ନମୋ ଡ୍ରୋନ ଦିଦିର ମାର୍ଗଦର୍ଶିକା ଜାରି
ନୂଆଦିଲ୍ଲୀ : ଡିଏୱାଇ- ଏନଆରଏଲଏମ ଅଧୀନରେ ୧୨୬୧ କୋଟି ଟଙ୍କା ବ୍ୟୟ ଅଟକଳରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଡ୍ରୋନ ଯୋଗାଇବା ପାଇଁ କେନ୍ଦ୍ରୀୟ ଯୋଜନା 'ନମୋ ଡ୍ରୋନ୍ ଦିଦି' କୁ ସରକାର ଅନୁମୋଦନ ଦେଇଛନ୍ତି। ଏହି ଯୋଜନାରେ ୨୦୨୪- ୨୫ ରୁ ୨୦୨୫ -୨୦୨୬ ମଧ୍ୟରେ ୧୪୫୦୦ ମନୋନୀତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ କୃଷି ଉଦ୍ଦେଶ୍ୟରେ ବ୍ୟବହାର ନିମନ୍ତେ କୃଷକମାନଙ୍କୁ ଭଡ଼ା ଦେବା (ବର୍ତ୍ତମାନ ପାଇଁ ତରଳ ସାର ଓ କୀଟନାଶକ ପ୍ରୟୋଗ) ପାଇଁ ଡ୍ରୋନ ଯୋଗାଇଦେବାକୁ ଲକ୍ଷ୍ୟ ରଖାଯାଇଛି। କୃଷି...
2 Dead, 50 Injured In Diwali
Bhubaneswar: During Diwali Celebrations at least two persons died and 50 people were injured in various incidents of fire across Odisha, Police said.And Properties valued at Lakhs of Rupees were gutted on 31 October night, the sources in Police pointed out.Two minor boys succumbed to burn injuries and one woman was injured in a fire incident at Batagaon in...
Singh Takes Defence Charge
New Delhi: Rajesh Kumar Singh took over as Defence Secretary at South Block in New Delhi on 1 November, 2024. He is a 1989-batch IAS officer from Kerala cadre, who had assumed the charge of the Officer on Special Duty (Defence Secretary-designate) on 20 August, 2024. Earlier, Shri Singh was holding the charge of Secretary, Department for Promotion of Industry...
Mango Kernel Haunts Back
Bhubaneswar: The infamous mango kernel which was responsible for several deaths in tribal-dominated Kashipur block of Rayagada district is back in news. The death of two women due to mango kernel in Kandhamal district once again started hunting in the State. Though the State Government has been taking several initiatives to provide free rice and nutritional food items to the...
Fishing Ban Imposed
Bhubaneswar: To ensure safe nesting of Olive Ridley turtles in the river mouths of Dhamara, Devi and Rusikulya, the State Government today enforced a seven-month-long prohibition on sea fishing activity within 20 km of the coast at the three river mouths. Every year, lakhs of Olive Ridley turtles come to the banks of the mouths of rivers Dhamara, Devi and...
ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର କଚ୍ଛର କ୍ରିକ୍ ଅଞ୍ଚଳର ଲକ୍କି ନାଲାଠାରେ ସୀମା ସୁରକ୍ଷା ବଳ (ବିଏସଏଫ), ସ୍ଥଳ ସେନା, ନୌସେନା ଏବଂ ବାୟୁସେନାର ବୀର ଯବାନଙ୍କ ସହ ଦୀପାବଳି ପାଳନ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆମେ ଆମର ସୁରକ୍ଷା କର୍ମୀଙ୍କ ପାଇଁ ଅତ୍ୟନ୍ତ ଗର୍ବିତ, ଯେଉଁମାନେ ଦୁର୍ଗମ ସ୍ଥାନରେ ଦୃଢ଼ ଭାବରେ ଠିଆ ହୁଅନ୍ତି ଏବଂ ଆମକୁ ସୁରକ୍ଷା ଦିଅନ୍ତି । ଅତ୍ୟଧିକ ତାପମାତ୍ରା ହେତୁ କଚ୍ଛର କ୍ରିକ୍ ଅଞ୍ଚଳ ଉଭୟ ଆହ୍ୱାନପୂର୍ଣ୍ଣ ଏବଂ...
ବାଣିଜ୍ୟ ଓ ପରିବହନ ବିଭାଗରେ ରାଷ୍ଟ୍ରୀୟ ଏକତା ଦିବସ
ଭୁବନେଶ୍ୱର : ରାଷ୍ଟ୍ରୀୟ ଏକତା ଦିବସ (ଜାତୀୟ ଏକତା ଦିବସ) ର ଶୁଭ ଅବସରରେ ଗୃହ ଓ ନଗର ଉନ୍ନୟନ ବିଭାଗ , ବାଣିଜ୍ୟ ଓ ପରିବହନ ବିଭାଗର ମିଳିତ ସହଯୋଗରେ ଦେଶର ଏକତା, ଅଖଣ୍ଡତା ଏବଂ ନିରାପତ୍ତା ସୁଦୃଢ କରିବା ପାଇଁ ମିଳିତ ପ୍ରତିଶ୍ରୁତି ଦେଇଥିଲେ । ବିଭାଗୀୟ ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ଏକ ଦୃଢ ତଥା ନିରାପଦ ରାଷ୍ଟ୍ର ଗଠନ ପାଇଁ ଏକତା ଏବଂ ଅଖଣ୍ଡତାର ମୂଲ୍ୟବୋଧ ପ୍ରତି ସେମାନଙ୍କର ପ୍ରତିବଦ୍ଧତାକୁ ନିଶ୍ଚିତ...
ଓଡିଶାରେ ହେବ ଏନଏସଡିର ଆଞ୍ଚଳିକ ଶାଖା
ଭୁବନେଶ୍ୱର : ଓଡ଼ିଶାର ରାଜଧାନୀ ଭୁବନେଶ୍ୱରଠାରେ ପ୍ରତିଷ୍ଠା ହେବ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ (ଏନଏସଡି)ର ଆଞ୍ଚଳିକ ଶାଖା। ଏନେଇ ଓଡ଼ିଶା ରାଜ୍ୟ ସରକାର ବିଧିବଦ୍ଧ ଭାବେ ଅନୁମୋଦନ ପ୍ରଦାନ କରିଛନ୍ତି। ପ୍ରାଥମିକ ସ୍ତରରେ ଏହା ଭୁବନେଶ୍ୱର ସ୍ଥିତ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଅସ୍ଥାୟୀ ଭାବେ କାର୍ଯ୍ୟକାରୀ ହେବ ବୋଲି ସୂଚନା ମିଳିଛି। ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟର ଆଞ୍ଚଳିକ ଶାଖା ଓଡ଼ିଶାରେ ପ୍ରତିଷ୍ଠା କରିବା ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମାନ୍ୟବର ମୁଖ୍ୟମନ୍ତ୍ରୀ...
NSD Campus In Odisha
Bhubaneswar: The Regional Branch of The National School of Drama will be set up in Odisha's Capital City of Bhubaneswar. The State Government of has given its formal approval in this regard. Initially, it will be implemented temporarily at The Guru Kelucharan Mohapatra Odissi Research Centre in Bhubaneswar. Minister for Odia Language, Literature and Culture, Suryavanshi Suraj held discussions with Chief...
CM Buys Diyas
Bhubaneswar: Chief Minister Mohan Charan Majhi along with her wife Priyanka Marndi today seen purchasing earthen lamps, Rangoli colours and other puja items on the occasion of Diwali. Shri Majhi, accompanied by his wife Priyanka, visited the busy Unit-1 market here this morning and purchased some 'diyas' and puja items from a street vendor from Odisha. His visit drew a huge...










