ମହିଳା ପ୍ରତିନିଧିତ୍ୱକୁ ନେଇ ଉଠିଲାଣି ପ୍ରଶ୍ନ
ଭୁବନେଶ୍ୱର : ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରରେ ଓଡିଶାର ମହିଳା ପ୍ରତିନିଧିତ୍ୱ ଘେନି ବିଭିନ୍ନ ମହଲରେ ପ୍ରଶ୍ନ ଉଠୁଛି । ଗତ ସରକାର ସମୟରେ ଓଡିଶା ମନ୍ତ୍ରୀମଣ୍ଡଳରେ ଚାରି ଜଣ ମହିଳାଙ୍କୁ ସ୍ଥାନ ଦିଆଯାଇଥିବାବେଳେ ଏବେ କିନ୍ତୁ ବିଜେପି ସରକାରରେ ଜଣେ ମାତ୍ର ମହିଳା ଅଛନ୍ତି । ସେହିଭଳି କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ନନ୍ଦିନୀ ଶତପଥୀଙ୍କ ପରଠାରୁ ଏଯାବତ୍ ଓଡିଶାର ଆଉ କୌଣସି ମହିଳାଙ୍କୁ ସ୍ଥାନ ମିଳିନାହିଁ । ଗତ ଲୋକସଭାରେ ୨୧ରୁ ଅନ୍ୟୁନ ୭ଜଣ ମହିଳା ଓଡିଶାରୁ ପ୍ରତିନିଧିତ୍ୱ କରୁଥିଲେ । ଏଥର...
ଇଥାନେଲ ମିଶ୍ରଣ ବଢୁଛି
ଭୁବନେଶ୍ୱର : ଦଶ ବର୍ଷ ମଧ୍ୟରେ ଦେଶରେ ପେଟ୍ରୋଲର ବ୍ୟବହାର ୬୪ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ପେଟ୍ରୋଲରେ ଇଥାନେଲର ମିଶ୍ରଣ ୮.୧୭ ପ୍ରତିଶତରେ ପହଞ୍ଚିଛି । ୨୦୨୦-୨୧ ବର୍ଷରେ ୩୦୨ କୋଟି ଲିଟର ଇଥାନେଲ ପେଟ୍ରୋଲରେ ମିଶିଥିବା ସୂଚନା ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ରାଷ୍ଟ୍ରମନ୍ତ୍ରୀ ସୁରେଶ ଗୋପୀ । ଆଜି ଲୋକସଭାରେ ପଚରାଯାଇଥିବା ଏ ସଂକ୍ରାନ୍ତୀୟ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ୨୦୧୩-୧୪ରେ ୩୮ କୋଟି ଲିଟର ଇଥାନେଲ ପେଟ୍ରୋଲରେ ମିଶ୍ରଣ ହୋଇଥିବାବେଳେ ୨୦୨୦-୨୧ ରେ...
ଗ୍ରାମାଞ୍ଚଳରେ ଦୁର୍ଘଟଣା ହ୍ରାସକୁ ଗୁରୁତ୍ୱ
ଭୁବନେଶ୍ୱର : ରାଜ୍ୟରେ ଦୁର୍ଘଟଣା ଓ ତଦଜନିତ ମୃତ୍ୟୁସଂଖ୍ୟା ହ୍ରାସକୁ ପ୍ରାଧାନ୍ୟ ଦେବା ସହିତ ଗ୍ରାମାଞ୍ଚଳ ଓ ଅଧିକ ଦୁର୍ଘଟଣାପ୍ରବଣ ଜିଲ୍ଲା ଉପରେ ବିଶେଷ ଧ୍ୟାନ ଦିଆଯିବ । ଏ ସଂକ୍ରାନ୍ତରେ ଆଗକୁ ପଦକ୍ଷେପ ନେବା ଲକ୍ଷ୍ୟରେ ଆଇଆଇଟି ମାଡ୍ରାସର ପ୍ରତିନିଧିଙ୍କ ସହ ଖାରବେଳ ଭବନରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ଓ ପରିବହନ କମିସନର ଅମିତାଭ ଠାକୁର ଆଲୋଚନା କରିଛନ୍ତି । ଆଇଆଇଟି ମାଡ୍ରାସ ପକ୍ଷରୁ ସେଣ୍ଟର ଅଫ ଏକସିଲେନ୍ସ ଫର ରୋଡ଼୍ ସେଫଟିର ମୁଖ୍ୟ ଡ. ଭେଙ୍କଟେଶ...
Campaign On “Har Ghar Tiranga”
Bhubaneswar : In view of ensuing 77th Independence Day, Principal Secretary of Housing and Urban Development Usha Padhee, took a review meeting to assess the preparedness of Urban Local Bodies (ULBs) across the state. The meeting, which took place via video conference, was attended by DMA Debasis Singh and Additional Secretary Rabindra kumar Sahu alongside Commissioners & Executive Officers from...
Education For Visually Impaired
Bhubaneswar : Department of Social Security and Empowerment of Persons with Disabilities welcomed Japanese delegation. Bishnupada Sethi, Principal Secretary has discussed about a proposal of the delegation for setting up a vocational/ training institute/ University for visually impaired in Odisha. Ryuchi Aoki, Principal, Tsukuba University expressed his views on creating employment opportunities for the visually impaired providing proper education...
ଜାପାନୀ ପ୍ରତିନିଧି ଦଳଙ୍କ ସହ ଆଲୋଚନା
ଭୁବନେଶ୍ୱର : ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀଙ୍କ ସହ ସାକ୍ଷାତ କଲେ ଜାପାନୀ ପ୍ରତିନିଧି ଦଳ । ଓଡ଼ିଶାରେ ଦୃଷ୍ଟିବାଧିତ ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍ୱତନ୍ତ୍ର ଧନ୍ଦାମୂଳକ ତାଲିମ୍ ଶିକ୍ଷାନୁଷ୍ଠାନ କିମ୍ବା ବିଶ୍ୱବିଦ୍ୟାଳୟ ଗଠନ ନେଇ ଆଲୋଚନା କରିଛନ୍ତି ଜାପାନର ସୁକୁବା ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ ରୁୟିଚି ଆଓକି । ସ୍ୱତନ୍ତ୍ର ବିଶ୍ୱବିଦ୍ୟାଳୟରେ ଉପଯୁକ୍ତ ଶିକ୍ଷା ଓ ତାଲିମ୍ ପ୍ରଦାନ କରି ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କ ପାଇଁ ଚାକିରି ସୁଯୋଗ ସୃଷ୍ଟି କରିବା ହେଉଛି ମୁଖ୍ୟ ଉଦ୍ଦେଶ୍ୟ...
Odisha Leads In PVTG Care
Bhubaneswar : Odisha has become a leading state in the entire nation to accord Habitat Rights to the Particularly Vulnerable Tribal Groups (PVTGs) under the Forest Rights Act (FRA). With the recognition of Habitat Rights of Juangs, in Keonjhar district on August 7 by the District Level Committee (DLC), Odisha has become a forerunner with three Habitat Rights recognized...
SOA Faculty Wins Laurels
Bhubaneswar: Dr. Deepika Yadav, a faculty of the Institute of Dental Sciences (IDS) under Siksha ‘O’ Anusandhan Deemed to be University here, has won the subtitle crown of ‘Mrs. Royal Global Queen 2024 Confident’ and ‘Royal Global Queen of India 2024’ in the Miss and Mrs Royal Global Queen 2024 and Royal Global Achiever Award Season 4 beauty pageant...
ଚାଉଳ ନେବାକୁ କେନ୍ଦ୍ରର ନୂଆ ଯୋଜନା
ନୂଆଦିଲ୍ଲୀ : ରାଜ୍ୟରୁ ବଳକା ଚାଉଳ ଉଠାଇବା ପାଇଁ ଓଡ଼ିଶା ପକ୍ଷରୁ ଦାବି ହେଉଥିବା ବେଳେ କେନ୍ଦ୍ର ସରକାର ଉଷୁନା ଚାଉଳ ର ପରିସମାପ୍ତି ପାଇଁ ଏକ ଅତିରିକ୍ତ ବ୍ୟବସ୍ଥା କରିଛନ୍ତି । କେନ୍ଦ୍ର ସରକାର ଭାରତ ବ୍ରାଣ୍ଡ ଅଧୀନରେ ଥିବା କେନ୍ଦ୍ରୀୟ ଭଣ୍ଡାର, ଜାତୀୟ କୃଷି ସମବାୟ ବିପଣନ ମହାସଂଘ ଲିମିଟେଡ୍ (ନାଫେଡ୍) ଏବଂ ଜାତୀୟ ସମବାୟ ଉପଭୋକ୍ତା ମହାସଂଘ ଲିମିଟେଡ୍ (ଏନ୍ ସିସିଏଫ୍) ଭଳି ସମବାୟ ସଂସ୍ଥାଗୁଡ଼ିକୁ ଉଷୁନା ଅରୁଆ ପ୍ରଦାନ କରିବାକୁ ଅନୁମତି ଦେଇଛନ୍ତି। ଅଗଷ୍ଟ ୭ ତାରିଖରେ ରାଜ୍ୟସଭାରେ ଏକ...
CSM Tech Bags Gambia Contract
Bhubaneswar: CSM Tech, an Indian IT company with a significant presence in Africa’s business landscape, is set to drive efficiency and transformation in governance in The Gambia with a differentiated, cutting-edge Human Resources Management Information System (HRMIS). Marking a significant milestone in its partnership with the Government of Gambia, CSM Tech has bagged a contract by the Ministry of Finance...









