Singh Deo Urges Benchmark Valuation Review

0

Bolangir: The recent sharp escalation in benchmark valuation of land in Bolangir has sparked significant concern among local stakeholders, prompting Bolangir MLA Shri Kalikesh Narayana Singh Deo to call for a comprehensive review of the state’s current policy framework. While Shri Singh Deo conducted detailed review with district officials confirmed that the prescribed Standard Operating Procedure was followed during...

G Rajesh Gets JS Rank

Bhubaneswar: The administrative landscape in Odisha has witnessed a significant development with the recent empanelment of Shri G Rajesh for the rank of Joint Secretary within the Government of India. A distinguished member of the 2001 batch of the Indian Forest Service (IFS), Shri Rajesh has long been recognized for his blend of technical expertise and administrative integrity. His career trajectory,...

ଅବସରପ୍ରାପ୍ତ ଅଧିକାରୀଙ୍କୁ ସରକାର ସ୍ୱାଗତ କରୁଛନ୍ତି

ଭୁବନେଶ୍ୱର : ଅବସରପ୍ରାପ୍ତ ଅଧିକାରୀମାନଙ୍କୁ ପୁନଃନିଯୁକ୍ତି ଦେବାକୁ ବିଜେପି ବିରୋଧ କରି ଆସୁଥିଲା ବେଳେ ରାଜ୍ୟରେ କ୍ଷମତାକୁ ଆସିବା ପରେ ଅଧିକରୁ ଅଧିକ ଅବସରପ୍ରାପ୍ତ ଅଧିକାରୀ ମାନଙ୍କୁ ପୁନଃନିଯୁକ୍ତି ଦେବା ପାଇଁ ବାଟ ଖୋଲୁଛନ୍ତି, ଯାହା ତାଙ୍କର ଦୋମୁହାଁ ନୀତିକୁ ପ୍ରଦର୍ଷିତ କରୁଛି ବୋଲି ବିଜୁ ଜନତା ଦଳ କହିଛି । ଗତ ନିର୍ବାଚନରେ ନିଜର ସଙ୍କଳ୍ପ ପତ୍ରରେ, ପାଞ୍ଚ ବର୍ଷରେ ରାଜ୍ୟର ଖାଲି ପଡ଼ିଥିବା ସାଢ଼େ ତିନି ଲକ୍ଷ ପଦବିଙ୍କୁ ରାଜ୍ୟର ଯୁବକମାନଙ୍କୁ ନିଯୁକ୍ତି ଦିଆଯିବ ବୋଲି ବିଜେପି ଦେଇଥିବା ପ୍ରତିଶ୍ରୁତି...

ବାଂଲାଦେଶୀଙ୍କ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି

0

ଭୁବନେଶ୍ୱର : ଓଡ଼ିଶାକୁ ଅନୁପ୍ରବେଶ କରି ବେଆଇନ୍‍ ଭାବେ ବସବାସ କରୁଥିବା ବାଂଲାଦେଶୀମାନଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ବଳବତ୍ତର ରହିଛି । ଗତବର୍ଷ ମଇ ମାସରେ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳୟ ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କୁ ପତ୍ର ଲେଖିବା ପରେ ସରକାରଙ୍କ ପକ୍ଷରୁ ସବୁ ଜିଲ୍ଲାର ଏସ୍‍ପିମାନଙ୍କୁ ଅବୈଧ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ସରକାରଙ୍କ ତଥ୍ୟ ମୁତାବକ ଚଳିତବର୍ଷ ଫେବୃଆରୀ ସୁଦ୍ଧା ୨୨୬୧ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କର ପରିଚୟ ପତ୍ର...

ମଦ କୁଡ଼ିଆ ନେଇ ପର୍ଯ୍ୟଟନ ବିଭାଗ ନିରବ

ଭୁବନେଶ୍ୱର: ଓଡ଼ିଶା ସରକାର ତାଙ୍କ ଅବକାରୀ ନୀତିରେ ପୁରୀ ପୌରାଞ୍ଚଳ ଛଡ଼ା ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ସମୁଦ୍ର, ନଦୀ, ହ୍ରଦ, ଜଳଭଣ୍ଡାର ଆଦି କୂଳରେ ମଦ କୁଡ଼ିଆ ଖୋଲିବା ପାଇଁ ପୁଣିଥରେ ଘୋଷଣା କରିବା ପରିପ୍ରେକ୍ଷୀରେ ଏହି ବେପାର ପାଇଁ ବହୁ ଲୋକ ଚାତକ ଭଳି ଅନାଇ ବସିଛନ୍ତି । ତେବେ ଏ କ୍ଷେତ୍ରରେ ପର୍ଯ୍ୟଟନ ବିଭାଗ ତାହାର ମତ ସ୍ପଷ୍ଟ କରୁନଥିବାରୁ ମଦ କୁଡ଼ିଆ କେଉଁଠି କେବେ ଖୋଲିବ ସେଥିଘେନି ସଂଶୟ ଉପୁଜୁଛି । ଅନ୍ୟପକ୍ଷରେ ଦଳମତ ନିର୍ବିଶେଷରେ ବିଭିନ୍ନ ସ୍ଥାନରୁ...

ସହରାଞ୍ଚଳ ଶାସନ ଦେଖିଲେ ଆଇ.ଏ.ଏସ୍ ପ୍ରୋବେସନାରୀ

ଭୁବନେଶ୍ୱର : ପ୍ରଶାସନିକ ପ୍ରଶିକ୍ଷଣ ଏବଂ ସମୀକ୍ଷା କାର୍ଯ୍ୟକ୍ରମର ଅଂଶସ୍ୱରୂପ, ଭାରତୀୟ ପ୍ରଶାସନିକ ସେବା (IAS) ପ୍ରୋବେସନାରୀ  ଅଧିକାରୀମାନେ ଆଜି ଗୃହ ଓ ନଗର ଉନ୍ନୟନ ବିଭାଗ ଅଧୀନରେ ଆୟୋଜିତ ଏକ କ୍ଷେତ୍ର ପରିଦର୍ଶନ ଏବଂ ଉଚ୍ଚସ୍ତରୀୟ ବୈଠକରେ ସାମିଲ ହୋଇଥିଲେ। ଏହି ଅବସରରେ ପ୍ରୋବେସନାରୀ ଅଧିକାରୀମାନେ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ, ପୌର ପ୍ରଶାସନ ନିର୍ଦ୍ଦେଶକ ଶ୍ରୀ ଅରିନ୍ଦମ ଡାକୁଆ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏହି ଆଲୋଚନା ଚକ୍ରରେ ବିଭାଗର ପ୍ରମୁଖ...

କଳାହାଣ୍ଡିରେ ଜଳସେଚନକୁ ସୁନିଶ୍ଚିତ କରିଛି ବେଦାନ୍ତ

0

ଭୁବନେଶ୍ଵର : ଭାରତର ସର୍ବବୃହତ୍ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ୍ ଓଡ଼ିଶାର କଳାହାଣ୍ଡି ଜିଲ୍ଲାରେ କୃଷି ଜୀବିକା ଓ ଜଳ ନିରାପତ୍ତାକୁ ସୁନିଶ୍ଚିତ କରିଛି। କମ୍ପାନି ନିଜର  ପ୍ରକଳ୍ପ  ସଙ୍ଗମ  ମାଧ୍ୟମରେ ୪୧ଟି ଗାଁରେ ପ୍ରାୟ ୮୦୦ ଏକର କୃଷିଜମିରେ ଜଳସେଚନ ସୁବିଧା ପ୍ରଦାନ କରି ୯ ହଜାରରୁ ଅଧିକ ଲୋକଙ୍କୁ ଉପକୃତ କରିଛି। ଏହି ପଦକ୍ଷେପରେ ୬୧ଟି ଜଳ ସଂରଚନାର ବିକାଶ ମାଧ୍ୟମରେ ୧୧ ଲକ୍ଷ ଘନ ମିଟରରୁ ଅଧିକ ଜଳ ପୁନର୍ଭରଣ କ୍ଷମତା ସୃଷ୍ଟି କରାଯାଇଛି, ଯଦ୍ବାରା ଏହି ଜଳବାୟୁ ସଂବେଦନଶୀଳ...

Ratna Bhandar Inventory Resumes

0

Puri: The sacred task of cataloging the divine ornaments of the Bahara Ratna Bhandara resumed on Wednesday, April 8, 2026, under a veil of spiritual solemnity and rigorous security at the Shree Jagannatha Temple in Puri. Following the guidelines established by the State Government's Standard Operating Procedure, the process continues the monumental effort that began during the auspicious window...

Investments Spark New Jobs

0

Khordha: The industrial landscape of Odisha is witnessing a significant transformation as Chief Minister Shri Mohan Charan Majhi spearheaded a grand ceremony at Bhuinpur in Khordha to lay the foundation stones for several major industrial projects. Minister Industries, Shri Sampad Swain, Bhubaneswar MP Shrimati Aparajita Sarangi and other Peoples' Representatives were present. This event marks a pivotal moment in...

77.48L MT Paddy Procured

0

Bhubaneswar: Addressing the critical final phase of the kharif marketing season, Shri Sanjay Kumar Singh, Principal Secretary, Food Supplies and Consumer Welfare, conducted a high-level review meeting today with senior departmental officials. The detailed review focused on streamlining the mop-up operations across the state following the government's recent decision to extend the procurement deadline by seven days to accommodate...