ପଙ୍ଗୁ ପାଲଟୁଛି ଶ୍ରମ ବିଭାଗ
ଭୁବନେଶ୍ୱର : ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଧିରେ ଧିରେ ପଙ୍ଗୁ ହେବାରେ ଲାଗିଛି । ବିଭାଗ ପାଇଁ ବିଭିନ୍ନ ବର୍ଗରେ ସମୁଦାୟ ୨୬୫୫ଟି ମଞ୍ଜୁରୀପ୍ରାପ୍ତ ପଦବୀ ଥିବାବେଳେ ସେଥିରୁ ୧୬୭୭ଟି ଖାଲି ପଡିଛି । ଏଥିଯୋଗୁଁ ଦୈନନ୍ଦିନ ପ୍ରଶାସନିକ କାର୍ଯ୍ୟ ସହିତ ଚଢଉ ଓ ନିରୀକ୍ଷଣ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା କୁହାଯାଉଛି । ବିଭାଗରେ ପ୍ରଥମଶ୍ରେଣୀ ପାହ୍ୟାରେ ରହିଛି ମୋଟ୍ ୪୯୪ ଟି ପଦବୀ । ଏଥିରୁ ୨୨୬ଟି ଖାଲି ପଡିଛି । ଶ୍ରମ ନିର୍ଦ୍ଦେଶାଳୟରେ ଏହି ପାହ୍ୟାର ୧୨୬ଟି...
ମଦ କୁଡିଆ ଦାୟିତ୍ୱ ପ୍ରଭାତୀଙ୍କ କାନ୍ଧରେ
ଭୁବନେଶ୍ୱର : କେବଳ ସମୁଦ୍ର କୂଳରେ ନୁହେଁ, ନଦୀ, ହ୍ରଦ ଆଦି ନିକଟରେ ମଦ କୁଡିଆ ଖୋଲି ଲୋକଙ୍କୁ ସରକାରୀ ସଂସ୍ଥା ମାଧ୍ୟମରେ ମଦ ଯୋଗାଣ ଲାଗି ଯେଉଁ ବ୍ୟବସ୍ଥା ନୂଆ ଅବକାରୀ ନୀତିରେ ରହିଛି ତାହାର କାର୍ଯ୍ୟକାରିତା ନିର୍ଭର କରୁଛି ପର୍ଯ୍ୟଟନ ବିଭାଗ ଉପରେ । ପର୍ଯ୍ୟଟନ ବିଭାଗ ଦାୟିତ୍ୱରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଭଳି ଜଣେ ନାରୀନେତ୍ରୀ ଥିବାବେଳେ ସେ ଏଭଳି ମଦ ଯୋଗାଣକୁ ପ୍ରୋତ୍ସାହିତ କରିବେ କି ବିରୋଧ କରିବେ ତାହା ଉପରେ ଏବେ ସମସ୍ତଙ୍କ ନଜର । ନୂଆ...
Bhandar Survey By ASI
Bhubaneswar: A high-level technical team of the Archaeological Survey of India (ASI) would conduct a reconnaissance survey of the Ratna Bhandar of Puri Jagannath Temple on September 18. The Shree Jagannath Temple Administration (SJTA) has given its approval to the ASI to conduct the survey on September 18 to find out whether any secret chamber is there inside the treasury...
ସୌରଚାଳିତ ଶୀତଳ ଭଣ୍ଡାର ଉପରେ ଗୁରୁତ୍ୱ
ଭୁବନେଶ୍ୱର : ଆଜି ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ରାଜ୍ୟରେ ଶୀତଳ ଭଣ୍ଡାର ଖୋଲିବା ନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଶୀତଳ ଭଣ୍ଡାର ସେବା ପ୍ରଦାନକାରୀ ସଂସ୍ଥାମାନେ ଯୋଗଦେଇ ନିଜ ନିଜ ସଂସ୍ଥାର ସେବା ବିଷୟରେ ଉପସ୍ଥାପନା କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରତି ସବ୍ଡିଭିଜନ୍ରେ ଶୀତଳ ଭଣ୍ଡାର ଖୋଲିବା ପ୍ରସ୍ତାବ ଦିଆଯିବା ପରିପ୍ରେକ୍ଷୀରେ କୃଷି ବିଭାଗ ଦ୍ୱାରା ଏହି ତ୍ୱରାନ୍ୱିତ ପଦକ୍ଷେପ ନିଆଯାଇଛି ।...
‘ସ୍ୱଚ୍ଛତା ହିଁ ସେବା’ ରେ ଯୋଡ଼ି ହେବେ ସମସ୍ତ ଆରଟିଓ
ଭୁବନେଶ୍ୱର : ସ୍ୱଚ୍ଛତାକୁ ନେଇ ହେବାକୁ ଯାଉଛି ୧୫ ଦିନବ୍ୟାପୀ ଅଭିଯାନ । ଏହି ଅଭିଯାନରେ ସକ୍ରିୟତାର ସହ ଭାଗ ନେବ ରାଜ୍ୟ ପରିବହନ ପ୍ରାଧିକରଣ ୧୧୭ ସେପ୍ଟେମ୍ବରରୁ ଅକ୍ଟୋବର ୧ ଯାଏଁ ସ୍ୱଚ୍ଛତା ହିଁ ସେବା ଅଭିଯାନ ହେବ । ଚଳିତ ଥରର ବିଷୟ ରହିଛି “ସ୍ୱଭାବ ସ୍ୱଚ୍ଛତା, ସଂସ୍କାର ସ୍ୱଚ୍ଛତା” । ଏହି ଆଧାରରେ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେବାକୁ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ପରିବହନ ଆୟୁକ୍ତ ଅମିତାଭ ଠାକୁର । ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମର ପ୍ରସ୍ତୁତି...
ସ୍ୱଚ୍ଛତା ହିଁ ସେବା ଅଭିଯାନ ପାଇଁ ପ୍ରସ୍ତୁତ
ଭୁବନେଶ୍ୱର : ପରିଷ୍କାର ପରିଚ୍ଛନ୍ନତା ଏବଂ ଜନସାଧାରଣଙ୍କ ସ୍ୱଚ୍ଛତା ଦିଗରେ ଏକ ପ୍ରମୁଖ ଧାରାରେ, ସ୍ଵଚ୍ଛତା ହିଁ ସେବା ଅଭିଯାନର ପ୍ରସ୍ତୁତି ଉପରେ ମିଳିତ ସମୀକ୍ଷାବୈଠକ ଅନୁଷ୍ଠିତ ହୋଇଯାଇଛି । ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢୀ ଏବଂ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ପ୍ରମୁଖସଚିବ ଏସ୍. କେ. ଲୋହାନି ମିଳିତ ଭାବେ ଏହି ସମୀକ୍ଷା କରିଥିଲେ | ଏହି ସମୀକ୍ଷା ଓଡିଶାର ସମସ୍ତ ଜିଲ୍ଲା ତଥା ପୌରାଞ୍ଚଳ ମଧ୍ୟରେ ଅଭିଯାନର ସୁଗମ କାର୍ଯ୍ୟକାରିତାକୁ...
୪୭୬ ଜଣଙ୍କୁ ନିଯୁକ୍ତିପତ୍ର
ଭୁବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟରଠାରେ ବିଭିନ୍ନ ବିଭାଗରେ ୪୭୬ ଜଣ ଅଧିକାରୀ ଓ କର୍ମଚାରୀମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଆୟୋଜିତ ଏକ ନିଯୁକ୍ତି ମେଳା ମାଧ୍ୟମରେ ଏହି ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା। ଏହି ଅବସରରେ ନବ ନିଯୁକ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇ କହିଥିଲେ ଯେ, ପ୍ରତ୍ୟେକ ବ୍ୟକ୍ତି ପାଇଁ ପ୍ରଥମ କର୍ମନିଯୁକ୍ତିର ଦିନଟି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ...
ଅବସରପ୍ରାପ୍ତ କର୍ମଚାରୀଙ୍କୁ ନିଯୁକ୍ତି ପାଇଁ ଗାଇଡ୍ଲାଇନ୍
ଭୁବନେଶ୍ୱର: ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ଅସ୍ଥାୟୀ ଭାବେ ନିଯୁକ୍ତି ଦେବା ପାଇଁ ରାଜ୍ୟ ସରକାର ଆଜି ବିସ୍ତୃତ ନିର୍ଦ୍ଦେଶନାମା ଜାରି କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ, ବିଭିନ୍ନ ବିଭାଗ/କାର୍ଯ୍ୟାଳୟ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ଉପଯୁକ୍ତ ଯଥାର୍ଥତା ବିନା ଏବଂ କେବଳ ଦୈନନ୍ଦିନ ନିତିଦିନିଆ କାର୍ଯ୍ୟର ମୁକାବିଲା ପାଇଁ ନିୟମିତ ଭାବେ ନିୟୋଜିତ କରୁଥିବା ଦେଖିବାକୁ ମିଳିଛି। ଅନେକ ସମୟରେ ଏଭଳି ନିଯୁକ୍ତିର କୌଣସି ବାଧ୍ୟତାମୂଳକ ଯଥାର୍ଥତା ନଥିଲେ ମଧ୍ୟ ଏଭଳି ନିଯୁକ୍ତି କରାଯାଏ । ବାସ୍ତବରେ ଅବସରପ୍ରାପ୍ତ କର୍ମଚାରୀଙ୍କୁ...
Guideline For Engagement Of Retd Govt Servants
Bhubaneswar: The State Government today issued detailed guidelines for engagement of retired Government servants on temporary basis. In a notification, the General Administration and Public Grievance Department said it has come to the notice that different Departments/Offices are engaging retired Government employees in a routine manner without proper justification and merely to deal with the day-to-day routine works. Often such reengagements...
Singh Deo Opposes OGST Amend
Bhubaneswar: Senior BJD Lawmaker Kalikesh Narayan Singh Deo has strongly opposed the move of BJP government to amend the Odisha Goods and Services Tax Act, 2017. While speaking about the GST and the Bill in Assembly, Shri Singh Deo said he was the part of the Parliamentary committee, which drafted the GST Bill in 2017 under the leadership of the then...










