India’s Growth Fueled By Government-Industry Ties

0

Bhubaneswar: Shri Pankaj Lochan Mohanty, the Chairman of the Odisha State Council, ASSOCHAM, India's remarkable 7.8% GDP growth is a result of a strong partnership between the Government and Industry. Industry Czar, Shri Mohanty, who also serves as the President of the Odisha Cricket Association (OCA), has consistently highlighted this collaboration as a critical factor in the nation's economic success....

ବେଧଡକ ଚାଲିଛି ବିଜୁଳି ଚୋରି

0

ଭୁବନେଶ୍ୱର : ବିଜୁଳି ଚୋରିକୁ ରୋକିବାପାଇଁ ସ୍ୱତନ୍ତ୍ର ଥାନା ନଥିବାରୁ ରାଜଧାନୀରେ ଏବେ ବେଧଡକ ବିଜୁଳି ଚୋରି ଚାଲିଛି । ତେବେ ଅଧିକାଂଶ ଚୋରି ବିଦ୍ୟୁତ୍‍ କର୍ମଚାରୀଙ୍କ ଜାଣତରେ ହେଉଥିବାରୁ ଏହାକୁ ରୋକିବା ସେତେଟା ସହଜ ହେଉନାହିଁ । ରାଜଧାନୀରେ ଏବେ ମାଳ ମାଳ ବସ୍ତି । ସରକାରୀ ତାଲିକାରେ ୪୩୨ ବସ୍ତି ଥିବାବେଳେ ବେସରକାରୀ ଭାବେ ଏହି ସଂଖ୍ୟା ଦେଢ ହଜାରକୁ ଅତିକ୍ରମ କରିଗଲାଣି । ଅଧିକାଂଶ ବେଆଇନ୍‍ ବସ୍ତି ସରକାରୀ ଜମିରେ ରହିଛି । ସହରର ପ୍ରମୁଖ ଅଞ୍ଚଳରେ କନଜରଭେନ୍ସି ଠାରୁ...

ଅଦାଲତ ଅବମାନନା ମାମଲା ପ୍ରତି କର୍ତ୍ତୃପକ୍ଷ ନିଦାବିଷ୍ଣୁ

0

ଭୁବନେଶ୍ୱର : ଆଇନ୍‍ ଅଦାଲତଙ୍କ ନିର୍ଦ୍ଦେଶକୁ ଠିକଣା ଭାବେ ଅନୁପାଳନ କରୁନଥିବା ଅଧିକାରୀମାନଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଚାଲିବା ବେଳେ ଆଇନ୍‍ ଅଦାଲତଙ୍କୁ ସହଯୋଗ କରିବା ପରିବର୍ତ୍ତେ ସରକାର କିନ୍ତୁ ଅଦାଲତ ଅବମାନନା ମାମଲାର ଅଭିଯୁକ୍ତମାନଙ୍କ ପକ୍ଷ ସମର୍ଥନ କରୁଛନ୍ତି । ଏହା ଏକ ଖରାପ ପରମ୍ପରା ସୃଷ୍ଟି କରୁଛି ବୋଲି ଅଭିଜ୍ଞ ଆଇନ୍‍ଜୀବୀମାନେ ମତବ୍ୟକ୍ତ କରୁଛନ୍ତି । କେବଳ ଓଡ଼ିଶା ହାଇକୋର୍ଟରେ ଏବେ ପ୍ରାୟ ୧୧ ହଜାର ଅଦାଲତ ଅବମାନନା ମାମଲା ବିଚାରାଧୀନ ରହିଛି, ଯେଉଁଥିରୁ ଅଧିକାଂଶରେ ଅଭିଯୁକ୍ତ ହେଉଛନ୍ତି ବରିଷ୍ଠ...

Saswata Mishra Donates Blood

0

Bhubaneswar: In a quiet and understated act of civic duty, Shri Saswata Mishra, Principal Secretary to the Chief Minister, and his son donated blood at the Capital Hospital Blood Centre. The duo, demonstrating their commitment to the cause, made their donation without any fanfare, a gesture that reflects a strong belief in silent service. This is not the first time...

India Shoots For Glory; NRAI Chief Lauds

0

New Delhi: In a landmark achievement for Indian sports, the Indian shooting contingent has concluded the 16th Asian Shooting Championships in Shymkent, Kazakhstan, with an unprecedented and record-breaking medal haul. The team secured a staggering 99 medals, including 50 gold, 26 silver, and 23 bronze, marking India's most successful campaign ever at the continental event. The National Rifle Association of...

Anurag Meets SOA Chief

0

Bhubaneswar: Anurag Kirti, singer of the highly acclaimed devotional track ‘Bholenath’ and an alumni of Siksha ‘O’ Anusandhan Deemed to be University (SOA), called on SOA Founder President Prof. (Dr.) Manojranjan Nayak in his office here on Saturday. Kirti’s beautifully rendered song, penned by lyricist and composer Kaushal Kishore, which was released under Zee Music, has been garnering widespread appreciation...

Vedanta On Health Care

0

Bhubaneswar: Vedanta Aluminium, India’s largest producer of aluminium, as part of its CSR healthcare initiative Project Aarogya in Lanjigarh, recently organized a Mega Health Camp in Kankutru Gram Panchayat, covering 13 villages in the Lanjigarh block. The camp provided free consultations, diagnostics, and medicines to nearly 400 beneficiaries, delivering essential healthcare directly to rural communities. During the camp, a dedicated...

କଂଗ୍ରେସର ସଂଗଠନ ସୃଜନ ଅଭିଯାନ

0

ଭୁବନେଶ୍ୱର : ଅଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶ କ୍ରମେ ଓଡ଼ିଶାରେ ସଂଗଠନ ସୃଜନ ଅଭିଯାନ ଆରମ୍ଭ ହୋଇଛି। ଏହି ପ୍ରକ୍ରିୟାରେ ରାଜ୍ୟର ସମସ୍ତ ୩୫ ଗୋଟି କଂଗ୍ରେସ ସାଂଗଠନିକ ଜିଲ୍ଲା ପାଇଁ ସଭାପତି ଚୟନ ହେଉଅଛି।  ଏହି ଗଣତାନ୍ତ୍ରିକ ପ୍ରକ୍ରିୟା ରାଜ୍ୟବ୍ୟାପୀ ଅଗଣିତ କଂଗ୍ରେସ କର୍ମୀଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍ସାହ ସୃଷ୍ଠି କରିଛି ବୋଲି ଆଜି ମଧ୍ୟାହ୍ନରେ କଂଗ୍ରେସ ଭବନରେ ପିସିସି ସଭାପତି ଭକ୍ତ ଚରଣ ଦାସ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି। ଶ୍ରୀ ଦାସ କହିଛନ୍ତି, ଗତକାଲି ବାଲେଶ୍ଵର...

କାର୍ଯ୍ୟକାରୀ ହେବ ଓଡ଼ିଶା କ୍ୱାଡ୍ ସିଟି ଯୋଜନା

0

ଭୁବନେଶ୍ୱର : ରାଜ୍ୟର ପ୍ରମୁଖ ସହରଗୁଡ଼ିକୁ ଅର୍ଥନୀତିକ ଅଭିବୃଦ୍ଧି ଏବଂ ବିଶ୍ୱ ସ୍ତରୀୟ କରିବା ପାଇଁ ଓଡ଼ିଶା ସରକାର କ୍ୱାଡ୍ ସିଟି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏହି ପଦକ୍ଷେପର ଏକ ଅଂଶ ଭାବରେ, ରାଜ୍ୟ ଓଡ଼ିଶାର ଜିଡିପି ରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖୁଥିବା ସହରଗୁଡ଼ିକୁ କ୍ଲଷ୍ଟର କରି ସମନ୍ୱିତ ଅର୍ଥନୀତିକ କ୍ଷେତ୍ର ସୃଷ୍ଟି କରିବାକୁ ଯୋଜନା କରିଛି। ପ୍ରଥମ କ୍ଷେତ୍ର ଭୁବନେଶ୍ୱର, ପୁରୀ, କଟକ ଏବଂ ପାରାଦୀପକୁ ସଂଯୋଗ କରିବ - ପ୍ରଶାସନ, ସଂସ୍କୃତି, ବାଣିଜ୍ୟ ଏବଂ ବନ୍ଦର-ଚାଳିତ ବାଣିଜ୍ୟର ଏକ ଅନନ୍ୟ ମିଶ୍ରଣ।...

ସୋଆ ସଭାପତିଙ୍କୁ ସାକ୍ଷାତ କଲେ ଅନୁରାଗ କୀର୍ତି

0

ଭୁବନେଶ୍ୱର : ଦେଶରେ ବହୁଳ ଭାବେ ଆଦୃତି ଲାଭ କରିଥିବା ଭକ୍ତିଭାବପୂର୍ଣ୍ଣ ମ୍ୟୁଜିକ ଭିଡ଼ିଓ ‘ଭୋଲେନାଥ‘ର ଗାୟକ ଏବଂ ଅଭିନେତା ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପୁରାତନ ଛାତ୍ର ଅନୁରାଗ କୀର୍ତି ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ଶନିବାର ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଜି ମ୍ୟୁଜିକ୍ ବ୍ୟାନରରେ ମୁକ୍ତି ଲାଭ କରିଥିବା କୀର୍ତିଙ୍କର ଏହି ଭାବପୂର୍ଣ୍ଣ ସଂଗୀତକୁ ବିଶିଷ୍ଟ ଗୀତିକାର ତଥା ସଂଗୀତ ନିର୍ଦ୍ଦେଶକ କୌଶଳ କିଶୋର ପ୍ରସ୍ତୁତ କରିଥିବା ବେଳେ ସଂଗୀତ ପ୍ରେମୀଙ୍କ ମଧ୍ୟରେ ଏହା...