SOA In Top Ranks

0

Bhubaneswar: Siksha ‘O’ Anusandhan (SOA) Deemed to be University here has been ranked 14th in the country in the National Institutional Ranking Framework (NIRF) placings for 2024 which were announced by the Ministry of Education on Monday. SOA has moved up one place this year from the 15th rank it occupied last year in the university category. The 9th edition...

Patnaik Bats For UNESCO Kalinga

0

Bhubaneswar: Former Chief Minister and Leader of Opposition Naveen Patnaik has written a letter to Union Science and Technology Minister Jitendra Singh to continue the UNESCO Kalinga prize. The prize, one of the prestigious international awards in the field of science, was instituted by legendary Biju Patnaik in 1952, with a generous grant of 1000 pounds to UNESCO, Paris from...

Blessings For Homeless PwDs

0

Bhubaneswar: Social Security & Empowerment of Persons with Disabilities (SSPED) Minister Nityanand Gond showering blessings on homeless persons with disabilities (PwDs), today asked all District Collectors to launch a special drive to provide land, houses to all homeless persons with disabilities (PwDs). The Minister has written a letter to all District Collectors in this regard on 12 August. Principal Secretary...

ସୋଆ ଦେଶର ୧୪ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ

0

ଭୁବନେଶ୍ୱର : ଦେଶର ୧୪ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟର ମାନ୍ୟତା ଲାଭ କରିଛି ସ୍ଥାନୀୟ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ବିଶ୍ୱବିଦ୍ୟାଳୟ । ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍ନାଲ ରାଙ୍କିଙ୍ଗ୍ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍‌) ରାଙ୍କିଙ୍ଗର ନବମ ସଂସ୍କରଣରେ ଦେଶର ପ୍ରମୁଖ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ୧୪ ତମ ସ୍ଥାନ ହାସଲ କରି ସୋଆ ଗୋଟିଏ ପାହାଚ ଉପରକୁ ଉଠିଛି । ସୋମବାର ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି ରାଙ୍କିଙ୍ଗ ଘୋଷଣା କରାଯାଇଛି । ଗତବର୍ଷ ସୋଆ ଦେଶରେ ୧୫ ତମ ରାଙ୍କ ହାସଲ କରିଥିଲା...

ଲୋକସେବା ଭବନରେ ହର୍ ଘର୍ ତ୍ରିରଙ୍ଗା ଅଭିଯାନ

0

ଭୁବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ  ଲୋକସେବା ଭବନଠାରେ ‘ହର୍ ଘର୍ ତ୍ରିରଙ୍ଗା ଅଭିଯାନ’ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଦ୍ୱାରା ଆହ୍ୱାନ କରାଯାଇଥିବା  ଏହି ଅଭିଯାନରେ ଦେଶର କୋଣ ଅନୁକୋଣରୁ ପ୍ରତ୍ୟେକ ଭାରତୀୟ ସାମିଲ ହୋଇଛନ୍ତି। ଏହି କ୍ରମରେ, ଆଜି ଲୋକସେବା ଭବନଠାରେ ‘ହର୍ ଘର୍ ତ୍ରିରଙ୍ଗା ଅଭିଯାନ’ର କାନ୍‌ଭାସ୍‌ରେ ‘ଜୟ ହିନ୍ଦ୍’ ନାରା ସହ ମୁଖ୍ୟମନ୍ତ୍ରୀ ଦସ୍ତଖତ କରିଥିଲେ। ଏହା ସହିତ ଜାତୀୟ ପତାକାକୁ ଲହରାଇ ସମ୍ମାନ ପ୍ରଦର୍ଶନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ...

ସମ୍ ଶିଶୁ ବିଭାଗରେ ସଫଳ ଅତ୍ସୋପଚାର

0

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲରେ ଏକ ଜଟିଳ ସଫଳ ଅତ୍ସୋପଚାର ମାଧ୍ୟମରେ ଏକ ୨ ବର୍ଷର ଶିଶୁ କନ୍ୟାର ଶ୍ୱାସ ନଳୀରେ ଥିବା ଟ୍ୟୁମର ବାହାର କରାଯାଇଛି । କଳାହାଣ୍ଡି ଜିଲ୍ଲାର ବାବି ଭୋଇଙ୍କର ୨ ବର୍ଷର ଶିଶୁ କନ୍ୟା ହୋଲିକା ଭୋଇ ପୀଡିତ ହୋଇ ହସ୍ପିଟାଲକୁ ଆସିଥିଲେ । ଦୀର୍ଘ ୩ ମାସ ଧରି ଶିଶୁ କନ୍ୟାଟି ଶ୍ୱାସ, କାଶ ଓ କଫ ଜନିତ ରୋଗରେ ପୀଡିତ ହୋଇଥିବାରୁ ନିଃଶ୍ୱାସ ପ୍ରଶ୍ୱାସ ନେବାକୁ...

ନିର୍ବାଚନୀ ଖର୍ଚ୍ଚ ୧୦ଲକ୍ଷରୁ କମ୍‍

0

ଭୁବନେଶ୍ୱର : ତିନି ଜଣ ବିଧାୟକ ୧୦ଲକ୍ଷ ଟଙ୍କାରୁ କମ୍‍ ଅର୍ଥ ଖର୍ଚ୍ଚକରି ନିର୍ବାଚନ ବୈତରଣୀ ପାର୍‍ ହୋଇଛନ୍ତି । ଏହି ସମସ୍ତ ତିନି ଜଣ ବିଧାୟକ ହେଉଛନ୍ତି କଂଗ୍ରେସ ଦଳର । ନିର୍ବାଚନ କମିଶନ ଧାର୍ଯ୍ୟ କରିଥିବା ୪୦ଲକ୍ଷ ଟଙ୍କାର ଖର୍ଚ୍ଚ ସମୀା ମଧ୍ୟରେ ସର୍ବାଧିକ ଅର୍ଥ ବ୍ୟୟ କରିଥିବା ତିନି ଜଣ ବିଧାୟକଙ୍କ ମଧ୍ୟରେ ଜଣେ ବିଜେଡିର ଥିବାବେଳେ ଦୁଇଜଣ ବିଜେପିର ରହିଛନ୍ତି । ବିଧାୟକମାନଙ୍କ ନିର୍ବାଚନୀ ଖର୍ଚ୍ଚକୁ ନେଇ ଏଡିଆର କରିଥିବା ଅନୁଶୀଳରୁ ଏହି ସୂଚନା ମିଳିଛି । ଏଡିଆର...

ଆଦର୍ଶ ସୌର ଗ୍ରାମକୁ ଏକ କୋଟି

0

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ-ସୂର୍ଯ୍ୟ ଘର: ମୁକ୍ତ ବିଜୁଳି ଯୋଜନା ଅଧୀନରେ 'ଆଦର୍ଶ ସୌର ଗ୍ରାମ'ର କାର୍ଯ୍ୟକାରିତା ନିମନ୍ତେ ଯୋଜନାର ମାର୍ଗଦର୍ଶିକା ୯ ଅଗଷ୍ଟ ୨୦୨୪ରେ ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ଦ୍ୱାରା ବିଜ୍ଞପ୍ତି ପ୍ରକାଶ ପାଇଛି। 'ଆଦର୍ଶ ସୌର ଗ୍ରାମ' ଯୋଜନା ଅଧୀନରେ ସମଗ୍ର ଭାରତରେ ପ୍ରତି ଜିଲ୍ଲାରେ ଗୋଟିଏ ଲେଖାଏଁ ଆଦର୍ଶ ସୌର ଗ୍ରାମ ଗଠନ ଉପରେ ଗୁରୁତ୍ୱ ଦିଆଯାଇଛି, ଯାହାର ଲକ୍ଷ୍ୟ ହେଉଛି ସୌର ଶକ୍ତି ବ୍ୟବହାରକୁ ପ୍ରୋତ୍ସାହିତ କରିବା ଏବଂ ଗ୍ରାମସମୂହମାନଙ୍କୁ ସେମାନଙ୍କ ଶକ୍ତି ଆବଶ୍ୟକତା ପୂରଣ କରିବାରେ...

ଓଡିଶା ଜଙ୍ଗଲରେ ବଢୁଛନ୍ତି ହାତୀ

0

ଭୁବନେଶ୍ୱର: ଅନୁକୂଳ ପରିବେଶ ଯୋଗୁଁ ଓଡ଼ିଶା ଜଙ୍ଗଲରେ ୨ହଜାରରୁ ଅଧିକ ହାତୀ ରହିଛନ୍ତି । ପୂର୍ବ ତୁଳନାରେ ଏମାନଙ୍କ ସଂଖ୍ୟା ବଢିଛି । ହାତୀଙ୍କ ଏଭଳି ସଂଖ୍ୟାକୁ ନେଇ ପ୍ରକୃତିପ୍ରେମୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ସୁଶାନ୍ତ ନନ୍ଦ ଖୁସି ଅଛନ୍ତି। ନିକଟରେ ପ୍ରକାଶିତ ସଦ୍ୟତମ ହାତୀ ଗଣନା ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ୨୦୯୮ଟି ହାତୀ ରହିଛନ୍ତି । ଚଳିତ ବର୍ଷ ମେ ମାସରେ ଏହି ଆକଳନ କରାଯାଇଥିଲା। ରାଜ୍ୟର ୨୮ଟି ଜିଲ୍ଲାର ୪୮ଟି ବନଖଣ୍ଡରେ ୩୧୩ ଜଣ ବୟସ୍କ ଦନ୍ତା, ୧୩ ଜଣ ବୟସ୍କ ମଖନା,...

Elephant Population On Rise

0

Bhubaneswar: Ace Nature Lover and Wildlife Conservator Susanta Nanda is happy with elephants are enjoying conducive environment in Odisha Forests, for which their numbers are on rise. PCCF Wildlife Shri Nanda is leading the Team Wildlife in the State for protection of wildlife in general and elephants, tigers and other wild animals in the forests of the State. World Elephant Day...