’s Green Exports

0

New Delhi: Shri Santosh Kumar Sarangi, Secretary of the Ministry of New and Renewable Energy (MNRE), stated that new tariffs imposed by the United States will not significantly impact India's renewable energy exports. Shri Sarangi’s comments come as India continues its aggressive push into new energy projects, particularly in offshore wind. Shri Sarangi noted that India's current volume of renewable...

Odisha To Host NCCWSTSC

0

Bhubaneswar: Lok Sabha Speaker Shri Om Birla will inaugurate the National Conference of Chairpersons of the Committees on the Welfare of Scheduled Castes and Scheduled Tribes(NCCWSTSC) of Parliament and State Legislatures in Bhubaneswar, Odisha, on 29 August 2025. Shri Birla will also inaugurate an Exhibition and release a Souvenir on this occasion. Chief Minister, Odisha, Shri Mohan Charan Majhi; Union...

ପୂଜା ସାମଗ୍ରୀର ମାନ ଯାଞ୍ଚ ହେଉନି

0

ଭୁବନେଶ୍ୱର : ଗଣେଶ ଚତୁର୍ଥୀରୁ ରାଜ୍ୟରେ ପାର୍ବଣଋତୁ ଆରମ୍ଭ ହୋଇଥିବାବେଳେ ବଜାରରେ ଏବେ ପୂଜାସାମଗ୍ରୀ ଓ ଭୋଗ ଆଦିବାପାଇଁ ଗହଳି ଲାଗି ରହିଛି । ତେବେ ବଜାରରେ ମିଳୁଥିବା ଭୋଗ ଆଦିର ମାନ ଯାଞ୍ଚ ହେଉନଥିବାରୁ ଲୋକେ ଅତ୍ୟନ୍ତ ନିମ୍ନମାନର ଖାଦ୍ୟ ସାମଗ୍ରୀ ଖରିଦ କରୁଥିବା ଦେଖିବାକୁ ମିଳୁଛି । ପୂଜାପାଇଁ ଲୋକେ ପୂଜାସାମଗ୍ରୀ ଦୋକାନରୁ ଘିଅ, ମହୁ, ଲଡୁ, ଉଖୁଡା, ସେଓ ଆଦି ବିପୁଳ ପରିମାଣରେ ଖରିଦ କରୁଛନ୍ତି । ପୂଜା ସାମଗ୍ରୀ ଦୋକାନ ବାହାରେ ବି ଋତୁକାଳୀନ ବ୍ୟବସାୟୀଙ୍କ ପସରା ଖୋଲିଛି...

ସି-ପ୍ଲେନ୍‍କୁ ଅନୁମତି ମିଳିବା ନେଇ ସନ୍ଦେହ

0

ଭୁବନେଶ୍ୱର : ପ୍ରସ୍ତାବିତ ପୁରୀ ବିମାନବନ୍ଦରକୁ ଚୂଡାନ୍ତ ସବୁଜ ସଙ୍କେତ ମିଳିପାରିନଥିବାବେଳେ ଏବେ ରାଜ୍ୟ ସରକାର ଚିଲିକାରେ ‘ସି-ପ୍ଲେନ୍‍’ ସେବାପାଇଁ ପୁଣିଥରେ ଯେଉଁ ପ୍ରସ୍ତାବ ରଖିଛନ୍ତି ତାହାକୁ ପରିବେଶ ଅନୁମତି ମିଳିବ କି ନାହିଁ ସେଥିଘେନି ସନ୍ଦେହ ଉପୁଜିଛି । ଚିଲିକା ମତ୍ସ୍ୟଜୀବୀ ମହାସଂଘ ସମେତ ଚିଲିକା ଆଖପାଖରେ ବହୁ ସଂସ୍ଥା ଓ ପରିବେଶପ୍ରେମୀମାନେ ଚିଲିକାର ସି-ପ୍ଲେନ୍‍ ସେବାକୁ ବହୁ ପୂର୍ବରୁ ବିରୋଧକରି ଆସୁଛନ୍ତି । ନବୀନ ପଟ୍ଟନାୟକଙ୍କ ସରକାର ଅମଳରେ ଏହି ପ୍ରସ୍ତାବ ଉଠିବାମାତ୍ରେ ଦଳମତ ନିର୍ବିଶେଷରେ ବ୍ୟାପକ ବିରୋଧ ହୋଇଥିଲା ।...

ଛାତ୍ର, ଯୁବ ସଭାପତି ନିଯୁକ୍ତ କଲା ବିଜେଡି

0

ଭୁବନେଶ୍ବର : ଦୀର୍ଘ ଦିନର କସରତ ପରେ ବିଜେଡି ତାହାର ଛାତ୍ର ଓ ଯୁବ ଶାଖା ମୁଖିଆ ନିଯୁକ୍ତ କରିଛି । ଚିନ୍ମୟ ସାହୁ ବିଜୁ ଯୁବ ଜନତା ଦଳର ସଭାପତି ନିଯୁକ୍ତ ହୋଇଥିବାବେଳେ ଈପସିତା ସାହୁ ବିଜୁ ଛାତ୍ର ଜନତା ଦଳ ସଭାନେତ୍ରୀ ନିଯୁକ୍ତ ହୋଇଛନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ଏହି ନିଯୁକ୍ତି ଦେଇଛନ୍ତି। ଏହା ସହିତ ଉଭୟ ଯୁବ ଓ ଛାତ୍ର ସଂଗଠନରେ ଜଣେ ଲେଖାଏଙ୍କୁ ବରିଷ୍ଠ ସାଧାରଣ ସଂପାଦକ ଓ ତିନି ଜଣ ଲେଖାଏଙ୍କୁ ସାଧାରଣ...

Tax Official Nabbed In Bribery Sting

0

Bhubaneswar: Smt. Sarita Barik, an OFS-I officer serving as the Assistant Commissioner of State Tax, Bhubaneswar-IV Circle, was apprehended by Odisha Vigilance on Tuesday for allegedly demanding and accepting a bribe of Rs. 25,000. The arrest was made following a complaint from a bakery shop owner. According to Vigilance officials, the complainant, who runs a food products firm, was issued...

Odisha’s Skyward Ambition

0

Bhubaneswar: Odisha is charting an ambitious new flight path, aiming to transform its aviation sector into a key driver of economic growth. This push is underpinned by a series of strategic policies and a significant financial commitment, as detailed out by Principal Secretary of Commerce & Transport, Smt.Usha Padhee in the Eastern States Ministers Conference On Civil Aviation held...

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ

0

ଭୁବନେଶ୍ୱର : ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଜାତିଗତ ତଥ୍ୟ ଜାଲିଆତିକୁ ନେଇ ପିସିସି ମିଡ଼ିଆ ବିଭାଗ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଦଳ ପକ୍ଷରୁ ମନ୍ତ୍ରୀଙ୍କ ଜାଲିଆତି ଉଜାଗର କରାଯାଇଛି। ବରିଷ୍ଠ ନେତା ଶିବାନନ୍ଦ ରାୟ, ପିସିସି ମୁଖପାତ୍ର ଅଭିଷେକ୍ ମହାନନ୍ଦ, ମୁଖପାତ୍ର ନିଶିକାନ୍ତ ମିଶ୍ର ଏବଂ ବିଭୁତି ମହାପାତ୍ର ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହି ଜାଲିଆତିର ବିଭିନ୍ନ ତଥ୍ୟପ୍ରମାଣ ଉପସ୍ଥାପନ କରିଥିଲେ। ମୁଖପାତ୍ର ଅଭିଷେକ୍ ମହାନନ୍ଦ କହିଥିଲେ, ମନ୍ତ୍ରୀ ମୁକେଶ...

ଆସିବ ନୂଆ ଐତିହ୍ୟ ନୀତି

0

ଭୁବନେଶ୍ୱର : ଓଡ଼ିଶାର ଐତିହ୍ୟ ଓ ସଂସ୍କୃତି ବହୁ ପୁରାତନ । ଐର ଖାରବେଳଙ୍କ ସମୟରୁ ଆରମ୍ଭ କରି ପାଇକ ବିଦ୍ରୋହ ପର୍ଯ୍ୟନ୍ତ ଅନେକ କୀତ୍ତିରାଜି ଆଜିବି ଲୋକଲୋଚନ ଆଢ଼ୁଆଳରେ ରହିଯାଇଛି । ଏହି ଐତିହ୍ୟ କୀର୍ତ୍ତିରାଜିକୁ ଖୋଜି ବାହାର କରିବା ସହ ସେସବୁର ଡାଟାବେସ୍‌ ପ୍ରସ୍ତୁତ କରିବା ସହ ସଂରକ୍ଷଣ ଓ ସୌନ୍ଦର୍ଯ୍ୟକରଣ ଉପରେ ଗୁରୁତ୍ୱ ଦେଇ ପର୍ଯ୍ୟଟନ ସ୍ଥଳୀ ଭାବେ ପରିଚିତ କରାଇବାର ଆବଶ୍ୟକତା ରହିଛି ବୋଲି ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ମତ ପ୍ରକାଶ ପାଇଛି । ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ...

ବନ୍ୟା ସ୍ଥିତିର ସମୀକ୍ଷା କଲେ ରାଜ୍ୟପାଳ

0

ଭୁବନେଶ୍ୱର : ସଂପ୍ରତି ରାଜ୍ୟର ବିଭିନ୍ନ ଜିଲ୍ଲାରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିର ସମୀକ୍ଷା କରି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ସତର୍କ ରହିବା ଏବଂ ଶୂନ୍ୟ ଜୀବନହାନୀକୁ ସୁନିଶ୍ଚିତ କରିବା ଉପରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି ଗୁରୁତ୍ୱାରୋପ କରିଛନ୍ତି । ଚଳିତ ଅଗଷ୍ଟ ୨୬ ତାରିଖ ଦିନ ରାଜଭବନର ସମ୍ମିଳନୀ କକ୍ଷରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଉପୁଜିଥିବା ବନ୍ୟା ପରିସ୍ଥିତି ଏବଂ ପ୍ରଭାବିତ ଜିଲ୍ଲାମାନଙ୍କର ବର୍ତ୍ତମାନର ସ୍ଥିତି ସଂପର୍କରେ ସମୀକ୍ଷା କରି ବନ୍ୟା ମୁକାବିଲା ଏବଂ ଜୀବନ ସୁରକ୍ଷା...