ସିଟିଟିସି ସହ ରାଜିନାମା

0

ଭୁବନେଶ୍ୱର : ଦେବଗଡ଼ ଜିଲ୍ଲାର ସରକାରୀ ବାରକୋଟ୍‌ଆଇଟିଆଇ ଓ ଯାଜପୁର ଜିଲ୍ଲାର ସରକାରୀ ପଲିଟେକ୍‌ନିକ୍‌ଠାରେ ମିନିଟୁଲ୍‌ରୁମ୍‌ ନିର୍ମାଣ ପାଇଁ ଦକ୍ଷତା ବିକାଶ ଓ ବୈଷୟିକଶିକ୍ଷା ଅଧିନରେ କାର୍ଯ୍ୟରତ ବୈଷୟିକଶିକ୍ଷା ଓ ପ୍ରଶିକ୍ଷଣର ନିର୍ଦ୍ଦେଶକ ରେଘୁଜିଏବଂ ସେଣ୍ଟ୍ରାଲ ଟୁଲ୍‌ ରୁମ୍‌ ଓ ପ୍ରଶିକ୍ଷଣ କେନ୍ଦ୍ର ବା ସିଟିଟିସିର ସାଧାରଣ ପରିଚାଳକ ଶ୍ରୀ ଏଲ୍‌. ରାଜଶେଖରଙ୍କ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି । ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଓ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀଙ୍କ ଉପସ୍ଥିତିରେ...

ସୋଆ ଏବଂ ଆଇସିଟି ମୁମ୍ବାଇ ମଧ୍ୟରେ ବୁଝାମଣା

0

ଭୁବନେଶ୍ୱର : ରସାୟନ ବିଜ୍ଞାନ, ଜୀବ ବିଜ୍ଞାନ, କେମିକାଲ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲଜି ଏବଂ ଏହା ସହିତ ସମ୍ପୃକ୍ତ ଅନ୍ୟ କ୍ଷେତ୍ରରେ ମିଳିତ ଗବେଷଣା ଏବଂ ଉଚ୍ଚ ଶିକ୍ଷାପ୍ରାପ୍ତ ମାନବ ସମ୍ବଳକୁ ବୃଦ୍ଧି କରିବା ଲକ୍ଷ୍ୟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଓ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ କେମିକାଲ୍ ଟେକ୍ନୋଲୋଜି (ଆଇସିଟି), ମୁମ୍ବାଇ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି । ବୁଝାମଣା ଅନୁଯାୟୀ ସୋଆ ଏବଂ ଆଇସିଟି, ମୁମ୍ବାଇ ଦୁଇଟି ଶିକ୍ଷାନୁଷ୍ଠାନର ବୈଜ୍ଞାନିକ, ଗବେଷକ, ଫ୍ୟାକଲ୍ଟି ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପାରସ୍ପରିକ...

ବିଧାନସଭା ଆରମ୍ଭରୁ ସରଗରମ

0

ଭୁବନେଶ୍ୱର:  ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଆଜି ସରଗରମ ପରିବେଶ ସହ ଆରମ୍ଭ ହୋଇଛି। ରାଜ୍ୟପାଳ ରଘୁବର ଦାସଙ୍କ ଅଭିଭାଷଣ ଆରମ୍ଭ ହେବା ମାତ୍ରେ ବିରୋଧୀ ବିଜେଡି ଓ କଂଗ୍ରେସ କକ୍ଷତ୍ୟାଗ କରିଛନ୍ତି । ଗତ ଜୁଲାଇ ୭ ତାରିଖ ରାତିରେ ପୁରୀରେ ରାଜ୍ୟପାଳଙ୍କ ପୁଅ ରାଜଭବନର ଜଣେ ଏଏସ୍ଓଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ଉଭୟ ବିରୋଧୀ ଦଳ ରାଜ୍ୟପାଳଙ୍କ ଅଭିଭାଷଣକୁ ବର୍ଜନ କରିଥିଲେ। ଏହି ମାମଲାରେ ବିଜେପି ସରକାର ଚୁପ୍ ବସିଥିବାରୁ ବିରୋଧୀ ଦଳ ନେତାମାନେ ଦୃଢ ପ୍ରତିବାଦ କରିଛନ୍ତି । ବିରୋଧୀ ଦଳ...

House Begins On Stormy Note

Bhubaneswar: The first session of the newly constituted 17th Odisha Legislative Assembly began this morning with a stormy note as Opposition BJD and Congress walked out as soon as Governor Raghubar Das’s address to the House was started. Both the Opposition parties boycotted the Governor’s address over the alleged assault of an ASO of Raj Bhavan by the Governor's son...

କ୍ରୀଡା ପୁରସ୍କାର ମିଳିବା ନେଇ ସନ୍ଦେହ

ଭୁବନେଶ୍ୱର : ଓଡିଶା ରାଜ୍ୟ କ୍ରୀଡା ସମ୍ମାନ ଏବେ ଠାରୁ ପ୍ରତିବର୍ଷ ଅଗଷ୍ଟ ୨୯ତାରିଖରେ ଜାତୀୟ କ୍ରୀଡାଦିବସ ଅବସରରେ ଏକ ସ୍ୱତନ୍ତ୍ର ଉତ୍ସବରେ ପ୍ରଦାନ କରାଯିବ ବୋଲି ଯେଉଁ ଘୋଷଣା କରାଯାଇଛି ତାହା ଚଳିତବର୍ଷ ନିର୍ଦ୍ଧାରିତ ଦିନରେ ଦିଆଯାଇ ପାରିବ କି ନାହିଁ ସେଥିଘେନି ସନ୍ଦେହ ଉପୁଜିଛି । ରାଜ୍ୟ ସରକାରଙ୍କ ସଦ୍ୟତମ ଘୋଷଣା ମୁତାବକ ୮ଟି ବିଭାଗରେ ରାଜ୍ୟ କ୍ରୀଡା ସମ୍ମାନ ପ୍ରଦାନ କରାଯିବ । କ୍ରୀଡା କ୍ଷେତ୍ରରେ ଜୀବନବ୍ୟାପି ଅବଦାନ ପାଇଁ ଯେଉଁ ସମ୍ମାନ ପ୍ରଦାନ କରାଯିବ ସେଥିରେ ସମ୍ମାନିତ ହେବାକୁ...

ଲୁଚାଛପାରେ ବଢୁଛି ଟ୍ରେଡିଂ କାରବାର

0

ଭୁବନେଶ୍ୱର : ଚିଟ୍‍ଫଣ୍ଡ ଭଳି ଏମେ ଟ୍ରେଡିଂ ନାଁରେ ମାଳ ମାଳ ଏଜେଣ୍ଟ ସକ୍ରିୟ । ଅଧିକ ଅର୍ଥର ଲୋଭ ଦେଖାଇ ଏମାନେ ଲୋକଙ୍କ ଠାରୁ ମୋଟା ଅଙ୍କର ଟଙ୍କା ଉଠାଉଥିବାବେଳେ ଏମାନଙ୍କ ଉପରେ ନଜର ରଖିବା ଏବେ ଜରୁରୀ ହୋଇପଡିଛି । ଟ୍ରେଡିଂ ଜରିଆରେ ବିପୁଳ ଅର୍ଥ ମିଳୁଥିବାର ପ୍ରଚାର ସହିତ ଠିକ୍‍ ଚିଟ୍‍ଫଣ୍ଡ ଭଳି ପ୍ରଥମ ପର୍ଯ୍ୟାୟରେ ଲୋକଙ୍କୁ ମଧ୍ୟ ଲାଭ ପ୍ରଦାନ କରାଯାଉଛି । ଏକ ଲକ୍ଷ ଟଙ୍କା ଲଗାଇଲେ ପ୍ରତିଦିନ ଲୋକଙ୍କୁ ହଜାରେରୁ ଦେଢ ହଜାର ଟଙ୍କା ମିଳୁଛି...

ନିୟମିତ ଯାଞ୍ଚ ହେବ ସ୍କୁଲ ବସ୍‍

କଟକ : ସ୍କୁଲ ବସରେ ଅଗ୍ନି ନିରାପତ୍ତା ନିୟମ ପାଳନକୁ ସୁନିଶ୍ଚିତ କରିବା ଦିଗରେ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । କେନ୍ଦ୍ରୀୟ ମୋଟର ଯାନ ନିୟମ ୧୯୮୯ ର ଧାରା ୧୨୫ସି ଅନୁଯାୟୀ ସମସ୍ତ ସ୍କୁଲ ବସରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ସଠିକ୍ ଅନୁପାଳନ ହେବା ଅନିବାର୍ଯ୍ୟ । ଖିଲାପକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ପରିବହନ କମିସନର ଅମିତାଭ ଠାକୁର ।  ସ୍କୁଲ ବସରେ ଫାୟାର...

BJD Demands SCS For Odisha

0

New Delhi: Ahead of the Budget session of Parliament, the BJD today demanded special category status (SCS) for Odisha. The demand for special category status for Odisha was raised by  BJD Rajya Sabha leader Sasmit Patra during an all-party meeting held here. In a post on X, senior Congress leader Jairam Ramesh, who was present at the meeting, said, “How the political...

ଭାଙ୍ଗିଲା ପ୍ରଦେଶ କଂଗ୍ରେସ ସଂଗଠନ

ଭୁବନେଶ୍ୱର : ପ୍ରଥମ ଥର ପାଇଁ ଏଆଇସିସି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି)କୁ ଭଙ୍ଗ କରିଛି। ନିକଟରେ ଶେଷ ହୋଇଥିବା ବିଧାନସଭା ଓ ଲୋକସଭା ନିର୍ବାଚନରେ କଂଗ୍ରେସର ଖରାପ ପ୍ରଦର୍ଶନ ପରେ କଂଗ୍ରେସ ନେତୃତ୍ୱ ଓଡ଼ିଶାରେ ନିଜର ସଂଗଠନକୁ ସଂପୂର୍ଣ୍ଣ ରୂପେ ପୁନରୁଦ୍ଧାର କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ଜାତୀୟ ସ୍ତରରେ କଂଗ୍ରେସର ପ୍ରମୁଖ ବିରୋଧୀ ଦଳ ବିଜେପି ଓଡ଼ିଶାରେ ୭୮ଟି ବିଧାୟକ ଆସନ ଜିତି ସରକାର ଗଠନ କରିଥିବା ବେଳେ ୨୧ଟି ସାଂସଦ ଆସନରୁ ୨୦ଟିରେ ବିଜୟୀ ହୋଇଥିବା ବେଳେ...

ବଦଳିବ ନାହିଁ କ୍ରୀଡ଼ା ପୁରସ୍କାରର ନାମ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହସ୍ତକ୍ଷେପ ପରେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରର ନାମ ପରିବର୍ତ୍ତନ କରାଯିବ ନାହିଁ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି। କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଶୁକ୍ରବାର ଏହି ପୁରସ୍କାର ପାଇଁ 'ରାଜ୍ୟ କ୍ରୀଡ଼ା ସମ୍ମାନ' ନାମରେ ନିର୍ଦ୍ଦେଶନାମା ଜାରି କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି ସ୍ପଷ୍ଟୀକରଣ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିଜୁ ପଟ୍ଟନାୟକଙ୍କ ନାମ ପୁରସ୍କାରରୁ ବାଦ୍ ଦେବା ପାଇଁ ତାଙ୍କ ସରକାର କୌଣସି ଆନୁଷ୍ଠାନିକ...