Probe Panel For SCB Slur

0

Bhubaneswar: The State Government has formed a three-member inquiry committee to probe into the sexual harassment allegations against a resident doctor of SCB Medical College and Hospital. Shalini Pandit, Secretary Health and Family Welfare Department has set up a three-member inquiry under the chairmanship of Director Medical Education and Training(DMET)  Santosh Kumar Mishra, Medical Superintendent Sudhansu Sekhar Mishra and Roma...

ଟ୍ରେଡିଂ କମ୍ପାନୀ ଟଙ୍କା ନେଇ ଛୁ

0

ଭୁବନେଶ୍ୱର : ଓଡିଶାରୁ ପୁଣି ଗୋଟିଏ ଟ୍ରେଡିଂ କମ୍ପାନୀ କୋଟି କୋଟି ଟଙ୍କା ନେଇ ଛୁ ମାରିଛି । ଗତ ଦୁଇ ଦିନ ଧରି ଟ୍ରେଡିଂ କମ୍ପାନୀର ଆପ୍‍ କାମ କରୁନଥିବାରୁ ଏଥିରେ ଅର୍ଥ ଖଟାଇଥିବା ଲୋକେ ମୁଣ୍ଡରେ ହାତଦେଇ ବସିଛନ୍ତି । ଏମାନଙ୍କ ମଧ୍ୟରୁ ଅନେକ ଏବେ ସାଇବର ପୁଲିସ୍‍ ଏବଂ ଆର୍ଥିକ ଅପରାଧ ଶାଖା ନିକଟରେ ଅଭିଯୋଗ ପାଇଁ ପ୍ରସ୍ତୁତି ଚଳାଇଥିବାର ସୂଚନା ମିଳିଛି । ୱାଇବିୱାଇ ନାମରେ ଏକ ଟ୍ରେଡିଂ କମ୍ପାନୀ କିଛିଦିନ ଧରି ଓଡିଶାରେ ତାହାର କାରବାର ଆପ୍‍...

ଦଳ ଡିଆଁଙ୍କ ପାଇଁ ନିଯୁକ୍ତି ବିଳମ୍ବ

0

ଭୁବନେଶ୍ୱର : ଭିନ୍ନ ଦଳରୁ ଆସି ବିଜେପି ଟିକଟରେ ବିଧାୟକ ଓ ସାଂସଦ ଭାବେ ନିର୍ବାଚିତ ହୋଇଥିବା ଜଣେ ହେଲେ ନେତାଙ୍କୁ କେନ୍ଦ୍ର କିମ୍ବା ରାଜ୍ୟ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିନଥିବାବେଳେ ଏବେ ଆଦର୍ଶଗତ ଲଢେଇ ଯୋଗୁଁ ଓଡିଶା ସରକାରଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ନିଯୁକ୍ତି ଦିଆଯାଇ ପାରୁନାହିଁ । ଏଥିଘେନି ଆଶାୟୀ ନେତା, କର୍ମୀ ଓ ସମର୍ଥକଙ୍କ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଉଥିବାବେଳେ ସମସ୍ତଙ୍କ ନଜର ଦିଲ୍ଲୀର ନିଷ୍ପତ୍ତି ଏବଂ ୧୬ତାରିଖରେ ବସୁଥିବା ରାଜ୍ୟ ବିଜେପି ବୈଠକ ଉପରେ । ବିଭିନ୍ନ ଗୋଷ୍ଠିର...

ଅଙ୍ଗଦାତାଙ୍କ ପରିବାରକୁ ସୂରଜ ସମ୍ମାନ

0

ଭୁବନେଶ୍ୱର : ଅଙ୍ଗଦାନଠାରୁ ମହତ୍‌ କାର୍ଯ୍ୟ ଆଉ କିଛି ନାହିଁ କାରଣ ଅଙ୍ଗଦାନ ଦ୍ୱାରା ଅନେକ ମୂଲ୍ୟବାନ ଜୀବନ ବଞ୍ଚିପାରିଥାଏ । ଅଙ୍ଗଦାତା ଏବଂ ତାଙ୍କର ପରିବାରକୁ ସର୍ବୋଚ୍ଚ ସମ୍ମାନ ଜଣାଇ ଆଜି ଲୋକସେବା ଭବନ ତୃତୀୟ ମହଲାସ୍ଥିତ ସମ୍ମିଳନୀ କକ୍ଷରେ ବିଶ୍ୱ ଅଙ୍ଗଦାନ ଦିବସ ପାଳନ ହୋଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ ଏହି ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୃତ ଅଙ୍ଗଦାତା...

ଓଡିଶାକୁ ୪ ନୂଆ ରାଜପଥ ପ୍ରକଳ୍ପ

ନୂଆଦିଲ୍ଲୀ:  ମୁଖ୍ୟମନ୍ତ୍ରୀ ଓଡ଼ିଶା ଶ୍ରୀଯୁକ୍ତ ମୋହନ ଚରଣ ମାଝୀ, ମନ୍ତ୍ରୀ, ଆଇନ, ପୂର୍ତ୍ତ, ଅବକାରୀ ଶ୍ରୀ ପୃଥ୍ଵୀରାଜ ହରିଚନ୍ଦନ, ଜାତୀୟ ରାଜପଥ ପ୍ରାଧିକରଣ ଏବଂ ଜାତୀୟ ରାଜପଥ  ଦ୍ୱାରା କାର୍ଯ୍ୟକାରୀ ହେଉଥିବା  ପ୍ରକଳ୍ପ ଗୁଡ଼ିକ ଉପରେ ନୂଆଦିଲ୍ଲୀର ଭାରତମଣ୍ଡପମରେ ଥିବା ବୈଠକରେ ଯୋଗ ଦେଇଥିଲେ । ଏହି ବୈଠକରେ ମାନ୍ୟବର କେନ୍ଦ୍ର ମନ୍ତ୍ରୀ, ସଡକ ପରିବହନ ଏବଂ ରାଜପଥ ଶ୍ରୀଯୁକ୍ତ ନିତିନ ଗଡକରୀ ଜୀ ଅଧ୍ୟକ୍ଷତା କରିଥିଲେ। ବୈଠକରେ ଓଡିଶାର ମୁଖ୍ୟ ଶାସନ ସଚିବ; ଏସିଏସ୍, ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ଏବଂ ପୂର୍ତ୍ତ ବିଭାଗର...

ସାଂସଦଙ୍କ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା

0

ନୂଆଦିଲ୍ଲୀ : ଆଜି, ଅଗଷ୍ଟ ୧୩ ତାରିଖରେ ଦିଲ୍ଲୀର ରାଜରାସ୍ତାରେ ହର ଘର ତ୍ରିରଙ୍ଗା ମୋଟରସାଇକେଲ ଶୋଭାଯାତ୍ରା ଗର୍ଜନ କରୁଥିବା ବେଳେ ଜାତୀୟ ଗୌରବ ଏବଂ ସାମୂହିକ ଭାବନାର ଏକ ଉତ୍ସାହଜନକ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ସ୍ୱାଧୀନତା ଓ ଏକତାର ଭାବନାକୁ ପାଳନ କରିବା ପାଇଁ ଦେଶବ୍ୟାପୀ ଆୟୋଜିତ ଏହି ଶୋଭାଯାତ୍ରାରେ ଶତାଧିକ ପ୍ରତିଯୋଗୀ ଦେଶପ୍ରେମ, ଏକତା ଏବଂ ଜାତୀୟ ପରିଚୟକୁ ପ୍ରୋତ୍ସାହିତ କରିବା ପାଇଁ ମିଳିତ ଭାବେ ଦେଶର ଗୌରବ ବହନ କରିଥିଲେ। ଏହି ଶୋଭାଯାତ୍ରାକୁ ଉପରାଷ୍ଟ୍ରପତି ଶ୍ରୀ ଜଗଦୀପ ଧନଖଡ...

ବିଶ୍ୱବିଦ୍ୟାଳୟ ଆଇନରେ ସଂଶୋଧନ କର

0

ନୂଆଦିଲ୍ଲୀ :  ଓଡ଼ିଶା ବିଶ୍ୱବିଦ୍ୟାଳୟ(ସଂଶୋଧନ) ଆଇନ ୨୦୨୦ରେ ଥିବା ଅସଙ୍ଗତିଗୁଡ଼ିକୁ ଆଇନଗତ ଓ ନିୟାମକ ଢାଞ୍ଚା ଅନୁସାରେ ସୁଧାରିବା ସହ ଆବଶ୍ୟକ ସଂଶୋଧନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶିକ୍ଷାବିତମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଫେରାଇ ଆଣିବା, ଶିକ୍ଷାନୁଷ୍ଠାନଗୁଡ଼ିକର ସ୍ୱାୟତତାକୁ ସୁରକ୍ଷିତ ରଖିବା ଏବଂ ଆମ ରାଜ୍ୟ ଯେପରି ଶିକ୍ଷାର ସର୍ବୋଚ୍ଚ ମାନଦଣ୍ଡ ବଜାୟ ରଖିବ ତାହା ସୁନିଶ୍ଚିତ କରିବା ପାଇଁ ଏହି ସଂଶୋଧନ ଗୁରୁତ୍ୱପୂର୍ଣ୍ଣ ବୋଲି...

Vigilance Radar On Corrupt

0

Bhubaneswar: Director Vigilance Yeshwant K Jethwa is giving sleepless nights to allegedly corrupt officials, who are now under the radar of the ‘Tough Cop’. In fact Directorate of Vigilance has started hunting of senior engineers, who have allegedly created disproportionate assets worth multi crores. In the last 15 days, the Vigilance sleuths has raided the assets of four senior engineers including...

ବକ୍ସିଙ୍କ ପ୍ରତିମୂର୍ତ୍ତି ସଂସଦରେ କେବେ ?

0

ଭୁବନେଶ୍ୱର : ଓଡିଆ ଅସ୍ମିତା ପ୍ରସଙ୍ଗ ଓଡିଶାର ପୂରପଲ୍ଲୀରୁ ରାଜଧାନୀ ଦିଲ୍ଲୀ ପର୍ଯ୍ୟନ୍ତ ଚର୍ଚ୍ଚିତ ହେଉଥିବାବେଳେ ଦୀର୍ଘ ପ୍ରାୟ ୨୫ବର୍ଷ ଧରି ଦାବି ହୋଇ ଆସୁଥିଲେ ମଧ୍ୟ ସଂସଦଭବନ ପରିସରରେ ପାଇକ ବିଦ୍ରୋହର ମହାନାୟକ ବକ୍ସି ଜଗବନ୍ଧୁ ବିଦ୍ୟାଧରଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ୩୦୦ ବର୍ଗଫୁଟର ଜାଗା ଖଣ୍ଡେ ମିଳିପାରୁ ନାହିଁ । ଉଭୟ ଏନ୍‍ଡିଏ ଓ ୟୁପିଏ ସରକାରଙ୍କ ସମୟରେ ଓଡିଶା ସରକାରଙ୍କ ପକ୍ଷରୁ ଏବଂ ବେସରକାରୀ ଭାବେ ବିଭିନ୍ନ ଅନୁଷ୍ଠାନ ଏହି ଦାବି ଉପସ୍ଥାପନ କରିଥିବାବେଳେ ତାହାକୁ ଏଯାବତ୍‍ ଏଡାଇ...

ଜବରଦଖଲ ତାଲିକା ଦେଖି ତାଜୁବ

0

ଭୁବନେଶ୍ୱର : ଜମି ମାଫିଆଙ୍କ ଲୋଲୁପ ଦୃଷ୍ଟି ଏବେ ରାଜ୍ୟ ଗୃହ ନିର୍ମାଣ ବୋର୍ଡର ଜମି ଉପରେ । ରାଜଧାନୀରେ ବୋର୍ଡର ବିଭିନ୍ନ ପ୍ରକଳ୍ପର ଜମିକୁ ଏମାନେ ମାଡି ବସିଛନ୍ତି । ଏହି ଜମିକୁ ମୁକୁଳାଇବାପାଇଁ ଗୃହ ନିର୍ମାଣ ବୋର୍ଡ ଏବେ ବିଭିନ୍ନ ସଂସ୍ଥାଙ୍କ ଶରଣ ପଶିବାରେ ଲାଗିଛି । ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ଆଜି ରାଜ୍ୟ ଗୃହ ନିର୍ମାଣ ବୋର୍ଡର କାର୍ଯ୍ୟ ସମୀକ୍ଷା କରିବା ସମୟରେ ଏଭଳି ଜବରଦଖଲ ଘଟଣା ପଦାକୁ ଆସିଛି...