ଗୌରବ ଆଣିଦେଲା ଏମସ୍
ଭୁବନେଶ୍ୱର: ୨୦୨୪ପାଇଁ ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ରାଙ୍କିଙ୍ଗ ଫ୍ରେମୱାର୍କ (ଏନଆଇଆରଏଫ) ମାନ୍ୟତାରେ ୧୫ତମ ସ୍ଥାନ ହାସଲ କରି ଭୁବନେଶ୍ୱର ଏମସ୍ ଭୁବନେଶ୍ୱର ପୁଣି ଥରେ ଓଡ଼ିଶା ରାଜ୍ୟ ଓ ଭାରତର ପୂର୍ବାଞ୍ଚଳ ପାଇଁ ଗୌରବ ଆଣିଛି। ଏହି ସଫଳତା ୨୦୨୨ରେ ୨୬ତମ ସ୍ଥାନରେ ଥିବା ବେଳେ ଗତବର୍ଷ ୧୭ତମ ସ୍ଥାନରେ ରହି ଅନୁଷ୍ଠାନର ଉଲ୍ଲେଖନୀୟ ଅଗ୍ରଗତିକୁ ଦର୍ଶାଉଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ପ୍ରକାଶିତ ଏନଆଇଆରଏଫ ରାଙ୍କିଙ୍ଗରେ ଏମ୍ସ ଭୁବନେଶ୍ୱରକୁ ଓଡ଼ିଶାର ଶ୍ରେଷ୍ଠ ମେଡିକାଲ କଲେଜ ଭାବେ ମାନ୍ୟତା ମିଳିଛି । କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ...
Nandankanan To Get 2 Giraffes
Bhubaneswar: The Nandankanan Zoological Park is all set to welcome two giraffes by the end of this month, informed Principal Conservator of Forests (PCCF) Wildlife, Susanta Nanda. PCCF Shri Nanda said the pair of giraffes will be brought to the zoo from Alipore Zoological Garden, Kolkata under animal exchange program. At present, one giraffe named Khushi is there in the Nandankanan...
OMBADC Supports Farm Ponds
Sundargarh: Sundargarh, a tribal majority district surrounded by hills & forests, supports the agricultural community that cultivates various seasonal crops alongside paddy. Recognizing the need for irrigation to ensure good crop yields, farm ponds are being constructed on the land of the farmers. This program not only improves the livelihoods of the farmers but also helps in recharging groundwater. With the...
Odisha Gets 4 New NHs
New Delhi: With an aim to further strengthen the road transport network in Odisha, four new National Highway (NH) projects are very likely to be executed soon. Both Centre and State Government have mutually agreed to execute four new NH projects in Odisha during a high-level meeting held under the chairmanship of Union Road Transport and Highway Minister Nitin Gadkari...
Mo Cycle Left To ‘Rot’
Bhubaneswar: The ambitious ‘Mo Cycle’ programme of Bhubaneswar Smart City Ltd (BSCL) can be a best example of failure of a government project and can be utilized for study or referral documents for administrative officers. The previous BJD government had launched the initiative in Bhubaneswar in the year 2018 with an aim to make the capital city a green city....
Probe Panel For SCB Slur
Bhubaneswar: The State Government has formed a three-member inquiry committee to probe into the sexual harassment allegations against a resident doctor of SCB Medical College and Hospital. Shalini Pandit, Secretary Health and Family Welfare Department has set up a three-member inquiry under the chairmanship of Director Medical Education and Training(DMET) Santosh Kumar Mishra, Medical Superintendent Sudhansu Sekhar Mishra and Roma...
ଟ୍ରେଡିଂ କମ୍ପାନୀ ଟଙ୍କା ନେଇ ଛୁ
ଭୁବନେଶ୍ୱର : ଓଡିଶାରୁ ପୁଣି ଗୋଟିଏ ଟ୍ରେଡିଂ କମ୍ପାନୀ କୋଟି କୋଟି ଟଙ୍କା ନେଇ ଛୁ ମାରିଛି । ଗତ ଦୁଇ ଦିନ ଧରି ଟ୍ରେଡିଂ କମ୍ପାନୀର ଆପ୍ କାମ କରୁନଥିବାରୁ ଏଥିରେ ଅର୍ଥ ଖଟାଇଥିବା ଲୋକେ ମୁଣ୍ଡରେ ହାତଦେଇ ବସିଛନ୍ତି । ଏମାନଙ୍କ ମଧ୍ୟରୁ ଅନେକ ଏବେ ସାଇବର ପୁଲିସ୍ ଏବଂ ଆର୍ଥିକ ଅପରାଧ ଶାଖା ନିକଟରେ ଅଭିଯୋଗ ପାଇଁ ପ୍ରସ୍ତୁତି ଚଳାଇଥିବାର ସୂଚନା ମିଳିଛି । ୱାଇବିୱାଇ ନାମରେ ଏକ ଟ୍ରେଡିଂ କମ୍ପାନୀ କିଛିଦିନ ଧରି ଓଡିଶାରେ ତାହାର କାରବାର ଆପ୍...
ଦଳ ଡିଆଁଙ୍କ ପାଇଁ ନିଯୁକ୍ତି ବିଳମ୍ବ
ଭୁବନେଶ୍ୱର : ଭିନ୍ନ ଦଳରୁ ଆସି ବିଜେପି ଟିକଟରେ ବିଧାୟକ ଓ ସାଂସଦ ଭାବେ ନିର୍ବାଚିତ ହୋଇଥିବା ଜଣେ ହେଲେ ନେତାଙ୍କୁ କେନ୍ଦ୍ର କିମ୍ବା ରାଜ୍ୟ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିନଥିବାବେଳେ ଏବେ ଆଦର୍ଶଗତ ଲଢେଇ ଯୋଗୁଁ ଓଡିଶା ସରକାରଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ନିଯୁକ୍ତି ଦିଆଯାଇ ପାରୁନାହିଁ । ଏଥିଘେନି ଆଶାୟୀ ନେତା, କର୍ମୀ ଓ ସମର୍ଥକଙ୍କ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଉଥିବାବେଳେ ସମସ୍ତଙ୍କ ନଜର ଦିଲ୍ଲୀର ନିଷ୍ପତ୍ତି ଏବଂ ୧୬ତାରିଖରେ ବସୁଥିବା ରାଜ୍ୟ ବିଜେପି ବୈଠକ ଉପରେ । ବିଭିନ୍ନ ଗୋଷ୍ଠିର...
ଅଙ୍ଗଦାତାଙ୍କ ପରିବାରକୁ ସୂରଜ ସମ୍ମାନ
ଭୁବନେଶ୍ୱର : ଅଙ୍ଗଦାନଠାରୁ ମହତ୍ କାର୍ଯ୍ୟ ଆଉ କିଛି ନାହିଁ କାରଣ ଅଙ୍ଗଦାନ ଦ୍ୱାରା ଅନେକ ମୂଲ୍ୟବାନ ଜୀବନ ବଞ୍ଚିପାରିଥାଏ । ଅଙ୍ଗଦାତା ଏବଂ ତାଙ୍କର ପରିବାରକୁ ସର୍ବୋଚ୍ଚ ସମ୍ମାନ ଜଣାଇ ଆଜି ଲୋକସେବା ଭବନ ତୃତୀୟ ମହଲାସ୍ଥିତ ସମ୍ମିଳନୀ କକ୍ଷରେ ବିଶ୍ୱ ଅଙ୍ଗଦାନ ଦିବସ ପାଳନ ହୋଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ ଏହି ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୃତ ଅଙ୍ଗଦାତା...
ଓଡିଶାକୁ ୪ ନୂଆ ରାଜପଥ ପ୍ରକଳ୍ପ
ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଓଡ଼ିଶା ଶ୍ରୀଯୁକ୍ତ ମୋହନ ଚରଣ ମାଝୀ, ମନ୍ତ୍ରୀ, ଆଇନ, ପୂର୍ତ୍ତ, ଅବକାରୀ ଶ୍ରୀ ପୃଥ୍ଵୀରାଜ ହରିଚନ୍ଦନ, ଜାତୀୟ ରାଜପଥ ପ୍ରାଧିକରଣ ଏବଂ ଜାତୀୟ ରାଜପଥ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ଗୁଡ଼ିକ ଉପରେ ନୂଆଦିଲ୍ଲୀର ଭାରତମଣ୍ଡପମରେ ଥିବା ବୈଠକରେ ଯୋଗ ଦେଇଥିଲେ । ଏହି ବୈଠକରେ ମାନ୍ୟବର କେନ୍ଦ୍ର ମନ୍ତ୍ରୀ, ସଡକ ପରିବହନ ଏବଂ ରାଜପଥ ଶ୍ରୀଯୁକ୍ତ ନିତିନ ଗଡକରୀ ଜୀ ଅଧ୍ୟକ୍ଷତା କରିଥିଲେ। ବୈଠକରେ ଓଡିଶାର ମୁଖ୍ୟ ଶାସନ ସଚିବ; ଏସିଏସ୍, ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ଏବଂ ପୂର୍ତ୍ତ ବିଭାଗର...










