ଗାଡ଼ି ଚାଳକଙ୍କୁ ଜଗିବ ଆଇଏମଏସ୍
ପୁରୀ : ବେପରୁଆ ଗାଡ଼ି ଚାଳକଙ୍କୁ ନିୟନ୍ତ୍ରଣ କରିବାକୁ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ପବିତ୍ର ଘୋଷଯାତ୍ରା ଅବସରରେ ଇଣ୍ଟେଲିଜେଣ୍ଟ ଏନଫୋର୍ସମେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ ବା ଆଇଇଏମଏସ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ବାଣିଜ୍ୟ ଓ ପରିବହନ ତଥା ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା । ପୁରୀ ମାଳତୀପାଟପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀଯୁକ୍ତ ଜେନା କହିଛନ୍ତି, ଏହି ବ୍ୟବସ୍ଥା ଦୁର୍ଘଟଣା ହ୍ରାସ ଦିଗରେ ସହାୟକ ହେବ । ସଡ଼କ ପଥର ଉନ୍ନତି ସହିତ ଯାନବାହାନ ଚଳାଚଳ ମଧ୍ୟ...
Juggernaut On Move
Puri: Amid chants of Hari Bol and Jai Jagannath, pulling of Chariots of Lord Jagannath and his siblings Lord Balabhadra and Devi Subhadra began as per the schedule. With the pulling of three chariots, Juggernaut started rolling here. As the chariots started moving on the Grand Road here, the holy Trinity started their nine-day journey to Sri Gundicha temple. Puri Shankaracharya...
Mahakaleswar@Jagannatha
Bhubaneswar: Shree Mahakaleshwar has given darshan to devotees on Lord Jagannatha Vesha on the occasion of world-famous Rath Jatra. Shree Mahakaleshwar decked up to resemble Shree Jagannatha and gave darshan to his devotees at Ujjain today. The devotees are also feeling blessed after having Darshan of Lord Shiva in such a rare Vesha since the bhasm aarti, the first ritual conducted...
PM Greets On Jatra
Puri: While President of India Droupadi Murmu is particiapting in World Famous Rath Jatra here on 7 July, Prime Minister, Narendra Modi, today wished the people on the occasion of sacred Rath Jatra of Mahaprabhu Jagannath. Shri Modi posted on X: “Greetings on the start of the sacred Rath Jatra. We bow to Mahaprabhu Jagannath and pray that His blessings constantly...
Trinity Pahandi Completed
Puri :Pahandi Bije of Trinity completed by 2.30 PM.With chants of Hari Bol and Jay Jagannath, sounds of gongs, conches and cymbals, the ceremonial Pahandi Bije ritual of the Holy deities commenced at Puri at around 11 AM. Lord Sudarshan was first taken to Darpadalan, the chariot of Devi Subhadra. The Pahandi Bije of Lord Balabhadra and Devi Subhadra is...
ରତ୍ନଭଣ୍ଡାର ନିଷ୍ପତ୍ତି ନଅ ତାରିଖକୁ ଘୁଞ୍ଚିଲା
ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଓ ମହାପ୍ରଭୁଙ୍କ କୋଷାଗାର ଭିତରେ ଗଚ୍ଛିତ ଅଳଙ୍କାରର ଯାଞ୍ଚ ପାଇଁ ତାରିଖ ଧାର୍ଯ୍ୟ କରିବା ପାଇଁ ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟି ର ପ୍ରଥମ ବୈଠକରେ ଆସନ୍ତା ୯ ତାରିଖରେ ପୁଣି ଥରେ ବୈଠକ ବସିବାକୁ ନିଷ୍ପତ୍ତି ନିଆଯାଇଛି। ଆଜି କମିଟିର ପ୍ରଥମ ବୈଠକ ପରେ ଜଷ୍ଟିସ ବିଶ୍ୱନାଥ ରଥ ଏହି ସୂଚନା ଦେଇଛନ୍ତି। ରତ୍ନ ଭଣ୍ଡାର ଉଦଘାଟନ ପାଇଁ ସେ ୧୬ ଜଣିଆ ଦଳର ନେତୃତ୍ୱ ନେଉଛନ୍ତି। ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାର ସମେତ...
ନିମନ୍ତ୍ରଣରେ ସ୍ୱତନ୍ତ୍ର ଶାକାହାରୀ ବ୍ୟଞ୍ଜନ
ଭୁବନେଶ୍ୱର : ରଥଯାତ୍ରାର ଦିବ୍ୟ ପରିବେଶରେ ଭୁବନେଶ୍ୱରର ‘ନିମନ୍ତ୍ରଣ’ ପକ୍ଷରୁ ସ୍ୱତନ୍ତ୍ର ଶାକାହାରୀ ଥାଳିର ଶୁଭାରମ୍ଭ କରାଯାଇଛି । ରଥ ଉତ୍ସବରେ ଅନୁପ୍ରାଣିତ ହୋଇ ୨୦୨୪ ଜୁଲାଇ ୭ରୁ ୧୫ ତାରିଖ ପର୍ଯ୍ୟନ୍ତ ନିମନ୍ତ୍ରଣ ରେସ୍ତୋଁରା ପକ୍ଷରୁ ଏହି ଥାଳିରେ ପେଟପୂରା ୧୫ ପ୍ରକାର ଶାକାହାରୀ ବ୍ୟଞ୍ଜନ ପରସା ଯିବାର ବ୍ୟବସ୍ଥା କରାଯାଇଛି । ପର୍ଯ୍ୟଟନ ବିଭାଗ ଏବଂ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ଓଡ଼ିଆ ସଂସ୍କୃତି, ପର୍ବପର୍ବାଣି ଏବଂ ବ୍ୟଞ୍ଜନର ଆଦୃତି ବୃଦ୍ଧି ନିମନ୍ତେ ପ୍ରୟାସ କରାଯାଉଛି । ଖାଣ୍ଟି ଓଡ଼ିଆ-ବ୍ୟଞ୍ଜନ...
ସରକାରୀ ଜମିରୁ ଜବରଦଖଲ ହଟାଅ
ଭୁବନେଶ୍ୱର : ସରକାରୀ ଜମିରେ ବ୍ୟାପକ ଜବରଦଖଲ କୁ ନେଇ ଗଭୀର ଉଦ୍ ବେଗ ପ୍ରକାଶ କରି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଆଜି ସମସ୍ତ ଜିଲ୍ଲାପାଳଙ୍କୁ ନିଜ ନିଜ ଅଧୀନରେ ଥିବା ସରକାରୀ ଜମି ଜବରଦଖଲ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସାହୁ କହିଛନ୍ତି ଯେ, ଏକ ଉଚ୍ଚସ୍ତରୀୟ ବୈଠକରେ ବ୍ୟାପକ ଜବରଦଖଲ ନେଇ ସରକାର ଚିନ୍ତା ପ୍ରକଟ କରିଛନ୍ତି। ଏଠାରେ ଉଲ୍ଲେଖ...
Remove Encroachments On Govt Land;ACS
Bhubaneswar: Expressing serious concern over large scale encroachments on Government lands, Additional Chief Secretary (ACS), Revenue and Disaster Management Satyabrata Sahu today asked all the District Magistrates to remove encroachment on Government land parcels in their respective jurisdictions. Writing a letter to all the District Collectors, ACS Shri Sahu said that concerns have been raised by the Government on large...
Bhandar Opening Date Soon
Puri: In its first meeting, the high-level Committee headed by Justice Biswanath Rath today decided to hold another round of meeting on July 9 here to fix date for reopening of the Ratna Bhandar (Lord's Treasury) of the Shree Jagannath temple in Puri to carry out repair work and inventory of ornaments stored inside the Lord's Treasury. This was informed by Justice Biswanath Rath...









