ଅବସରପ୍ରାପ୍ତ କର୍ମଚାରୀଙ୍କୁ ନିଯୁକ୍ତି ପାଇଁ ଗାଇଡ୍ଲାଇନ୍
ଭୁବନେଶ୍ୱର: ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ଅସ୍ଥାୟୀ ଭାବେ ନିଯୁକ୍ତି ଦେବା ପାଇଁ ରାଜ୍ୟ ସରକାର ଆଜି ବିସ୍ତୃତ ନିର୍ଦ୍ଦେଶନାମା ଜାରି କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ, ବିଭିନ୍ନ ବିଭାଗ/କାର୍ଯ୍ୟାଳୟ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ଉପଯୁକ୍ତ ଯଥାର୍ଥତା ବିନା ଏବଂ କେବଳ ଦୈନନ୍ଦିନ ନିତିଦିନିଆ କାର୍ଯ୍ୟର ମୁକାବିଲା ପାଇଁ ନିୟମିତ ଭାବେ ନିୟୋଜିତ କରୁଥିବା ଦେଖିବାକୁ ମିଳିଛି। ଅନେକ ସମୟରେ ଏଭଳି ନିଯୁକ୍ତିର କୌଣସି ବାଧ୍ୟତାମୂଳକ ଯଥାର୍ଥତା ନଥିଲେ ମଧ୍ୟ ଏଭଳି ନିଯୁକ୍ତି କରାଯାଏ । ବାସ୍ତବରେ ଅବସରପ୍ରାପ୍ତ କର୍ମଚାରୀଙ୍କୁ...
Guideline For Engagement Of Retd Govt Servants
Bhubaneswar: The State Government today issued detailed guidelines for engagement of retired Government servants on temporary basis. In a notification, the General Administration and Public Grievance Department said it has come to the notice that different Departments/Offices are engaging retired Government employees in a routine manner without proper justification and merely to deal with the day-to-day routine works. Often such reengagements...
Singh Deo Opposes OGST Amend
Bhubaneswar: Senior BJD Lawmaker Kalikesh Narayan Singh Deo has strongly opposed the move of BJP government to amend the Odisha Goods and Services Tax Act, 2017. While speaking about the GST and the Bill in Assembly, Shri Singh Deo said he was the part of the Parliamentary committee, which drafted the GST Bill in 2017 under the leadership of the then...
ଅଦାନୀ ବନ୍ଦରକୁ କ୍ୟାବିନେଟ ମଞ୍ଜୁରି
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଗୋପାଳପୁର ବନ୍ଦରର ଇକ୍ୱିଟି ସେୟାର ଅଦାନି ଗ୍ରୁପକୁ ହସ୍ତାନ୍ତର ସମେତ ତିନୋଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଗୋପାଳପୁର ପୋର୍ଟସ୍ ଲିମିଟେଡ୍ ଅଦାନୀ ପୋର୍ଟସ୍ ଆଣ୍ଡ ସ୍ପେଶାଲ ଇକୋନୋମିକ୍ ଜୋନ୍ ଲିମିଟେଡ୍ (ଏପିଏସ୍ଇଜେଡ୍)କୁ ୯୫% ଇକ୍ୱିଟି ସେୟାର ସାରପୁରଜୀ ପାଲୋନଜୀ ପୋର୍ଟ ମେଣ୍ଟେନାନ୍ସ ପ୍ରାଇଭେଟ୍ ଲିମିଟେଡ୍ (ଏସ୍ପିପିଏମ୍ଏଲ୍)ରୁ ୫୬% ଏବଂ ଓଡ଼ିଶା ଷ୍ଟିଭଡ୍ରେସ୍ ଲିମିଟେଡ୍ (ଓଏସ୍ଏଲ୍)ରୁ ୩୯%...
Cabinet Clears Adani Port
Bhubaneswar: The State Cabinet headed by Chief Minister Mohan Charan Majhi today approved three proposals including transfer of equity shares for Gopalpur Ports to Adani Group. Briefing media persons, Chief Secretary Manoj Ahuja said Gopalpur Ports Ltd has sought permission for transfer of 95% of equity shares to Adani Ports and Special Economic Zone Limited (APSEZ) from Shapooril Pallonji Port...
କ୍ଷତିପୂରଣରେ କୁକୁଡା ଚାଷୀ ହତାଶ
ଭୁବନେଶ୍ୱର : ବାର୍ଡ ଫ୍ଲୁ ସଂକ୍ରମଣ ଏବେ ଜିଲ୍ଲା ପରେ ଜିଲ୍ଲାକୁ ଡେଉଁଥିବାବେଳେ ଏହାକୁ ନିୟନ୍ତ୍ରଣ ଲାଗି ହଜାର ହଜାର କୁକୁଡାଙ୍କୁ ମାରି ଦିଆଯାଉଛି । ତେବେ ମୃତ କୁକୁଡା ବାବଦରେ ଚାଷୀଙ୍କୁ ଯେଉଁ କ୍ଷତିପୂରଣ ଦିଆଯାଉଛି ତାହାକୁ ନେଇ କୁକୁଡାଚାଷୀମାନେ ଅସନ୍ତୋଷ ପ୍ରକଟ କରୁଛନ୍ତି । ଛଅ ସପ୍ତାହାର ଗୋଟିଏ କୁକୁଡା ପାଇଁ ୮୦ରୁ ୧୦୦ ଟଙ୍କା ଖର୍ଚ୍ଚ ହେଉଥିବାବେଳେ ସରକାର ଦେଉଛନ୍ତି ମାତ୍ର ୨୦ ଟଙ୍କା । ରାଜ୍ୟରେ ବାର୍ଡ ଫ୍ଲୁ ସଂକ୍ରମିତ କୁକୁଡାଙ୍କୁ ମାରିବାପାଇଁ ପଦକ୍ଷେପ ନେବା ସହିତ କ୍ଷତିପୂରଣ...
ଛାତ୍ର ସଂସଦ ନିର୍ବାଚନ ସମ୍ଭାବନା କ୍ଷୀଣ
ଭୁବନେଶ୍ୱର : ଓଡିଶାର ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜଗୁଡିକରେ ପ୍ରାୟ ଛଅ ବର୍ଷ ଧରି ଛାତ୍ର ସଂସଦ ନିର୍ବାଚନ ହୋଇନଥିବାବେଳେ ଚଳିତବର୍ଷ ବି ନିର୍ବାଚନ ହେବା ସମ୍ଭାବନା କ୍ଷୀଣ । ରାଜ୍ୟରେ ବିଜେପି ସରକାର ଗଠିତ ହେବାପରେ ଉଚ୍ଚଶିକ୍ଷା ମନ୍ତ୍ରୀ ଏବର୍ଷ ଛାତ୍ର ସଂସଦ ନିର୍ବାଚନ ହେବ ବୋଲି ସୂଚନା ଦେଇଥିଲେ । ପରବର୍ତ୍ତୀ ସମୟରେ ଆଇନ୍ ମନ୍ତ୍ରୀ ଜାରି କରିଥିବା ବକ୍ତବ୍ୟରେ ଆସନ୍ତାବର୍ଷ ଛାତ୍ର ସଂସଦ ନିର୍ବାଚନ ହେବ ବୋଲି କହିବାପରେ ଉଚ୍ଚଶିକ୍ଷାମନ୍ତ୍ରୀ ଆଉଥରେ ଏ ପ୍ରସଙ୍ଗର ସଫେଇ ଦେଇ ଏହା ସରକାରଙ୍କ...
House Adjourns Sine Die
Bhubaneswar: Amid protests by opposition BJD and Congress members, Speaker Surama Padhy today adjourned State Legislative Assembly sine die, two business days ahead of its schedule. The first session of the 17th Assembly began on July 22 and the session was supposed to conclude on September 13 with an interval from August 1 to 19. The House transacted business for 25...
Notorious Poachers Nabbed
Bhubaneswar: The Forest Department Officials with help of Special Task Force (STF) of Odisha Police today arrested two notorious poachers involved in a three year old Royal Bengal Tiger (RBT) poaching case in Simlipal. The arrested accused are identified as Mohato Kisku and Thupul Hembram. “Mohato Kisku and Thupul Hembram, two notorious poachers involved in a 3 year old RBT...
ସୋଆ କୃଷି ମହାବିଦ୍ୟାଳୟ ସମ୍ମାନିତ
ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲ୍ ସାଇନ୍ସେସ୍ (ଆଇଏଏସ୍)କୁ ଗତ ରବିବାର ଦିନ ନୁଆଦିଲ୍ଲୀ ଠାରେ ‘ଆଉଟ୍ଲୁକ୍ ଏଗ୍ରି-ଟେକ୍ ସମ୍ମିଟ୍’ରେ ସମ୍ମାନଜନକ ‘ଆଉଟଷ୍ଟାଣ୍ଡିଂ ଏଗ୍ରିକଲ୍ଚର ଇନ୍ଷ୍ଟିଚ୍ୟୁଟ୍ / ୟୁନିଭର୍ସିଟି’ ସମ୍ମାନରେ ସମ୍ମାନିତ କରାଯାଇଛି । ଆଇଏଏସ୍ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ବିଭାଗର ପ୍ରମୁଖ ସଚିବ ଶ୍ରୀ ଦେବେଶ ଚତୁର୍ବେଦୀଙ୍କ ଠାରୁ ଏହି ସମ୍ମାନ ଗ୍ରହଣ କରିଛନ୍ତି । ଏହି ଅବସରରେ ସୋଆ ପ୍ରତିଷ୍ଠାତା ସଭାପତିଙ୍କ ଓଏସ୍ଡି ଶ୍ରୀ...










