ବାତ୍ୟା ସୂଚନା ଦେଉଛି ରେଡିଓ ସମ୍ପର୍କ

0

କଟକ : ସମ୍ଭାବ୍ୟ ବାତ୍ୟା “ଦାନା” କୁ ଦୃଷ୍ଟିରେ ରଖି କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ବ୍ଲକରେ ଥିବା ଗୋଷ୍ଠି ବେତାର କେନ୍ଦ୍ର ରେଡିଓ ସମ୍ପର୍କ ୮୯.୬, ମୁରୁଦାବାଦ ପକ୍ଷରୁ ଲଗାତର ଭାବେ ବାତ୍ୟା ସମ୍ବଧୀୟ ସୂଚନା ଓ ସଚେତନତା ମୂଳକ ବାର୍ତ୍ତା ପ୍ରସାର କରୁଛି । ଏଥିପାଇଁ ଭାରତୀୟ ପାଣିପାଗ ବିଭାଗରୁ ନିୟମିତ ବ୍ଯବଧାନରେ ଖବର ସଂଗ୍ରହ କରାଯାଇ ରେଡିଓରେ ପ୍ରସାରିତ କରାଯାଉଛି । ପାଣିପାଗ ବିଭାଗର ନିର୍ଦ୍ଦେଶିକା ଡଃ ମନୋରମା ମହାନ୍ତିଙ୍କର ସାକ୍ଷତକାରକୁ ମଧ୍ୟ ଏଥିରେ ପ୍ରସାରିତ କରାଯାଉଛୁ । ଲୋକମାନକୁ ଭୟଭୀତ ନହୋଇ...

ବେପାରୀ ଖେଳୁଛନ୍ତି ଲୁଚକାଳି

0

ଭୁବନେଶ୍ୱର : ବାତ୍ୟା ବିପଦ ବେଳେ ଉଭୟ ଗ୍ରାହକ ଓ ସରକାରଙ୍କ ସହିତ ଲୁଚକାଳି ଖେଳିଛନ୍ତି ଆଳୁ ବ୍ୟବସାୟୀ । କୃତ୍ରିମ ଅଭାବ ସୃଷ୍ଟିକରି ପ୍ରତି ଘଣ୍ଟାରେ ଦର ବଢାଇ ଚାଲିଛି । ବାତ୍ୟା ପ୍ରବଣ ସ୍ଥାନ ତ ଦୂରରକଥା ଖୋଦ ରାଜଧାନୀରେ ଦୁଇ ଘଣ୍ଟା ମଧ୍ୟରେ ବେପାରୀମାନେ ଆଳୁ କିଲୋ ପ୍ରତି ଦର ୨୦ ଟଙ୍କା ବଢାଇ ଦେଇଛନ୍ତି । ସୋମବାର ଦିନ ରାଜଧାନୀ ବଜାରରେ ଆଳୁ କିଲୋ ୩୦ ଟଙ୍କାରେ ବିକ୍ରି ହେଉଥିଲା । କାଁ ଭାଁ ବ୍ୟବସାୟୀମାନେ କିଲୋପ୍ରତି ୩୫...

ପାଳନ ହେବ ୧୨୫ତମ ଜୟନ୍ତୀ

0

ଭୁବନେଶ୍ୱର : ମା’ ରମାଦେବୀ ଓ ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ପାଳନ ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ପ୍ରସ୍ତୁତିପର୍ବ ଚାଲିଛି । ଏଠାରେ ଉଲ୍ଲେଖନୀୟ ଯେ ୧୮୯୯ ମସିହାର ଡିସେମ୍ବର ୩ତାରିଖରେ ରମାଦେବୀ ଜନ୍ମ ହୋଇଥିବାବେଳେ ସେହିବର୍ଷ ନଭେମ୍ବର ୨୧ତାରିଖରେ ହରେକୃଷ୍ଣ ମହତାବଙ୍କ ଜନ୍ମ । ସ୍ୱାଧୀନତା ଆନ୍ଦୋଳନରେ ଉଭୟଙ୍କର ବେଶ୍‍ ଯୋଗଦାନ ରହିଥିଲା । ଉଭୟଙ୍କ ପରିବାରର ବହୁ ସଦସ୍ୟ ସ୍ୱାଧୀନତା ଆନ୍ଦୋଳନ କାଳରେ କାରାବରଣ କରିଥିଲେ । ଏହି ଦୁଇ ଯୋଗଜନ୍ମା ପ୍ରାକ୍‍ ସ୍ୱାଧୀନତା କାଳରେ ରାଜ୍ୟ...

ଏସଆରସି କଣ୍ଟ୍ରୋଲରୁମରେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପରିଦର୍ଶନ କରି ସେଠାରେ ବାତ୍ୟା ମୁକାବିଲା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ସମୀକ୍ଷା ପରେ ଗଣମାଧ୍ୟମ ନିକଟରେ ନିଜର ବିବୃତି ରଖି, ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ କୌଣସି ପରିସ୍ଥିତିରେ ଭୟଭୀତ ବା ଆତଙ୍କିତ ନ ହେବାକୁ ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ସମସ୍ତ ସମ୍ପୃକ୍ତ ବିଭାଗ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି। ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ବିପଦ ଟଳିବା ପର୍ଯ୍ୟନ୍ତ...

Cyclone Dana On Move

0

Bhubaneswar: The cyclonic storm Dana has moved northwestwards with a speed of 12 kmph during past 6 hours and lay centred at about 460 km southeast of Paradip, 490 km south-southeast of Dhamara and 540 km south-southeast of Sagar Island (West Bengal), IMD said. The cyclone is very likely to move northwestwards and intensify into a severe cyclonic storm over...

SHAS Delists Erring Hospitals

0

Bhubaneswar: The grievance redressal and internal vigilance mechanism of Sate Health Assurance Society (SHAS), the nodal agency of the State for implementation of Gopabandhu Jana Arogya Yojana is on action mode against any irregularities committed by the empaneled private hospitals. All kinds of irregularities and complains are being enquired into thoroughly, and frauds are being dealt mercilessly.Available data shows,...

Mangrove To Reduce Cyclone Impact; PCCF

0

Bhubaneswar: The mangrove forest spread over nearly 200 square km in Bhitarkanika National Park in Kendrapara district would reduce the impact of impending cyclone Dana in Rajnagar and Rajkanika area. This was stated by Principal Chief Conservators of Forests (PCCF) Wildlife, Susanta Nanda here today. As per India Meteorological Department (IMD) forecast, cyclone Dana is expected to make landfall between Bhitarkanika...

ଏସ୍‍ଟିଏର ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍

0

 ଭୁବନେଶ୍ୱର  : ବାତ୍ୟା ମୁକାବିଲା ସଂକ୍ରାନ୍ତରେ ପରିବହନ ଆୟୁକ୍ତ ଅମିତାଭ ଠାକୁରଙ୍କ ଅଧ୍ୟକ୍ଷତାରେ ରାଜ୍ୟ ପରିବହନ ପ୍ରାଧିକରଣର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରାଧିକରଣ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି । ଗାଡ଼ି ଚାଳକ ଓ ଯାତ୍ରୀଙ୍କୁ ସତର୍କ ରହିବାରୁ ପରାମର୍ଶ ଜାରି ହୋଇଛି । ନିହାତି ଆବଶ୍ୟକ ନ ଥିଲେ ଯାତ୍ରା ନ କରିବାକୁ କୁହାଯାଇଛି । ସେହିଭଳି କୌଣସି ଜରୁରୀ ପରିସ୍ଥିତି ପାଇଁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ମଧ୍ୟ କାର୍ଯ୍ୟକ୍ଷମ ହୋଇଛି । କଟକ...

New Policy For Air Connect

0

Bhubaneswar: The State Government today announced a new policy designed to significantly enhance air connectivity across the State. This initiative offers substantial financial incentives to airlines, encouraging the launch of new domestic and international air routes serving Biju Patnaik International Airport (Bhubaneswar), Veer Surendra Sai Airport (Jharsuguda), and smaller airports in Jeypore, Rourkela, and Utkela, Shri Ahuja informed media...

ନୂତନ ବିମାନ ଚଳାଚଳ ନୀତିକୁ ଅନୁମୋଦନ

0

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ନୂତନ ବିମାନ ଚଳାଚଳ ନୀତିକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍‍ ଅନୁମୋଦନ କରିଛି । ନୂତନ ନୀତି ସଂକ୍ରାନ୍ତରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା କହିଛନ୍ତି ଯେ ଏହି ନୀତି ରାଜ୍ୟରେ ବିମାନ ସଂଯୋଗୀକରଣକୁ ଉନ୍ନତ କରିବ । ଏହି ଉଦ୍ୟମ ବିମାନ ସଂସ୍ଥାଗୁଡିକୁ ସୁଲଭ ଆର୍ଥିକ ସହାୟତା ଯୋଗାଇବ, ଯାହା ବିଜୁ ପଟ୍ଟନାୟକ ଆର୍ନ୍ତଜାତୀୟ ବିମାନବନ୍ଦର, ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ଏବଂ ଜୟପୁର, ରାଉରକେଲା ଏବଂ...