ସମ୍ ଅଲ୍ଟିମେଟରେ ସଫଳ ଚିକିତ୍ସା
ଭୁବନେଶ୍ୱର : ଅନ୍ତନଳୀରେ ଜଟିଳ ସମସ୍ୟା ସହ ସୁପିରିୟର୍ ମେସେନଟେରିକ୍ ଆର୍ଟେରୀ (ଏସ୍ଏମ୍ଏ) ବ୍ୟାଧିରେ ପୀଡ଼ିତ ଥିବା ଜଣେ ୪୩ ବର୍ଷୀୟ ରୋଗୀଙ୍କର ସମ୍ ଅଲ୍ଟିମେଟ ମେଡିକେୟାରରେ ସଫଳ ଚିକିତ୍ସା କରାଯାଇଛି । କଟକରୁ ଆସିଥିବା ଏହି ରୋଗୀ ଜଣକ ସମ୍ମମ୍ରେ ପହଂଚିବା ପରେ ତାଙ୍କର ସେପ୍ସିସ୍ ଓ ସବ୍-ଆକ୍ୟୁଟ୍ ଇନ୍ଟେଷ୍ଟାଇନାଲ୍ ଅବ୍ଷ୍ଟ୍ରକ୍ସନ୍ ଦେଖାଦେବା ସହ ତଳି ପେଟରେ ଜଳୀୟ ଅଂଶ ସଂଗୃହୀତ ହୋଇଥିବା ଜଣାପଡ଼ିଥିଲା । ତାଙ୍କୁ ହସ୍ପିଟାଲ୍ର ଇନ୍ଟରଭେନ୍ସନାଲ ରେଡିଓଲୋଜି ବିଭାଗର ଆସୋସିଏଟ୍ କନ୍ସଲ୍ଟାଂଟ ଡାକ୍ତର ସମ୍ବିତ କୁମାର ପଟ୍ଟନାୟକଙ୍କ ଅଧୀନରେ...
ପୂର୍ବୋଦୟ ଭାରତର ନେତୃତ୍ୱ ନେବ ଓଡ଼ିଶା
ଭୁବନେଶ୍ୱର : ଚଳିତ ଆର୍ଥୀକ ବର୍ଷ ବଜେଟରେ ରେଳବାଇ ବିକାଶ କ୍ଷେତ୍ରରେ ଓଡିଶାକୁ ୧୦୮୫୬ କୋଟି ଟଙ୍କାର ସର୍ବକାଳୀନ ସର୍ବାଧିକ ପରିମାଣର ଆର୍ଥୀକ ଅନୁଦାନ ମିଳିଛି । ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଅଂଚଳର ବିକାଶ ପାଇଁ ଯଶ୍ୱସୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର କ୍ୟାବିନେଟ୍ରେ ନିଆଯାଇଥିବା ନିଷ୍ପତି ଓଡ଼ିଶାବାସୀଙ୍କ ଲାଗି ସର୍ବଦା ସ୍ମରଣୀୟ ହୋଇରହିବ । କ୍ୟାବିନେଟ୍ରେ ଅନୁମୋଦନ ମିଳିଥିବା ସମୁଦାୟ ୮ଟି ରେଳ ପ୍ରକଳ୍ପ ମଧ୍ୟରୁ ଓଡିଶା ପାଇଁ ୬ଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଓଡ଼ିଶାର ରେଳ ଇତିହାସରେ...
Warning On Maha Rise
Bhubaneswar: Special Relief Commissioner (SRC) & ACS Revenue & Disaster Management, Satyabrata Sahu today alerted ten districts to remain alert as the water level in the Mahanadi River showed a rising trend following the discharge of flood water from Hirakud Dam. As heavy rain lashed the upper catchment area of Hirakud Dam, the dam authority has opened six more sluice...
Probe On Startup Odisha
Bhubnaeswar: The State government today formed a three-member committee headed by the Director of Industries to inquire into various aspects of Startup Odisha. Additional Secretary/ Joint Secretary, Finance Department and Additional Secretary/ Joint Secretary, Public Enterprises Department have been appointed as two other members of the probe panel, according to a notification issued by the MSME Department. The Committee will look...
SSEPD On Nasha Mukti
Bhubaneswar: On the occasion of the Independence Day, steps are being taken to take oath for the "Nasha Mukt Bharat Abhiyan (NMBA)" in a joint effort of the Government of India and the Department of Social Security and Empowerment of Person with Disabilities (SSEPD). Bishnupada Sethi, Principal Secretary SSEPD has directed all officials to organize awareness program across the State. The...
୨୦ବର୍ଷରେ ୨୩୮୯ଟି ରେଳ ଦୁର୍ଘଟଣା
ଭୁବନେଶ୍ୱର : ଗତ ୨୦ବର୍ଷ ମଧ୍ୟରେ ଦେଶରେ ୨୩୮୯ଟି ରେଳ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ୧୬୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ରେଳ ସୁରକ୍ଷା ପାଇଁ ବର୍ଷକୁ ବର୍ଷ ବ୍ୟୟ ପରିମାଣ ବଢୁଥିବାବେଳେ ଗତ ଦଶବର୍ଷରେ ପୂର୍ବ ତୁଳନାରେ ରେଳ ଦୁର୍ଘଟଣା ହ୍ରାସ ପାଇଛି । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସଂସଦରେ ରଖିଥିବା ଉତ୍ତରରୁ ଏହା ଜଣାପଡିଛି । ରେଳମନ୍ତ୍ରୀ ଦର୍ଶାଇଛନ୍ତି ଯେ ଗତ ୨୦ବର୍ଷ ଅର୍ଥାତ୍ ୨୦୦୪-୦୫ ରୁ ୨୦୨୩-୨୪ ବର୍ଷ ମଧ୍ୟରେ ମୋଟ୍ ୨୩୮୯ଟି ରେଳ ଦୁର୍ଘଟଣା ଘଟିଛି...
ସୌରଶକ୍ତି ଉତ୍ପାଦନ ଉତ୍ସାହଜନକ ନୁହେଁ
ଭୁବନେଶ୍ୱର : ସୌରଶକ୍ତି ଉତ୍ପାଦନ ଲାଗି ରାଜ୍ୟରେ ପର୍ଯ୍ୟାପ୍ତ ସୁଯୋଗ ଥିବାବେଳେ ବର୍ତ୍ତମାନ ସୁଦ୍ଧା ଏହାର ଉତ୍ପାଦନ ପରିମାଣ ୫ଶହ ମେଗାୱାଟ ଟପିପାରୁ ନାହିଁ । ଏପରିକି ସରକାରୀ ଓ ବେସରକାରୀ କୋଠାବାଡି ଉପରେ ଲାଗିଥିବା ସୌର ପ୍ୟାନେଲରୁ ମାତ୍ର ୫୨ ମେଗାୱାଟ ସୌରଶକ୍ତି ମିଳିପାରୁଛି । ରାଜ୍ୟରେ ସୌରଶକ୍ତି ଉତ୍ପାଦନ ସଂକ୍ରାନ୍ତରେ ମିଳିଥିବା ସରକାରୀ ସୂଚନା ଅନୁଯାୟୀ ବର୍ତ୍ତମାନ ରାଜ୍ୟରେ ମୋଟ୍ ୧୦୪୩ ମେଗାୱାଟ ସୌରଶକ୍ତି ଉପଲବ୍ଧ ହେଉଛି । ଏଥିରୁ ରାଜ୍ୟ ଭିତରେ ଉତ୍ପାଦନ ହେଉଛି ୪୬୮ ମେଗାୱାଟ । ମୋଟ...
ସଂଗ୍ରାମୀଙ୍କ ପରିବାରକୁ କୁଟୁମ୍ବ ପେନ୍ସନ୍
ଭୁବନେଶ୍ୱର : ବର୍ତ୍ତମାନ ସମୟର ସବୁ ସଫଳତା ଓ ସବୁ ଆନନ୍ଦ ପଛରେ ରହିଛି ଆମର ମହାନ ସ୍ୱାଧୀନତା ସଂଗ୍ରାମୀମାନଙ୍କର ଚରମ ତ୍ୟାଗ ଓ ବଳିଦାନ। ତେଣୁ ରାଜ୍ୟ ସରକାର ସ୍ୱାଧୀନତା ସଂଗ୍ରାମୀମାନଙ୍କର ପରିବାରକୁ ଚିହ୍ନଟ କରି ସେମାନଙ୍କୁ ପରିଚୟ ଦେବା ସହିତ ଉପଯୁକ୍ତ ସମ୍ମାନ ପ୍ରଦାନ କରାଯିବ । ଆଜି ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସମିତି ପକ୍ଷରୁ ଆୟୋଜିତ କ୍ରାନ୍ତି ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାର କୁଟୁମ୍ବ...
India Wins Bronze In Hockey
Bhubaneswar: The Indian Men’s Hockey team beat Spain 2-1 and won the bronze medal at the Paris 2024 Olympics today making all Indians, especially people of Odisha very proud. The victory at the Yves-du-Manoir Stadium saw India secure a record-extending 13th medal in hockey at the Olympics and the second bronze in successive editions. India, in fact, won successive medals in...
OP Jindal Remembered
Barbil: JSW Steel's Odisha Mines Division observed the 94th birth anniversary of its founder, Om Prakash Jindal (Bauji), with a floral tribute to the legendary industrialist and philanthropist on Wednesday. Employees from all four mines across all levels,paid a heartfelt tribute to the divine soul and expressed their respect for the visionary man. In the Bhadrasahi office, Business Head of Odisha...










