ଇଡକୋ ହାତରେ ୧୪ହଜାର ଏକର ଜମି
ଭୁବନେଶ୍ୱର : ପୁଞ୍ଜିନିବେଶ ପାଇଁ ଓଡିଶାକୁ ଆଗେଇ ଆସୁଥିବା ଶିଳ୍ପପତିମାନଙ୍କ ପାଇଁ ଇଡକୋ ନିକଟରେ ଏବେ ୧୪ହଜାର ଏକରରୁ ଅଧିକ ଜମି ରହିଛି । ରାଜ୍ୟ ସରକରଙ୍କ ସହିତ ଶିଳ୍ପ ପ୍ରତିଷ୍ଠାପାଇଁ ରାଜିନାମା ସ୍ୱାକ୍ଷର କରୁଥିବା ଶିଳ୍ପସଂସ୍ଥାଗୁଡିକୁ ଏହା ଯୋଗାଇ ଦିଆଯିବ । କନ୍ଧମାଳ ଓ ନବରଙ୍ଗପୁର ଜିଲ୍ଲାକୁ ବାଦ୍ ଦେଲେ ଅନ୍ୟ ସମସ୍ତ ୨୮ ଜିଲ୍ଲାରେ ଇଡକୋ ଜମି ଅଧିଗ୍ରହଣ କରିଛି । ଏଥି ମଧ୍ୟରେ ଯାଜପୁର ଜିଲ୍ଲାରେ ସବୁଠାରୁ ଅଧିକ ୪୬୧୩ ଏକର ଜମି ଅଧିଗ୍ରହଣ ହୋଇଥିବାବେଳେ ଜଗତସିଂହପୁର ଜିଲ୍ଲାରେ...
ବିକି ପାରିଲେନି ରକ୍ତ ଚନ୍ଦନ କାଠ
ଭୁବନେଶ୍ୱର : ତିତିଲ ବାତ୍ୟା ସମୟରେ ଗଜପତି ଜିଲ୍ଲାର ଜଙ୍ଗଲରୁ ମିଳିଥିବା ରକ୍ତଚନ୍ଦନ କାଠ ବିକ୍ରି ହୋଇ ନପାରିବାରୁ ୩୪୯ କୋଟି ଟଙ୍କାରୁ ଅଧିକ ରାଜସ୍ୱ କ୍ଷତିକୁ ଧରିଛନ୍ତି ସିଏଜି । ସିଏଜି ଅଡିଟ୍ରୁ ଏହା ଧରାପଡିଥିବାବେଳେ ଚଳିତବର୍ଷ ଫେବୃୟାରୀ ଶେଷ ସୁଦ୍ଧା ରାଜ୍ୟ ସରକାର ଏହାର ଉତ୍ତର ରଖିନାହାନ୍ତି । ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି ଯେ ୨୦୧୮ ମସିହାରେ ଆସିଥିବା ତିତିଲ ବାତ୍ୟାରେ ଗଜପତି ଜିଲ୍ଲାର ଜଙ୍ଗଲରୁ ଉପୁଡି ଯାଇଥିବା, ଅଧା ଭାଙ୍ଗିଥିବା ରକ୍ତଚନ୍ଦନ ଗଛ ମିଳିଥିଲା । ଏହି ମୂଲ୍ୟବାନ୍...
ସବ୍ଡିଭିଜନ ସ୍ତର ପର୍ଯ୍ୟନ୍ତ ଯିବ ରେଳ ସେବା
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଭର୍ଚୁଆଲ ମାଧ୍ୟମରେ ଓଡିଶାରେ ତିନୋଟି ନୂତନ ବନ୍ଦେ ଭାରତ ଟ୍ରେନ ଚଳାଚଳର ଶୁଭାରମ୍ଭ କରିଛନ୍ତି। ଶୁଭାରମ୍ଭ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବ୍ରହ୍ମପୁର-ଟାଟାନଗର ବନ୍ଦେ ଭାରତ ଏକ୍ସପ୍ରେସ୍ରେ ବସି ବ୍ରହ୍ମପୁର ନିକଟସ୍ଥ ଜଗନ୍ନାଥପୁର ଷ୍ଟେସନରୁ ଭୁବନେଶ୍ବର ଫେରିଥିଲେ। ଏହି ଅବସରରେ ଟ୍ରେନ୍ରେ ଉପସ୍ଥିତ ଥିବା ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ନିଜର ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜିଠାରୁ ଓଡିଶାରେ ରେଳ ବିକାଶର ସୁବର୍ଣ୍ଣ ଯୁଗ ଆରମ୍ଭ ହେଲା । ଓଡିଶାରେ ରେଳ ଭିତ୍ତିଭୂମିର...
Pada Jatra For Subhadra
Bhubaneswar: Ahead of launching of BJP Government’s ambitious Subhadra Yojana, Deputy Chief Minister Pravati Parida today launched the Subhadra Swagat Pada Jatra across all revenue villages in the State. Deputy Chief Minister K V Singh Deo, Bhubaneswar MP Aparajita Sarangi joined the Ceremony. Over 10,000 Pada Jatras are being held in different parts of the State to promote the scheme...
Vande Bharat Connects B’mpur
Bhubaneswar: Prime Minister Narendra Modi today virtually flagged off six Vande Bharat express trains including two trains in Odisha. The two semi-superfast express trains started their journey from Brahmapur and Rourkela after Prime Minister Narendra Modi virtually flagged off the trains from Ranchi in Jharkhand. The two trains flagged off from Odisha are Rourkela-Howrah and Brahmapur-Tatanagar. Special functions were organised...
ଆସିବେ ଅନେକ ନୂଆ ଅତିଥି
ଭୁବନେଶ୍ୱର: ନନ୍ଦନକାନନରେ ଏବେ ୪୨୫୮ ଟି ବନ୍ୟପ୍ରାଣୀ ଥିବାବେଳେ ଆଗାମୀ ଦିନରେ ବିଭିନ୍ନ ଚିଡିଆଖାନାରୁ ନୂଆ ନୂଆ କିସମର ବନ୍ୟପ୍ରାଣୀ ଆଣିବାର ଯୋଜନା ରହିଛି । ନୂଆ ଅତିଥିଙ୍କ ତାଲିକାରେ ବନେଟ ମାଙ୍କଡ ଓ ଶଙ୍ଖଚିଲ ଆଦି ରହିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ନନ୍ଦନକାନନରେ ଏବେ ୧୬୯ ପ୍ରଜାତିର ୪୨୫୮ଟି ବନ୍ୟପ୍ରାଣୀ ରହିଛନ୍ତି । ଏମାନଙ୍କ ମଧ୍ୟରୁ ୭୯ପ୍ରଜାତିର ୧୮୪୮ଟି ପକ୍ଷୀ, ୫୪ ପ୍ରଜାତିର ୨୦୧୮ଟି ସ୍ତନ୍ୟପାୟୀ, ୩୦ପ୍ରଜାତିର ୩୭୧ଟି ସରୀସୃପ ଓ ୬ ପ୍ରଜାତିର ୨୧ଟି ଉଭୟଚର ପ୍ରାଣୀ ରହିଛନ୍ତି । ନନ୍ଦନକାନନ...
ପିଉଛନ୍ତି ୧୧୫ କୋଟି ପାଉଚ୍ ମଦ
ଭୁବନେଶ୍ୱର : ମଦୁଆମାନଙ୍କ ଚାହିଦା ମେଣ୍ଟାଇବାପାଇଁ ସରକାର ଲାଇସେନ୍ସପ୍ରାପ୍ତ ଦୋକାନମାନଙ୍କ ଜରିଆରେ ବର୍ଷକୁ ପାଖପାଖି ୧୧୫ କୋଟି ପାଉଚ୍ ଦେଶୀମଦ ଓଡିଶାରେ ଯୋଗାଯାଉଛି । ଏହି ପରିମାଣ ବିଗତବର୍ଷମାନଙ୍କ ତୁଳନାରେ ବଢି ବଢି ଚାଲିଛି । ସରକାରୀ ତଥ୍ୟ ମୁତାବକ କେବଳ ୨୦୨୩-୨୪ ବର୍ଷରେ ୧୧୪,୯୨,୧୬,୫୧୫ ଟି ପାଉଚ୍ରେ ଦେଶୀମଦ ବିକ୍ରୟ ହୋଇଛି । ପ୍ରତି ପାଉଚ୍ରେ ୨୦୦ ମିଲିଲିଟର କରି ଦେଶୀମଦ ରଖାଯାଉଛି । କେବଳ ଗତବର୍ଷରେ ରାଜ୍ୟର ୨୨ଟି ଜିଲ୍ଲାରେ ୧୬,୪୧,୭୩୮ କୁଇଣ୍ଟାଲ ମହୁଆଫୁଲ ମଦ ତିଆରିପାଇଁ ବ୍ୟବହୃତ ହୋଇଛି ।...
PM To Launch Subhadra
Bhubaneswar: Prime Minister will launch ‘SUBHADRA’, the flagship Scheme of Government of Odisha, in Bhubaneswar on 17 September. It is the largest, single women-centric scheme and is expected to cover more than 1 crore women. Under the scheme, all eligible beneficiaries between the age of 21-60 years would receive Rs. 50,000 over a period of 5 years between 2024-25...
D.Litt For Guruji
Bhubaneswar: Gurujee Chandra Bhanu Satpathy, renowned globally for his selfless service, literary works, spiritual teachings, and humanitarian contributions, was honored with D.Litt. from KIIT Deemed University during its 20th annual convocation today. This prestigious award marks the seventh such recognition bestowed upon Gurujee, with previous honors from Rastriya Sanskrit Vidyapeetha University, Berhampur University, Ravenshaw University, Sikshya O Anusandhan University,...
Mo School Gets New Name
Bhubaneswar: As per announcement made by the Chief Minister Mohan Charan Majhi in his maiden Budget Speech, the State government has renamed the ‘Mo School Abhiyan’ launched by the previous BJD government as ‘Panchasakha Sikhya Setu’. The School and Mass Education department has issued a notification in this regard after approval of the Planning and Convergence Department. The Department has sent...










