SOA Hosts Ideathon

0

Bhubaneswar: Siksha ‘O’ Anusandhan Deemed to be University, Bhubaneswar successfully hosted the SOA Ideathon 2025, a two-day internal online hackathon on September 12 and 13. The event is aimed to encourage innovation, creativity, and collaborative problem-solving among students while preparing them for national-level competition. Organized as part of the university’s internal selection process for the Smart India Hackathon (SIH) 2025, the...

ସୋଆରେ ଆଇଏସ୍‌ଏସିଓଏନ୍‌- ୨୦୨୫ ଉଦ୍‌ଘାଟିତ

0

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ(ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲରେ ତିନି ଦିନିଆ ଇଣ୍ଡିଆନ୍ ସୋସାଇଟି ଅଫ୍ ଆନାସ୍ଥେସିଓଲୋଜିଷ୍ଟସ ଓଡିଶା ଶାଖାର  ୫୨ତମ ବାର୍ଷିକ ସମ୍ମିଳନୀ ଉଦ୍‌ଘାଟିତ ହୋଇଯାଇଛି ।  ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌, ସମ୍ ଅଲ୍ଟିମେଟ୍ ମେଡିକେୟାର ଏବଂ ଓଡ଼ିଶା ଶାଖା ଇଣ୍ଡିଆନ୍ ସୋସାଇଟି ଅଫ୍ ଆନାସ୍ଥେସିଓଲୋଜିଷ୍ଟସର ମିଳିତ ଉଦ୍ୟମରେ ଶନିବାର ସୋଆ କ୍ୟାମ୍ପସ୍ ୨ ପରିସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲର ଡିନ୍...

NRAI Chief Commends Mizoram Rifles

0

Aizawl: The 12th North East Zone Shooting Championship 2025 concluded in Aizawl last night with a spectacular closing ceremony attended by key dignitaries, including Chief Minister of Mizoram, Shri Lal Duhoma, and the President of the National Rifles Association of India (NRAI), Shri Kalikesh Narayan Singh Deo. The championship, which took place at the MRA Shooting Gallery in Mualpui from...

OCA Prez Champions Youth Cricket

0

Bhubaneswar: President of the Odisha Cricket Association (OCA), Shri Pankaj Lochan Mohanty graced the Player Draft of the inaugural Odisha Pro T20 League 2025, held on the evening of 12 September 2025 at Mayfair Convention Bhubaneswar. Shri Sanjay Behera, Secretary, OCA, Shri Prabhat Bhol, Joint Secretary, OCA, and Shri Bikash Pradhan, Treasurer, OCA, along with members of the Odisha...

Sodasha Puja Begins In Odisha

0

Bhubaneswar: A wave of religious fervor is sweeping across Odisha as the autumnal festival of Sharadiya Puja officially begins today, marking the first day of the Durga Puja festivities. Known in the Hindu calendar as Mulashtami of the month of Ashwin, this day marks the beginning of the highly revered Sodasa Upachar Puja at all Shakti Peethas across the...

ଆପାର୍ଟମେଣ୍ଟ ଯାଞ୍ଚ କେବେ ?

0

ଭୁବନେଶ୍ୱର : ନିର୍ମାଣାଧିନ ଆପାର୍ଟମେଣ୍ଟଗୁଡିକର କାର୍ଯ୍ୟଶୈଳୀ ତଦାରଖ ପାଇଁ ଅଦାଲତ ନିର୍ଦ୍ଦେଶ ଦେବାପରେ ଏବେ ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ସୁଉଚ୍ଚ ଅଟ୍ଟାଳିକା ନିର୍ମାଣ କରୁଥିବା ସଂସ୍ଥା ଓ ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ଛନକା ପଶିଛି । ବିଶେଷକରି ସହରାଞ୍ଚଳର ବିଭିନ୍ନ କଲୋନୀ ମଝିରେ ଆପାର୍ଟମେଣ୍ଟ ନିର୍ମାଣର ଯାଞ୍ଚ ହେଲେ ବହୁ ଅନିୟମିତତା ଧରାପଡିବାର ଭୟ ଏମାନଙ୍କୁ ଗୋଡାଇବା ଆରମ୍ଭ କରିଛି । ଖୋଦ ରାଜ୍ୟ ରାଜଧାନୀରେ ଏକାଧିକ ଆପାର୍ଟମେଣ୍ଟ ନିର୍ମାଣ ଚାଲିଥିବାବେଳେ ଏମାନଙ୍କ ମଧ୍ୟରୁ ଅଧିକାଂଶ ଅଗ୍ନି ନିରାପତ୍ତା, ଯାନା ବାହାନ...

ତିନି ଦଳ ପାଇଁ ନୂଆପଡାରେ ଆହ୍ୱାନ

0

ଭୁବନେଶ୍ୱର : ରାଜ୍ୟର ସବୁ ରାଜନୈତିକ ଦଳଙ୍କ ପାଇଁ ନୂଆପଡା ବିଧାନସଭା ଉପର୍ନିବାଚନ ଏବେ ଏକ ଆହ୍ୱାନରେ ପରିଣତ ହେବାକୁ ଯାଉଛି । ବିଶେଷକରି ବିଜେଡି, ବିଜେପି ଓ କଂଗ୍ରେସ ପାଇଁ ଏହା ସମ୍ମାନର ପ୍ରଶ୍ନବାଚୀ ଛିଡା କରିଛି । ପୂର୍ବତନ ମନ୍ତ୍ରୀ ତଥା ନୂଆପଡାର ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କର ମୃତ୍ୟୁର ୧୦ଦିନ ନବିତୁଣୁ ଏହି ଆସନ କେଉଁଦଳ ହାତେଇବ ସେଥିଘେନି ଚର୍ଚ୍ଚା ଚାଲିଥିବାବେଳେ ଓଡିଶା ବିଧାନସଭା ପକ୍ଷରୁ ନୂଆପଡା ବିଧାୟକ ଶ୍ରୀ ଢୋଲକିଆଙ୍କ ମୃତ୍ୟୁ ଜନିତ କାରଣରୁ ଏହି ଆସନ ଖାଲି...

ଘରୋଇ ବିତରକ ଜରିଆରେ ସାର ବିକ୍ରି ବନ୍ଦ କର

0

ଭୁବନେଶ୍ୱର : ସରକାର କହୁଛନ୍ତି, ଓଡିଶା ପାଇଁ ଆବଶ୍ୟକ ପରିମାଣର ସାର କେନ୍ଦ୍ର ଦେଇସାରିଛନ୍ତି। ଅଥଚ ଓଡ଼ିଶାରେ ଚାଷୀ ସାର ପାଉନାହିଁ। ଏଥର ଅପେକ୍ଷାକୃତ ଭଲ ମୌସୁମୀ ବର୍ଷା ଯୋଗୁଁ ରାଜ୍ୟର ଚାଷୀକୁଳ ଭଲ ଫସଲ ହେବ ବୋଲି ଆଶା ବାନ୍ଧି ବସିଥିଲେ। କିନ୍ତୁ ଧାନ ରୋଇବାର ତିନି ସପ୍ତାହ ପରେ ମଧ୍ୟ ରାଜ୍ୟ ସରକାର ଚାଷୀଙ୍କୁ କୁତ୍ରିମ ସାର ସଂକଟରୁ ଉଦ୍ଧାର କରି ପାରିଲେ ନାହିଁ। ମାର୍କଫେଡ଼ ଦ୍ୱାରା ବଣ୍ଟନ ହେବାକୁ ଥିବା ସାର ପ୍ରମୁଖତଃ ଘରୋଇ ବିତରକ ମାନଙ୍କ କବଜାକୁ ଚାଲି...

ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ବେଦାନ୍ତର ଫିଟନେସ୍ ପାର୍କ

0

ଭୁବନେଶ୍ୱର : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ରାୟଗଡ଼ାର ହାତମୁନିଗୁଡ଼ାରେ ଥିବା ରାମକୃଷ୍ଣ ମିଶନ ଆଶ୍ରମ ସ୍କୁଲର ୭୦୦ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଉତ୍ସର୍ଗୀକୃତ ଫିଟନେସ୍-କମ୍-ଆମ୍ୟୁଜମେଣ୍ଟ ପାର୍କ ବିକଶିତ କରିଛି। ବିଭିନ୍ନ ପ୍ରକାରର ଖେଳ ଏବଂ ଫିଟନେସ୍ ସୁବିଧା ସହିତ ସଜ୍ଜିତ ଏହି ପାର୍କଟି ଶାରୀରିକ କାର୍ଯ୍ୟକଳାପ, ମନୋରଞ୍ଜନ ଏବଂ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଡିଜାଇନ୍ କରାଯାଇଛି। ସ୍କୁଲ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ବେଦାନ୍ତ ସିଜିମାଲି ବକ୍ସାଇଟ୍ ମାଇନ୍ସର ଉପାଧ୍ୟକ୍ଷ ଏବଂ ମୁଖ୍ୟ ଶ୍ରୀ ପ୍ରତୀକ କୁମାର ଏହି...

ସୋଆ ଛାତ୍ରଛାତ୍ରୀଙ୍କୁ ଲଣ୍ଡନ୍ ଷ୍ଟକ୍ ଏକ୍ସଚେଞ୍ଜ ଗ୍ରୁପ୍‌ର ନିଯୁକ୍ତି

0

ଭୁବନେଶ୍ୱର : ଓଡ଼ିଶାର ପ୍ରଥମ ଥର ପାଇଁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ୨୦୨୬ ବ୍ୟାଚ୍‌ର ୧୧ ଜଣ ଛାତ୍ରଛାତ୍ରୀଙ୍କୁ ଫିନ୍‌ଟେକ୍ ପ୍ରଡକ୍ଟ ବେସ୍‌ଡ କମ୍ପାନୀ ଲଣ୍ଡନ୍ ଷ୍ଟକ୍ ଏକ୍ସଚେଞ୍ଜ ଗ୍ରୁପ୍ (ଏଲ୍‌ଏସ୍‌ଇଜି)ନିଯୁକ୍ତି ପ୍ରଦାନ କରିଛି । ଆଇଟିଇଆର୍‌ରେ କ୍ୟାମ୍ପସ୍ ନିଯୁକ୍ତି ପ୍ରଣାଳୀରେ ଛାତ୍ରଛାତ୍ରୀମାନଙ୍କୁ ଏଲ୍‌ଏସ୍‌ଇଜି ନିଯୁକ୍ତି ପ୍ରଦାନ କରିଛି ବୋଲି ସୂଚନା ଦେଇଛନ୍ତି ସୋଆର କ୍ୟାରିୟର ଡେଭେଲପ୍‌ମେଂଟ, ଇଣ୍ଡଷ୍ଟ୍ରୀ କୋଲାବୋରେସନ୍ ଆଣ୍ଡ ପ୍ଲେସ୍‌ମେଂଟ ଡିନ୍ ପ୍ରଫେସର (ଡକ୍ଟର) ରାଜ କୁମାର ହୋତା...