Skill Winners Honored
Bhubaneswar: Chief Minister Mohan Charan Majhi today felicitated the participants of the World Skills Competition at Lok Seva Bhawan here. Chief Minister gave a cash prize of Rs 25 lakh to Amresh Sahu, who won a bronze medal in the world-class competition, and Rs 5 lakh to Gedela Akhil, who won the Medallion for Excellence. Speaking on the occasion,...
CM Honors Teachers
Bhubaneswar: Chief Minister Mohan Charan Majhi felicitated Dwiti Chandra Sahu and Santosh Kumar Kar, two president's award winning teachers of Odisha, at Lok Sewa Bhawan. Chief Secretary Manoj Ahuja, Principal Secretary ST SC Development, SSEPD and Culture, Bishnupada Sethi graced the occasion. Congratulating them on the occasion, the Chief Minister said, "It is a matter of pride for us that these...
ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ସମ୍ବର୍ଦ୍ଧିତ
ଭୁବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନ ଠାରେ ଓଡିଶାର ଦୁଇ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ କୃତୀ ଶିକ୍ଷକ ଡ. ଦ୍ବିତି ଚନ୍ଦ୍ର ସାହୁ ଏବଂ ଶ୍ରୀ ସନ୍ତୋଷ କୁମାର କରଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ସମ୍ବର୍ଦ୍ଧନା ଅବସରରେ ସେମାନଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୨୦୨୪ ଜାତୀୟ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମରେ ଓଡିଶାରୁ ଏହି ଦୁଇ ଜଣ କୃତୀ ଶିକ୍ଷକ ସ୍ଥାନ ପାଇବା ଆମ ପାଇଁ ଗର୍ବର ବିଷୟ। ବିଜ୍ଞାନ ଶିକ୍ଷକ ଶ୍ରୀ ସନ୍ତୋଷ କୁମାର କର...
JSW Not Withdrawing EV Odisha Project
Bhubaneswar: Ranjan Nayak, Executive Vice President Corporate Strategy of JSW Steel has said that " JSW is not withdrawing its' proposed Rs.40,000 Crore Electric Vehicle and Battery Making Project in Odisha". Shri Nayak has made it clear in a Press Statement released here on 24 September. Sajjan Jindal-led JSW had signed an agreement with the Odisha Government to set up a...
SOA On Clean Village
Bhubaneswar: One hundred thirty NSS volunteers of Siksha ‘O’ Anusandhan Deemed to be University (SOA) here successfully took up several projects under the ‘Swachhata Hi Seva’, a nationwide cleanliness program, initiated by the Union Government, at Jamujhari village on the outskirts of the capital city on September 21. The volunteers cleaned up the village, located under Chhatabara gram panchayat in...
Talks On With JSW
Bhubaneswar: Amid media reports that JSW Group has decided to relocate its planned EV project from Odisha, Industries Minister Sampad Swain said the government is yet to get formal information about shifting of the project from Odisha to Maharashtra. Speaking to media persons here, Shri Swain said, “We are in talk with the JSW company officials. Everything will be clear...
CII MSME FinFest 2024 On 27 September
Bhubaneswar: Dr.Pradipta Mohanty, Chairman Confederation of Indian Industry (CII), Odisha Council has said that CII is organising the CII MSME FinFest 2024 on 27 September at Jharsuguda. Dr.Mohanty has said that CII MSME FinFest is being organized with the theme Empowering MSMEs: Access to Credit on Friday at Hotel Mayfair Oasis Resort, Jharsuguda. CII Odisha Chief has said that senior Officials from MSME Industry, Financial Consultants...
ବିକଶିତ ଓଡ଼ିଶାର ପ୍ରକୃତ ସାରଥୀ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ୱାର୍ଲ୍ଡ ସ୍କିଲ କମ୍ପିଟେସନ୍ ରେ ଭାଗ ନେଇଥିବା ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଏହି ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ପାଇଥିବା ଅମରେଶ ସାହୁଙ୍କୁ ମୁଖ୍ୟମନ୍ତ୍ରୀ ୨୫ ଲକ୍ଷ ଟଙ୍କା ପୁରସ୍କାର ଦେଇଥିଲେ ଏବଂ ମେଡାଲିଅନ ଫର ଏକ୍ସଲେନ୍ସ ପାଇଥିବା ଗେଡେଲା ଅଖିଲଙ୍କୁ ୫ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡିଶାର ପିଲାମାନଙ୍କ ଦକ୍ଷତା ବର୍ତ୍ତମାନ ବିଶ୍ୱର ଦୃଷ୍ଟିକୁ ଆସିପାରିଛି।...
ଯାଞ୍ଚ ହେଉନି ମନ୍ଦିର ଖାଦ୍ୟ
ଭୁବନେଶ୍ୱର : ରାଜ୍ୟର ସହରାଞ୍ଚଳରେ ଥିବା ମନ୍ଦିରଗୁଡିକ ଏବେ ଲୋକଙ୍କ ପାଇଁ ହୋଟେଲର ବିକଳ୍ପ ସାଜିଥିବାବେଳେ ଏମାନେ ପ୍ରସ୍ତୁତ କରୁଥିବା ଖାଦ୍ୟର ନିୟମିତ ଯାଞ୍ଚ ହେଉନାହିଁ । ଫଳରେ ଅଧିକାଂଶ ମନ୍ଦିର କର୍ତ୍ତୃପକ୍ଷ ନିମ୍ନମାନର ଖାଦ୍ୟ ପ୍ରସ୍ତୁତି କରି ବେଶ୍ ମୁନାଫା ଉଠାଇବାରେ ଲାଗିଛନ୍ତି । ରାଜଧାନୀରେ ଏବେ ଶତାଧିକ ମନ୍ଦିରରେ ଦୈନିକ ଖାଦ୍ୟ ପ୍ରସ୍ତୁତ ହେଉଛି । ପ୍ରସାଦ ନାମରେ ଏହି ଖାଦ୍ୟକୁ ଲୋକେ କିଣି ନେଉଛନ୍ତି । ମନ୍ଦିରରେ ମଧ୍ୟ ବସି ଖାଇବାର ବ୍ୟବସ୍ଥା ହୋଇଛି । ମନ୍ଦିରର ସାତ୍ୱିକ ଖାଦ୍ୟ...
ଏସ୍ସି, ଏସ୍ଟି ଅପରାଧରେ ଦଣ୍ଡବିଧାନ ନଗଣ୍ୟ
ଭୁବନେଶ୍ୱର : ଓଡିଶାରେ ଅନୁସୂଚିତ ଜାତି ଓ ଜନଜାତି ଏବଂ ମହିଳା ଓ ଶିଶୁଙ୍କ ପ୍ରତି ଘଟୁଥିବା ଅପରାଧ ବର୍ଷକୁ ବର୍ଷ ଉଦ୍ବେଗଜନକ ହାରରେ ବଢି ଚାଲୁଥିବାବେଳେ ଏହି ମାମଲାଗୁଡିକର ଫଏସଲା ଓ ଦଣ୍ଡବିଧାନ ଅତ୍ୟନ୍ତ ନଗଣ୍ୟ । ଏହି ତଥ୍ୟ ଖୋଦ୍ କେନ୍ଦ୍ର ସରକାରଙ୍କ ଏନସିଆରବି ରିପୋର୍ଟର ସର୍ବଶେଷ ତଥ୍ୟରୁ ଜଣାପଡିଛି । ୨୦୧୭ ଡିସେମ୍ବରରେ ପ୍ରକାଶ ପାଇଥିବା ଏହି ରିପୋର୍ଟର ତଥ୍ୟ ମୁତାବକ ଓଡିଶାରେ ଅନୁସୂଚିତ ଜାତିଙ୍କ ପ୍ରତି ଘଟିଥିବା ଅତ୍ୟାଚାର ସଂକ୍ରାନ୍ତୀୟ ୭୯୭୪ଟି ଅପରାଧିକ ମାମଲା ବିଚାରାଧିନ ଥିବାବେଳେ ଏହି...









