ସାର ଯୋଗାଣର ସଠିକ୍ ତଦାରଖ କର
ଭୁବନେଶ୍ୱର : ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ସାର ଯୋଗାଣ ସ୍ଥିତିର ସମୀକ୍ଷା କରି ସମସ୍ତ ଜିଲ୍ଲାରେ ଥିବା ପାକସ୍ ଏବଂ ଲାମ୍ପସ୍ ଜରିଆରେ ସାର ଆବଣ୍ଟନ କାର୍ଯ୍ୟକୁ ଠିକ ଭାବରେ ତଦାରଖ (ମନିଟରିଂ) କରିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତ ଜିଲ୍ଲାପାଳଙ୍କୁ କଡାକଡି ନିର୍ଦ୍ଦେଶ ଦେଇଛନ୍ତି । କୌଣସି ପ୍ରକାର କଳାବଜାରୀ କିମ୍ବା ଗଚ୍ଛିତ କିମ୍ବା ନକଲି ସାରର ଅଭିଯୋଗ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।...
ବେଦାନ୍ତର ୨୧ ତୀରନ୍ଦାଜ ମନୋନୀତ
ଲାଞ୍ଜିଗଡ଼ : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ଲାଞ୍ଜିଗଡ଼ରେ ଏହାର ପ୍ରମୁଖ କ୍ରୀଡା ତାଲିମ ପଦକ୍ଷେପ ମାଧ୍ୟମରେ କଳାହାଣ୍ଡି ଜିଲ୍ଲାର ଯୁବ ତୀରନ୍ଦାଜମାନଙ୍କୁ ସମର୍ଥନ କରୁଛି। ସମ୍ପ୍ରତି, ଏହି କ୍ରୀଡାବିତମାନଙ୍କ ମଧ୍ୟରୁ ୨୧ ଜଣ ଯୁବ ତୀରନ୍ଦାଜ ଆଗାମୀ ୨୬ତମ ଓଡ଼ିଶା ରାଜ୍ୟ ମୁକ୍ତ ତୀରନ୍ଦାଜ ପ୍ରତିଯୋଗିତା ୨୦୨୫ ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ବେଦାନ୍ତ ସହାୟତାରେ କଳାହାଣ୍ଡି ଆଥଲେଟିକ୍ ଆସୋସିଏସନ୍ ଦ୍ୱାରା ଆୟୋଜିତ ଲାଞ୍ଜିଗଡ଼ର SSD ସ୍କୁଲରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ପରୀକ୍ଷଣରୁ ଏହି ଯୋଗ୍ୟତା ହାସଲ କରିଛନ୍ତି, ଯେଉଁଠାରେ ମୋଟ...
IREDA Raises ₹453 Crore
New Delhi: The Indian Renewable Energy Development Agency Limited (IREDA) has successfully raised ₹453 crore through its second issue of Perpetual Bonds, securing a significant capital injection to fund green energy projects across India. Shri Pradip Kumar Das, IREDA's Chairman and Managing Director, expressed gratitude for the positive response, stating that the funds will bolster the company’s Tier-I Capital....
Tough Action On Fertilizer Supply
Bhubaneswar: Chief Minister Shri Mohan Charan Majhi has taken a strong stand on the state's fertilizer supply, asserting that there is no shortage and directing a full-scale monitoring and enforcement effort to ensure smooth distribution for the Kharif season. The government's actions come amid mounting pressure from the opposition and widespread protests by farmers over an alleged scarcity of...
Mantra For Team Labour
Bhubaneswar: A review meeting of the officers of the Labour Directorate was held to assess the progress of various programs and schemes. The meeting, which focused on leveraging technology and ensuring timely service delivery, was chaired by Smt. Chithra Arumugam, Principal Secretary to Government, Labour & ESI Department. Shri Indramani Tripathy, Labour Commissioner, Odisha outlining details of the programs and...
States & MNRE Chart Path
New Delhi: A State Review Meeting on Renewable Energy was held today at the Dr. Ambedkar International Centre, bringing together senior officials from the Ministry of New and Renewable Energy (MNRE) and various states to review progress and formulate strategies for the future. In his opening remarks, Shri Santosh Sarangi, Secretary, MNRE, underscored India's impressive progress in the renewable energy...
Ahuja Urges ‘Preventive Vigilance’
Bhubaneswar: Chief Secretary Shri Manoj Ahuja, has called for a significant shift in the state's approach to combating corruption, urging all departments to adopt and strengthen "Preventive Vigilance." In a letter addressed to all Additional Chief Secretaries, Principal Secretaries, the DG Vigilance Directorate, and other key officials, he stressed that while punitive action is necessary, it is not enough...
ଛାତ୍ର ସଂସଦ ନିର୍ବାଚନ ଆଶା କ୍ଷୀଣ
ଭୁବନେଶ୍ୱର : ପୂଜା ପୂର୍ବରୁ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ହେବା ଆଶା ଏକ ପ୍ରକାର କ୍ଷୀଣ । ବର୍ତ୍ତମାନ ସୁଦ୍ଧା ଏ ସଂକ୍ରାନ୍ତୀୟ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇନଥିବାବେଳେ ହାତରେ ଆଉ ସମୟ ନାହିଁ କହିଲେ ଚଳେ । ଏଥିଯୋଗୁଁ ଆଶାୟୀ ପ୍ରାର୍ଥୀ ଏବଂ ରାଜନୈତିକ ଦଳଗୁଡ଼ିକର ଛାତ୍ର ସଂଗଠନମାନେ ହତାଶ ହେବାରେ ଲାଗିଛନ୍ତି । ଦୁର୍ଗା ପୂଜା ପାଇଁ ଚଳିତ ମାସ ୨୫ ତାରିଖରେ ପ୍ରାୟତଃ ଶିକ୍ଷାନୁଷ୍ଠାନରେ ପୂଜା ଛୁଟି ଘୋଷଣା ହେବ । ତେଣୁ ଛୁଟି ଘୋଷଣା...
ଏଜିଙ୍କ ଜବାବ ଉପରେ ନଜର
ଭୁବନେଶ୍ୱର : ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ଓଡିଶାରେ ଗତବର୍ଷ ଆଦର୍ଶ ଆଚରଣବିଧି ବଳବତ୍ତର ଥିବାବେଳେ ଜଣେ ଶାସନ ସଚିବ ସାମ୍ବିଧାନିକ ବିଧି ବ୍ୟବସ୍ଥାକୁ ଉଲ୍ଲଙ୍ଘନକରି କିପରି ସରକାରୀ ଚାକିରିରେ ପଦୋନ୍ନତି ଓ ଆସନ ସଂରକ୍ଷଣ ସଂକ୍ରାନ୍ତରେ ନୀତିଗତ ନିଷ୍ପତ୍ତି ଗ୍ରହଣ କଲେ ସେ ପ୍ରସଙ୍ଗ ଓଡିଶା ହାଇକୋର୍ଟରେ ଉଠିଛି । ଏହାକୁ କେନ୍ଦ୍ରକରି ବିଭିନ୍ନ ବିଭାଗର ଅନେକ କର୍ମଚାରୀ ମାଳ ମାଳ ମାମଲା ରୁଜୁ କରିଥିବା ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ କ’ଣ ଯୁକ୍ତି ଉପସ୍ଥାପନ କରିବେ...
ସାକାର ହେବ କଙ୍କଡା ଚାଷୀଙ୍କ ସ୍ୱପ୍ନ
ଭୁବନେଶ୍ୱର : ଓଡିଶା କଙ୍କଡା ଚାଷୀଙ୍କ ବହୁ ଦିନର ସ୍ୱପ୍ନ ହେବାକୁ ଯାଉଛି ସାକାର । ପାରାଦ୍ୱୀପରେ ୨ କୋଟି ୮୧ ଲକ୍ଷ ଟଙ୍କା ବ୍ୟୟ କରାଯାଇ ୫ ଲକ୍ଷ ଉତ୍ପାଦନ କ୍ଷମତା ସମ୍ପନ୍ନ ରାଜ୍ୟର ପ୍ରଥମ କଙ୍କଡ଼ା ଜାଆଁଳ ଉତ୍ପାଦନ କେନ୍ଦ୍ରର ହେବ ନିର୍ମାଣ । ଏହା ଫଳରେ ଓଡ଼ିଶାର କଙ୍କଡା ଚାଷୀଙ୍କୁ ଆଉ କଙ୍କଡ଼ା ଜାଆଁଳ ପାଇଁ ଚେନ୍ନାଇସ୍ଥିତ ରାଜୀବ ଗାନ୍ଧୀ ଜଳଜୀବ କେନ୍ଦ୍ର ଉପରେ ନିର୍ଭର କରିବାକୁ ପଡିବ ନାହିଁ । ସୁଦୂର ଚେନ୍ନାଇରୁ କଙ୍କଡା ଜାଆଁଳ ଆମଦାନୀ ହେତୁ...









