ଚିରସ୍ଥାୟୀ କୃଷିକୁ ପ୍ରୋତ୍ସାହନ
ଭୁବନେଶ୍ୱର : କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର ଏବଂ ଖାଦ୍ୟ ଓ କୃଷି ସଂଗଠନ (ଏଫ୍ଏଓ), ମିଳିତ ଜାତିସଂଘର ମିଳିତ ସହଯୋଗରେ ଗ୍ଲୋବାଲ ଏନଭାୟାରମେଣ୍ଟ ଫାଶିଲିଟି (ଜିଇଏଫ୍) - ୭ ପ୍ରକଳ୍ପ, ଓଡ଼ିଶା ଦ୍ୱାରା ଏକ ଦିନିକିଆ ରାଜ୍ୟ ଉଦ୍ଘାଟନୀ କର୍ମଶାଳା ଭୁବନେଶ୍ୱରସ୍ଥିତ କୃଷିଭବନ ଅଡିଟୋରିୟମଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାର ଶୀର୍ଷକ “ପଞ୍ଜାବ, ହରିୟାଣା, ଓଡ଼ିଶା ଏବଂ ଛତିଶଗଡ଼ରେ ଧାନ-ଗହମ ଫସଲ ପ୍ରଣାଳୀରେ ରୂପାନ୍ତରଣ ଦ୍ୱାରା ଭାରତରେ ଚିରସ୍ଥାୟୀ ଖାଦ୍ୟ ପ୍ରଣାଳୀର ପ୍ରଚାର ଓ ପ୍ରସାର’’...
ବାତ୍ୟା ପ୍ରସ୍ତୁତି ସ୍ଥିତି ପରଖିଲେ ମୁଖ୍ୟ ସଚିବ
ଭୁବନେଶ୍ୱର : ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ଅତିରିକ୍ତ ମୁଖ୍ୟ ଶାସନ ସଚିବ , ରାଜସ୍ୱ ବିଭାଗ ତଥା ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ଦେଓ ରଞ୍ଜନ କୁମାର ସିଂ , ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର...
ଓଡିଶା ମୁହାଁ ବାତ୍ୟା
ଭୁବନେଶ୍ୱର : ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଆଜି ସକାଳ ୫ଟା ୩୦ରେ ୧୫.୪° ଉତ୍ତର ଅକ୍ଷାଂଶ ଓ ୯୧.୨° ପୂର୍ବ ଦ୍ରାଘିମା, ପାରାଦୀପ (ଓଡ଼ିଶା) ଠାରୁ ପ୍ରାୟ ୭୩୦ କିଲୋମିଟର ରହିଛି । ସେହିଭଳି ଦକ୍ଷିଣ-ଦକ୍ଷିଣ ପୂର୍ବ, ସାଗର ଦ୍ୱୀପ (ପଶ୍ଚିମବଙ୍ଗ) ଠାରୁ ୭୭୦ କିଲୋମିଟର ଦକ୍ଷିଣ-ଦକ୍ଷିଣ-ପୂର୍ବ ଏବଂ ଖେପୁପଡ଼ା (ବାଂଲାଦେଶ)ର ୭୪୦ କିଲୋମିଟର ଦକ୍ଷିଣ-ଦକ୍ଷିଣ-ପୂର୍ବଦିଗରେ କେନ୍ଦ୍ରୀଭୂତ ହୋଇଥିଲା।ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରି ୨୩ ଅକ୍ଟୋବର ୨୦୨୪ ସୁଦ୍ଧା ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ...
ଏକାଡେମୀରେ ନାହାନ୍ତି ମୁଖିଆ
ଭୁବନେଶ୍ୱର : ଓଡିଆ ଭାଷା, ସାହିତ୍ୟ, କଳା, ସସ୍କୃତି ଆଦି ସହ ଓଡିଶାର ଅସ୍ମିତା ଜଡିତ ଥିବାବେଳେ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣାଧିନ ଓଡିଶା ସାହିତ୍ୟ ଏକାଡେମୀ, ସଙ୍ଗୀତ ନାଟକ ଏକାଡେମୀ, ଲଳିତକଳା ଏକାଡେମୀ, ଉର୍ଦ୍ଦୁ ଏକାଡେମୀ ଓ ଓଡିଆ ଭାଷା ପ୍ରତିଷ୍ଠାନର ମୁଖିଆ ପଦବୀଗୁଡିକ ମାସ ମାସ ଧରି ଖାଲି ପଡିଥିବାବେଳେ ବିଭାଗୀୟ ନିର୍ଦ୍ଦେଶକ ଏସବୁର ଅତିରିକ୍ତ ଦାୟିତ୍ୱରେ ରହୁଛନ୍ତି । ଫଳରେ ଯେଉଁ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ ଏହି ସଂସ୍ଥାଗୁଡିକ ଗଢାଯାଇଛି ତାହା ପୂରଣ ହୋଇପାରୁ ନାହିଁ । ଭାଷା, ସାହିତ୍ୟର...
ପ୍ରସ୍ତାବ ମାଗିଲା ଅର୍ଥ ବିଭାଗ
ଭୁବନେଶ୍ୱର : ଶୀତକାଳୀନ ଅଧିବେଶନରେ ବିଧାନସଭାରେ ଉପସ୍ଥାପିତ ହେବାକୁ ଥିବା ଅତିରିକ୍ତ ବଜେଟରୁ ପାଣ୍ଠିର ଆବଶ୍ୟକତା ନେଇ ରାଜ୍ୟ ସରକାର ବିଭିନ୍ନ ବିଭାଗଠାରୁ ପ୍ରସ୍ତାବ ମାଗିଛନ୍ତି । ନିକଟରେ ଅର୍ଥ ବିଭାଗ ପକ୍ଷରୁ ସମସ୍ତ ବିଭାଗକୁ ଅଧିସୂଚନା ଜାରି କରାଯାଇଛି । ତଦନୁଯାୟୀ ବିଭାଗଗୁଡିକ କେତେକ ନୀତିଗତ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ପାଇଁ ବଜେଟ୍ ଆବଣ୍ଟନର କିଛି ଆଭ୍ୟନ୍ତରୀଣ ପୁନର୍ଗଠନ ଆବଶ୍ୟକ କରିପାରନ୍ତି, ଯେପରିକି - ନୂତନ ଯୋଜନା ଏବଂ କାର୍ଯ୍ୟକ୍ରମଗୁଡ଼ିକର କାର୍ଯ୍ୟକାରିତା, ଭାରତ ସରକାରଙ୍କ ନୂତନ ସିଏସଏସ ଯୋଜନା ଏବଂ ସରକାରଙ୍କ ଅନ୍ୟାନ୍ୟ...
CM For Zero Casualty
Bhubaneswar: With the IMD’s forecast on a cyclone that would hit Odisha coast by October 25 morning, Chief Minister Mohan Charan Majhi today held a high-level meeting and asked all concerned officers to work with a mission to achieve zero casualty. Speaking to media persons after the meeting, Shri Majhi said the state government is fully prepared to tackle the...
Plea For Supp Budget
Bhubaneswar: The State Government has sought proposals from different administrative departments on the requirement of additional funds from the Supplementary Budget to be presented in the Assembly during winter session. The Finance Department has issued a circular to all departments recently. As per the circular, the Departments may need some internal realignment of budget allocations to give effect to certain...
Singh Deo Takes Dana Stock
Bhubaneswar: Deputy Chief Minister, Energy, Agriculture & Farmers' Empowerment(DAFE), Shri Kanak Vardhan Singh Deo reviewed preparedness in view of impending Cyclone Dana affecting Odisha coast during 23-25 October,Principal Secretary DAFE Dr. Arabinda Kumar Padhee, Director of Agriculture & Food Production Shri Prem Chandra Choudhary and Senior Officers and all CDAOs attended the meeting.Shri Singh Deo alerted all the...
SOA Grad Cracks OCS
Bhubaneswar: Saumyesh Acharya, a 2020 pass out of the Institute of Agricultural Sciences, faculty of agricultural sciences of Siksha ‘O’ Anusandhan Deemed to be University here, has cracked the 2022 Odisha Civil Services examination. OCSE 2022 results of which were published recently, found him in 83rd position. Shri Acharya, who passed B.Sc. (Hons) in Agriculture from IAS in 2020, completed M.Sc....
Enthusiasts Join Gajalaxmi Walk
Dhenkanal: Nearly 50 heritage enthusiasts including young students from Indian Institute of Mass Communication (IIMC) and Dhenkanal Autonomous College thronged the Gajalaxmi Puja pandals yesterday and explored the rich traditions behind the “Chandi Medhas” or silver tableaus.Senior members of Dhenkanal Heritage Walks (DHW) and members from other heritage walk groups were also part of the visiting pandal hoppers under...










