AICC Axe On OPCC

0

Bhubaneswar: For the first time, AICC has dissloved Odisha Pradesh Congress Committee (OPCC). The Congress leadership has started exercise for complete revamp of its organization in Odisha following the party's poor show in the recently concluded Assembly and Lok Sabha elections. BJP, the principal opposition of Congress at national-level, has formed a government in Odisha by winning 78 MLA seats...

Biju Sports Award Continues

0

Bhubaneswar: With Chief Minister Mohan Charan Majhi's intervention, the State Government today clarified that the name of Biju Patnaik Sports Award will not be changed. The Sports and Youth Services Department on Friday issued guidelines for this year's award, renaming it 'Rajya Krida Samman'. Chief Minister Mohan Charan Majhi and Sports Minister Suryabanshi Suraj have come with clarifications today.  The Chief...

State To Boost Livestock

0

Puri: Minister Fisheries & ARD, Gokulananda Mallik emphasized the integration of sustainable practices within the livestock sector. Shri Mallik was speaking at Regional Training Program held here. He pointed out that the analysis and logical use of the data obtained after the livestock census will pave the way for formulating future departmental policies and implementing programs, as well as...

ପ୍ରଥମ ପସନ୍ଦ ରେଭେନ୍ସା

0

ଭୁବନେଶ୍ୱର : ଚଳିତ ବର୍ଷ ୨୦୨୪-୨୫ ଶିକ୍ଷାବର୍ଷ ନିମନ୍ତେ ଉଚ୍ଚ ମାଧ୍ୟମିକ (ଯୁକ୍ତ ଦୁଇ) ଶିକ୍ଷା ଅନ୍ତର୍ଭୁକ୍ତ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ଉପଶାସ୍ତ୍ରୀରେ ନାମଲେଖା ନିମନ୍ତେ ପ୍ରଥମ ପର୍ଯ୍ୟାୟର ପ୍ରଥମ ମେଧା ତାଲିକା ଆଜି ପ୍ରକାଶ ପାଇଛି । ଏଥିରେ ଯୁକ୍ତ ଦୁଇ ପାଠ ପଢିବା ଲାଗି ଛାତ୍ରଛାତ୍ରୀଙ୍କ ପ୍ରଥମ ପସନ୍ଦ ରେଭେନ୍ସା ଥିବା ଜଣାପଡିଛି । ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କଳାରେ ୭୫.୧୭ ପ୍ରତିଶତ, ବିଜ୍ଞାନରେ ୯୧.୫୦ ପ୍ରତିଶତ ଓ ବାଣିଜ୍ୟରେ ୭୭.୦୦ ପ୍ରତିଶତ କଟ୍‌-ଅଫ୍‌ ମାର୍କ ସହିତ...

ଖୋର୍ଦ୍ଧାରୋଡ୍‍-ବଲାଙ୍ଗୀର କାର୍ଯ୍ୟର ସମୀକ୍ଷା

ଭୁବନେଶ୍ୱର : ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ ଆଜି ସମ୍ବଲପୁର ପରିଦର୍ଶନରେ ଯାଇ ଚାଲୁ ରହିଥିବା ଖୋର୍ଦ୍ଧା ରୋଡ-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ଝରମୁଣ୍ଡା-ବୌଦ୍ଧ ରେଳ ସେକ୍ସନ ନିରୀକ୍ଷଣ  କରିବା ସହିତ ସମ୍ବଲପୁର-ଜରପଡା ରେଳ ସେକ୍ସନର ରେଳ ଭିତ୍ତିଭୂମି ଓ ଯାତ୍ରୀ ପରିଷେବାକୁ ନିରୀକ୍ଷଣ କରିଛନ୍ତି । ଏହି ନିରୀକ୍ଷଣ ସମୟରେ ସମ୍ବଲପୁର ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକଙ୍କ ସହିତ ରେଳପଥ ମୁଖ୍ୟାଳୟର ବରିଷ୍ଠ ଅଧିକାରୀ, ପ୍ରକଳ୍ପ ନିର୍ମାଣକାରୀ ଅଧିକାରୀ ପ୍ରତିନିଧୀମାନେ ଶ୍ରୀ ଫୁଙ୍କୱାଲଙ୍କ ସହ ନିରୀକ୍ଷଣ କାର୍ଯ୍ୟରେ ସହଯୋଗ...

ବିଜେପିର ପ୍ରାଥମିକତା ହେଉଛି ଓଡିଶାର ବିକାଶ

ଭୁବନେଶ୍ୱର : ଓଡିଶାରେ ପ୍ରଥମ ଥର ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରେ ଏକାକୀ ଭାବରେ ଭାରତୀୟ ଜନତା ପାର୍ଟୀ ସରକାର ଗଠନ କରିବା ପରେ ପ୍ରଥମ ଥର ପାଇଁ ପୁରୀଠାରେ ଆୟୋଜିତ ଦୁଇ ଦିନିଆ ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀର ଦ୍ୱିତୀୟ ଦିନରେ ରାଜନୈତିକ ଚିଠା ପ୍ରସ୍ତାବ ପାରିତ ହୋଇଛି । ଏହି କାର୍ଯ୍ୟକାରିଣୀରେ ୫ଟି ପ୍ରସ୍ତାବ ଉପରେ ମୋହର ମରାଯାଇଥିଲା । ବିଜେପି ପ୍ରତି ଜନତାଙ୍କ ଯେଉଁ ବିଶ୍ୱାସ ରହିଛି ତାହା ଅତୁଟ ରଖିବୁ । ଓଡ଼ିଶାବାସୀ ଶାସନଭାର ବିଜେପିକୁ ସମର୍ପଣ କରିଛନ୍ତି...

New Name For Sports Award

0

Bhubaneswar: The BJP Government has renamed State’s Sports Award by removing former Chief Minister Biju Patnaik’s name from the Award and named it as Odisha Rajya Krida Samman. The State Sports and Youth Services Department has issued fresh guidelines for the Award. The Rajya Krida Samman will be awarded in the eight categories subject to availability of suitable candidates. Samman for Life-time Achievement for...

SRC Reviews Heavy Rains

Bhubaneswar: With many parts of the State continuing to receive heavy rainfall during the past two days, Special Relief Commissioner (SRC) Satyabrata Sahu today reviewed the situation with concerned district Collectors. During the meeting, it was observed that Malknagiri district received an average rainfall of 190mm, followed by Nabaranghpur (70.1mm) and Koraput (67.4mm) during the last 24 hours. The highest rainfall...

ବଞ୍ଚିତ ପ୍ରାର୍ଥୀଙ୍କୁ ନିଯୁକ୍ତି ଦେବେ ନୂଆ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପ୍ରତିଯୋଗିତାମୂଳକ ପରୀକ୍ଷାରେ ଢେର ଅଧିକ ନମ୍ବର ରଖିଥିଲେ ମଧ୍ୟ ଜଣେ କୃତୀ ପ୍ରାର୍ଥୀଙ୍କୁ ସାଢେ ପାଞ୍ଚବର୍ଷ ଧରି ନିଯୁକ୍ତି ସୁଯୋଗରୁ ବଞ୍ଚିତ କରାଯାଇଥିବାବେଳେ ଏବେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝି ଏ ସଂକ୍ରାନ୍ତରେ ଚୂଡାନ୍ତ ପଦକ୍ଷେପ ନେଇ ଏହି ଭିନ୍ନକ୍ଷମ ପ୍ରାର୍ଥୀଙ୍କୁ ଓଏଏସ୍‍ ଚାକିରିରେ ନିଯୁକ୍ତି ଦେବାକୁ ଯାଉଛନ୍ତି । ଦୀର୍ଘବର୍ଷ ଧରି ନ୍ୟାୟ ପାଇଁ ଆଇନ୍‍ ଅଦାଲତର ଲଢେଇକରି ଜିଣିବାପରେ ବି ଗତ ସାତ ମାସ ଧରି ଏହି ଭିନ୍ନକ୍ଷମ ପ୍ରାର୍ଥୀଙ୍କ ନିଯୁକ୍ତି ସଂକ୍ରାନ୍ତୀୟ ନଥି ବିଭାଗରୁ ବିଭାଗ, ତଳୁ...

ଦାଦନ ସମସ୍ୟା ସରକାରଙ୍କ ପାଇଁ ଆହ୍ୱାନ

0

ଭୁବନେଶ୍ୱର : ଅନ୍ୟ ରାଜ୍ୟକୁ କାମ ଅନ୍ୱେଷଣରେ ଦାଦନ ଭାବେ ଓଡିଶାରୁ ଶ୍ରମଶକ୍ତି ପଳାୟନ କରିବା ବଡ ସମସ୍ୟା ହୋଇଥିବାବେଳେ ଏହାକୁ ରୋକିବା ଏବେ ନୂଆ ସରକାରଙ୍କ ପାଇଁ ଆହ୍ୱାନ ପାଲଟିଛି । ରାଜ୍ୟରୁ ପାଞ୍ଚ ହଜାରରୁ କମ୍‍ ଶ୍ରମିକଙ୍କୁ ନେବାପାଇଁ ସରକାର ଠିକାଦାରମାନଙ୍କୁ ଲାଇସେନ୍ସ ଦେଇଥିବାବେଳେ ବାସ୍ତବରେ ତାହାଠାରୁ ଢେର ଅଧିକ ଶ୍ରମିକ ଯାଉଥିବା କୁହାଯାଉଛି । ସରକାରୀ ହିସାବ ଅନୁଯାୟୀ ଶ୍ରମିକମାନଙ୍କୁ ଅନ୍ୟ ରାଜ୍ୟକୁ ନେବାପାଇଁ ୮୨ଜଣ ଠିକାଦାରଙ୍କୁ ଲାଇସେନ୍ସ ପ୍ରଦାନ କରାଯାଇଛି । ଏମାନେ ବିଭିନ୍ନ ଜିଲ୍ଲାରୁ ୪୮୦୦ ଶ୍ରମିକ...