ବୃତଙ୍ଗ ପ୍ରକଳ୍ପକୁ ମିଳିଲା ଜଙ୍ଗଲ ଅନୁମୋଦନ
ଭୁବନେଶ୍ୱର : ନୟାଗଡ଼ ଜିଲ୍ଲାର ବହୁ ପ୍ରତିକ୍ଷିତ ବୃତଙ୍ଗ ଜଳସେଚନ ପ୍ରକଳ୍ପ ପାଇଁ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଜଙ୍ଗଲ ଜମି ରେ ଅଣ ଜଙ୍ଗଲ କାର୍ଯ୍ୟ ପାଇଁ ଚୂଡାନ୍ତ ମଞ୍ଜୁରୀ ଦେଇଛି। ସୂଚନା ଯୋଗ୍ୟ ଯେ, ଦୀର୍ଘ ୩୦ ବର୍ଷ ଧରି ଏହି ଯୋଜନାଟି ଜଙ୍ଗଲ ଅନୁମତି ପାଇଁ ଅପେକ୍ଷା କରିଥିଲା।ଏହି ଅନୁମୋଦନ ପରେ ଜିଲ୍ଲାର କୃଷି ଓ କୃଷକଙ୍କ ହିତ ସାଧନ ପାଇଁ ଏହି ପ୍ରକଳ୍ପଟି ବରଦାନ ସଦୃଶ ହେବ । ୧୫୨୪.୧୭ ହେକ୍ଟର ଅଞ୍ଚଳର ଜଙ୍ଗଲ ଜମିରେ ...
Chariots Reach Destination
Puri: The chariots of Lord Jagannath and his siblings Lord Balabhadra and Devi Subhadra reached Saradhabali near Shree Gundicha temple as per the scheduled time. All the three holy chariots reached Saradhabali in Puri around 2.30 pm. Amid Haribol and Jai Jagannth chanting, Lord Balabhadra’s chariot, Taladhwaja, first reached Gundicha temple followed by Devi Subhadra’s Darpadalana. At the end, Lord...
IIT’s Innovative Urban Solution
Bhubaneswar: Rapid urbanization in India has led to widespread construction of impervious pavements like bituminous and concrete surfaces. These exacerbate storm water runoff during rainfall, causing flood-like conditions in many cities. Additionally, increased impervious surfaces and urban population have significantly depleted groundwater reserves, impacting urban dwellers' quality of life. Recognizing that urban spaces like parking lots, cycle tracks, and pedestrian walkways...
Green Signal For Brutanga
Bhubaneswar: The Ministry of Environment and Forests (MoEF) has accorded grant of Stage-II forest clearance for diversion of1524.17 hectares forest land for construction of Brutanga irrigation project in Nayagarh district. After careful examination of the proposal by the Forest Advisory Committee, ‘in principle’ approval to the proposal under the Van (Sanrakshan Evam Samvardhan) Adhiniyam, 1980 was granted in August 2010...
BJD Sets Media Panels
Bhubaneswar: In a major move following the dismal show of the party, the Biju Janata Dal (BJD) today dissolved all office bearers and formed a fresh panel of Spokespersons. In an order, BJD supremo Naveen Patnaik said, “All State level office bearers of the BJD are hereby dissolved with immediate effect. The new state level office bearers will be appointed...
One Died In Rath Jatra
Puri:At least one devotee died and more than 600 hundreds injured during different incidents of chariot pulling on the Grand Road in Puri during the Rath Jatra today. Chief Minister Mohan Charan Majhi, Health Minister Mukesh Mahaling, Chief Secretary Manoj Ahuja and other senior officers rushed to the hospital and inquired about the health condition of the injured people....
ନେତାଙ୍କୁ ଘର ପାଇଁ ସ୍ୱଷ୍ଟ ନୀତି ହେଉ
ଭୁବନେଶ୍ୱର : ମନ୍ତ୍ରୀ ଓ ବିଧାୟକମାନଙ୍କ ପାଇଁ ରାଜଧାନୀରେ ସରକାରୀ ବାସଗୃହ ଯୋଗାଇବା କ୍ଷେତ୍ରରେ ସ୍ୱତନ୍ତ୍ର ନୀତି ପ୍ରଣୟନ ପାଇଁ ଦାବି ହେଉଛି । ବିଧାୟକମାନଙ୍କ ପାଇଁ ଏମଏଲଏ କଲୋନୀ ଥିବାବେଳେ ବହୁ ବିଧାୟକ ବିଭିନ୍ନ ୟୁନିଟ୍ରେ ସରକାରୀ ଅଫିସରମାନଙ୍କ ପାଇଁ ଥିବା ବଙ୍ଗଳାରେ ରହିବାକୁ ପ୍ରସନ୍ଦ କରୁଥିବାରୁ ସମସ୍ୟା ଉତ୍କଟତର ହେଉଛି । ଏପରିପ୍ରେକ୍ଷୀରେ ସଂସଦ ଢାଞ୍ଚାରେ ରାଜ୍ୟ ବିଧାନସଭାର ସଦସ୍ୟମାନଙ୍କୁ ନେଇ ଗୃହ କମିଟି ମାଧ୍ୟମରେ ନିର୍ଦ୍ଧାରିତ ନୀତି ନିୟମ ଅନୁଯାୟୀ କ୍ୱାଟର୍ସ ଯୋଗାଇବାପାଇଁ ମତପ୍ରକାଶ ପାଉଛି । ବିଧାନସଭା ନିକଟରେ...
ବର୍ଷାରେ ଅଳିଆ ସମସ୍ୟା ଉତ୍କଟ
ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ତାହାର ବର୍ଜ୍ୟ ଉଠାଇବା ନୀତିରେ ପରିବର୍ତ୍ତନ କରୁନଥିବାରୁ ରାଜଧାନୀର ବିଭିନ୍ନ ଅଞ୍ଚଳ ଏବେ ବର୍ଷାଋତୁରେ ଗନ୍ଧେଇଲାଣି । ବିଶେଷକରି ଯେଉଁଠାରେ ସଡକ ପାଶ୍ୱର୍ରେ କିମ୍ବା ଉପରେ ଅଳିଆଗୁଡିକୁ ଗଦାକରି ଦିଆଯାଉଛି ବର୍ଷାପାଣି ପଡିବା ପରେ ସେଠାରେ ଅତ୍ୟନ୍ତ ପୂତ୍ତିଗନ୍ଧମୟ ପରିସ୍ଥିତି ସୃଷ୍ଟି ହେଉଛି । ବିଏମ୍ସିର ୬୭ଟି ୱାର୍ଡରେ ପୂର୍ବରୁ ଅଳିଆ ସଂଗ୍ରହ ପାଇଁ ବିଏମ୍ସି ପକ୍ଷରୁ ଟାଙ୍କି (ଡଷ୍ଟବିନ୍) ରଖାଯାଉଥିଲା । ରାସ୍ତାପାଶ୍ୱର୍ରେ ମଧ୍ୟ ବିଭିନ୍ନ ରଙ୍ଗର ଡଷ୍ଟବିନ୍ ଷ୍ଟାଣ୍ଡ ରହୁଥିଲା । ଲୋକେ...
ବିଜେଡିର ନୂଆ ଗଣମାଧ୍ୟମ ଟିମ୍
ଭୁବନେଶ୍ୱର : ନିର୍ବାଚନରେ ପରାଜୟ ପରେ ବିଜୁ ଜନତା ଦଳ (ବିଜେଡି) ଆଜି ତାହାର ନୂଆ ଗଣମାଧ୍ୟମ ଟିମ୍ ଗଠନ କରିଛି । ନୂଆ ଟିମରେ ବରିଷ୍ଠ ଗଣମାଧ୍ୟମ ସଂଯୋଜକ ଦାୟିତ୍ୱ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଦିଆଯାଇଥିବାବେଳେ ସୋସିଆଲ ମିଡିଆ ଦାୟିତ୍ୱରେ ସ୍ୱୟଂ ପ୍ରକାଶ ରହିଛନ୍ତି । ସେହିଭଳି ଡକ୍ଟର ଲେନିନ ମହାନ୍ତି ଓ ଡକ୍ଟର ପ୍ରିୟବ୍ରତ ମାଝି ଗଣମାଧ୍ୟମ ସଂଯୋଜକ ଭାବେ କାର୍ଯ୍ୟ କରିବେ । ସେହଭଳି ରାଜ୍ୟ ସ୍ତରୀୟ ନୂଆ ମୁଖପାତ୍ର ତାଲିକା ଦଳ ପକ୍ଷରୁ ପ୍ରକାଶ ପାଇଛି ।...
ବଡଦାଣ୍ଡରେ ଜଗନ୍ନାଥ
ପୁରୀ: ହରି ବୋଲ ଓ ଜୟ ଜଗନ୍ନାଥଙ୍କ ନାରା ମଧ୍ୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ତାଙ୍କ ଭାଇଭଉଣୀ ଭଗବାନ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ରଥ ଟଣା କାର୍ଯ୍ୟକ୍ରମ ଅନୁଯାୟୀ ଆରମ୍ଭ ହୋଇଛି। ଏଠାରେ ରଥଗୁଡ଼ିକ ବଡଦାଣ୍ଡରେ ଗଡିବା ଆରମ୍ଭ କରିବା ପରେ ପବିତ୍ର ଜନ୍ମବେଦୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ ନଅ ଦିନିଆ ଯାତ୍ରା ଆରମ୍ଭ କରିଥିଲେ। ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ତାଙ୍କ ଶିଷ୍ୟ ଓ ସେବାୟତଙ୍କ ସହ ନିଜ ନିଜ ରଥରେ ଦେବାଦେବୀଙ୍କୁ ପୂଜାର୍ଚ୍ଚନା କରିଥିଲେ। ଏହି ରୀତିନୀତି କୁ ଅନୁସରଣ କରି ପୁରୀର...










