ବଜେଟ୍ ଅଧିବେଶନ ଶେଷ
ଭୁବନେଶ୍ୱର : ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଆଜି ଶେଷ ହୋଇଛି । ଦୁଇ ପର୍ଯ୍ୟାୟରେ ଅନୁଷ୍ଠିତ ଏହି ବଜେଟ୍ ଅଧିବେଶନ କାଳରେ ୨୦୨୪-୨୫ ବର୍ଷ ପାଇଁ ୨ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ୍ ଗୃହର ଅନୁମୋଦନ ଲାଭ କରିଥିବାବେଳେ ଦୁଇଟି ବିଧେୟକ ଗୃହରେ ପାରିତ ହୋଇଛି । ଜୁଲାଇ ୨୨ ତାରିଖ ତାରିଖରୁ ଆରମ୍ଭ ହୋଇଥିବା ଏହି ଅଧିବେଶନରେ ମୋଟ୍ ୨୫ଟି କାର୍ଯ୍ୟ ଦିବସ ରହିଥିବାବେଳେ ଏଥି ମଧ୍ୟରେ ଦୁଇଟି ସରକାରୀ କାର୍ଯ୍ୟଦିବସ ଥିଲା । ଅଧିବେଶନ କାଳରେ ପୂର୍ବତନ ରାଜ୍ୟପାଳ,...
State Hikes Sports budget
Bhubaneswar: To make Odisha a ‘Sports Hub’ in the entire country, the State Government has allocated Rs 1,315 crore for sports and youth services. Chief Minister Mohan Charan Majhi announced a Rs 98 crore hike in the State's Annual Sports Budget from last year's Rs 1,217 crore for the financial year 2024-25. This includes Rs 1210 crore earmarked for the program...
Pet Crematorium In Cities Soon
Bhubaneswar: Housing and Urban Development Minister Krushna Chandra Mohapatra said that the State Government will take steps to set up pet crematoriums in different cities including Bhubaneswar and Cuttack. In a written reply to Cuttack Congress MLA Sofia Firdous, the Housing & Urban Development Minister said the government is taking steps to create such facilities that will be established in...
ଓଡିଶାରେ ବ୍ରେନ ଷ୍ଟ୍ରୋକ୍ ଅଧିକ
ଭୁବନେଶ୍ଵର : ସାରା ଦେଶରେ ଦୈନିକ ପ୍ରାୟ ୨ହଜାର ବ୍ରେନ୍ ଷ୍ଟ୍ରୋକ୍ ଘଟଣା ସାମ୍ନାକୁ ଆସୁଥିବା ବେଳେ ଭାରତରେ ଏହା ଚିନ୍ତାଜନକ ହୋଇପଡିଛି । ନିକଟରେ ଲାନସେଟରେ ପ୍ରକାଶିତ ଏକ ଗବେଷଣାରୁ ଜଣାପଡିଛି ଯେ ଓଡ଼ିଶାରେ ବ୍ରେନ ଷ୍ଟ୍ରୋକ୍ ର ପ୍ରକୋପ ଜାତୀୟ ହାର ଠାରୁ ଅଧିକ ରହିଛି ଏବଂ ପ୍ରତି ସାତ ଜଣ ବାସିନ୍ଦାଙ୍କ ମଧ୍ୟରୁ ଜଣେ ବିପଦରେ ଅଛନ୍ତି । ଏହି ବଢୁଥିବା ସ୍ୱାସ୍ଥ୍ୟ ସମସ୍ୟା, ଯାହା ପୂର୍ବରୁ ଅଧିକାଂଶ ବୟସ୍କ ବୟସ୍କଙ୍କ ଠାରେ ଦେଖାଯାଉଥିଲା, ବର୍ତ୍ତମାନ ଅଚଳ ଜୀବନଶୈଳୀ, ଖରାପ...
ସେମିକନ୍ ଇଣ୍ଡିଆ ଉଦଘାଟିତ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ଗ୍ରେଟର ନୋଏଡାସ୍ଥିତ ଇଣ୍ଡିଆ ଏକ୍ସପୋ ମାର୍ଟରେ ସେମିକନ୍ ଇଣ୍ଡିଆ ୨୦୨୪କୁ ଉଦଘାଟନ କରିଛନ୍ତି । ଏହି ଅବସରରେ ଆୟୋଜିତ ପ୍ରଦର୍ଶନୀକୁ ଶ୍ରୀ ମୋଦୀ ବୁଲି ଦେଖିଥିଲେ। ସେପ୍ଟେମ୍ବର ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ତିନି ଦିନିଆ ସମ୍ମିଳନୀରେ ଭାରତର ସେମିକଣ୍ଡକ୍ଟର ରଣନୀତି ଏବଂ ନୀତି ପ୍ରଦର୍ଶିତ ହୋଇଛି, ଯେଉଁଥିରେ ଭାରତକୁ ସେମିକଣ୍ଡକ୍ଟର ପାଇଁ ଏକ ବିଶ୍ୱସ୍ତରୀୟ କେନ୍ଦ୍ରରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଛି। ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ‘ସେମି’ର...
Singh Deo Appeals BJD Youth For Hard Work
Bhubaneswar: Senior BJD leader and Lawmaker Kalikesh Narayan Singh Deo today appealed BJD’s youth wing leaders to come forward and work hard to bring reform and transformation in the State. Addressing the youth BJD organisational body meeting here at Sankha Bhawan, Shri Singh Deo said, “For the first time during the last 24 years, we have lost an election....
SOA Faculty Bags Award
Bhubaneswar: Institute of Agricultural Sciences (IAS), the faculty of agricultural sciences of Siksha ‘O’ Anusandhan (SOA) here, has been awarded the prestigious ‘Outstanding Agriculture Institute/University’ award at the Outlook Agri-tech Summit and Awards 2024 held at New Delhi on Sunday. Prof. Santosh Kumar Rout, Dean of IAS, received the award from Devesh Chaturvedi, Principal Secretary in the Ministry of Agriculture...
ବିକୃତ ଗାନ୍ଧୀମୂର୍ତ୍ତି ବଦଳିବ କେବେ ?
ଭୁବନେଶ୍ୱର : ମୁଖ୍ୟ ଶାସନ ସଚିବ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ବିଭାଗୀୟ ନିର୍ଦ୍ଦେଶକ ଏମିତିକି ବିଶେଷଜ୍ଞ କମିଟିଙ୍କ ମତାମତି ସତ୍ୱେ ବି ରାଜ୍ୟ ସଂଗ୍ରହାଳୟର ଗାନ୍ଧୀ ଗ୍ୟାଲେରୀରେ ମହାତ୍ମାଗାନ୍ଧୀଙ୍କ ଠିକଣା ପ୍ରତିମୂତ୍ତି ବସିପାରୁ ନାହିଁ । ଏହି ଗ୍ୟାଲେରୀରେ ରହିଥିବା ଏକ ବିକୃତ ଗାନ୍ଧୀମୂର୍ତ୍ତି ଘେନି ଦର୍ଶକମାନେ ବିରକ୍ତି ପ୍ରକାଶ କରୁଥିଲେ ବି ତ୍ରୁଟି ସଂଶୋଧନ ହୋଇପାରୁ ନାହିଁ । ଏଠାରେ ଉଲ୍ଲେଖନୀୟ ଯେ ରାଜ୍ୟ ସଂଗ୍ରହାଳୟ ପରିସରରେ ଓଡିଶାର ସ୍ୱାଧୀନତା ସଂଗ୍ରାମ ଓ ଗାନ୍ଧୀ ଗ୍ୟାଲେରୀ ପ୍ରତିଷ୍ଠା ପାଇଁ ରାଜକୋଷରୁ କୋଟି...
ପଲିଥିନ୍ କାରବାର ବିଷୟରେ ସରକାର ଜାଣିଛନ୍ତି
ଭୁବନେଶ୍ୱର : କଟକଣା ସତ୍ୱେ ପରିବେଶ ପ୍ରଦୂଷଣ କରୁଥିବା ଏକକ ବ୍ୟବହୃତ ପ୍ଲାଷ୍ଟିକ ଓ ଥର୍ମକୁଲ୍ ଆଦି ବ୍ୟାପକ ମାତ୍ରାରେ ବ୍ୟବହୃତ ହେଉଥିବା ସମ୍ପର୍କରେ ସରକାର ଅବଗତ ଅଛନ୍ତି । ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ଏକକ ବ୍ୟବହୃତ ପ୍ଲାଷ୍ଟିକ ଉପରେ କଟକଣା ଓ ଏହାର ବ୍ୟବହାର ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ...
Odisha To Particiapte In GBI24′
Bhubaneswar: The Biotechnology sector is poised to boost the Indian economy. Odisha with it’s rich biodiversity & vast resources coupled with an enabling industry ecosystem is set to contribute highly to the Indian Bio-economy. Led by Krushna Chandra Patra, Minister, Science & Technology, the state is going to exhibit its biotech ambitions at the ‘Global Bio-India 2024 (GBI)’. The flagship...










